October 28, 2024

Odia Express

Here, There and Everywhere

ଗୋଡ଼ରେ ହେଉଥିବା ଫୋଟକା ଏବଂ ଅନ୍ୟ ସବୁ ସମସ୍ୟାକୁ ୫ ଦିନରେ ମୂଳରୁ ମିଟାନ୍ତୁ – ଏହା ଆପଣଙ୍କ ପାଇଁ କାମରେ ଆସିବ..

ସାଙ୍ଗମାନେ ଏହି ଆର୍ଟିକିଲରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଗୋଡ଼ରେ ହେଉଥିବା ଫୋଟକା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ।ଏଠାରେ ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା ଆପଣ ଘରେ ଥାଇ ଆରାମରେ ମଧ୍ୟ କରିପାରିବେ।ତ ରହିଥାନ୍ତୁ ଆମ ସହିତ ଏବଂ ଆମେ ଆପଣଙ୍କୁ ସହଜ ଉପରେ କହିଦବୁ କି କେମିତି ଆପଣ ଏହାକୁ ତିଆରି କରିବେ ଏବଂ କିପରି ନିଜ ଗୋଡ଼ରେ ଏହାର ବ୍ୟବହାର କରିବେ।

ଏଠାରେ ଆପଣ ଦେଖିଥିବେ କି ସବୁଠୁ ପ୍ରଥମେ ଆପଣ ରସୁଣ ନେବେ।ଏଠି ଆପଣଙ୍କୁ ରସୁଣର ୪ ରୁ ୫ଟି ପାଖୁଡାର ଆବଶ୍ୟକ ପଡିବ।ଏହାପରେ ଏହାକୁ ଭଲ ମିକ୍ସ କରିଦିଅନ୍ତୁ ଯେମିତି ଏହାର ରସ ଆପଣ ଭଲ ଭାବରେ ପାଇପାରିବେ।ଏହାପରେ ଆପଣ ଏହି ରସୁଣର ରସ ବାହାର କରନ୍ତୁ।ପାଖାପାଖି ଆପଣଙ୍କୁ ଅଧା ଚାମଚ ରସର ଆବଶ୍ୟକତା ପଡିବ।ଆପଣ ଯଦି ତାକୁ ଆଙ୍ଗୁଳିରେ ଭଲ ଭାବରେ ଚିପୁଡିବେ ତାହେଲେ ପାଖାପାଖି ଅଧା ଚାମଚ ରସ ବହାରିଯିବ।ଏହାପରେ ଆପଣଙ୍କୁ ଏଥିରେ ୧ ଚାମଚ ପାଖାପାଖି ହଳଦୀର ବ୍ୟବହାର କରିବାର ଅଛି।ଏହି ୨ଟି ଜିନିଷ ତ ଆପଣଙ୍କୁ ଆପଣଙ୍କ ଘରେ ନିଶ୍ଚୟ ମିଳିଯିବ।

ତୃତୀୟ ଯେଉଁ ଜିନିଷ ରହିଛି ଯାହା ସବୁଠୁ ଅଧିକ ଆବଶ୍ୟକ ଅଟେ ତାହା ହେଉଛି ଲେମ୍ବୁ।ପାଖାପାଖି ଆପଣ ଏଥିରେ ଅଧାରୁ ଗୋଟେ ଚାମଚ ଲେମ୍ବୁ ରସ ଏଥିରେ ମିଶେଇ ଦିଅନ୍ତୁ।ଏହାପରେ ଏହି ପେଷ୍ଟକୁ ଆପଣ ଭଲ ଭାବରେ ମିକ୍ସ କରି ଦିଅନ୍ତୁ।ଏହି ପେଷ୍ଟକୁ ଆପଣଙ୍କୁ କିଛି ଏହି ପ୍ରକାର ତିଆରି କରିବାର ଅଛି ଯେମିତି ଏହା ଟିକେ ମୋଟା ରହିବ।ଏହାପରେ ସାଙ୍ଗମାନେ ଆପଣଙ୍କୁ ଗୋଡ଼ରେ ଯେଉଁଠି ବି ଫୋଟକା କିମ୍ବା ଅନ୍ୟ ସମସ୍ୟା ରହିଅଛି ସେହି ଅଂଶକୁ ଆପଣଙ୍କୁ ପାଖାପାଖି ଗରମ ପାଣିରେ ୧୦ ରୁ ୧୫ ମିନିଟ ପାଖାପାଖି ଭିଜେଇକି ରଖିବେ ଏବଂ ତାହା ପରେ ଏହି ପେଷ୍ଟକୁ ଆପଣଙ୍କୁ ଲଗାଇବାର ଅଛି କିନ୍ତୁ ତାହା ପୂର୍ବରୁ ଆପଣଙ୍କୁ କିଛି ତୁଳାର ଆବଶ୍ୟକ ପଡିବ କିମ୍ବା ଆପଣ କପଡାର ତୁଳା ମଧ୍ୟ ନେଇପାରିବେ।

ଏହାପରେ ଏହି ପେଷ୍ଟକୁ ଆପଣ ତୁଳାରେ ନିଅନ୍ତୁ ଯେମିତି ଡାକ୍ତର ବ୍ୟବହାର କରନ୍ତି ସେମିତି ହିଁ ଆପଣ ଏହାର ବ୍ୟବହାର କରନ୍ତୁ ଏବଂ ଏହାପରେ ଆପଣଙ୍କ ଯେଉଁଠି ବି ଫୋଟକା ରହିଛି ତାହା ଉପରେ ଏହାକୁ ରଖି ଦିଅନ୍ତୁ ଏବଂ ଏହାକୁ କପଡା କିମ୍ବା ରୁମାଲ ମାଧ୍ୟମରେ ଭଲ ଭାବରେ ଏହାକୁ ବାନ୍ଧି ଦିଅନ୍ତୁ।ଏହି ପ୍ରକ୍ରିୟା ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ କରିବାର ଅଛି ଯେମିତି ରାତି ସାରା ଏହା ଆପଣଙ୍କ ଗୋଡରେ ବନ୍ଧା ହୋଇକି ରହିବ ଏବଂ ସକାଳେ ଉଠିକି ଆପଣ ଏହାକୁ ବାହାର କରି ଭଲ ଭାବରେ ଧୋଇ ଦିଅନ୍ତୁ।

ଯଦି ଆପଣ ଏହାକୁ ପ୍ରତିଦିନ କରିବେ ତାହେଲେ ଦେଖିବେ କି ଆପଣଙ୍କ ଯେଉଁ ଗୋଡ଼ର ସମସ୍ୟା ରହିଛି କିଛି ଦିନରେ ଭଲ ହୋଇଯିବ।ଏଥିପାଇଁ ଆପଣଙ୍କୁ କୌଣସି ଔଷଧର ଆବଶ୍ୟକତା ପଡିବ ନାହିଁ ନା ହି ଏହାକୁ କଟିବାର ଆବଶ୍ୟକତା ପଡିବ।ଏହାକୁ ଯଦି ଆପଣ କିଛି ଦିନ କରିବେ ତାହେଲେ ଆପଣଙ୍କୁ ଏହାର ଭଲ ପରିଣାମ କିଛି ଦିନ ମଧ୍ୟରେ ମିଳିଯିବ ଏବଂ ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *