September 9, 2024

Odia Express

Here, There and Everywhere

ମୁଣ୍ଡରୁ ଉଙ୍କୁଣୀ ଓ ନିଖ ସଫା କରିବାର ଘରୋଇ ଉପଚାର – କେବଳ ଗୋଟିଏ ଥରରେ ଶେଷ ହୋଇଯିବ ଏହି ସମସ୍ୟା।ଘରେ ପ୍ରସ୍ତୁତ କରନ୍ତୁ ଏହି ରେମେଡି

ନମସ୍କାର ବନ୍ଧୁଗଣ,ଆଜିକାଲି ପିଲା ଓ ବଡଙ୍କ ମଧ୍ୟରେ ଏହି ସମସ୍ୟା ବହୁତ ବଢି ଯାଇଛି କି ଯଦି ସେ କେଉଁଠି ବସୁଛନ୍ତି ଓ ତାଙ୍କର ଉଙ୍କୁଣୀ ଓ ନିଖ ଦେଖା ଯାଉଛି ତେବେ ତାଙ୍କ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଖରାପ ହୋଇ ଯାଉଛି ଯଦି ଆପଣଙ୍କ ପିଲାଙ୍କ ମୁଣ୍ଡରୁ ଉଙ୍କୁଣୀ କିମ୍ବା ନିଖ ଆସୁଛି ତେବେ ଲୋକ ତାଙ୍କ ମାତା ଓ ପିତାଙ୍କ ଉପରେ ଧ୍ୟାନ ଦିଅନ୍ତି ଓ କୁହନ୍ତି ତାଙ୍କ ମାତା ପିତା ତାଙ୍କର ଧ୍ୟାନ ରଖୁନାହାନ୍ତି।ଆଜି ଆମେ ଜାଣିବା ଯଦି ଆପଣଙ୍କ ମୁଣ୍ଡରେ ଉଙ୍କୁଣୀ କିମ୍ବା ନିଖ ବହୁତ ଅଧିକ ଅଛି ଓ ବହୁତ ପୁରୁଣା ଅଛି ଏବଂ ବହୁତ ସମୟ ଧରି ଭଲ ହେଉନାହିଁ ତେବେ ସେଥିପାଇଁ ଆଜି ଆମେ ଏପରି ଉପାୟ ଆଣି ଆସିଛୁ ଯାହା ଫଳରେ ଆପଣଙ୍କ ମୁଣ୍ଡରୁ ଉଙ୍କୁଣୀ ଓ ନିଖ ପୁରାପୁରି ଭାବେ ଶେଷ ହେବ।ଆସନ୍ତୁ ଜାଣିବା ଏହି ଉପଚାରକୁ କିପରି ପ୍ରସ୍ତୁତ କରିପାରିବେ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ କପରେ ଏକ ଚର୍ତୁର୍ଥାଂଶ ପାଣି ନିଅନ୍ତୁ।କାରଣ ପାଣିକୁ ଆମେ ଅତିସହଜରେ ଆମ ମୁଣ୍ଡରେ ଲଗାଇ ପାରିବା।ଏବେ ଏକ ପାତ୍ରରେ ପାଣିକୁ ରଖନ୍ତୁ।ଏବେ ଏଥିରେ ଲୁଣ ପକାଇବା।ଆପଣ ଏକ ଚାମଚ ଲୁଣ ପକାନ୍ତୁ।ଏହି ଉପାୟ ଉଙ୍କୁଣୀ ଓ ନିଖ ଦୁହିଁଙ୍କ ଠାରୁ ମୁକ୍ତି ଦେଇଥାଏ।ଏହା ପରେ ଆପଣ ଏଥିରେ ଯେଉଁ ଜିନିଷ ପକାଇବେ ତାହା ହେଉଛି ଭିନେଗାର।ଏହା ଆମର ଚୁଟିରେ ଉଙ୍କୁଣୀକୁ ଶେଷ କରିବା ପାଇଁ ଓ ଏହାସହ ତାଙ୍କର ନିଖକୁ ଶେଷ କରିବା ପାଇଁ ମଧ୍ୟ ଭିନେଗାର ବହୁତ ଲାଭଦାୟକ ଅଟେ।

ଏହା ଆପଣଙ୍କୁ କୌଣସି ଦୋକାନରେ ଅତି ସହଜରେ ମିଳିଯିବ।ଏହାର ଥରେ କିମ୍ବା ଦୁଇଥର ବ୍ୟବହାର ଦ୍ଵାରା ହିଁ ଆପଣଙ୍କ ନିଖ ଓ ଉଙ୍କୁଣୀ ମୂଳରୁ ଶେଷ ହୋଇଯିବ।ଏହାର ଗୋଟିଏ ବୋତଲ ଆପଣଙ୍କର ଏକରୁ ଦୁଇ ମାସ ପର୍ଯ୍ୟନ୍ତ ରହିବ।୧୫ଦିନ ପାଇଁ ଯଦି ଆପଣ ଏହାକୁ ବାରମ୍ବାର ବ୍ୟବହାର କରିବେ ତେବେ ଆପଣଙ୍କର ଉଙ୍କୁଣୀ ଓ ନିଖ ବହୁତ ଜଲଦି ସଫା ହୋଇଯିବ।ଆପଣଙ୍କୁ ଏହାର ବ୍ୟବହାର କରିବା ପାଇଁ ଏହାକୁ ସେତିକି ପରିମାଣରେ ହିଁ ନେବାକୁ ହେବ ଯେତିକି ଆପଣ ପାଣି ନେଇଛନ୍ତି।ଆପଣ ଏହାକୁ ପକାଇବା ପୂର୍ବରୁ ଏହାକୁ ହାଲକା ଗରମ କରି ଦିଅନ୍ତୁ।ଏବଂ ତାପରେ ଏହାକୁ ଏହି ଉପଚାରରେ ମିଶାନ୍ତୁ।

ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଲୁଣକୁ ଭଲ ଭାବରେ ମିଶାଇବା ପର୍ଯ୍ୟନ୍ତ ଏହାକୁ ଗୋଳାନ୍ତୁ।ଏବେ ଆପଣଙ୍କର ଏହି ଉପଚାର ପ୍ରସ୍ତୁତ ହୋଇ ଗଲା।ଏହା ଦ୍ଵାରା ଆପଣ ନିଜର କିମ୍ବା ନିଜ ପିଲାଙ୍କର ମୁଣ୍ଡରେ ବ୍ୟବହାର କରିପାରିବେ।ଏହାକୁ ନିଜ ଚୁଟିରେ ଆପଣ କିପରି ଲଗାଇବେ ଯାହା ଦ୍ଵାରା କି ଆପଣଙ୍କୁ ଏହାର ଫାଇଦା ଭଲ ଭାବରେ ମିଳିବ ତାହା ଜାଣିବା।ତେବେ ଆସନ୍ତୁ ଏହାର ବ୍ୟବହାର ପ୍ରଣାଳୀ ସମ୍ବନ୍ଧରେ ଜାଣିବା।

ତେବେଏହାର ବ୍ୟବହାର ଆପଣ ଦୁଇଟି ଉପାୟରେ କରିପାରିବେ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଆପଣ ଏକ ସ୍ପ୍ରେ କରାଯାଇ ପାରୁଥିବା ଏକ ବୋତଲ ନିଅନ୍ତୁ।ଏବଂ ଏହି ଔଷଧକୁ ଏଥିରେ ରଖି ଦିଅନ୍ତୁ।ଏବଂ ଏହାର ବ୍ୟବହାର କରନ୍ତୁ।

ଦ୍ୱିତୀୟ ଉପାୟ ହେଉଛି କି,ଆପଣ ଏକ ତୁଳା ନିଅନ୍ତୁ।ଏବଂ ଏହି ତୁଳା ସାହାଯ୍ୟରେ ଏହି ଔଷଧକୁ ନିଜ ଚୁଟିରେ ଲଗାନ୍ତୁ।କିପରି ଲଗାଇବେ ତାହା ଜଣାଉଛୁ,ଏହାକୁ ଏହି ଔଷଧରେ ବୁଡାଇ ରଖନ୍ତୁ।ଏବଂ ଏହାକୁ ଆଣି ନିଜ ଚୁଟିର ମୂଳରେ ଲଗାନ୍ତୁ।ଏହାଦ୍ଵାରା ଆପଣଙ୍କର ମୁଣ୍ଡରେ ଏହି ସମସ୍ୟା ରହିବ ନାହିଁ।

Leave a Reply

Your email address will not be published. Required fields are marked *