December 1, 2024

Odia Express

Here, There and Everywhere

ଗିଲୋଏ ଖାଇବାର ଏତେ ଉପକାର ଯେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ..

ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଗିଲୋଏ ଖାଇବାର ବିଶେଷ ଉପକାର ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଯଦି ଦୁନିଆରେ ଜ୍ୱର ପାଇଁ ସବୁଠାରୁ ବଡ଼ ଅମୃତ ମନାଯାଇଥାଏ ତେବେ ତାହା ହେଉଛି ଗିଲୋଏ।ଯେଉଁ ବ୍ୟକ୍ତିର ଯେତେ ଚେଷ୍ଟା କଲେ ମଧ୍ୟ ଜ୍ୱର ଭଲ ହେଉନଥାଏ ତେବେ ସେହି ବ୍ୟକ୍ତିକୁ ଯଦି ଗିଲୋଏ ଦିଆଯାଏ ତେବେ ତାହାର ଜ୍ଵର ଭଲ ହୋଇପାରି ଥାଏ।ଏହା ଏତେ ଅସରଦାର ହୋଇଥାଏ ଯେ କଷ୍ଟ ରୁ କଷ୍ଟ ଜ୍ୱର ମଧ୍ୟ ଭଲ କରିଦେଇଥାଏ।

ଯେଉଁ ବ୍ୟକ୍ତି ଗିଲୋଏର ସେବନ କରିଥାଏ କୌଣସି ପ୍ରକାର ରୋଗ ତାହା ପାଖକୁ ଆସିନଥାଏ।ଯଦି ଆପଣଙ୍କ ଶରୀରରେ ମୋଟାପା ଅଧିକ ଥାଏ ତେବେ ଏହା ତାହା ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ।ଏହା ଆପଣଙ୍କ ପାଚନ ତନ୍ତ୍ର ମଜବୁତ କରାଇଥାଏ ଯାହାଦ୍ୱାରା ଆପଣଙ୍କ ଖାଦ୍ୟ ହଜମ ପ୍ରକ୍ରିୟାରେ ଉର୍ଣ୍ଣତ୍ତି ଆସିଥାଏ ଏହା ଫଳରେ ପେଟ ଜନିତ ସମସ୍ତ ସମସ୍ୟା ଯେପରି ଗ୍ୟାସ ରୋଗ, ବଦହାଜମି ଆଦି ଭଲ ହୋଇଜାଇଥାଏ।

ପ୍ରତିଦିନ ଗିଲୋଏର ସେବନ କରିବାଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।ଯାହା ଫଳରେ ଆପଣଙ୍କ ଶରୀରକୁ ରୋଗ ସହଜରେ ହୋଇନଥାଏ।ଏହା ଆପଣଙ୍କ ଶରୀରର ଏନର୍ଜୀକୁ ମଧ୍ୟ ବଢ଼ାଇଥାଏ।ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆଏ ରେ ଯେଉଁ ପ୍ଲେଟଲେଟ୍ସ ତଳକୁ ଖସିଯାଇଥାଏ ତାହାକୁ ବଢାଇବାପାଇଁ ସବୁଠାରୁ ଭଲ ଜିନିଷ ଗିଲୋଏ ହୋଇଥାଏ।

ସବୁଠାରୁ ଭଲ ଔଷଧ ଯଦି ଆୟୁର୍ବେଦରେ ଥାଏ ତେବେ ତାହା ହେଉଛି ଗିଲୋଏ।ଗିଲୋଏର ଅମୃତକୁ ନିଶ୍ଚିତ ପ୍ରୟୋଗରେ ଆଣିବା ଉଚିତ।ଯଦି ଉପରେ ଦିଆଯାଇଥିବା ରୋଗ ମଧ୍ୟରୁ ଆପଣଙ୍କୁ କିଛି ଥାଏ ତେବେ ଆପଣ ଗିଲୋଏ ଖାଇବା ଉଚିତ।ଆପଣ ଏହାକୁ ସିଧା ଖାଇପାରିବେ ଏବଂ ଏହାର ରସ କାଢି ଏହାକୁ ଛାଣିକରି ବ୍ୟବହାର କରିପାରିବେ।ଏବଂ ଆପଣଙ୍କୁ ବଜାରରେ ବହୁତ ଭଲ ଭଲ କମ୍ପାନୀର ଗିଲୋଏର ସତ୍ୱ ମିଳିଯାଇଥାଏ।ଏହାକୁ ଆପଣ ନେଇ ଏକ ଚାତୁର୍ଥାଂଶ ପରିମାଣରେ ପାଣିରେ ମିଶାଇ ସେବନ କରିପାରିବେ।ଏହା କରିବାଦ୍ୱାରା କୌଣସି ପ୍ରକାର ରୋଗ ଆପଣଙ୍କ ପାଖକୁ ଆସିବ ନାହିଁ।ସେ ଯେକୌଣସି ଭାଇରସ ହେଉ ଏବଂ ସେ ଯେକୌଣସି ବ୍ୟାକ୍ଟେରିଆ ଜନିତ ସମସ୍ୟା ହେଉ ଏବଂ ସେ ଯେତେ ପ୍ରକାର ଜ୍ୱର ହେଲେ ମଧ୍ୟ ଏହି ସବୁ ଜିନିଷ ପାଇଁ ଏକ ମାତ୍ର ଗିଲୋଏ ଏତେ ଉପକାରୀ ହୋଇଥାଏଯେ ଆପଣ କହିବେ ଏହିଭଳି ଔଷଧ ହୋଇପାରିବନାହିଁ।

ଆଜିକାଲି ଲୋକ ଆୟୁର୍ବେଦ ଉପରେ ଧ୍ୟାନ ଦେଉଛନ୍ତି।ଯଦି ଏହା ଆଗରୁ କରାଯାଇଥାନ୍ତା ତେବେ ଏତେ ପ୍ରକାର ରୋଗ ଆସନ୍ତାନାହିଁ।ତେବେ ଆପଣ ଏହାର ବ୍ୟବହାର କରିବା ଆରମ୍ଭ କରନ୍ତୁ।ଏହା ଦ୍ୱାରା ଯେଉଁ ରୋଗ ମାସ ମାସ ଏବଂ ବର୍ଷ ବର୍ଷ ଲାଗିଯାଇଥାଏ ଭଲ ହେବାପାଇଁ ତାହା ଦିନରେ ଭଲ ହୋଇଜାଇଥାଏ।ତେବେ ଏହା ଥିଲା ଗିଲୋଏ ସେବନ କରିବାର ବିଶେଷ ଉପକରିତା।ତେବେ ଆପଣ ଏହାର ନିଶ୍ଚିତ ବ୍ୟବହାର କରନ୍ତୁ

Leave a Reply

Your email address will not be published. Required fields are marked *