September 17, 2024

Odia Express

Here, There and Everywhere

ଏହା ଭିତରୁ ଏକ ଚେହେରା ବାଛନ୍ତୁ ଆଉ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ କଥା ଜାଣନ୍ତୁ – ନିଜ ବିଷୟରେ ଏହି କଥା ଆଗରୁ ଜାଣି ନଥିବେ ଆପଣ..

1 min read

ଆପଣ ମାନେ ଆଜି ଯାଏ ଯେତେ ବି ପର୍ସନାଲିଟି ଟେଷ୍ଟ ଦେଇ ଆସିଛନ୍ତି ତାହା କେଉଁ ନା କେଉଁ କାଳ୍ପନିକ କଥା ଅଥବା ଜିନିଷ ସହ ସମ୍ବନ୍ଧିତ ଥିଲା। ମାତ୍ର ଆଜି ଆମେ ଆପଣଙ୍କ ପାଖରେ ଯେଉଁ ଟେଷ୍ଟ କରିବାକୁ ଯାଉଛୁ ତାହା କେଉଁ କାଳ୍ପନିକ କଥା ଅଥବା ଜିନିଷ ଉପରେ ନୁହଁ ବରଂ ବାସ୍ତବିକ ଚେହେରା ମାନଙ୍କ ସହ ଜଡିତ ଅଛି। ଆମେ ଆପଣଙ୍କ ସାମ୍ନାରେ କିଛି ଚେହେରା ରଖିବୁ ଯାହା କି ପ୍ରତ୍ୟେକ ନିଜ ଠାରୁ ଅଲଗା ଥିବ। ଆପଣ ସେମାନଙ୍କ ଭିତରୁ କିଛି ଚେହେରା ଚୟନ କରିବାର ଅଛି। ଆପଣ ଏହି ଚେହେରା ମାନଙ୍କ ଭିତରୁ ଯାହାକୁ ଅଧିକ ଆକର୍ଷଣୀୟ ବୋଲି ଭାବୁଛନ୍ତି ଅଥବା ଯେଉଁ ଚେହେରା ଆପଣଙ୍କୁ ଅଧିକ ପସନ୍ଦ ଆସୁଛି ତାହା ଆପଣଙ୍କ ବାବଦରେ କିଛି ରହସ୍ୟ ଜଣାଇ ଥାଏ। ତ ଆସନ୍ତୁ ଜାଣିବା।

୧:- ଏହି ଚେହେରା ଲୋକ ନିଜର ଜବ ତଥା କାମ ଆଉ ରୋଜଗାର କୁ ନେଇ ବହୁତ ସିରିଆସ ଥାଆନ୍ତି ଆଉ ସିଧା କଥା କହିବାରେ ବିଶ୍ୱାସ ରଖନ୍ତି। ତାଙ୍କୁ ସମୟ ଜ୍ଞାନ ବହୁତ ଥାଏ ଆଉ ସେମାନେ ସମ୍ବେଦନଶୀଳ ବି ହେଇଥାନ୍ତି। ଏହି ଚେହେରାକୁ ଚୟନ କରୁଥିବା ଲୋକମାନେ ବି କିଛି ଏପରି ହି ହେଇଥାନ୍ତି ।

୨:- ଦ୍ୱିତୀୟ ଚେହେରା ବାବଦରେ ମନୋବୈଜ୍ଞାନିକ ମାନଙ୍କର କହିବା କଥା କି ଦ୍ୱିତୀୟ ଚେହେରା ଥିବା ଲୋକ ବହୁତ ଶାନ୍ତ ତଥା ସରଳ ହେଇ ଥାନ୍ତି। ଏପରି ଲୋକ ନିଜର ଭାବନା କୁ ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୁଅନ୍ତି ଆଉ ନିଜର ମନର ଭାବନା କାହାରି ଆଗରେ ପ୍ରକାଶ କରିବାକୁ ଭଲ ପାଆନ୍ତି ନାହିଁ। ନିଜର ଭାବନା କୁ ନିଜ ଭିତରେ ବଜାୟ ରଖନ୍ତି। ଏହି ଚେହେରା କୁ ପସନ୍ଦ କରୁଥିବା ଲୋକମାନେ ବି ଏପରି ହି ଆଦତ ରଖିଥାନ୍ତି।

୩:- ତୃତୀୟ ଚେହେରା ଜଣେ ଏପରି ବ୍ୟକ୍ତିର ଅଟେ ଯିଏ କି ବହୁତ ରୋମାଂଚକ ଆଉ ସାହସୀ ଅଟେ। ଏହା ସହ ଏହାର ବୁଦ୍ଧିମତା ବି ବହୁତ ଉନ୍ନତ ଅଟେ। ଏହା କିଛି ବି କାମ କରିବା ଆଗରୁ ତା ବାବଦରେ ଭାବି ଭାବି ବେସି ସମୟ ନଷ୍ଟ କରି ନଥାନ୍ତି। ଏହି ଚେହେରା କୁ ପସନ୍ଦ କରୁଥିବା ଲୋକମାନେ ବି ଏପରି ହି ଆଦତ ରଖିଥାନ୍ତି।

୪:- ଚତୁର୍ଥ ଚେହେରା ଜଣେ ସାହାସି ତଥା ରାଗି ବ୍ୟକ୍ତିର ଚେହେରା ଅଟେ ଆଉ ସେ ବହୁତ ଜିଦ୍ଧି ତଥା କିଛି ବି କରିପାରିବାର କ୍ଷମତା ବ୍ୟକ୍ତି ଅଟେ। ସେମାନେ ହୃଦୟ ଭିତରୁ ବହୁତ ସମ୍ବେଦନଶୀଳ। ଏହି ଚେହେରା କୁ ପସନ୍ଦ କରୁଥିବା ଲୋକମାନେ ବି ଏପରି ହି ଆଦତ ରଖିଥାନ୍ତି।

୫:- ପଞ୍ଚମ ଚେହେରା ଥିବା ଲୋକ ମାନଙ୍କ ପାଖରେ ଧର୍ଯ୍ୟ ର ଅଭାବ ଥାଏ। ସେମାନଙ୍କ ସ୍ଵଭାବ ବହୁତ ଭଲ ଥାଏ ମାତ୍ର ସେମାନେ ବହୁତ ଜଲଦି କରନ୍ତି। ସେମାନେ ସବୁ ସମସ୍ୟା ନିଜେ ସମାଧାନ କରିବାକୁ ଚାହାନ୍ତି। ଆଉ ସେମାନେ ଟିକେ ଲାଜକୁଲା ତଥା ସାମାଜିକ ନଥାନ୍ତି। ଏହି ଚେହେରା କୁ ପସନ୍ଦ କରୁଥିବା ଲୋକମାନେ ବି ଏପରି ହି ଆଦତ ରଖିଥାନ୍ତି।

୬:- ଏହି ଅଣ୍ଡାକାର ଚେହେରା ବହୁତ ସମ୍ବେଦନଶୀଳତା କୁ ସୁଚେଇ ଦେଇଥାଏ। ଏମାନେ ସମ୍ବେଦନଶୀଲ ବି ହେଇଥାନ୍ତି।

Leave a Reply

Your email address will not be published. Required fields are marked *