December 2, 2024

Odia Express

Here, There and Everywhere

ବାଛନ୍ତୁ ଏକ ପର ଏବଂ ଜାଣନ୍ତୁ କଣ କହେ ଏହା ଆପଣଙ୍କ ବିଷୟରେ – ଆପଣ ନିଜ ବିଷୟରେ ଏହି କଥା ଜାଣିଲେ ନିଜେ ଖୁସି ହେଇଯିବେ..

ସାଙ୍ଗମାନେ ସବୁବେଳେ ଆପଣ ଲୋକମାନଙ୍କୁ କହୁଥିବାର ଶୁଣିଥିବେ କି ଯଦି ଯାଉଯାଉ ଆପଣଙ୍କୁ କେବେ ପର ମିଳେ ନହେଲେ କୌଣସି ଉଡୁଥିବା ପର ଆପଣଙ୍କ ପାଖକୁ ଆସିଥାଏ ତାହେଲେ ଏହା ଗୁଡ଼ଲକର ଚିହ୍ନ ହୋଇଥାଏ।କିଛି ଲୋକ ଏହାକୁ ମାନିଥାନ୍ତି ତ କିଛି ଲୋକଙ୍କ ପାଇଁ ଏହା ଏକ ଅନ୍ଧବିଶ୍ୱାସ ଅଟେ।ପର ସବୁବେଳେ ହି ଆମ ସଭ୍ୟତାର ଅଂଶ ରହିଛି।ମୟୁରପରକୁ ତ ଭାଗବନ ଶ୍ରୀକୃଷ୍ଣ ନିଜ ମୁକୁଟରେ ଧାରଣ କରିଥାନ୍ତି।ଏଠାରେ ଥିବା ଚିତ୍ରରେ ମଧ୍ୟ କିଛ ରଂଗବିରଙ୍ଗ ପର ଦେଖାଯାଇଛି।ଏମାନଙ୍କ ମଧ୍ୟରୁ ସବୁଠୁ ବେଶି ଆକର୍ଷିତ ଆପଣଙ୍କୁ କେଉଁ ପର କରିଲା।ଆପଣଙ୍କ ଚଏସ ଆପଣଙ୍କୁ ଏକ ଖାସ ଉଦ୍ଦେଶ୍ୟ ଦେଇଥାଏ।ତ ବାଛନ୍ତୁ ନିଜ ପସନ୍ଦର ଏକ ପର।

ଧଳା ରଙ୍ଗ ଶାନ୍ତି,ପବିତ୍ରତା ଏବଂ ବିଶ୍ୱାସର ପ୍ରତିକ ହୋଇଥାଏ।ଯଦି ଆପଣଙ୍କୁ ପ୍ରଥମ ପର ପସନ୍ଦ ଆସିଥାଏ ତାହେଲେ ଏହାର ଅର୍ଥ ହେଉଛି କି ସକାରତ୍ମକ ଶକ୍ତି ଆପଣଙ୍କ ସହ ଯୋଡି ହୋଇରହିଛି ଅଥବା ଆପଣଙ୍କ ଉପରେ ନଜର ରଖିଛି।ଏହି ରଙ୍ଗ ଚନ୍ଦ୍ରମାର ଦୃଢତା ମଧ୍ୟ କହିଥାଏ।

ଦ୍ୱିତୀୟ ପର ମୂଳାଧାର ରଙ୍ଗର ପର ଅଟେ।ଏହି ପର ଉର୍ଜା ଏବଂ ଜୀବନକୁ ଦର୍ଶାଇଥାଏ।ଏହା ଦର୍ଶାଇଥାଏ କି ଆପଣଙ୍କ ପାଇଁ ସଠିକ ସମୟ ଆସିବାକୁ ଅଛି ଆପଣ କେବଳ ଅପେକ୍ଷା କରନ୍ତୁ।ଖୁସି ଆପଣଙ୍କ ପାଖକୁ ବହୁତ ଶୀଘ୍ର ଆସୁଅଛି।

ଯଦି ଆପଣ ତୃତୀୟ ପର ବାଛିଛନ୍ତି ତାହେଲେ ଏହା ଦର୍ଶାଇଥାଏ କି ଆପଣଙ୍କ ଆଗରେ ବହୁତ ବଡ଼ ସତ୍ୟତା ଉଜାଗର ହେବାକୁ ଯାଉଛି।

