ପେଟର ଚର୍ବି କମ କରିବା ଲାଗି ସବୁଠାରୁ ଭଲ ପାଉଡର – ଏହି ଉପାୟ କଲେ ଆପଣ ପେଟ ଚର୍ବି ହେଇଯିବ ଗାୟବ..
1 min readପେଟର ଚର୍ବି କମାଇବା ପାଇଁ ବହୁତ ଲୋକ ବହୁତ କିଛି ଉପାୟ କରିଥାନ୍ତି।କେହି ସେଥିରେ ସଫଳ ହୋଇଥାନ୍ତି ଓ କେହି ପୁଣି ବିଫଳ।ଆମ ଶରୀରର ଚର୍ବି ୨ଟି ସମୟରେ କମ ହବାକୁ ଲାଗେ ପ୍ରଥମ ଯେତେବେଳେ ଆମେ ସକାଳୁ ଉଠି ଦୌଡ଼ିବାକୁ ଯାନ୍ତି ଓ ରାତି ରେ କିଛି କମ ପରିମାଣରେ ଖାଇ ସୋଇଥାନ୍ତି ନଚେତ ଶୋଇବା ପୂର୍ବରୁ ରାତିରେ ଓଜନ କମାଇବା ପାଇଁ କିଛି ମେଡ଼ିସିନ ଯଦି ଖାଇଥାନ୍ତି।ଯେଉଁ ବ୍ୟକ୍ତି ଶୋଇବା ର ୩ଘଣ୍ଟା ପୂର୍ବରୁ ଭୋଜନ କରିନିଆନ୍ତି ସେମାନେ କେବେଳ ସୋଇ ସୋଇ ୮୦୦ଗ୍ରାମ ରୁ ୧କି.ଗ୍ରା ଯାଏ ନିଜର ଦେହର ଓଜନ କମ କରାଇଥାନ୍ତି।ଆଜି ଆମେ ଏହି ଆର୍ଟିକିଲରେ କଥାହେବ ଯେ କିପରି ଭାବରେ ଶୋଇବା ସମୟରେ ଆମେ ଆମର ଓଜନ କମାଇପାରିବା ଓ ତାହା ଏକ ପାଉଡର ସହାୟତାରେ।ଚାଲନ୍ତୁ ଜାଣିବା ଆକୁ ତିଆରି କରିବା ପାଇଁ କଣ କଣ ଦରକାର ଅଟେ ଓ କେଉଁ ଉପାଦାନ ଦ୍ୱାରା ଏହାକୁ ଅଧିକ ସମୟ ବ୍ୟବହାର କରାଯାଇପାରେ।
ଏହାକୁ ବନେଇବାପାଇ ଆମକୁ ଦରକାର ଗୁଜୁରାତି,ହଳଦୀ,ଫାଲକ୍ସ ସୀଡ଼,ଜୀରା,ମିଠା ନିମ,ହରଡ଼,ଲୁଣ,ହିଂଗ।ଏହି ଜିନିଷ ଗୁଡିକୁ ଆପଣ ପାଖରେଥିବା ଯେକୌଣସି ସଉଦା ଦୋକାନରୁ ଆଣିପାରିବେ।ଯଦି ଏଠି ମଧ୍ୟରୁ କିଛି ଜିନିଷ ଆପଣଙ୍କୁ ମିଳୁନି ତାହାଲେ ଆପଣ ଗୋଟେକୁ ଛାଡି ଆପଣ ଏହି ପାଉଡର ତିଆରି କରିପାରିବେ।ଏହି ମିଶ୍ରଣରେ ହଳଦୀ,ଜୀରା ନିହାତି ଭାବରେ ଦରକାର।ହରଡ଼ ପାଉଡର ଆପଣଙ୍କୁ ଯେକୌଣସି ପତାଞ୍ଜଳି ଷ୍ଟୋରରେ ମିଳିଯାଇପରେ।ଯେଉଁମନେ ବାହାରେ ଅଧିକ ସମୟ ଖାଉଛନ୍ତି ସେମାନଙ୍କୁ ଏହାକୁ ଖାଇବା ଉଚିତ।ଏହାକୁ ଖାଇବାଦ୍ୱାରା ଆମ ଶରୀର ଠିକ ରହେ ପେଟରେ କୌଣସି ପ୍ରକାର ରୋଗ ଦେଖା ଯାଇନାହିଁ।
