October 9, 2024

Odia Express

Here, There and Everywhere

ଜାଣନ୍ତୁ ବ୍ରହ୍ମମୁହୂର୍ତର ସତ – ସକାଳ ୪ଟା ରେ କଣ ହେଇଥାଏ – କଣ ଏହାର ସତ୍ୟତା ରହିଛି ଏବେ ଜାଣିରଖନ୍ତୁ..

ଯେଉଁ ଜୀବ ବ୍ରହ୍ମମୁହୂର୍ତକୁ ଠିକ ଭାବରେ ବ୍ୟବହାର କରେ ସେ ତା ଜୀବନକୁ ବହୁତ ଅନନ୍ଦର ସହ କଟିଥାଏ। ଯଦି କେହି ମାନବ ସୂର୍ଯ୍ୟ ଉଦୟର ୯୬ମିନିଟ ପୂର୍ବରୁ ଉଠିଯାଉଛନ୍ତି।ସେ ତାଙ୍କ ସ୍ୱପ୍ନ ପୂରଣ କରିକି ରହିଥାନ୍ତି।ଯେଉଁ କାର୍ଯ୍ୟ ବ୍ରହ୍ମମୁହୂର୍ତ୍ତରେ କରାଯାଏ ତାହା ସବୁଠାରୁ ଭଲ ହୋଇଥାଏ ଓ ସେ କାର୍ଯ୍ୟ ବହୁତ ଜଲଦି ସିଦ୍ଧି ପାଇବେ।ସେହି କାର୍ଯ୍ୟ ବହୁତ ଶୀଘ୍ର ହୂଇଥାଏ ଯେପରି ଗୋଟେ ଲତା ବଢିଥାଏ।ଏଥିପାଇଁ ସମୟକୁ ଦ କ୍ରେଅଟୋର ଔରସ ବୋଲି କୁହାଯାଏ।ଏହାକୁ ଆମେ ମୋଡେର୍ଣ ସାଇନ୍ସ ସହ ଜଡିତ କରିବା।ଚାଲନ୍ତୁ ଏହାକୁ ପ୍ରମାଣ କରିବା।

ବ୍ରହ୍ମମୁହୂର୍ତ ସମ୍ପର୍କରେ ଆମ ବେଦ ଓ ଉପନିଷଦରେ ଲେଖା ଯାଇଛି।ମହର୍ଷି ମୁନି ନିଜେ କହିଛନ୍ତି ଯେ ମାନବ କୁ ଯଦି ନିଜ ଜୀବନକୁ ଭଲରେ କାଟିବାକୁ ଚାହିଁବ ତାକୁ ସବୁବେଳେ ବ୍ରହ୍ମମୁହୂର୍ତରେ ଉଠି ବେଦ ପଠନ କରିବାକୁ ପଡିବ।ଏହା ଆମ ହିନ୍ଦୁଧର୍ମ ନୁହଁ ସମସ୍ତ ଧର୍ମରେ ବ୍ରହ୍ମମୁହୂର୍ତ ଉପରେ ବହୁତ କିଛି ଲେଖା ଯାଇଛି।ଏଇଠୁ ପ୍ରଥମରେ ଆସିବ ଲ ଅଫ ଆଟରକ୍ସନ।

