June 24, 2025

Odia Express

Here, There and Everywhere

ଯେଉଁ ସ୍ତ୍ରୀଙ୍କ ପାଖରେ ଥାଏ ଏହି ୭ଟି ଗୁଣ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାଆନ୍ତି – ନିଶ୍ଚୟ ଏବେ ଜାଣିରଖନ୍ତୁ ଏହି କଥା..

ନମସ୍କାର ସାଙ୍ଗମାନେ ଭାରତୀୟ ସଂସ୍କୃତିରେ ସ୍ତ୍ରୀଙ୍କୁ ଦେବୀଙ୍କ ମାନ୍ୟତା ଦିଆଯାଇଥାଏ।ସ୍ତ୍ରୀମାନଙ୍କୁ ମାତା ଲକ୍ଷ୍ମୀ, ମାତା ସରସ୍ୱତୀ ଏବଂ ମାତା ପାର୍ବତୀଙ୍କ ରୂପ ମନାଯାଇଥାଏ।ସବୁ ପୁରୁଷଙ୍କ ଅର୍ଦ୍ଧାଙ୍ଗିନୀ ତାଙ୍କ ପତ୍ନୀ ହୋଇଥାନ୍ତି।ପୁରୁଷଙ୍କ ଜୀବନରେ ଉର୍ଣ୍ଣତିର କାରଣ ତାଙ୍କ ପତ୍ନୀଙ୍କୁ ମନାଯାଇଥାଏ।ଗରୁଡ଼ ପୁରାଣରେ ଏକ ଶ୍ରେଷ୍ଟ ପତ୍ନୀଙ୍କର ବର୍ଣନା କରାଯାଇଛି।ଯେଉଁ ସ୍ତ୍ରୀରେ ଏହି ୭ଟି ଲକ୍ଷଣ ଥାଏ ତାଙ୍କୁ ସାକ୍ଷାତ ମହାଲକ୍ଷ୍ମୀ ମନାଯାଇଥାଏ।ଏହିଭଳି ସ୍ତ୍ରୀଙ୍କ ଚରଣ ଯେଉଁ ଘରେ ପଡିଥାଏ ସେହି ଘରର ସମ୍ପୂର୍ଣ୍ଣ ଦୁଃଖ ଦୂର ହୋଇଜାଇଥାଏ।ଏବଂ ସେହି ଘରୁ ସମସ୍ତ ନକରାତ୍ମକ ଉର୍ଜା ଖରାପ ଶକ୍ତି ଦୂର ହୋଇଜାଇଥାଏ।ଏବଂ ଘର ସୁଖ ସମୃଦ୍ଧିରେ ଭରିଯାଇଥାଏ।

ଗରୁଡ଼ ପୁରାଣ ଅନୁସାରେ ଏହି ସ୍ତ୍ରୀଙ୍କ ପ୍ରବେଶରୁ ହିଁ ଘରେ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ।ଏହା ଦେଖାଯାଇଛିକି ଦୁଖୀ ଦରିଦ୍ର ମନେ ମଧ୍ୟ ଏହି ଲକ୍ଷ୍ମୀରୂପୀ ସ୍ତ୍ରୀ ପ୍ରାପ୍ତକରି ଚକ୍ରବର୍ତ୍ତୀ ରାଜାର ପଦ ପ୍ରାପ୍ତକରିପାରିଥାନ୍ତି।ଆଜି ଆମେ ଏହିଭଳି ସ୍ତ୍ରୀଙ୍କ ଲକ୍ଷଣ ଜଣାଇବୁ ଯାହାଦ୍ୱାରା ତାଙ୍କ ସ୍ୱାମୀ ସମାଜରେ କୀର୍ତି ପାଇଥାନ୍ତି।ଏବଂ ଘରେ ସୁଖସମୃଦ୍ଧିର ପ୍ରାପ୍ତି କରିଥାନ୍ତି।ତେବେ ଆସନ୍ତୁ ଜାଣିବା ଏହି ୭ଟି ଲକ୍ଷଣ।

ସର୍ବପ୍ରଥମେ ସୂର୍ଯ୍ୟଉଦୟ ଆଗରୁ ଉଠୁଥିବା ସ୍ତ୍ରୀ।ଯେଉଁ ସ୍ତ୍ରୀ ବ୍ରହ୍ମମୁହୂର୍ତ୍ତରେ ଉଠିଥାଆନ୍ତି।ତାଙ୍କଉପରେ ମହାଲକ୍ଷ୍ମୀଙ୍କ କୃପା ସବୁବେଳେ ବର୍ଷିଥାଏ।ଯେଉଁ ସ୍ତ୍ରୀ ସୂର୍ଯ୍ୟଉଦୟ ପରେ ମଧ୍ୟ ସୋଇଥାନ୍ତି ସେମାନେ ପାପ କରିଥାନ୍ତି।ଏବଂ ଯେଉଁ ମାନେ ସୂର୍ଯ୍ୟଉଦୟ ଆଗରୁ ଉଠିଯାଇଥାଆନ୍ତି ସେମାନେ ସବୁ ଦେବଦେବୀଙ୍କ ଅଶ୍ରୀବାଦ ଗ୍ରହଣ କରିଥାନ୍ତି।

