October 23, 2024

Odia Express

Here, There and Everywhere

ଆପଣ ପ୍ରଥମେ କାହାର ସାହାଯ୍ୟ କରିବାକୁ ଚାହିଁବେ – ଆପଣଙ୍କ ଉତ୍ତର ହିଁ କହିବ ଏକ ବିଶେଷ କଥା…

1 min read

ଆପଣ ନିଜ ଜୀବନରେ କେଉଁ ଜିନିଷ ଗୁଡିକୁ ବାଛିଥାନ୍ତି ଏହା ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ।ଏହା ଚାହେଁ କୌଣସିବି ବସ୍ତୁକୁ ନେଇକି ହେଉ ଏହା ଆପଣଙ୍କ ସ୍ୱଭାବର ପରିକୁଳ କଥା ମଧ୍ୟ କହିଥାଏ ଯାହାକୁ ବୋଧହୁଏ ଆପଣ ନିଜେ ବି ଜାଣି ନଥିବେ।ଯେମିତି ଏହି ଚିତକୁ ହିଁ ଦେଖିନିଅନ୍ତୁ।ଏଥିରେ ୪ ଟି ମନୁଷ୍ୟ ଦେଖାଯାଉଛନ୍ତି।

ଗୋଟେ ଛୁଆ,ଗୋଟେ ଆହତ ପୁରୁଷ,ଜଣେ ବୃଦ୍ଧା ଏବଂ ଆଉ ଜଣେ ନର୍ସ।ଦେଖିକରି ହି ଏମିତି ଜଣାପଡ଼ିଥାଏ ଏହି ୪ ଜଣକୁ ହି ଆପଣଙ୍କ ସାହାଯ୍ୟର ଆବଶ୍ୟକତା ରହିଅଛି କିନ୍ତୁ ଆପଣ କେବଳ ଜଣଙ୍କର ହି ସାହାଯ୍ୟ କରିପାରିବେ ଯାହାକୁ ଆପଣ ଅଧିକ ଆବଶ୍ୟକ ଭାବୁଛନ୍ତି।

ଏବେ ଆପଣଙ୍କ ନଜରରେ ସିଏ କିଏ ଯାହାକୁ ଆପଣ ସାହାଯ୍ୟ କରିବାକୁ ଚାହୁଁଛନ୍ତି।ଏହା ଆପଣଙ୍କ ବିଷୟରେ ଏକ ବିଶେଷ କଥା କହିଥାଏ।ଏବେଯାଏ ଆପଣ ଭାବିନେଇଥିବେ କି ଆପଣଙ୍କ ସାହାଯ୍ୟର ଆବଶ୍ୟକତା ସର୍ବପ୍ରଥମେ କାହାକୁ ରହିଅଛି।ନିଜ ଉତ୍ତର ଜରିଆରେ ଆଗକୁ ଏଠାରେ ଆପଣ ନିଜକୁ ବେଶି ଅଧିକ ଜାଣିପାରିବେ।ତ କୁହନ୍ତୁ ଏହି ୪ ଜଣଙ୍କ ଭିତରୁ କାହାକୁ ଆପଣ ପ୍ରଥମେ ସାହାଯ୍ୟ କରିବାକୁ ଆସିବେ।

ପ୍ରଥମ ହେଉଛି ବୃଦ୍ଧ ମହିଳା:-ଯଦି ଆପଣ ଭାବିଛନ୍ତି କି ପ୍ରଥମେ ଆପଣ ବୃଦ୍ଧା ମହିଳାଙ୍କ ସାହାଯ୍ୟ କରିବେ ତେବେ ଅର୍ଥ ଏହାକି ଆପଣଙ୍କ ପରିବାରରେ ମୂଲ୍ୟ ଏବଂ ଆଦର୍ଶକୁ ଦରଜା ଦିଆଯାଇଥାଏ।ଆପଣଙ୍କ ମାତାପିତାଙ୍କ ଦ୍ୱାରା ଦିଆଯାଇଥିବା ସଂସ୍କାର ଆପଣଙ୍କ ମଧ୍ୟରେ ରହିଅଛି।ଆପଣ ବିନା ଭାବିକରି କୌଣସି କାର୍ଯ୍ୟ କରନ୍ତି ନାହିଁ ନାହିଁ ଆପଣ ଶୀଘ୍ର କୌଣସି କାର୍ଯ୍ୟ କରନ୍ତି।ଯେଉଁ କାମ ଅନ୍ୟମାନଙ୍କୁ ବୋରିଂ ଲାଗିଥାଏ ଆପଣ ସେହି କାର୍ଯ୍ୟକୁ ବହୁତ ସହଜରେ ପୂରଣ କରିଥାନ୍ତି।

୨ୟ ହେଉଛି ଛୁଆ:-ଯଦି ଆପଣ ସର୍ବପ୍ରଥମେ ଛୁଆର ସାହାଯ୍ୟ କରିବାକୁ ଭାବୁଛନ୍ତି ତାହେଲେ ଏହା ଏହି କଥାକୁ ଦର୍ଶାଇଥାଏ କି ଆପଣ ସ୍ୱଭାବରେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି।ଆପଣଙ୍କ ସହିତ ରହିଥିବା ବ୍ୟକ୍ତିକୁ ଲାଗିଥାଏ କି ତା ଜୀବନରେ କେତେ ଶାନ୍ତି ଏବଂ ଖୁସି ଭରି ରହିଛି।ଆପଣ ଦୁନିଆକୁ ବହୁତ ସୁନ୍ଦରତାର ସହିତ ଦେଖିଥାନ୍ତି।

୩ୟ ହେଉଛି ଆଘାତ ପୁରୁଷ:-ଯଦି ଆପଣଙ୍କୁ ଲାଗିଥାଏ କି ତୃତୀୟ ଚିତ୍ର ଅର୍ଥାତ ଆଘାତ ପୁରୁଷର ଆପଣଙ୍କୁ ଅଧିକ ଆବଶ୍ୟକ ରହିଛି ତ ତାହାର ଅର୍ଥ ଏହା କି ଆପଣଙ୍କୁ ନିଜ ଜୀବନରେ କୌଣସି ପ୍ରକାର ସମସ୍ୟା ଦରକାର ନ ଥାଏ।ଆପଣ ଲୋକଙ୍କ ପାଇଁ ସେଇକି ହି କରିଥାନ୍ତି ଯେତିକି ତାଙ୍କ ପାଇଁ ଆବଶ୍ୟକ ହୋଇଥାଏ।ଆପଣ ନେତୃତ୍ୱ କ୍ଷମତାରେ ପୁର୍ଣ ଅଟନ୍ତି।ଏହି କାରଣରୁ ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।

ଚତୁର୍ଥ ହେଉଛି ନର୍ସ:-ଯଦି ଆପଣଙ୍କୁ ଲାଗିଥାଏ କି ସର୍ବପ୍ରଥମେ ଆପଣଙ୍କୁ ନର୍ସର ସାହାଯ୍ୟ କରିବା ଉଚିତ ତ ତାହା ଏହା ଦର୍ଶାଇଥାଏ କି ଆପଣ ବହୁତ ସକାରତ୍ମକ ସ୍ଵଭାଵର ବ୍ୟକ୍ତି ଅଟନ୍ତି।ଆପଣ ଦୁନିଆର ସମସ୍ୟାକୁ ଦେଖନ୍ତି ନାହିଁ ଏବଂ ଆପଣ ଅଧିକ କାମ ମଧ୍ୟ କରିବାକୁ ଇଚ୍ଛୁକ ନଥାନ୍ତି।

Leave a Reply

Your email address will not be published. Required fields are marked *