ପ୍ରଥମେ ଆପଣ ଆଲସୀକୁ କଡେଇରେ ରଖିକି ଭଲସେ ଭାଜନ୍ତୁ।ଆପଣ କିଛି ସମୟ ଏହାକୁ ଭାଜିବାପରେ ଦେଖିବାକୁ ପାଇବେ କି ଏହା ଆଗ ଅପେକ୍ଷା ଗୋଲାକାର ଆକାର ଧାରଣ କରୁଛି ଏହା ପୁରା କଳା ହେବାଯାଏ ରଖନ୍ତୁନି ତାହା ହେବା ଆଗରୁ ଏହାକୁ କାଢିଦିଅନ୍ତୁ।ସେହିପରି ଭାବରେ ଜୀରା ଓ ସୋଫକୁ ସେହିଭଳି ଭାବରେ ଭାଜନ୍ତୁ ଧ୍ୟାନ ରଖନ୍ତୁ କି ଏହା ଅଧିକ ଭାଜିବା ଠିକନୁହଁ କାରଣ ଅଧିକ ଭାଜିବା ଦ୍ୱାରା ଏହା କଳା ପଡ଼ିଯାଏ ଓ ଏହାର ପୋଷକତତ୍ୱ ନଷ୍ଟ ହୋଇପାରେ।ଯେତେବେଳେ ଏହିସବୁ ଥଣ୍ଡା ହୋଇଯିବ ସେତେବେଳେ ୨୫ଗ୍ରାମ ଆଲସୀ,୫୦ଗ୍ରାମ ସୋଫ,୨୫ଗ୍ରାମ ଜିରାକୁ ନେଇକି ମିକ୍ସଏର ମସିନରେ ଭଲଭାବେ ମିକ୍ସ କରିଦିଅନ୍ତୁ।ଏହାପରେ ଏହାକୁ ଭଲଭାବରେ ମିଶାନ୍ତୁ ଆଉଥରେ।ଏହାପରେ ସେ ମିକ୍ସଚରରେ ୨୫ଗ୍ରାମ ହରଡ଼ ପାଉଡର,୧ଚାମଚ ହଳଦୀ,ଅଧା ଚାମଚ ଲୁଣ ନିଅନ୍ତୁ ଏହାକୁ ମିଶାନ୍ତୁ ଓ ମିଶେଇ ସରିବାପରେ ଏଥିରେ ୨ଚୁଟିକି ହିଂଗ,୨୫ଗ୍ରାମ ମିଠା ନିମ ମିଶାନ୍ତୁ।ଏହି ମିଶ୍ରଣ ଆପଣଙ୍କ ଶରୀର ରେ ବଢୁଥିବା ଚର୍ବିକୁ କମାଇଥାଏ।
ଏହି ମିକ୍ସଚରରେ ଆମେ ଆଲସୀ ନେଇଛନ୍ତି।ଯାହା ମଧରେ ଫାଇବେରର ପରିମାଣ ଅଧିକଥାଏ।ଏହା ଆମ ହଜମ ପ୍ରକ୍ରିୟାକୁ ଅଧିକ ବେଗ ଦେଇଥାଏ।ଯାହାଦ୍ୱାରା ଆମ ବଡି ଦେଟୋକ୍ସ ହୋଇଥାଏ।ଯେଉଁ ମାନଙ୍କର ସାଧାରଣରେ ପେଟ ରୋଗ କିଛି ରହିଥାଏ ସେମାନଙ୍କୁ ଆଲସୀ ଖାଇବାର ବହୁତ ଦରକାର ଏଥିରେ ଅମେଗା ଏସିଡ ରହିଥାଏ ଯାହା ଆମ ପେଟରେ କୋଳେଷ୍ଟ୍ରୋଲର ମାତ୍ର କମାଇଥାଏ।ଏହି ପାଉଡରକୁ ଖାଇବା ସମୟରେ ଆପଣ କେଉଁ ବାହାର ଖାଦ୍ୟ ଖାନ୍ତୁ ନାହିଁ।ଏହାକୁ କିଛି ସପ୍ତାହ ଖାଇବାପରେ ଆପଣ ଏହାର ଫରକ ନିଜ ମଧ୍ୟରେ ଜାଣିପାରିବେ।