ଯଦି ଆପଣ ଚତୁର୍ଥ ପରକୁ ବାଛିଛନ୍ତି ତାହେଲେ ଏହା ମାନସିକ ରୂପରେ ଆପଣଙ୍କ ଦୃଢ଼ତାକୁ ଦର୍ଶାଇଥାଏ।ଯଦି ଆପଣ ଏହାକୁ ବାଛିଛନ୍ତି ତାହେଲେ ଏହାର ଅର୍ଥ ଏହାକି ନିକଟ ଭବିଷ୍ୟତରେ ବିଭିନ୍ନ ଜିନିଷକୁ ନେଇ ଆପଣଙ୍କ ନଜରିଆ ସ୍ପଷ୍ଟ ହେବାକୁ ଯାଉଛି।ସେଥିରୁ ଆପଣଙ୍କୁ ଖୁସି ମଧ୍ୟ ମିଳିବ ଏବଂ ହେଇପାରେ ସେଥିରୁ ଆପଣଙ୍କୁ ଦୁଃଖ ବ ମିଳିପାରେ।

ପଞ୍ଚମ ପର ଆପଣଙ୍କୁ ଏହା କହିଥାଏ କି ଆପଣ ନିଜ ପାଖ ରିସ୍ତାକୁ ନେଇକରି ବହୁତ ଭାବନାତ୍ମକ ଅଟନ୍ତି।ଏହା ପ୍ରକୃତି ଏବଂ ଉର୍ବତାକୁ ମଧ୍ୟ ଦର୍ଶାଇଥାଏ।ହୋଇପାରେ ନିକଟ ଭବିଷ୍ୟତରେ ଆପଣଙ୍କୁ ନିଜ ପରିବାରକୁ ଆଗକୁ ନେବାର ଅବସର ମିଳିବ।

ଷଷ୍ଠ ପର ଆପଣଙ୍କ ମହତ୍ୱକାଂଶ ଏବଂ ଉଦ୍ଧେଶ୍ୟ ପୁର୍ଣ ହେବା ଆଡକୁ ଇସାରା କରିଥାଏ।ଏହାସହିତ ଏହା ସଂଭୋଗ ଏବଂ ଶାରୀରିକ ଆକର୍ଷଣର ମଧ୍ୟ କଥା କହିଥାଏ।ଯଦି ଆପଣଙ୍କୁ ଏହି ପର ପସନ୍ଦ ଆସିଥାଏ ତାହେଲେ ସମ୍ଭବ କି କିଛି ବଡ ଉଦ୍ଦେଶ୍ୟ ପୁରଣ ହେବାକୁ ଯାଉଛି।

ଯଦି ଆପଣ ସପ୍ତମ ପରକୁ ବାଛିଛନ୍ତି ତାହେଲେ ଏହା ଶାନ୍ତିକୁ ଇସାରା କରିଥାଏ।ଏହା ସହିତ ସତ୍ୟତା ଏବଂ ଉଦାରତା ଆଡକୁ ମଧ୍ୟ ଇସାରା କରିଥାଏ।

ଅଷ୍ଟମ ପରକୁ ପସନ୍ଦ କରିବାର ଅର୍ଥ ହେଉଛି ବହୁତ ଶୀଘ୍ର ଆପଣଙ୍କ ଜୀବନରେ ସ୍ଥିରତା ଆସିବାର ଅଛି।ଯଦି ବହୁତ ସମୟରୁ ଆପଣ ନିଜ ଘରକୁ ଯିବାର ଯୋଜନା କରୁଛନ୍ତି ତାହାଲେ ଆପଣଙ୍କୁ ଏହି ଅବସର ବହୁତ ଶୀଘ୍ର ମିଳିପାରେ।

ନବମ ପରକୁ ଯଦି ଆପଣ ବାଛିଛନ୍ତି ତାହେଲେ ତାଜର ଅର୍ଥ ହେଉଛି ରହସ୍ୟମୟ ବିଦ୍ୟା ପ୍ରତି ଆପଣଙ୍କ ରୁଚି ବଢିବାକୁ ଲାଗିବ।ଏହି ପର ଆଧ୍ୟାତ୍ମିକ ଜାଗରଣ ଏବଂ ବୁଦ୍ଧିମାନ ହେବା କଥା ମଧ୍ୟ କହିଥାଏ।

Leave a Reply

Your email address will not be published. Required fields are marked *