June 26, 2025

Odia Express

Here, There and Everywhere

ଗୋଟିଏ ଚାମଚ ମହୁ ସହିତ ଡାଲଚିନି ଖାଆନ୍ତୁ ଏବଂ ତା’ପରେ ଆଶ୍ଚର୍ଯ୍ୟଜନକ ଲାଭ ଦେଖନ୍ତୁ.

ନମସ୍କାର ସାଙ୍ଗମନେ ଆଜି ଆମେ ଆପଣଙ୍କୁ ଏପରି ଏକ ଔଷଧ ବିଷୟରେ ଜଣାଇବୁ ଯାହା ଆପଣଙ୍କ ପାଖରେ ରହି ଥାଏ କିନ୍ତୁ ଆପଣ ତାହାକୁ ଠିକଭାବରେ ବ୍ୟବହାର କରିନଥାନ୍ତି।ଯଦି ଆପଣ ତାହାକୁ ଠିକ ଭାବରେ ବ୍ୟବହାର କରିବେ ତେବେ ତାହାଲେ ଏହା ଆପଣଙ୍କ ପାଇଁ ଔଷଧ ଭଳି କାମ କରିବ।ସେହି ପଦାର୍ଥ ହେଉଛି ଡାଳଚିନି।ଡାଲଚିନି ଏକ ଅଦ୍ଭୁତ ପଦାର୍ଥ ଅଟେ।ଏହା ଏପରି ଏକ ଔଷଧ ଆପଣ ଏହା ବିଷୟରେ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ।

ଏହାର ବହୁତ ଭଲ ଔଷଧୀୟ ଗୁଣ ରହିଥାଏ।ଜଦି ଆପଣ ପ୍ରତିଦିନ ସକାଳୁ ଡାଳଚିନି ପାଉଡର ନେଇ ଏବଂ ସେଥିରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତି ତେବେ ଆପଣଙ୍କ ଶରୀରରେ ହେଉଥିବା ଟିଭିରୋଗ , ଶ୍ୱାସ ରୋଗ ଏବଂ ଶ୍ୱାସ ଜନିତ ହେଉଥିବା ଯେକୌଣସି ରୋଗ ଏବଂ ପ୍ରତିକ୍ରିୟା ଜନିତ ରୋଗ ଏହି ସବୁକୁ ଭଲ କରିବାର ଶକ୍ତି ଡାଲଚିନିରେ ଥାଏ।ଯଦି ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ।ବେଶି ସମୟ ଚାକିଲେ ଥକିଯାଆନ୍ତି ଏବଂ କିଛି ସମୟ ଚାଲିବା ପରେ ବସିବାକୁ ପଡିଥାଏ ତେବେ ଏହାର ସବୁଠାରୁ ଭଲ ଔଷଧ ହେଉଛି ଡାଲଚିନି।ଏହାକୁ ଖାଇବାର ଉପାୟ ହେଉଛି ଡାଲଚିନି ଆଣି ତାହାର ପାଉଡର ତିଆରି କରନ୍ତୁ ଏବଂ ଏହାକୁ ମହୁରେ ମିଶାଇ ପିଅନ୍ତୁ।ଯେତିକି  ସେତିକି ପରିମାଣରେ ମହୁ ମିଶାଇ ଖାଆନ୍ତୁ।

ଏହି ଡାଲଚିନି ବହୁତ କ୍ଷେତ୍ରରେ କାମରେ ଆସିଥାଏ।ଯଦି ଆପଣଙ୍କୁ ବହୁତ ଜୋରରେ ଥଣ୍ଡା ଜ୍ୱର ହୋଇଛି ତେବେ ସେଥିରେ ଡାଲଚିନି କାମରେ ଆସିଥାଏ।ଭାଇରାଲ ଜ୍ବରରେ ଡାଲଚିନି କାମରେ ଆସିଥାଏ।ବ୍ୟାକ୍ଟେରିଆ ଜନିତ ରୋଗରେ ଡାଲଚିନି କାମରେ ଆସିଥାଏ।ଯଦି ଆପଣଙ୍କ ଶରୀରରେ ମୋଟାପଣ ବେଶି ହୋଇଜାଇଥାଏ ଏବଂ ଆପଣଙ୍କୁ ଓଜନ କମ କରିବାର ଥାଏ ତେବେ ସେଥିରେ ଡାଲଚିନି କାମରେ ଆସିଥାଏ।ଯଦି ଆପଣଙ୍କ ଶରୀରକୁ କେବେ ଭୋକ ଲାଗିନଥାଏ ତେବେ ସେଥିରେ ଡାଲଚିନି କାମରେ ଆସିଥାଏ।ଯଦି ଆପଣଙ୍କ ଶରୀର ସୁସ୍ଥ ରାହୁନଥାଏ ତେବେ ମଧ୍ୟ ସେଥିରେ ଡାଲଚିନି କାମରେ ଆସିଥାଏ।ଏହି ଏକ ଡାଲଚିନି ୨୩ ରୋଗକୁ ଠିକ କରିଥାଏ।ଏହା ବୋହୁତ ଅଭୂତ ଅଟେ ।ଏହା ରୋଷେଇଘରେ ମଧ୍ୟ ବିହୁତ ସହଜରେ ମିକିଯାଇଥାଏ।ଏହାକୁ ଆପଣ ଯେତେବେଳେ ଚାହିଁବେ ବ୍ୟବହାର କରିପାରିବେ।

ଆପଣ ଡାଲଚିନିକୁ ଘରେ ତରକାରୀ କରିବାବେଳେ ମଧ୍ୟ ବ୍ୟବହାର କରିବାଦ୍ୱାରା ଏହା ଆପଣଙ୍କ ଶରୀରକୁ ଲାଭ କରିଥାଏ।ଯଦି ଆପଣ ଛୋଟ ପିଲାଙ୍କୁ ଦେଉଛନ୍ତି ତେବେ ଏହାର ମାତ୍ରା କମ କରନ୍ତୁ।ଏକ ଚାମଚ ଜାଗାରେ ଅଧା ଚାମଚ ଡାଲଚିନି ବ୍ୟବହାର କରନ୍ତୁ।ପ୍ରତିକ୍ରିୟା ରୋଗ ପାଇଁ ସବୁଠାରୁ ଭଲ ଔଷଧ ହେଉଛି ଡାଲଚିନି।ସକାଳ ସମୟରେ ମହୁରେ ମିଶାଇ ସବୁଦିନ ସକାଳୁ ଖାଲିପେଟରେ ସେବନ କରିବାଦ୍ୱାରା ୩ରୁ ୪ ମାସ ମଧ୍ୟରେ ସମସ୍ତ ପ୍ରକାର ପ୍ରତିକ୍ରିୟା ରୋଗ ଭଲ କରିଦେଇଥାଏ।ଯଦି ଆପଣଙଙ୍କୁ ଏସିଡିଟି ହେଉଥାଏ ତେବେ ମଧ୍ୟ ଡାଲଚିନି କାମରେ ଆସିଥାଏ।

Leave a Reply

Your email address will not be published. Required fields are marked *