March 22, 2025

Odia Express

Here, There and Everywhere

ସବୁ ପ୍ରଶ୍ନ ର ଗୋଟିଏ ଉତ୍ତର – ଗୋଟିଏ ଝିଅ ର ନାମ ,ଗୋଟିଏ ଫିଲ୍ମ ର ନାମ ଗୋଟିଏ ଗଛର ର ନାମ ଓ ଗୋଟିଏ ଔଷଧ ର ନାମ – ଉତ୍ତର ଗୋଟିଏ ହେବ ,ତେବେ କୁହନ୍ତୁ ଏହି ନାମ ଟି କଣ ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିଅ

1 min read

ନିଜ ଜ୍ଞାନର ପରିସୀମାକୁ ବ୍ୟାପକ କରିବାକୁ ହେଲେ ଆମକୁ ନୂତନ ତଥ୍ୟ ଅନୁସନ୍ଧାନ କରି ଜାଣିବା ଅପରିହାର୍ଯ୍ୟ।ସାଧାରଣ ଜ୍ଞାନ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବା ଦ୍ୱାରା ଜ୍ଞାନର ପରିସର ବୃଦ୍ଧି ପାଇବା ସହିତ ଏହା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଶେଷ ସହାୟକ ହୋଇଥାଏ।ନିମ୍ନରେ କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ।

ସାଧାରଣ ଜ୍ଞାନ ଓ ଉତ୍ତର ବହୁତ ଆବଶ୍ୟକୀୟ ଜାଣିବା କଥା ଅଟେ।ଏସବୁ ଜାଣିବା ଦ୍ୱାରା ଜ୍ଞାନର ପରିସୀମା ବ୍ୟାପକ ହେବା ସହିତ ଏହା ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ।ଓ ଆପଣ ମଧ୍ୟ ସଂମାନିତ ଓ ପ୍ରଶଂସା ଯୋଗ୍ୟ ହେବେ।ବର୍ତ୍ତମାନ ଏହି ପ୍ରତିଯୋଗିତା ପରିପୂର୍ଣ୍ଣ ସମାଜରେ ନିଜର ସାଧାରଣ ଜ୍ଞାନର ପରିସରକୁ ବ୍ୟାପକ କଲେ ଆପଣମାନେ ନିଶ୍ଚିତ ସଫଳତା ହାସଲ କରିବାରେ ସମର୍ଥ ହେବ।

ଈଶ୍ୱରଙ୍କ ବିରଚିତ ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଦୁର୍ଲଭ ପ୍ରଣୀ।ଭଗବାନ ମନୁଷ୍ୟକୁ ଐଶ୍ୱର୍ଯ୍ୟ, ଜ୍ଞାନ, ବୁଦ୍ଧିର ଆଶୀର୍ବାଦରେ ଅଭିଷିକ୍ତ କରିଛନ୍ତି।ତେଣୁ ମନୁଷ୍ୟ ଏହାର ସଦୁପଯୋଗ କଲେ ଜୀବନ ହୋଇପାରିବ ସରସ,ସୁନ୍ଦର ଓ ମଧୁମୟ।କେତେକ ଲୋକ ବହୁତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସେମାନଙ୍କ ବୁଦ୍ଧିର ବିକାଶ ସାଧନ ହୋଇନଥାଏ।ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିପାରନ୍ତି ନାହିଁ।ତେଣୁ ଜ୍ଞାନର ପରିସୀମକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ବୁଦ୍ଧିର ଯଥେଷ୍ଟ ବିକାଶ ଅନିର୍ବାର୍ଯ୍ୟ ତଥା ଅନସ୍ୱୀ କାର୍ଯ୍ୟ ଅଟେ।

୧- କିଏ ନାକରେ ଚଢ଼େ ଓ ନାକ ଉପରକୁ ପଳାଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଚଷମା।

୨- ଏମିତି କେଉଁ ଫଳ ଯାହାକୁ ଖାଇ ହୁଏ ଓ ପିଇ ହୁଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ନଡ଼ିଆ।

୩- କେଉଁ ସାଗରରେ ଆଦୋୖ ମାଛ ନାହାନ୍ତି?

