September 10, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ବାପଘରୁ ସ୍ତ୍ରୀ ସ୍ୱାମୀକୁ ଫୋନ୍ କରି କହିଲା କି ରାଣ, ତୁମ ବିନା ବଞ୍ଚିପାରିବି ନାହିଁ ଆଉ ତାପରେ ଯାହା କହିଲେ ହସି ହସି ବେଦମ ହେଇଯିବେ ଆପଣ…

1 min read

ହସିବା ଦ୍ୱାରା ଜୀବନ ବହୁତ ସହଜ ହୋଇଯାଏ , ଜୀବନ ବଞ୍ଚି ରହିବା ଏକ କଳା ଅଟେ,  ଜୀବନ କିପରି କାଟିବାର ଅଛି ଜୀବନ ଯାହା ବଞ୍ଚିବାର ଅଛି ଏମିତିରେ ଜୀବନରେ ଖୋଲିକରି ବଞ୍ଚିବା ପାଇଁ ହସିବା ଜରୁରୀ ଅଟେ,  ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇକରି ଆସିଛୁ କିଛି ମଜାଦାର୍ ଜୋକ୍ସ ଯାହାକୁ ପଢିକରି ଆପଣଙ୍କ ହସ ଅଟକିବ ନାହିଁ  ।

୧) ପାର୍କ ପାଖରେ ଏକ ଝିଅକୁ ଏକେଲା ବସିଥିବାର ଦେଖିକରି ପପୁ ହାତରେ ଫୁଲ ନେଇ ତାର ପଛରେ ପଡିଥିଲା  ଝିଅ- ତୁମକୁ ଜଣା ଅଛି ପଛରେ ମୋ ମା ଆସୁଛନ୍ତି , ପପୁ- ଆରେ ଆମେ ତ ଖାନଦାନୀ ଆଶିକ୍ ଅଟୁ । ତୁମର ମା ପଛରେ ମୋର ବାପା ପଡୀଛନ୍ତି ,

୨) ପପୁର ନୁଆ ନୁଆ ବାହାଘର ହୋଇଥିଲା , ପ୍ରଥମ ରାତିରେ ସେ ନିଜ ସ୍ତ୍ରୀକୁ ପଚାରିଲା , କଣ ଆମକୁ ଇଜାଜତ୍ ଅଛି, ପପୁର ସ୍ତ୍ରୀ ବି ଲକ୍ଷୌବି ଅନ୍ଦାଜରେ କହିଲା । ଆମେ ତ ବାହାର ଲୋକଙ୍କୁ ମନା କରିନାହୁଁ ସେମିତି ବି ଆପଣ ଆମର ନିଜ ଲୋକ  ।

୩) ଯଦି ଟ୍ରେନ୍ ବିଳମ୍ବ ହୋଇଯାଏ ତେବେ ଝିଅମାନେ କେବଳ ଅପେକ୍ଷା ଓ ଅପେକ୍ଷା ହିଁ କରିବେ , ଯେବେ ପୁଅ ମାନେ ପୁରା ପ୍ଲାଟଫର୍ମ ବୁଲି ଆସିବେ ବୋଧେ କେଉଁ ମସ୍ତ ଆଇଟମ୍ ଦେଖା ହୋଇଯିବ ।

୪) ସାନ୍ତା ନିଜ ଭାଉଜକୁ ପିଟୁଥିଲା, ତେବେ ସାନ୍ତାର ଏକ ସାଙ୍ଗ ଆସିଲା ଓ ପଚାରିଲା ତୁ ନିଜ ଭାଉଜକୁ କଣ ପାଇଁ ପିଟୁଛୁ? ସାନ୍ତା କହିଲା- ଭାଇ ଆଜି ମୋର ମୁଣ୍ତରେ ହତ୍ୟା କରିବାର ମନ ଅଛି, ମୋର ଭାଉଜର ଗୁଣ ଖରାପ ଅଛି । ସାନ୍ତାର ସାଙ୍ଗ ପଚାରିଲା- କଣ ଭାଇ କଣ ହେଲା ? ସାନ୍ତା କହିଲା- ମୁଁ ନିଜ କେଉଁ ସାଙ୍ଗକୁ ଯେବେ ପଚାରେ କି ତୁ ଫୋନରେ କାହା ସହ କଥାବାର୍ତ୍ତା କରୁଛୁ, ତେବେ ସେ ଏହି ଜବାବ୍ ଦେଇଥାଏ , ତୋର ଭାଉଜ ସହ ।

