November 22, 2024

Odia Express

Here, There and Everywhere

ଏହି ସାତୋଟି ଅଜିବ କାରଣ ପାଇଁ ଭଲ ପାଇବାରେ ପଡ଼ି ଯାଆନ୍ତି ଲୋକ – ଆପଣ ଏବେ ଜାଣିବା ଦରକାର..

1 min read

ସାଙ୍ଗ ମାନେ ପ୍ରାୟ ଲୋକ ମାନଙ୍କୁ ଲାଗେ କି ଭଲ ପାଇବାରେ ପଡ଼ିବ ଭାଗ୍ୟର ଖେଳ ହୋଇଥାଏ।ଆପଣ ସୁଣିଥିବେ କି ଭଗବାନ ପ୍ରତି ମଣିଷ ପାଇଁ କାହାକୁ ନ କାହାକୁ ବନେଇଛନ୍ତି।ବିଜ୍ଞାନ ଅନୁଯାୟୀ ଭଲ ପାଇବାରେ ପଡ଼ିବ ଆପଣଙ୍କ ସାଇକୋଲୋଜି ଉପରେ ନିର୍ଭର କରିଥାଏ।ଯେତେବେଳେ କୌଣସି ମଣିଷ କାହା ଆଡ଼କୁ ଆକର୍ଷିତ ହୋଇଥାଏ ସେତେବେଳେ ତାର ମାନସିକ ସ୍ଥିତି ଏହା ଇଶାରା କରିଥାଏ।ଆଜି ମୁଁ ଆପଣ ଜଣକୁ ଭଲ ପାଇବାରେ ପଡ଼ିବାର ସାତୋଟି ବୈଜ୍ଞାନିକ କାରଣ କହିବି।

ପ୍ରଥମ ଲୋକ ମାନଙ୍କୁ ନିଜ ଭଳି ସ୍ଵଭାବ ଥିବା ବ୍ୟକ୍ତି ପସନ୍ଦ ଆସନ୍ତି:- ଯଦି କିଏ ଆପଣଙ୍କ ଭଳି ଭାବୁଚି ଓ କିଛି ମାତ୍ରାରେ ଆପଣ ଦୁଇ ଜଣଙ୍କ ଭାବନା ମେଳ ଖାଉଥାଏ ତ ବିପରୀତ ଲିଙ୍ଗ ହୋଇଥିଲେ ଆପଣ ଜଣେ ଅନ୍ୟ ଜଣଙ୍କ ପ୍ରତି ଆକର୍ଷିତ ହୋଇଥାଏ।ସମାନ ଭାବନା ରଖୁଥିବା ଦୁଇ ବ୍ୟକ୍ତି ଯଦି ଦେଖା ହୁଅନ୍ତି ତ ଭଲ ପାଇବାରେ ପଡ଼ିବାର ଚାନସ ବହୁତ ଅଧିକ ଥାଏ।

ଦ୍ଵିତୀୟ ହେଉଛି ଆଖିରେ ଦେଖିବା:-ବିଜ୍ଞାନ ଅନୁଯାୟୀ ପରଷ୍ପର ଯଦି ଦୁଇ ମିନିଟ ଯାଏ ଆଖିରେ ଦେଖଦେଖି ହୁଅନ୍ତି ତ ଆକର୍ଷଣ ହେବ ସ୍ଵାଭାବିକ।ଏହା ସେତେବେଳ ହୋଇଥାଏ ଯେତେବେଳେ ଦୁଇ ଜଣ ଏକୁଟିଆ ଥାଆନ୍ତି।

୩ଯଅଧିକ ଥର ଏହା ଦେଖା ଯାଇଛି କି ଦୁଇ ଜଣ ଲୋକ ପ୍ରଥମ ଦେଖାରେ ପସନ୍ଦ କରନ୍ତି ନାହିଁ:-ଆମ୍ନା ସାମ୍ନା ହେବାଦ୍ବାରା ସେ ଦୁଇ ଜଣଙ୍କ ଭିତରେ ଆକର୍ଷଣ ଜନ୍ମ ନେଇଥାଏ।ଏହା ସେମାନଙ୍କ ଭିତରେ ଭଲ ପାଇବାର କାରଣ ହୋଇଥାଏ।ବିଜ୍ଞାନ ଅନୁଯାୟୀ ପ୍ରତି ପୁଅ ଓ ଝିଅକୁ ଏକ ନାଟକୀୟ ଭଲପାଇବା ପସନ୍ଦ ଆସିଥାଏ।ଏହା ତାଙ୍କୁ ଜଣେ ଅନ୍ୟ ଜଣଙ୍କର ମନେ ପକାଇଥାଏ।

ଚତୁର୍ଥ ହେଉଛି ଆଡଭେଞ୍ଚର:-ବିଜ୍ଞାନ ଅନୁଯାୟୀ ଏମାନେ ଥ୍ରିଲ ଜୀବନ ବିତେଇବାକୁ ପସନ୍ଦ କରନ୍ତି। ଜେବେବି ଏମାନଙ୍କୁ ଏକ ସାଥୀ ମିଳେ ଯାହାକୁ ଏହା ପସନ୍ଦ ହୋଇଥାଏ ସଙ୍ଗେ ସଙ୍ଗେ ଏମାନେ ତାକୁ ଭଲ ପାଇଥାନ୍ତି।

ପଞ୍ଚମ ହେଉଛି ବିଳାସପୂର୍ଣ୍ଣ ଘର:-ପ୍ରାୟ ମହିଳା ମାନଙ୍କୁ ଏହା ପସନ୍ଦ ଆସିଥାଏ।ଯେଉଁ ପୁରୁଷଙ୍କ ବଡ଼ ଘର ସାଜସଜ୍ଜା ହୋଇଥିବ ସେମାନଙ୍କୁ ଝିଅ ମାନେ ଅଧିକ ପସନ୍ଦ କରନ୍ତି।ପୁଅ ମାନଙ୍କର ହାଇ ଷ୍ଟାଟସ ମଧ୍ୟ ଝିଅ ମାନଙ୍କୁ ଆକର୍ଷିତ କରିଥାଏ ଯାହାଦ୍ଵାରା ସେମାନେ ତାଙ୍କ ଭବିଷ୍ୟତ ଭଲରେ ବିତେଇ ପାରିବେ।

ଷଷ୍ଠ ହେଉଛି ବହୁତ ପାଖାପାଖି ରହିବା:-ଏମାନେ ସବୁବେଳେ ପାଖାପାଖି ରହିଲେ ଭଲ ପାଇବାରେ ପଡିଯାନ୍ତି।ଏମାନେ ସବୁ ଜିନିଷ ନିଜ ନିଜ ଭିତରେ ବାଣ୍ଟି ଥାଆନ୍ତି।ଧୀରେ ଧୀରେ ଦୁଇ ଜଣ ନିଜ ଭିତରେ କଥା ବି ସେୟାର କରିଥାନ୍ତି।

ସପ୍ତମ ହେଉଛି ବିଜ୍ଞାନ ଅନୁଯାୟୀ ହସ ଦୁଇ ବିପରୀତ ଲିଙ୍ଗ ମଧ୍ୟରେ ଆକର୍ଷଣ ସୃଷ୍ଟି :-ରିସର୍ଚ୍ଚ ଅନୁସାରେ ଏକ ସାଧାରଣ ହସ ଏକ ସକାରାତ୍ମକ ଊର୍ଜା ସୃଷ୍ଟି କରିଥାଏ ଯିଏ ସାମ୍ନା ବାଲାକୁ ନିଜ ଆଡକୁ ଟାଣିନେଇ।କେତେଥର ହସକୁ ଭଲ ପାଇବାର ସ୍ଵୀକୃତି ବି ଧରାଯାଏ।

Leave a Reply

Your email address will not be published. Required fields are marked *