October 28, 2024

Odia Express

Here, There and Everywhere

ସକାଳୁ ଗୋଟେ ଥର ଏହି ଜିନିଷ ଖାଆନ୍ତୁ ଧଳା ଚୁଟି ହେବ ଏତେ କଳା କି ୭ ବର୍ଷର ଛୁଆ ଭଳି ଦେଖାଯିବେ…

କଣ ଆପଣ ବି ଅସୁବିଧାରେ ଅଛନ୍ତି ଅଳ୍ପ ବୟସରୁ ଚୁଟି ପାଚିବାକୁ ନେଇକରି?ଆପଣ ଯଦି ୩୫ ରୁ ୪୦ ବର୍ଷ ବୟସର ଅଟନ୍ତି ତଥାପି ଆପଣଙ୍କ ଚୁଟି ପାଚିବାରେ ଲାଗିଛି ତ ଆମ ସହ ଆଜି ଶେଷ ପର୍ଯ୍ୟନ୍ତ ରୁହନ୍ତୁ କାରଣ ଆଜି ଆମେ ଆପଣଙ୍କୁ କହିବୁ କି କମ ବୟସରେ ଧଳା ବାଳକୁ ମୂଳରୁ କଳା କିପରି କରାଯାଇପାରିବ।ଯଦି ବୟସ ସହିତ ସହିତ ବାଳ ଧଳା ହଉଛି ତାହେଲେ ଏହା ସମ୍ଭବ ଅଟେ କିନ୍ତୁ ଯଦି ଆପଣଙ୍କ ବୟସ କମ ଅଛି ଯେପରି ୨୫ ରୁ ୩୦ ବର୍ଷ ଭିତରେ ଆପଣଙ୍କ ବାଳ ଧଳା ପଡିବାରେ ଲାଗିଛି ତାହେଲେ ଆମେ ଆପଣଙ୍କୁ ଏମିତି ଅୟୁର୍ବେଦିକ ନୁଷ୍କା କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ନିଜ ବାଳକୁ ଧଳା କରିପାରିବେ।

ଏଠି ସାଙ୍ଗମାନେ ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ରାମବାଣ ସାବ୍ୟସ୍ତ ହେବ ଏବଂ ଯାହା ସାହାଯ୍ୟରେ ଆପଣ ନିଜ ଧଳା ଚୁଟିକୁ କଳା କରିପାରିବେ।ତ ଆସନ୍ତୁ ଜାଣିବା ଏହି ବିଷୟରେ।ସାଙ୍ଗମାନେ ଆମେ ଏଠି କେବଳ ୨ଟି ଜିନିଷ ବ୍ୟବହାର କରିବାକୁ ଯାଉଛୁ।ପ୍ରଥମ ଜିନିଷ ଯାହା ଆମେ ବ୍ୟବହାର କରିଛୁ ତାହା ହେଉଛି କଳା ରାଶି।ପ୍ରଥମେ ଆପଣଙ୍କୁ କିଛି କଳା ରାଶି ନେଇଯିବାର ଅଛି ଏବଂ ଦ୍ୱିତୀୟ ଆପଣ ଯେଉଁ ପତ୍ର ଦେଖୁଛନ୍ତି ତାହା ହେଉଛି ଭୃଙ୍ଗରାଜର ପତ୍ର।ସାଙ୍ଗମାନେ ଆପଣ ଏହି ଏହି ୨ଟି ଜିନିଷ ପ୍ରଥମେ ନେଇ ନିଅନ୍ତୁ।

ସର୍ବପ୍ରଥମେ ସାଙ୍ଗମାନେ ଆପଣ କଣ କରିବେ କି ଯେଉଁ କଳା ରାଶି ଆପଣ ନେଇଥିଲେ ତାହାକୁ ଭଲ ଭାବରେ ଗ୍ରାଇଣ୍ଡରରେ ମିକ୍ସ କରିଦଅନ୍ତୁ।ଏହାପରେ ଏହାର ଏକ ବହଳ ପାଉଡର ତିଆରି ହେଇଯିବ।ଦ୍ଵିତୀୟରେ ଆପଣ ଏହି ଭୃଙ୍ଗରାଜର ପତ୍ରକୁ ନିଅନ୍ତୁ ଏବଂ ତାକୁ ଆପଣ ଭଲ ଭାବରେ ଖରାରେ ସୁଖେଇ ଦିଅନ୍ତୁ।ଯେତେବେଳେ ଆପଣ ଏହାକୁ ଖରାରେ ସୁଖେଇବେ ତାପରେ ଏହାର ଏକ ଭଲ ପାଉଡର ପ୍ରସ୍ତୁତ ହେଇଯିବ।ଏହାପରେ ଆପଣ ଏହାକୁ ଗ୍ରାଇଣ୍ଡରରେ ମିକ୍ସ କରି ଦିଅନ୍ତୁ ଏବଂ ଆପଣଙ୍କୁ ଏହାର ପାଉଡର ସହଜରେ ମିଳିଯିବ।ଯଦି ଆପଣ ଚାହିଁବେ ତାହେଲେ ବଜାରରେ କିମ୍ବା ଅନଲାଇନରେ ମିଳୁଥିବା ପାଉଡର ମଧ୍ୟ ବ୍ୟବହାର କରିପାରିବେ।

ଏହାପରେ ଗୋଟେ ଖାଲି ପାତ୍ର ନିଅନ୍ତି ଏବଂ ଏଥିରେ ଗୋଟେ ଚାମଚ କଳା ରାଶି ନିଅନ୍ତୁ।ଏହାପରେ ଆପଣ ଯେଉଁ ଭୃଙ୍ଗରାଜର ପେଷ୍ଟ ତିଆରି କରିଥିଲେ ତାହାକୁ ସେଥିରେ ମିଶେଇ ଦିଅନ୍ତୁ ଏବଂ ଏହାକୁ ଆପଣ ଭଲ ଭାବରେ ମିଶେଇ ଦିଅନ୍ତୁ।ଯେବେ ଏହା ଭଲ ଭାବରେ ମିକ୍ସ ହୋଇଯିବ ତାହାପରେ ଆପଣ ଏହାକୁ କୌଣସି ଏକ ପ୍ଲାଷ୍ଟିକ ଜାଗାରେ ରଖିଦିଅନ୍ତୁ।ତ ଏବେ ଜାଣିବା ଏହାର ବ୍ୟବହାର ଆପଣଙ୍କୁ କିପରି କରିବାର ଅଛି।ଏହାର ବ୍ୟବହାର ଆପଣଙ୍କୁ ସକାଳେ ଉଠି ଖାଲି ପେଟରେ ଏକ ଚାମଚ ଚୂର୍ଣ୍ଣ ନିଅନ୍ତି ଏବଂ ଭଲ ଭାବରେ ଚୋବେଇ ଚୋବେଇ ଖାଇ ଦିଅନ୍ତୁ।ଏହାପରେ ଗୋଟେ ଗ୍ଲାସ ପାଣି ପିଅନ୍ତି।ଏହିପରି ଆପଣଙ୍କୁ ଲଗାତାର କେବେଳ ୬ ମାସ କରିବାର ଅଛି ଏବଂ କୌଣସି ଗୋଟେ ଦିନ ମଧ୍ୟ ଛାଡ଼ିବେ ନାହିଁ।ଏହିପରି ଆପଣ ଧଳା ଚୁଟିରୁ ମୁକ୍ତ ହୋଇଯିବେ।

Leave a Reply

Your email address will not be published. Required fields are marked *