ଦୂତୀୟରେ ଯେଉଁ ସ୍ତ୍ରୀ ଦେବୀ ଦେବତାଙ୍କ ପୂଜା କରିଥାନ୍ତି ସେମାନଙ୍କ ଉପରେ ସର୍ବଦା ଭଗବାନଙ୍କ କୃପା ବର୍ଷିଥାଏ।ଏବଂ ଘରେ ସୁଖସମୃଦ୍ଧି ଆସିଥାଏ।ଏବଂ ଯେଉଁ ସ୍ତ୍ରୀ ଘରେ ପୂଜା ପାଠ କରିନଥାନ୍ତି ସେମାନେ ପାପ କରିଥାନ୍ତି ବୋଲି ଧାରାଯାଇଥାଏ।

ତୃତୀୟରେ ଯେଉଁ ସ୍ତ୍ରୀ ସର୍ବଦା ଘରକୁ ସଫାସୁତୁରା ଏବଂ ସ୍ୱଚ୍ଛ ରଖିଥାନ୍ତି ସେମାନେ ଘରେ ସୁଖ ସମୃଦ୍ଧି ଲାଭ କରିଥାନ୍ତି।ଯେଉଁ ଘରେ ବେଶି ଅପରିଷ୍କାର ଥାଏ।ବୁଢ଼ିଆଣି ଜାଲ ଥାଏ ଏବଂ ଅଳନ୍ଧୁ ଲାଗିଥାଏ ତେବେ ଘରେ ଅସାନ୍ତି ଲାଗିଥାଏ ଏବଂ ଦୁର୍ଭାଗ୍ୟ ଆସିଥାଏ।ଏବଂ ଯେଉଁ ସ୍ତ୍ରୀ ଗୃହ ସ୍ୱଚ୍ଛ କରିଥାନ୍ତି ସେମାନେ ଶୋଭାଗ୍ୟ ଆଣିବାର ମନାଯାଇଥାଏ।

ଚତୁର୍ଥରେ ଯେଉଁ ସ୍ତ୍ରୀ ସର୍ବଦା ଭଗବାନଙ୍କୁ ଜଳ ଅର୍ପଣ କରିଥାନ୍ତି ସୂର୍ଯ୍ୟଙ୍କୁ ଜଳ ଦେଇଥାନ୍ତ ସେମାନଙ୍କୁ ଲକ୍ଷ୍ମୀ ମନାଯାଇଥାଏ।ଏବଂ ସେହି ଘରେ ରୋଗ,ଦୁଃଖ କେବେହେଲେ ଆସିନଥାଏ।

ପଞ୍ଚମରେ ଯେଉଁ ସ୍ତ୍ରୀ ପ୍ରତିଦିନ ନିଜ ସ୍ୱାମୀଙ୍କ ପାଦ ଧୂଳି ନେଇଥାନ୍ତି ଏବଂ ପାଦ ଚିପି ଥାଅନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଥାଏ।ଏବଂ ଯେଉଁ ସ୍ତ୍ରୀ ନିଜ ପତିଙ୍କ ସେବା କରିଥାନ୍ତି ସେମାନେ ମଧ୍ୟ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିଥାନ୍ତି

ଯେଉଁ ସ୍ତ୍ରୀ ସର୍ବଦା ମିଠା କଥା କହିଥାନ୍ତି ଏବଂ ଭଲ ବଚନ କହିଥାନ୍ତି ସେମାନଙ୍କ ଉପରେ ମଧ୍ୟ ମହାଲଷ୍ମୀ ପ୍ରସନ ହୋଇଥାନ୍ତି।ଯେଉଁ ସ୍ତ୍ରୀ କଟୁ ବଚନ କହିଥାଆନ୍ତି ତାଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି।

ଏବଂ ଯେଉଁ ସ୍ତ୍ରୀଙ୍କ ହାତରୁ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ ହୋଇଥାଏ ସେମାନେ ମାତା ଲକ୍ଷ୍ମୀଙ୍କ କ୍ରୁପା ପାଇଥାନ୍ତି।

Leave a Reply

Your email address will not be published. Required fields are marked *