୫) ସାନ୍ତା ଓ ବାନ୍ତା ପ୍ରଥମଥର ଏକ ବଡ ଘରକୁ ବାହାଘର ପାଇଁ ଗଲେ,  ସାନ୍ତା- ଖାଇବାର ପ୍ଲେଟରେ ଟିସୁ ପେପର୍ ଦେଖିଲା,  ସେ ତାହାକୁ ଖାଇବାର ଜିନିଷ ଭାବିଲା ଓ ଖାଇବାକୁ ଲାଗିଲା , ସାନ୍ତା ଟୀସୁ ପେପର୍ ଖାଉଥିବାର ଦେଖି ବାନ୍ତା କହିଲା- ଆରେ ତାକୁ ଖାଆନି ଫିକା ଅଟେ ।

୬) ଜଣେ ମହିଳା ନିଜ ନୁଆ ପଡୋଶିନୀ ସହ ଘର ଭିତରକୁ ଯିବାକୁ ଲାଗିଲା,  ତେବେ ତାର ନଜର କବାଟରେ ଟଙ୍ଗା ହୋଇଥିବା ବୋର୍ଡ ଉପରେ ପଡିଲା , ଲେଖା ହୋଇଥିଲା କୃପୟା କରି ଚପଲର ସହ ନିଜ ଭୁଲ୍ ଭାବନା, ଭୁଲ୍ ହରକତ୍ , ଶାଶୁ ବୋହୁ ନଣନ୍ଦ ର ଚୁଗୁଲି ବାହାର କରି ଆସନ୍ତୁ, ଓ ସବୁଠାରୁ ଖାସ୍ କଥା ନିଜ ତିରଛି ନଜରରେ ମୋର ହ୍ୟାଣ୍ତସମ୍ ସ୍ୱାମୀକୁ ନ ଦେଖନ୍ତୁ । ସେ ବହୁତ ସିଧା ସାଧା, କାହାର ବି କଥାରେ ପଡିଯାଆନ୍ତି ।

୭) ସାନ୍ତାର ସ୍ତ୍ରୀ ଏକ ଦମ୍ କାଳି ଥିଲା, ଦିନେ ସେ ଲାଲ ରଙ୍ଗର ସାଢୀ ପିନ୍ଧିଥିଲା,  ଓ ସାନ୍ତାକୁ ପଚାରିଲା ସ୍ତ୍ରୀ- କେମିତି ଲାଗୁଛି, ସାନ୍ତା- ଏମିତି ଲାଗୁଛି କି ଯେପରି କାଜଲର ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି, ଏବେ ପର୍ଯ୍ୟନ୍ତ ସାନ୍ତା ମେଡିକାଲ୍ ରେ ଅଛି ।

୮) ସଂନ୍ଧ୍ୟା ଚୁପ୍ ଚାପ୍ ଅଛି, ଗଛରେ ଆଲୁଅ କମ୍ ଅଛି, ଫେରି ଆସିଛନ୍ତି ସମସ୍ତେ- କିନ୍ତୁ ଗୋଟେ ଚଢେଇ କମ୍ ଅଛି, ଏହି ପଂକ୍ତିରେ କବି ସେହି ବ୍ୟକ୍ତିର ଅପେକ୍ଷା କରିଛନ୍ତି, ଯାହାକୁ ମଦ ବୋତଲ ନେବାପାଇଁ ପଠେଇଛନ୍ତି ।

