March 18, 2025

Odia Express

Here, There and Everywhere

ଘରେ ଏହି ରଙ୍ଗର ପଶୁ ପକ୍ଷୀ ରଖିବା ଦ୍ୱାରା ମିଳିଥାଏ ଅନେକ ଲାଭ – ଭାଗ୍ୟ ଖୋଲିଯିବା ଅପାଙ୍କର ଏହି ଉପାୟ କଲେ..

ନମସ୍କାର ସାଙ୍ଗମାନେ।ଘରେ ପଶୁ ପକ୍ଷୀଙ୍କୁ ପାଳିବାର ନିୟମ ପ୍ରାଚୀନ କାଳରୁହିଁ ଚାଲିଆସୁଛି।ଯେପରି ଘରର ପାରିବାରିକ ସଦସ୍ୟଙ୍କ ଠାରୁ ନକରତ୍ମକ ଏବଂ ସକାରତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ଠିକ ସେହିପରି ଘରେ ରହୁଥିବା ପଶୁ ଏବଂ ପକ୍ଷୀ ମଧ୍ୟ ଶୁଭ ଏବଂ ଅଶୁଭ ପରିଣାମ ଦେଇଥାନ୍ତି।ଆଧୁନିକ ଯୁଗରେ ଲୋକମାନେ ବାସ୍ତୁର ଅନୁସରଣ କରିବାରେ ଲାଗିଛନ୍ତି।ଯାହାର ଫଳ ସ୍ୱରୂପ ସେମାନେ ତାହା ସହିତ ସମ୍ୱନ୍ଧିତ ଜିନିଷକୁ ଘର ଏବଂ କାର୍ଯ୍ୟସ୍ଥଳରେ ସଜାଇଥାନ୍ତି।

ତେବେ ଆଜି ଆମେ ଏହି ଆର୍ଟିକିଲରେ ଜାଣିବା କେଉଁକେଉଁ ପଶୁ ପକ୍ଷୀ ଘରେ ରଖିବା ଦ୍ୱାରା ଲାଭ ହୋଇଥାଏ।ଏଥିପାଇଁ ଏହାକୁ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏକ୍ସପର୍ଟଙ୍କ ଅନୁସାରେ ୮ରୁ ୯ ନାରଙ୍ଗୀ ମାଛ ସହିତ ଏକ କଳା ମାଛ ରହିବା ଉଚିତ।ଏବଂ ଏକ ଗୋଲଡ଼ ଫିସକୁ ମଧ୍ୟ ଭଲ ମନାଯାଇଥାଏ।ନାଲି ଏବଂ ଏକ କଳା ରଙ୍ଗର ମାଛକୁ ଭାଗ୍ୟ ଏବଂ ସୁଖ ସହିତ ଯୋଡି ଦେଖାଯାଇଥାଏ।ଅକ୍ୱାରୀୟମରେ ରଖାଯାଉଥିବା ମାଛର ସଂଖ୍ୟା ୯ ହେବା ଉଚିତ।ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସୁବର୍ଣ୍ଣ ରଙ୍ଗର ମାଛ ରଖିବା ଦ୍ୱାରା ସୁଖ ଏବଂ ଶାନ୍ତିର ପ୍ରାପ୍ତି ହୋଇଥାଏ।

ଅନେକ ଲୋକ ଘରେ କୁକୁର ପାଳିଥାନ୍ତି।ଏବଂ କୁକୁର ମଧ୍ୟ ବହୁତ ବିଶ୍ୱସ୍ଥ ହୋଇଥାନ୍ତି।ମନାଯାଇଥାଏ ଯେ କୁକୁର ମନୁଷ୍ୟ ଠାରୁ ଅଧିକ ବିଶ୍ୱସ୍ଥ ହୋଇଥାଏ।ହିନ୍ଦୁ ଧର୍ମ ଅନୁସାରେ କୁକୁରକୁ ଭଗବାନ ଭୈରବଙ୍କ ସେବକ ମନାଯାଇଥାଏ।ଘରେ କୁକୁର ରଖିବା ଦ୍ୱାରା ଧନ ସମ୍ପତ୍ତିର ସମୃଦ୍ଧି ହେବା ସହିତ ସକାରତ୍ମକ ଉର୍ଜାର ପ୍ରବାହ ହୋଇଥାଏ।କଳା ରଙ୍ଗର କୁକୁର ଦ୍ୱାରା ଘରେ ଟଙ୍କାର ଆଗମନ ହୋଇଥାଏ।ଏବଂ ଏହାଦ୍ୱାରା ଆପଣଙ୍କୁ ଅନେକ ଲାଭ ହୋଇଥାଏ।