ଏହାର ଅର୍ଥାତ ହଉଚି ଆପଣ ଯାହା ଭାବିବେ ଉନିବର୍ଷ ତାହା ଆପଣଙ୍କୁ ସେଇଆ ହି ଦବ।ଆପଣଙ୍କର ଭାବିବା ସ୍ୱାଭାବିକ କି ସବୁବେଳେ ତ ଆମେ ଭାବିଥାଉ କିନ୍ତୁ ବ୍ରହ୍ମମୁହୂର୍ତରେ ଏପରି କଣ ଅଛି।ଆପଣ ଧରନ୍ତୁ କି ଉନିବର୍ଷ ହଉଛି କି ଏକ ମୋବାଇଲ ଟାୱାର ଓ ଆମ ମୁଣ୍ଡ ହଉଛି ଏକ ଫୋନ।ଦିନ ସମୟରେ ଏହା କିଛି ନ କିଛି ସିଗ୍ନାଲ ଉନିବର୍ଷକୁ ପଠେଇଥାଏ ଓ ତାହା ମଧ୍ୟ କିଛି ପଠାଇଥାଏ।ଯଦି ଏହି ସମୟରେ ଆପଣ କିଛି ଭାବନା ଉନିବର୍ଷକୁ ପାଠୋଉଛନ୍ତି ତାହା ରିଆଲରେ ହବାକୁ ବହୁତ ସମୟ ଲାଗିଥାଏ।କିନ୍ତୁ ବ୍ରହ୍ମମୁହୂର୍ତ୍ତରେ ଯେତେବେଳେ ସମସ୍ତେ ସୋଇଥାନ୍ତି ସେତେବେଳେ ଫ୍ରିକନସି ସବୁଠାରୁ ଅଧିକ ଥାଏ।ଯଦି ଆପଣ ଏହି ସମୟରେ ଉଠି କିଛି ଭାବୁଛନ୍ତି ତାହା ରିଆଲରେ ହେଇଯିବାର ସମ୍ଭାବ୍ୟତା ଅଧିକ ରହିଥାଏ।

ହଁଣ ଆମମାନଙ୍କୁ ରାତିରେ ଅଧିକ ସମୟ ନସୋଇ ରହିବାକୁ ଭଲଲାଗେ।କିନ୍ତୁ ମୁ ଆପଣଙ୍କୁ ଏଠି ୩ ଟା ରେ ଉଥିବାକୁ କହିବ ନାହିଁ କିନ୍ତୁ ଯୋଉ ସମୟରେ ବ୍ରହ୍ମମୁହୂର୍ତ ଆରମ୍ଭ ହଉଛି ଆପଣ ସେହି ସମୟରେ ବାସ ଜାଗ୍ରତ ରୁହନ୍ତୁ।ଏହା କରିବାପରେ ଆପଣ ନିଜେ ନିଜ ସାମ୍ନାରେ ନିଜ ଜୀବନ ବଦଳୁଥିବାର ଦେଖିବାକୁ ପାଇବେ।

୨ୟରେ ଆସୁଛି କଶ୍ମୀକ ଅନର୍ଜୀ।ଆମ ହିନ୍ଦୁମାନଙ୍କ ଅନୁସାରେ ୪ଟି କାଳ ରହିଥାଏ। ପ୍ରଥମ ୬ ରୁ ୯ ଯାହାକୁ କୁହାଯାଏ ରୁଦ୍ରକାଳ।ଏହି ସମୟରେ ଆମକୁ କେବେ ବି ଶୋଇବା କଥା ନୁହଁ।ଏହାପରେ ଆରମ୍ଭ ହୁଏ ରାକ୍ଷସକାଳ।ଯାହାକି ୯ ରୁ ୧୨ ଯାଏ ରହିଥାଏ।ଏହି ସମୟରେ ଆମକୁ ସବୁବେଳେ ଶୋଇବା ଦରକାର।ଏହାପରେ ଆସିଥାଏ ଗନ୍ଧର୍ବକାଳ।ଯାହା ୧୨ ରୁ ୩ ଯାଏ ରହିଥାଏ।ତାପରେ ଆରମ୍ଭ ହୁଏ ମନୋହରକାଳ।ଯାହା ୩ ରୁ ୬ଟା ଯାଏ ହୋଇଥାଏ।ଏହି ସମୟରେ ଆମକୁ ଜାଗ୍ରତ ରହିବାକୁ ପଡିଥାଏ ମନେ ନିଜ ବିଛଣା ଛଅଡ଼ିଦେବା ଦରକାର।ଏହି ସମୟରେ କାଶ୍ମୀକ ଶକ୍ତି ଅଧିକ ରହିଥାଏ।ଯେତେବେଳେ ଆମେ ସୋଇଥାଉ ଏହି ସମୟରେ ଏହା ଆମ ଶରୀରକୁ ଠିକସେ ପସିପାରିନଥାଏ।

୩ୟରେ ଆସୁଛି ସରକଦିଅଁ ରିଦିମ।ଯେଉଁପରି ଆମ ଶରୀର ମସ୍ତିସ୍କ ସହ ଜଡିତ ରହିଥାଏ ସେହିପରି ଆମେ ଆମ ଉନିବର୍ଷ ସହ ଏହିପରି ଜଡିତ ରହିଛି।ଯେତେବେଳେ ପୃଥିବି ଉପରେ ସୂର୍ଯ୍ୟର ପ୍ରଥମ କିରଣ ପଡିଥାଏ ବହୁତ ଶକ୍ତି ଏହି ସମୟରେ ଆମ ମଧ୍ୟରେ ବହୁତ କିଛି ପ୍ରଭାବ ପଡ଼ିଥାଏ।ଆମ ମସ୍ତିସ୍କ ଏକ ଶକ୍ତ ସଂକେତ ଛାଡ଼ିଥାଏ।ଯାହା ଆମକୁ ବିଛଣା ଛାଡିବାକୁ ବାଧ୍ୟ କରିଥାଏ।ଦେହର ତାପମାତ୍ରା କମିଥାଏ।ସକାଳୁ ମେଲଟୋନିନ ବହୁତ ପରିମାଣରେ କ୍ଷରିତ ହୋଇଥାଏ ଆମ ମସ୍ତିସ୍କରୁ ଯାହା ପାଇଁ ଏହାଦ୍ୱାରା ଆମେ ଗୋଟେ ଜିନିଷରେ ଅଧିକ ନଜର କେନ୍ଦ୍ରୀଭୂତ କରିବାର ଶକ୍ତି ଆସିଥାଏ।ଆୟୁର୍ବେଦ ହିସାବରେ ଆମେ ୧୦ରୁ ୨ଟା ରାତି ଯାଏ ସବୁବେଳେ ଶୋଇବା ଉଚିତ କିନ୍ତୁ ଆଜିକା ଯୁଗରେ ଆମେ ମନେ ଏହା କରୁନାହାନ୍ତି।

ଚତୁର୍ଥରେ ଆସୁଛି ପୌରେଷ୍ଟ ଏନଭିରୋନମେଣ୍ଟ।ବ୍ରହ୍ମମୁହୂର୍ତ ସମୟରେ ଆମ ଚାରିପଟେ ସବୁ ଜିନିଷ ବହୁତ ସଫା ରହିଥାଏ।ଏହି ସମୟରେ ୪୧ ପ୍ରତିଶତ ଅକ୍ସଈଜେନ ଓ ୪ ପ୍ରତିଶତ କର୍ବନ ମନୋକ୍ସିଡ଼ ରହିଥାଏ।ଆପଣ ତ ଜାଣନ୍ତି କି ସୁଦ୍ଧ ବାୟୁ ଶ୍ୱାସକ୍ରିୟା କରିବା ଦ୍ୱାରା ବହୁତ ଏନେରଜି ମିଳିଥାଏ।

୫ମ ରେ ଆସୁଛି ମିନିମମ ନୋଇଜ ପାଳୁସନ।ଆପଣ ମନେ ଜାଣନ୍ତି ଆପଣଙ୍କ ଚାରିପଟେ ଅଧିକ ଆବାଜ ଅପଣଙ୍କ ଉପରେ କି ପ୍ରଭାବ ପକାଇଥାଏ।ତ ଏହା ଜାଣି ରଖନ୍ତୁ କି ନିଜ ଚାରିପଟେ ଅଧିକ ଆବାଜ ରହିଲେ ନିଜ ଶରୀରରେ ବ୍ଲଡ଼ ପ୍ରେସର ବଢିଯାଏ।

Leave a Reply

Your email address will not be published. Required fields are marked *