୯) ବାପଘରୁ ସ୍ତ୍ରୀ ସ୍ୱାମୀକୁ ଫୋନ୍ କରି କହିଲା- ରାଣ ଅଛି ତୁମ ବିନା ମୋର ମନ ଲାଗୁନି , ସ୍ୱାମୀ- ଆରେ ପାଗେଳି ଯଦି ମନ ଲାଗୁନି ତେବେ ଷ୍ଟାର୍ ପ୍ଲସ୍ ଓ ସୋନି ଟିଭି ଲଗାଇକରି ଦେଖିନେ , ସେ ବି ଭଲ ଚ୍ୟାନେଲ୍ ଅଟେ, ତାପରେ ସ୍ତ୍ରୀ ଆଉ ଥରେ କହିଲା ନାହିଁ ।

୧୦) ଏକ ମଦୁଆ ଓକିଲକୁ ପଚାରିଲା ମୁଁ ଶାଶକୀୟ ଦୋକାନରୁ ମଦ କିଣିକରି ପିଏ ଓ ଯଦି ସ୍ତ୍ରୀ ମୋତେ ଅଟକାଏ ତେବେ ସେହି ଶାସକୀୟ କାର୍ଯ୍ୟରେ ବାଧା ପକାଇବାପାଈଁ ଦଣ୍ତ ମିଳିପାରେ କି ? ଓକିଲ- ତାକୁ କୁଣ୍ଢାଇକରି କହିଲା ଏମିତି ଆଇଡିଆ ତୁମ ପାଖରେ କେମିତି ଆସିଲା ?

୧୧) ଉର୍ଦ୍ଧୁର ସୁନ୍ଦରତା ଦେଖନ୍ତୁ ମୁଁ ସକାଳୁ ସକାଳୁ ଲକ୍ଷ୍ମୌ ଫୋନ୍ କରି ଏକ ସାଙ୍ଗକୁ ପଚାରିଲି, କଣ କରୁଛ ଡୀନର୍ ରେ , ସେ କହିଲା- ଏବେ ବଡ ସିଦ୍ଦତ୍ ରେ ଇଜ୍ଜତୋ ଅଜମତ୍ ର ଡୋର୍ ରେ ବେପନାହ୍ ଉଲଝନୋଁରକବଳରୁ ବାହାର କରିବାପାଇଁ କଶମକସ୍ ମୁବତିଲା ହୁଁ , ମୁଁ କହିଲି- ବୁଝିପାରିଲି ନାହିଁ । ସେ କହିଲା_ ପାଇଜାମାର ନାଡିରେ ଗଣ୍ଠି ପଡିଯାଈଚି, ତାହାକୁ ଖୋଲିପାରୁନି ।

୧୨) ଆଖିର ଡାକ୍ତର ମହିଳାର ଆଖି ଚେକ୍ କରି କହିଲା- ମ୍ୟାଡ୍ୟାମ୍ ନିଜ ସ୍ୱାମୀକୁ ଯେପରି ଦେଖୁଛ ସେପରି ଦେଖ, ମହିଳା- କଣପାଇଁ ? ଡାକ୍ତର – ଆଖିରେ ଆଇ ଡ୍ରପ୍ ପକାଇବାର ଅଛି ।

୧୩) ରାକ୍ଷୀ ସାୱନ୍ତ ଗିଫ୍ଟ କିଣିବାକୁ ଗଲେ,  ରାକ୍ଷୀ- ମୋର ବୟଫ୍ରେଣ୍ତର ଜନ୍ମଦିନ ଅଛି, କିଛି ବଢିଆ ଆଇଟମ୍ ଦେଖାଅ , ଦୋକାନୀ ମ୍ୟାଡ୍ୟାମ୍ ଏଇ ନିଅନ୍ତୁ ଶୋଇଥିବା ଝିଅର ଫଟୋ, ରାକ୍ଷୀ- ଆରେ ନାହିଁ ସେ ହସୁଥିବା ରାକ୍ଷାସୁଣୀ କେତେ ପଡିବ , ଦୋକାନୀ- ଆରେ ମ୍ୟାଡାମ୍ ସେଇଟା ତ କାଚର ଅଟେ ।

Leave a Reply

Your email address will not be published. Required fields are marked *