ଯେବେ ବର୍ଷା ଋତୁ ଆସିବାକୁ ଥାଏ ସେତେବେଳେ ଅନେକ ବେଙ୍ଗ ଏପଟେ ସେପଟେ ଡିଆଁ ମାରିବାର ନଜର ଆସୁଥାନ୍ତି।କିନ୍ତୁ ଏମାନଙ୍କୁ କେହି ଘରେ ପାଳିନଥାନ୍ତି।ଘରେ କଇଁଛ ରଖିବା ଶୁଭ ମନାଯାଇଥାଏ।କଇଁଛ ଭଗବାନଙ୍କ ଦଶ ଅବତାର ମଧ୍ୟରୁ ଏକ ଅଟେ।ଏବଂ ଭଗବାନ ଲକ୍ଷ୍ମୀ ମାତାଙ୍କ ପ୍ରତିନିଧି ମଧ୍ୟ ମନାଯାଇଥାଏ।କଇଁଛ ଏକ ପ୍ରଭାବଶାଳୀ ଯିବ ଅଟେ ଯାହାଦ୍ୱାରା ବାସ୍ତୁଦୋଷର ନିବାରଣ ହୋଇଥାଏ।ଘରେ କଇଁଛ ରଖିବା ଦ୍ୱରା ଘରେ ସୁଖ ମଧ୍ୟ ଆସିଥାଏ।

ବିଲେଇ ସହିତ ସମ୍ୱନ୍ଧୀତ ଅଲଗା ଅଲଗା ମାନ୍ୟତା ଅଛି।କିଛି ଲୋକ ବିଲେଇକୁ ଘରେ ରଖିବା ଶୁଭ ମାନିଥାନ୍ତି ଏବଂ କିଛି ଲୋକ ବିଲେଇକୁ ଘରେ ରଖିବା ଶୁଭ ମାନିନଥାନ୍ତି।ପୁରାଣର ଅନୁସାରେ ଘରକୁ ବିଲେଇର ବାରମ୍ବାର ଆସିବା ଅଶୁଭ ହୋଇଥାଏ।ଏହାକୁ ନକରତ୍ମକ ଉର୍ଜାର ପ୍ରତୀକ କୁହାଯାଇଥାଏ।

ମାନ୍ୟତା ଅଛିଯେ ଶୁଆକୁ ଆଗକୁ ଘଟିବାକୁ ଯାଉଥିବା ଅଘଟଣର ଆଗରୁ ଜଣାପଡିଯାଇଥାଏ।ଏଥିପାଇଁ ଶୁଆକୁ ଘରେ ରଖିବା ଶୁଭ ହୋଇଥାଏ।ଐଶ୍ୱର୍ଜ୍ୟ ପାଇଁ ଘରେ ଘୋଡା ରଖନ୍ତୁ।ସମ୍ଭାବନା ହୁଏ ତେବେ ଘୋଡାର ପ୍ରତିମା ମଧ୍ୟ ରଖିପାରିବେ।ଘରେ ଠେକୁଆ ପାଳିବାଦ୍ୱାରା ଘରେ ସମୃଦ୍ଧି ଆସିଥାଏ।ଏବଂ ଏହା ଘରେ ଥିବା ପିଲାଙ୍କ ପାଇଁ ଶୁଭ ମନାଯାଇଥାଏ।

ବିଛା, ଅଜଗର କିମ୍ବା ବଦୁଡିର ଘରେ ରହିବା ଅଶୁଭ ହୋଇଥାଏ।ହିନ୍ଦୁ ଧର୍ମରେ ସାପକୁ ପବିତ୍ର ମାନିଥାନ୍ତି କିନ୍ତୁ ଏମାନଙ୍କୁ ପାଳିବା ଶୁଭ ହୋଇନଥାଏ।

Leave a Reply

Your email address will not be published. Required fields are marked *