ଉତ୍ତର- ମୃତ ସାଗର।

୪- ନରେନ୍ଦ୍ର ମୋଦିଙ୍କୁ ଖାଇବାରେ କଣ ପସନ୍ଦ?

ଉତ୍ତର- ଢ଼ୋକଲା।

୫- କେଉଁ ଦେଶରେ ବରଫରେ ବିଲ୍ଡିଂଗ ହୁଏ?

ଉତ୍ତର- ଆମେରିକା

୬- ଭାରତର କେଉଁ କ୍ରିକେଟର I A S ଅଟନ୍ତି?

ଉତ୍ତର- ଅମୀୟ ଖୁରସିୟା

୭- କେଉଁ ଜୀବର ଶରୀରରେ କମ ହାଡ ଅଛି?

ଉତ୍ତର- ମୂଷା ଶରୀରରେ

୮- ଅଫଗାନିସ୍ତାନର ରାଜଧାନୀ କଣ?

ଉତ୍ତର- ଏହି ପ୍ରଶ୍ନଟି ଆପଣଙ୍କ ପାଇଁ।

୯- ଭାରତର ସମ୍ବିଧାନ ପ୍ରଣୟନ ହେବାକୁ କେତେ ଦିନ ସମୟ ଲାଗିଛି?

ଉତ୍ତର- ୨ବର୍ଷ ୧୧ମାସ ୧୮ ଦିନ।

୧୧- କେଉଁ ଜୀବର ସବୁଠୁ ଅଧିକ ଦାନ୍ତ ଅଛି?

ଉତ୍ତର- ମଗର ମାଛ।

୧୨- କେଉଁ ଦେଶରେ ସବୁଠୁ ମହଙ୍ଗା ପେଟ୍ରୋଲ ମିଳେ?

ଉତ୍ତର- ଆଇସଲ୍ୟାଣ୍ଡ।

୧୩- ଭାରତର କେଉଁ ଦେଶରେ ବହୁତ ଜଙ୍ଗଲ ଅଛି?

ଉତ୍ତର- ମଧ୍ୟପ୍ରଦେଶ।

୧୪- କେଉଁ ଦେଶରେ ସଫା କୋବି ମିଳେ?

ଉତ୍ତର- ଇଜିପ୍ଟ ଦେଶ।

୧୫- ମଣିଷର ଅଧିକ DNA କେଉଁ ପଶୁ ସହ ସମାନ?

ଉତ୍ତର- ମାଙ୍କଡ।

୧୬- ଦୁନିଆର ସବୁଠୁ ବଡ ସ୍କୁଲ କେଉଁଠି ଅଛି?

ଉତ୍ତର- lakhno ଠାରେ।

୧୭- ଭାରତରେ କେତୋଟି ଟିଭି ଚ୍ୟାନେଲ ଅଛି?

ଉତ୍ତର- ୮୯୨

୧୮- କିଡନୀକୁ ହିନ୍ଦୀରେ କଣ କୁହାଯାଏ?

ଉତ୍ତର- ବୃକକ।

୧୯- ଭାରତୀୟ ମୁଦ୍ରାର ନାମ ରୂପୀୟା କିଏ ରଖିଥିଲେ?

ଉତ୍ତର- ଶେର ସାହ ସୁରି।

୨୦- କେଉଁ ଫଳକୁ ଅମୃତ ଫଳ କୁହାଯାଏ?

ଉତ୍ତର- ଅମୃଦ କୁ

ପ୍ରଶ୍ନ – ଗୋଟିଏ ଝିଅ ର ନାମ ,ଗୋଟିଏ ଫିଲ୍ମ ର ନାମ ଗୋଟିଏ ଗଛର ର ନାମ ଓ ଗୋଟିଏ ଔଷଧ ର ନାମ – ଉତ୍ତର ଗୋଟିଏ ହେବ ,ତେବେ କୁହନ୍ତୁ ଏହି ନାମ ଟି କଣ ?

ସଠିକ ଉତ୍ତର – ଏହାର ସଠିକ ଉତ୍ତର ହେଉଛି ତୁଳସୀ

Leave a Reply

Your email address will not be published. Required fields are marked *