ଏହି ପାଞ୍ଚ ନାମର ପୁରୁଷ ଜନ୍ମ ଠାରୁ ହିଁ ମାଲିକ ହବାର ଭାଗ୍ୟ ନେଇକି ଆସିଥାନ୍ତି – ଦେଖନ୍ତୁ କେଉଁ ନାମ ସାମିଲ ଅଛି..
1 min readଚଣକ୍ୟ ଗ୍ରନ୍ଥର ମୁଖ୍ୟ ବିଷୟ ହେଉଛି ମାନବ ସମାଜରେ ନୀତି ଶିକ୍ଷା ଦେବା । ଏହା ମାନବ ସମାଜକୁ ସୁନ୍ଦର ଏବଂ ସଫଳ କରି ଥାଏ। ଚାଣକ୍ୟ ଏକ ମହାନ ପଣ୍ଡିତ ଥିଲେ ସେ ନିଜ ଜ୍ଞାନ ଦ୍ୱାରା ଚନ୍ଦ୍ର ଗୁପ୍ତଙ୍କୁ ରାଜଗାଦିରେ ବସେଇ ଦେଇ ଥିଲେ। ଆସନ୍ତୁ ଜ୍ଵଣିବା ଚାଣକ୍ୟ ଙ୍କର ନୀତି ଯାହା ଆପଣଙ୍କର ଜୀବନରେ କେଉଁ କୋଣରେ ବି କାମରେ ଆସି ପରେ।ଯଦି ଆପଣ ଆପଣଙ୍କ ଜୀବନରେ କିଛି ଶିଖିବାକୁ ଚାହୁଁଛନ୍ତି ତାହେଲେ ଏହା ନିଶ୍ଚୟ ପଢନ୍ତୁ। ଆଜି ଆମେ ଜ୍ଞାତିଶ ଶାସ୍ତ୍ରରେ ବହୁତ ବଳ ଜ୍ଞାନ ବିଷୟରେ ଜାଣିବେ ।
କୁହାଯାଏ ଏହି ୫ ଟି ଅକ୍ଷରର ନାମରୁ ଆରମ୍ଭ ହେଲେ ସେ ଜନ୍ମରୁ ମାଲିକ ହୋଇ ଥାନ୍ତି।ଯେତେବେଳେ ବ୍ୟକ୍ତିର ଜନ୍ମ ହୋଇ ଥାଏ ସେତେବେଳ ଠାରୁ ହି ତାର ନାମ କରଣ କର ଯାଇ ଥାଏ।ଯେଉଁ ନାମ ଜନ୍ମରୁ ରଖ ଯାଇ ଥାଏ ସେହି ନାମରେ ତାକୁ ଦୁନିଆ ଜାଣିଥାଏ ଏବଂ ସେହି ନାମରେ ସମସ୍ତେ ଡାକି ଥାନ୍ତି। ଗୋଟିଏ ବ୍ୟକ୍ତିର ନାମରେ ବହୁତ କିଛି ରଖ ହେଇ ଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରରୁ ହି ତାର ସବୁ ଜଣ ଯାଇ ଥାଏ।ନାମର ପ୍ରଥମ ଅକ୍ଷରରୁ ଆମକୁ ବହୁତ କଥା ଜାଣିବାକୁ ମିଳି ଥାଏ।ଯେତେ ବେଳେ ବ୍ୟକ୍ତି ପଡ଼ିବାକୁ ଯାଇ ଥାଏ ସେତେବେଳେ ପ୍ରଥମେ ତାର ନାମ ପଚାରି ଥାନ୍ତି। ଏହା ଆପଣଙ୍କୁ ଜନାଥିବ କିନ୍ତୁ କିଛି ଲୋକ ଥାନ୍ତି ଯେଉଁ ମାନେ ମାଲିକ ହେବେ ବୋଲି ଜନ୍ମ ହୋଇଥାନ୍ତି।
C ନାମର ଲୋକ ଯେଉଁ ବ୍ୟକ୍ତିର ନାମ ସିରୁ ଆରମ୍ଭ ହୋଇ ଥାଏ ତାହେଲେ ସେହି ବ୍ୟକ୍ତି ସବୁବେଳେ କାରବାରରେ ସମ୍ବଧରେ ଅଧିକ ଭାବି ଥାନ୍ତି।ଏହି ନାମର ବ୍ୟକ୍ତି ଅନ୍ୟର କାମକରିବାକୁ ପସନ୍ଦ କରି ନଥାନ୍ତି।ସିଏ ସବୁବେଳେ ନିଜ କାମ କରି ଥାନ୍ତି।ଏମାନଙ୍କର ଏହି ଭାବନା ଯୋଗୁ ଏମାନେ ଚାକିରୀ କରନ୍ତିନି କିନ୍ତୁ ମାଲିକ ହେବା ପାଇଁ ଏମାନଙ୍କର ଜନ୍ମ ହୋଇ ଥାଏ।ଯେଉଁ ବ୍ୟକ୍ତିଙ୍କ ନାମ H ରୁ ଆରମ୍ଭ ହୋଇଥାଏ।ଏମାନେ କିଛି ନ କିଛି କାରବାର କୁ ଚାଲୁ କରିବାରେ ଲାଗି ଯାଆନ୍ତି। ଏହି ବିଷୟରେ ଭାବିଥାନ୍ତି ସବୁବେଳେ । ଏମାନେ କାରବାର କ୍ଷେତ୍ରରେ ବହୁତ ପ୍ରସିଦ୍ଧି ଲାଭ କରିଥାନ୍ତି ।
M ଅକ୍ଷରର ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇ ଥାନ୍ତି ଏବଂ ଚତୁର ହୋଇ ଥାନ୍ତି ଏମାନେ କୌଣସି କାମକୁ ବୁଧି ଲଗେଇ କରି ଥାନ୍ତି। ସବୁ କାମ ନିଜ ବୁଦ୍ଧି ରେ କରନ୍ତି ସେମାନେ ନିଜକୁ କୌଣସି ମଳିକାଠୁ ବି କମ ଭାବି ନଥାନ୍ତି। ଏମାନେ ନିଜ କାରବାର କରି ଥାନ୍ତି । ଯେଉଁ ଲୋକର ନାମ S ରୁ ଆରମ୍ଭ ହୋଇଥାଏ ଏମାନେ ଜନ୍ମରୁ ହିଁ ମାଲିକ ହେବା ପାଇଁ ଜନ୍ମ ହେଇ ଥାନ୍ତି।ତାପରେ ଏମାନେ ନିଜର ବ୍ୟବସାୟ ଆରମ୍ଭ କରିଥାନ୍ତି।ଯେଉଁ ବ୍ୟକ୍ତିଙ୍କ ନାମ B ରୁ ଆରମ୍ଭ ହୋଇଥାଏ।ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି।ଏମାନେ ନିଜ କାମକୁ ଶୀଘ୍ର ପ୍ରାପ୍ତ କରିବାରେ ବିଶ୍ୱାସ କରିଥାନ୍ତି।ଏହି ନାମର ଲୋକ ବ୍ୟବସାୟ କ୍ଷେତ୍ରରେ ଯୋଡି ହେଇ ଯାଆନ୍ତି । ଏମାନେ ମାଲିକ ହୋଇ ରହି ଥାନ୍ତି । ଏମାନେ ସବୁବେଳେ ନିଜ କାମ କରିବାକୁ ପସନ୍ଦ କରିଥାନ୍ତି । ଏହି ୫ଟି ନାମ ର ବ୍ୟକ୍ତି ହି ମାଲିକ ହୋଇଥାନ୍ତି ।