October 1, 2024

Odia Express

Here, There and Everywhere

ଯେଉଁ ଲୋକମାନଙ୍କ ମଧ୍ୟରେ ୧୦ଟି ରୁ ଏହି ୪ଟି ଗୁଣ ରହିଛି ସେମାନଙ୍କର ଧନୀ ହେବା ଅସମ୍ଭବ..

ଆମ ଦୁନିଆରେ ବିଭିନ୍ନ ପ୍ରକାର ଲୋକ ରହୁଛନ୍ତି।ଯେଉଁମାନଙ୍କ ଚାଲିଚଳଣୀ ବିଭିନ୍ନ ପ୍ରକାର ହୋଇଥାଏ।ଲୋକମାନେ ନିଜର ଅଜାଣତରେ ବୋହୁ ପ୍ରକାର ଭୁଲ କାମ କରିଦିଅନ୍ତି ଓ ବହୁତ ଲୋକ ମଧ୍ୟ ଜାଣିଶୁଣି ବହୁତ ଖରାପ କାମ କରନ୍ତି ଓ ଅନେକ ଲୋକ ବୋହୁ ପ୍ରକାରର ପାପ କାର୍ଯ୍ୟ ମଧ୍ୟ କରନ୍ତି।ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ପାପ କାମ କରୁଥିବା ଲୋକମାନଙ୍କ ପ୍ରତି କେବେହେଲେ ଦେବଦେବୀଙ୍କ କୃପା ହୋଇନଥାଏ।ଚାଲନ୍ତୁ ଆଜି ଆମେ ଆଲୋଚନା କରିବା କିଛି ଗୁଣ ବିଷୟରେ ଯାହାକୁ ଜାଣି ଆପଣ ସେହି କାର୍ଯ୍ୟକାରୀ ଧନୀ ହୋଇପାରିବେ।ପାଣିକୁ ନଷ୍ଟ କରିବା।ଅର୍ଥାତ ଆପଣ ଗାଧୋଉଥିବା ସମୟରେ ଯଦି ଆପଣ ପାଣିକୁ ନଷ୍ଟ କରୁଛନ୍ତି ବା ଲୁଗାଧୁଆ ପାଣିକୁ ଆପଣ ନଫିଙ୍ଗି ସେହିପରି ଛାଡି ଦେଉଛନ୍ତି ତାହେଲେ ଆପଣଙ୍କୁ ଚନ୍ଦ୍ର ଦୋଷ ଲାଗିପାରେ।ଚନ୍ଦ୍ର ଜଳର କାରକ ହୋଇଥାନ୍ତି।ଏହା ଜାଣିବା ଉଚିତ।

୨ୟ ଅଭ୍ୟାସ।ଯଦି ଆପଣ ଖାଦ୍ୟ ଖାଇବାପରେ ଅଇଁଠା ଥାଳିକୁ ଛାଡି ପଳାଉଛନ୍ତି ବା ତାକୁ ଫିଙ୍ଗି ଡୋଉଛନ୍ତି।ତାହେଲେ ଆପଣଙ୍କ ଉପରେ ଚନ୍ଦ୍ର ଓ ଶନିଙ୍କ କୋପ ଦୃଷ୍ଟି ପଡିଥାଏ।ତେଣୁ ଖାଦ୍ୟ ଖାଇସାରିବା ପରେ ଅଇଁଠା ଥାଳିକୁ ଠିକ ଜାଗାରେ ରଖନ୍ତୁ।ଏହାକରିବା ଦ୍ୱାରା ଆପଣ ଲକ୍ଷ୍ମୀଙ୍କ କୃପା ମଧ୍ୟ ପାଇବେ।

୩ୟ ଅଭ୍ୟାସ।ନିଜ ଘରେ ଚପଲ ଗୁଡିକୁ ଅପଟ ସେପଟ କରି ରଖିବା ଦ୍ୱାରା ବହୁତ ବଡ ପାପ ହୁଏ।ଶାସ୍ତ୍ର ଅନୁସାରେ ଏହା କରିବା ଦ୍ୱାରା ଶତ୍ରୁ ଭୟ ବଢିଥାଏ ଓ ବହୁତ ସମୟରେ ପାପ ଲାଗିଥାଏ।

ଚତୁର୍ଥ ଅଭ୍ୟାସ।ଯଦି ଆପଣ ନିଦରୁ ଉଠିବା ସମୟରେ ବିଛଣାକୁ ଭଲଭାବରେ ଉଥାଉନାହାନ୍ତି ବା ଏହାକୁ ଭଲଭାବେ ଭାଙ୍ଗି ରଖୁନାହାନ୍ତି।ତାହେଲେ ଏହା ଅପଣଙ୍କ ଜୀବନ ଉପରେ ମଧ୍ୟ ଭାରି ପଡିଥାଏ।ତେଣୁକାରୀ ଉଠିବା ସମୟରେ ଏହାକୁ ଭଲଭାବେ ଭାଙ୍ଗି ରଖିଦିଅନ୍ତୁ।

