September 9, 2024

Odia Express

Here, There and Everywhere

S ଓ P ନାମର ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ – କିଭଳି ଏମାନଙ୍କ ଭାଗ୍ୟ ଓ ଭବିଷ୍ୟତ ରହେ ଜାଣିରଖନ୍ତୁ..

1 min read

ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।

ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ବାସ୍ତୁ ସମ୍ବନ୍ଧୀୟ ତଥ୍ୟ ଓ ବିବାହ ଭବିଷ୍ୟତ ତଥ୍ୟ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ପ୍ରତିବିମ୍ବିତ ହୋଇଥାଏ। S ଓ P ନାମର ପୁଅ ଏବଂ ଝିଅଙ୍କ ବିବାହ ଭବିଷ୍ୟତ କିପରି କଟିବ ଓ ସେମାନଙ୍କ ଦମ୍ପତ୍ୟ ଜୀବନ କିପରି ହେବ ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି।

S ନାମର ବ୍ୟକ୍ତି ନିଜ ବ୍ୟକ୍ତିତ୍ବରେ ବହୁତ ଆକର୍ଷକ ହୋଇଥାନ୍ତି ଓ ଏମାନଙ୍କ ବ୍ୟକ୍ତିତ୍ବ ବହୁତ ସୁନ୍ଦର ହୋଇଥାଏ।ସେହିପରି P ନାମର ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ମଧ୍ୟ ବହୁତ ସୁନ୍ଦର ହୋଇଥାଏ।ହେଲେ ଏମାନଙ୍କ ମଧ୍ୟରେ ଦୃଢତାର ଟିକେ ଅଭାବ ଥାଏ। ହେଲେ ବି S ଓ P ନାମର ବ୍ୟକ୍ତିତ୍ବ ଅନେକାଂଶରେ ସମାନ ହୋଇଥାଏ।

S ନାମର ବ୍ୟକ୍ତି ନିଜ ପ୍ରକୃତିରେ ବହୁତ ହାସ୍ୟାସ୍ପଦ ହୋଇଥାନ୍ତି।ତଥାପି ଏମାନଙ୍କ ପ୍ରକୃତି ରହସ୍ୟମୟ ଅଟେ।କାରଣ ବେଳେବେଳେ ଏମାନେ ବହୁତ ଶାନ୍ତ ମଧ୍ୟ ଲାଗନ୍ତି। P ନାମରେ ବ୍ୟକ୍ତି ମଧ୍ୟ ଅନ୍ୟ ମାନଙ୍କ ସହିତ ମଜା କରନ୍ତି ଓ ଶାନ୍ତ ମଧ୍ୟ ହୋଇଥାନ୍ତି।

ଆର୍ଥିକ ସ୍ଥିତିକୁ ଦେଖିଲେ S ନାମର ବ୍ୟକ୍ତି ବହୁତ ପରିଶ୍ରମୀ ଅଟନ୍ତି ଓ କଠିନ ପରିଶ୍ରମ ସାହାଯ୍ୟରେ ପଇସା କମାଇଥାନ୍ତି। P ନାମର ବ୍ୟକ୍ତି ମଧ୍ୟ ପରିଶ୍ରମୀ ଅଟନ୍ତି। ଆର୍ଥିକ ସ୍ଥିତି କ୍ଷେତ୍ରରେ ଦୁଇଜଣ ପ୍ରାୟ ସମାନ ଅଟନ୍ତି।

ବ୍ୟବହାର ମଧ୍ୟ S ଓ P ନାମର ବ୍ୟକ୍ତିଙ୍କର ବହୁତ ସୁନ୍ଦର ଓ ମଜାଦାର ହୋଇଥାଏ।ଓ ଏମାନେ ସାମାଜିକ କାର୍ଯ୍ୟରେ ମଧ୍ୟ ପ୍ରତିଷ୍ଠିତ ହୋଇଥାନ୍ତି।

S ଓ P ନାମର ବ୍ୟକ୍ତିଙ୍କ ଜୀବନ ମଧ୍ୟ ବହୁତ ସୁନ୍ଦର ହୋଇଥାଏ ଓ ସେମାନେ ଏକ ଭିନ୍ନ ଦୃଷ୍ଟିକୋଣରୁ ନିଜ ଜୀବନକୁ ଦେଖିଥାନ୍ତି।ସମାଜରେ ମଧ୍ୟ ପ୍ରତିଷ୍ଠା ଲାଭ କରିଥାନ୍ତି।

S ନାମର ବ୍ୟକ୍ତି ମାନେ ସାଧାରଣତଃ ନାସ୍ତିକ ହୋଇଥାନ୍ତି।କାରଣ ଏମାନେ ଏତେ ଧାର୍ମିକ ନୁହଁନ୍ତି ଓ ଏସବୁରେ ଏମାନଙ୍କ ଆଦୌ ବିଶ୍ୱାସ ନଥାଏ।ହେଲେ P ନାମର ବ୍ୟକ୍ତିମାନେ ବହୁତ ଧାର୍ମିକ ତଥା ଭଗବତ ବିଶ୍ୱାସୀ ହୋଇଥାନ୍ତି।

ନକରାତ୍ମକ ଦୃଷ୍ଟିକୋଣରୁ S ନାମର ବ୍ୟକ୍ତି ଛୋଟ କଥାରେ ବହୁତ ରାଗିଯାନ୍ତି ଓ ବହୁତ ଚିନ୍ତିତ ହୋଇପଡନ୍ତି।ଏମାନେ ବହୁତ ସ୍ୱାର୍ଥପର ହୋଇଯାନ୍ତି।ସେହିପରି P ନାମର ବ୍ୟକ୍ତିଙ୍କ କିଛି ଲୋକ ଫାଇଦା ଉଠାନ୍ତି।ଯାହାଫଳରେ ଏମାନଙ୍କ କ୍ଷତି ହୋଇଥାଏ।

ସର୍ବୋପରି ଦେଖିଲେ S ଓ P ନାମର ବ୍ୟକ୍ତିଙ୍କ ଯୋଡି ବହୁତ ସୁନ୍ଦର ହୋଇଥାଏ ଓ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।ଆଶା କରୁଛି ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ।

Leave a Reply

Your email address will not be published. Required fields are marked *