November 22, 2024

Odia Express

Here, There and Everywhere

କେବଳ ଗୋଟେ ନଡ଼ିଆ ଏବଂ ଜୀବନର ସବୁ ଅସୁବିଧାର ଘଟିବ ଅନ୍ତ – ନଡ଼ିଆ ର ଏହି ଉପାୟ ଆଜି କରିକି ଦେଖନ୍ତୁ..

ସାଙ୍ଗମାନେ ଭାରତୀୟ ଧର୍ମ ଏବଂ ସଂସ୍କୃତିରେ ନଡ଼ିଆର ବହୁତ ମହତ୍ଵ ରହିଛି।ମନ୍ଦିରରେ ନଡ଼ିଆ ଚଢେଇବାର ପରମ୍ପରା ରହିଅଛି।ନଡ଼ିଆକୁ ଶ୍ରୀଫଳ ମଧ୍ୟ କହିଥାନ୍ତି।ଶ୍ରୀ ଅର୍ଥାତ ଦେବୀ ଲଷ୍ମୀ।ସେଥିପାଇଁ ନଡ଼ିଆ ଫଟେଇ ସବୁ ନୂଆ କାର୍ଯ୍ୟର ଆରମ୍ଭ କରାଯାଇଥାଏ ଯେମିତି ଦେବୀ ଲଷ୍ମୀଙ୍କ କୃପା ଆମ ଉପରେ ରହିଥିବ।ବହୁତ ଜ୍ୟୋତିଷ ଉପାୟରେ ନଡ଼ିଆର ବ୍ୟବହାର କରାଯାଇଥାଏ।ଏହି ଉପାୟ ମାଧ୍ୟମରେ ଗ୍ରହଦୋଷ ଦୁର ହୋଇଥାଏ ଏବଂ ଧନଲାଭର ଯୋଗ ମଧ୍ୟ ହୋଇଥାଏ।ତ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ।

ପ୍ରଥମ ଧନଲାଭ ପାଇଁ ସବୁତ ନଡ଼ିଆ ମାତା ଲାଷ୍ମୀଙ୍କୁ ଚଢାନ୍ତୁ।ଟିକେ ସମୟ ପରେ ତାକୁ ଏକ ଲାଲ କପଡ଼ାରେ ବାନ୍ଧି ଏକ ଜାଗାରେ ରଖନ୍ତୁ ଯେଉଁଠି ତାକୁ କେହି ଦେଖି ନ ପାରିବ।ଏହାଦ୍ୱାରା ଧନଲାଭ ସହିତ ଘରେ ସୁଖ ସମୃଦ୍ଧି ମଧ୍ୟ ବଢ଼ିଥାଏ।

ଦ୍ୱିତୀୟ ଯଦି ଆପଣଙ୍କୁ ଲାଗିଥାଏ କି ଘରେ କୌଣସି ନକାରତ୍ମକ ଉର୍ଜା ରହିଅଛି ତାହେଲେ ନଡିଆରେ କାଜଲରେ ତିଳକ କରନ୍ତୁ ଏବଂ ପରେ ଏହାକୁ ସମ୍ପୁର୍ଣ୍ଣ ଘରେ ବୁଲାଇ ନଦୀରେ ବିସର୍ଜିତ କରିଦିଅନ୍ତୁ।

ତୃତୀୟରେ ଶନିବାର ଦିନ ଶନି ମନ୍ଦିରରେ ୭ଟି ନଡ଼ିଆ ଚଢାନ୍ତୁ ଏବଂ ପରେ ଏହାକୁ ନଦୀରେ ବିସର୍ଜିତ କରିଦିଅନ୍ତୁ।ଏହା ଫଳରେ ଶନିଦୋଷ ଦୁର ହୋଇଥାଏ।

ଋଣ କମେଇବା ପାଇଁ ଏକ ନଡିଆରେ ଚମେଲି ତେଲଯୁକ୍ତ ସିନ୍ଦରରେ ସ୍ୱସ୍ତିକର ଚିହ୍ନ କରନ୍ତୁ।କିଛି ଭୋଗ ସହିତ ହନୁମାନଜୀଙ୍କର ମନ୍ଦିରକୁ ଯାଇ ତାଙ୍କ ଚରଣରେ ଅର୍ପଣ କରନ୍ତୁ।ତତ୍କାଳ ଲାଭପ୍ରାପ୍ତି ହେବ।

