June 26, 2025

Odia Express

Here, There and Everywhere

ମଜାଦାର ପରୀକ୍ଷା ପ୍ରଶ୍ନ – ତୁମର ଏପରି କେଉଁ ଜିନିଷ ଅଛି,ଯାହାର ଲାଭ ତମଠୁ ଅଧିକା ଅନ୍ୟ ଲୋକମାନେ ଉଠାନ୍ତି ? ଉତ୍ତର ଶୁଣିଲେ ମୁଣ୍ଡରେ ହାତଦେବେ ଆପଣ..

1 min read

ଆପଣ ଯଦି ୟୁପିଏସି ପାଇଁ ପ୍ରସ୍ତୁତ ହେଉଛନ୍ତି କିମ୍ବା ଅନ୍ୟ କୌଣସି ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହଉଥାନ୍ତିl ଏହି ଆର୍ଟିକିଲ ନିଶ୍ଚିତ ପଢନ୍ତୁ।ଆଜି ଆମେ ଆପଣଂକୁ କିଛି ଏମିତି ପ୍ରଶ୍ନ କହିବୁ ଯାହାର ଉତ୍ତର ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇ ପାରନ୍ତି।ତେବେ ଏହାକୁ ଜାଣିବା ପାଇଁ ଲେଖା ଟିକୁ ଶେଷ ଯାଏ ପଢନ୍ତୁ।ଅଧିକ ସମୟ ଡେରି ନ କରି ଆସନ୍ତୁ ଜାଣିବା।ଥରେ ଗୋଟିଏ ମହିଳାଙ୍କୁ ପଚରା ଗଲା,ତୁମର ଏମିତି କେଉଁ ଜିନିଷ ଅଛି ଯାହାର ଲାଭ ତୁମଠୁ ଅଧିକା ଅନ୍ୟ ଲୋକମାନେ ଉଠାନ୍ତି। ସାଙ୍ଗମାନେ ଆମେମାନେ ଏହିଭଳି କିଛି ଜବରଦସ୍ତ ପ୍ରଶ୍ନ ଆଉ ଉତ୍ତର ଦେଖେଇବାକୁ ଯାଉଛୁ।ଯାହା ଆପଣଙ୍କୁ ମଜା ଆସିବ ଏବଂ ନିଜ ମସ୍ତିସ୍କର କସରତ ହବ।

ଗୋଟିଏ ବୋର୍ଡ଼ ମେମ୍ବର ପରୀକ୍ଷାର୍ଥୀଙ୍କୁ କହିଲେ,ଧରିନିଅନ୍ତୁ ରାତିର ୩ ଟା ବାଜିଛି ଏବଂ ତମେ ସୋଇଛ,ହଟାତ କାଵଟଘଣ୍ଟି ବାଜିଲା।,କବାଟ ପାଖରେ ତୁମର ମା ବାପା ଠିଆ ହେଇଛନ୍ତି ତାଙ୍କୁ ବହୁତ ଜୋରରେ ଭୋକ ଲାଗୁଛି, ତମ ପାଖରେ ଖାଇବାକୁ ଫ୍ରିଜରେ ବ୍ରେଡ ଏବଂ ଜୁସ ରଖାହେଇଛି।ତମେ ପ୍ରଥମେ କେଉଁଟା ଖୋଲିବ।ପରୀକ୍ଷାର୍ଥୀ ପ୍ରଶ୍ନ ଶୁଣିକି ଦ୍ଵନ୍ଦରେ ପଡିଗଲେ ଆଉ ଥରେ ପ୍ରଶ୍ନ ପଚାରିବାକୁ ପ୍ରାର୍ଥନା କଲେ।ବୋର୍ଡ଼ ମେମ୍ବର ସେମିତି ହିଁ କଲେ। ପରୀକ୍ଷାର୍ଥୀ ଏହାର ଅତି ସୁନ୍ଦର ଉତ୍ତର ଦେଲେ।ଏହାର ଅତି ସହଜ ଉତ୍ତର ଦେଇ କହିଲେ ମୁ ପ୍ରଥମେ ନିଜ ଆଖି ଖୋଲିବି,କାରଣ ମୁ ପ୍ରଥମେ ଶୋଇଥିବି।

ପୁଣି ଗୋଟେ ବୋର୍ଡ଼ ମେମ୍ବର ପୁନଶ୍ଚ ପ୍ରଶ୍ନ ପଚାରିଲେ ମାନିନିଅନ୍ତୁ ଦୁଇ ଏକ କମ୍ପାନୀ ଅଛି ଏବଂ ତିନି ମଜୁରୀଆ ଅଛନ୍ତି,ତାହାଲେ ଚାରି ଏବଂ ପାଞ୍ଚ କଣ ଥିବେ?ବନ୍ଧୁଗଣ ଏହି ପ୍ରଶ୍ନ କାହାକୁବି ଦ୍ଵନ୍ଦରେ ପକେଇପାରିବ।,କିନ୍ତୁ ଏହାର ଉତ୍ତର ଏତିକି ହିଁ ସହଜ ଯେତିକି କଷ୍ଟ ପ୍ରଶ୍ନ ଅଛି।ପରୀକ୍ଷାର୍ଥୀ ଉତ୍ତରରେ କହିଲେ ମାନନୀୟ ଚାରି ଏବଂ ପାଞ୍ଚ ସବୁବେଳେ ନଅ ହେଇଥାଏ।

ଶେଷ ପ୍ରଶ୍ନ ଥିଲା ଗୋଟିଏ ମହିଳା ପରୀକ୍ଷାର୍ଥୀଙ୍କୁ ଯାହାର ଲାଭ ନିଜଠୁ ଅଧିକ ଅନ୍ୟ ମାନେ ଉଠାନ୍ତି।ଏହି ପ୍ରଶ୍ନ ଉପରେ ମହିଳା ପରୀକ୍ଷାର୍ଥୀ କିଛି ସମୟ ଭବିଲେ ଏବଂ ଉତ୍ତର ଦେଲେ ସେହି ଜିନିଷ ହେଉଛି ମୋ ନାମ କାରଣ ଏହାର ପ୍ରୟୋଗ ମୋ ଠୁ ଅଧିକ ଅନ୍ୟ ଲୋକମାନେ କରନ୍ତି।

Leave a Reply

Your email address will not be published. Required fields are marked *