୫ମ ଅଭ୍ୟାସ।ଯଦି ଆପଣ ସବୁବେଳେ ବଡ ପାଟି କରି କଥା ହେଉଛନ୍ତି ତାହେଲେ ଆପଣଙ୍କୁ ଶନିଙ୍କ ସାମ୍ନା କରିବାକୁ ପଡିବ।କାହିଁକିନା ଏହା କରିବା ଦ୍ୱାରା ଅନ୍ୟ ଲୋକମାନଙ୍କୁ ଭଲ ଲାଗିନଥାଏ।ସବୁବେଳେ ଚେଷ୍ଟା କରନ୍ତୁ ନିଜ ପାଟିରୁ ଭଲ ଭାଷା ଉଚ୍ଚାରଣ କରିବାପାଇଁ।ଏହାକଲେ ଶନିଙ୍କ ଭଲଦୃଷ୍ଟି ଆପଣଙ୍କ ଉପରେ ସଦାସର୍ବଦା ରହିଥାଏ।

ଷଷ୍ଠ ଅଭ୍ୟାସ।ଯଦି ଆପଣ ପ୍ରତିଦିନ ଡେରି କରି ଶୋଉଛନ୍ତି ଓ ଡେରି କରି ମଧ୍ୟ ଉଠୁଛନ୍ତି ତାହେଲେ ଆପଣଙ୍କୁ ମାନସିକ ସନ୍ତୁଳନ ଉପରେ କୁପ୍ରଭାଵ ପଡିଥାଏ।ଏହା କରିବା ଦ୍ୱାରା ମଧ୍ୟ ଅପଣଙ୍କ ଦେହରେ ଆସୁସ୍ଥତା ଦେଖାଯାଏ।ତେଣୁ ଉଚିତ ସମୟରେ ସୋଇ ଠିକ ସମୟରେ ଉଠିଯାନ୍ତୁ।

୭ମ ଅଭ୍ୟାସ ଯଦି ଆପଣ ନିଜ ଛେପକୁ ସବୁଆଡେ ପକାଉଛନ୍ତି ତାହେଲେ ଆପଣଙ୍କ ମାନ ସନମାନ ସବୁ ହାନି ହୋଇଥାଏ।ଯଦି ସନମାନ ମିଳିଯିବ କିନ୍ତୁ ଏହା କ୍ଷଣସ୍ଥାୟୀ ହୋଇଥାଏ।ତେଣୁ ଏହାକୁ ଉଚିତ ଜାଗାରେ ପକାନ୍ତୁ।

୮ମ ଅଭ୍ୟାସ ଯଦି ଆପଣ ନିଜ ଗୁରୁଜନଙ୍କ ଅପମାନ କରୁଛନ୍ତି ଓ ସେମାନଙ୍କର ଥଟ୍ଟା ପରିହାସ କରୁଛନ୍ତି ତାହେଲେ ଆପଣଙ୍କ ପରିବାର ମଧ୍ୟ ବହୁତ ଶୀଘ୍ର ଭାଙ୍ଗିଯିବ।ଏହା କରିବା ସବୁଠାରୁ ମଧ୍ୟ ବଡ ପାପ ବୋଲି ବିବେଚନା କରାଯାଏ।

୯ମ ଅଭ୍ୟାସ ଯଦି ଆପଣ ନିଜ ରୋସେଇଘରର ଠିକ ଭାବେ ସଫା କରୁନାହାନ୍ତି ବା ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ବାସନ ସଫା କରୁନାହାନ୍ତି ତାହେଲେ ନିଜ ଉପରେ ମଙ୍ଗଳ ଦୋଷ ଲାଗିଥାଏ।ତେଣୁ ଏହାକୁ କରନ୍ତୁ ନାହିଁ।ଏହାକଲେ ଦେବଦେବୀଙ୍କ ଭଲ ଦୃଷ୍ଟି ପଡିବ ଆପଣଙ୍କ ଉପରେ।

୧୦ମ ଅଭ୍ୟାସ ନିଜ ପାଦକୁ ଭଲଭାବେ ସଫା କରିବା।କେତେଜଣ ଥାନ୍ତି ନିଜ ଶରୀରର ଧ୍ୟାନ ଦିଅନ୍ତି ନାହିଁ।ଏହା ନିହାତି କରିବା ଉଚିତ।

Leave a Reply

Your email address will not be published. Required fields are marked *