ଯଦି ଆପଣଙ୍କ ପାଖରେ ପଇସା ରହୁନାହିଁ ତାହେଲେ ପରିବାର ଆର୍ଥିକ ସଂକଟରେ ପଡିଯାଇଥାଏ।ଏଥିପାଇଁ ଶୁକ୍ରବାର ଦିନ ମାତା ଲଷ୍ମୀଙ୍କ ମନ୍ଦିରରେ ଏକ ଚୂଳ ଥିବା ନଡ଼ିଆ,ଗୋଲାପ,ପଦ୍ମ ମାଳ,ଦହି,ଧଳା ମିଠା ଆଦି ମାତାଙ୍କୁ ଅର୍ପଣ କରନ୍ତୁ।ଏହାପରେ ମାତାଙ୍କର କର୍ପୂର ମିଶ୍ରିତ ଦେଶୀ ଘିଅରେ ଆରତୀ କରିବା ଦ୍ୱାରା ଆର୍ଥିକ ସ୍ଥିତିରୁ ମୁକ୍ତି ମିଳିଥାଏ।

ଶନି ରାହୁ କିମ୍ବା କେତୁ ଜନିତ କୌଣସି ସମସ୍ୟା ହେବ ଯଦି ତାହେଲେ ଶନିବାର ଦିନ ଏକ ଜଳଯୁକ୍ତ ଜଟା ଥିବା ନଡ଼ିଆ ନେଇ କଳା କପଡ଼ାରେ ଗୋଡେଇ ଦିଅନ୍ତୁ।୧୦୦ ଗ୍ରାମ କଳା ରାଶି ଏବଂ ୧୦୦ ଗ୍ରାମ ମୁଗ ଡାଲି ତଥା ଏକ କଣ୍ଟା ସହିତ ଜଳରେ ପ୍ରବାହିତ କରିଦିଅନ୍ତୁ।ଏହା କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

ଯେଉଁମାନଙ୍କର କୁଣ୍ଡଳୀରେ କଳାସାପ ଦୋଷ ଥିବ କିମ୍ବା ରାହୁକେତୁ ଅଶୁଭ ଫଳ ଦେଉଥିବେ ତାହେଲେ ଶୁଖିଲା ନଡ଼ିଆ କିମ୍ବା କଳାଧଳା ରଙ୍ଗର କମ୍ବଳ ଦାନ କରିବା ଉଚିତ।ଏହା ସମୟ ସମୟ ମଧରେ କରିବା ଦ୍ୱାରା ଏହି ଦୋଷ ଦୁର ହୋଇଥାଏ।

ଏକ ସବୁତ ପାଣିଥିବା ନଡ଼ିଆ ନିଅନ୍ତୁ ଏବଂ ତାହାକୁ ନିଜ ଉପରେ ୨୧ ଥର ପିଟି କୌଣସି ଦେବସ୍ଥାନ ନିଆଁରେ ପକେଇଦିଅନ୍ତୁ।ଏହା ସବୁ ମଙ୍ଗଳବାର ଏବଂ ଶନିବାର କରନ୍ତୁ।ଏହାସହିତ ମଙ୍ଗଳବାର ଏବଂ ଶନିବାର ହନୁମାନଜୀଙ୍କର ମନ୍ଦିର ଯାଇ ହନୁମାନଚାଲିସା ଅବଶ୍ୟ ପଢନ୍ତୁ।

ଏକ ନଡ଼ିଆ ନିଅନ୍ତୁ ଏବଂ ନିଜ ମୁଣ୍ଡ ପାଖରେ ରଖିକି ଶୋଇପଡନ୍ତୁ।ସକାଳେ ଉଠିକରି ସାତ ଶନିବାର ଯାଏ ଏହାକୁ ନଦୀରେ ପ୍ରବାହିତ କରନ୍ତୁ।ଧ୍ୟାନ ରଖନ୍ତୁ ଏହାକୁ ୭ଟି ଶନିବାର କରନ୍ତି ଏବଂ ଯେମିତି ଏଥିରେ କୌଣସି ଅସୁବିଧା ନ ହୁଏ।ନଡ଼ିଆ ଭସେଇବା ସମୟରେ ଓଁ ଶ୍ରୀ ରାମଦୂତାୟ ନମଃ ମନ୍ତ୍ରର ଉଚ୍ଚାରଣ କରନ୍ତୁ।ଏହାଦ୍ୱରା ସବୁ ସଂକଟରୁ ମୁକ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *