December 21, 2024

Odia Express

Here, There and Everywhere

ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଦଳୀ ଖାଇବା ଦ୍ଵାରା ଦୂରେଇଯିବ ଏହି ୩ ଟି ରୋଗ..

ବନ୍ଧୁଗଣ ଶରୀରକୁ ବଳବାନ ତଥା ଶରୀର ସୁସ୍ଥ ରାଗିବା ପାଇଁ ବହୁତ୍ ଲୋକ ମାନେ ସାଧାରଣତଃ ସକାଳୁ ଉଠି ଯୋଗାସନ ପ୍ରାଣାୟମ କରିଥାନ୍ତି । ଏହା ବ୍ୟତୀତ ଆଉ କିଛି ଲୋକ ମାନେ ଏହା କରିବା ସହିତ ସେମାନେ ପ୍ରୁଷ୍ଟିକର ଖାଦ୍ୟର ସେବନ କରିଥାନ୍ତି ଯେମିତିକି କଦଳୀ ଏବଂ କ୍ଷୀରର ସେବନ କରିଥାନ୍ତି । ଏହାକୁ ସେବନ କରିବା ଦ୍ଵାରା ଆମ ଶରୀରକୁ ଅନେକ ପ୍ରକାରର ପୋଷକ ତତ୍ତ୍ଵ ମିଳିଥାଏ ଏବଂ ଶାରୀରିକ ଅସୁସ୍ଥତା ତୁରନ୍ତ ଦୂର ହୋଇଯାଇଥାଏ । କଦଳୀ ଏକ ଏପରି ଫଳ ଯାହାକୁ କି ସେବନ କରିବା ଦ୍ୱାରା ତାହା ଆମ ଶରୀରକୁ ବହୁତ୍ ପ୍ରକାରର ପୋଷକ ତତ୍ତ୍ଵ ଯୋଗାଇ ଥାଏ । ଯଦି ଆମେ ଏହାର ପ୍ରତିଦିନ ସେବନ କରିବା ତାହେଲେ ମଧ୍ୟ ଆମକୁ ଅନେକ ପ୍ରକାରର ରୋଗ ହେବ ନାହିଁ ଏବଂ କିଛି ପ୍ରକାରର ରୋଗ ମଧ୍ୟ ତୁରନ୍ତ ଭଲ ହୋଇଯାଇଥାଏ ।


ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା କହିବୁ କି ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଦଳୀ ଖାଇବା ଆମ ଶରୀର ପାଇଁ କେତେ ଲାଭ ଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଦଳୀ ସେବନ ଦ୍ଵାରା କେଉଁ କେଉଁ ରୋଗରୁ ମୁକ୍ତି ମିଳିଥାଏ ।ଯେଉଁ ଲୋକ ମାନଙ୍କର ପେଟ ଜନିତ ସମସ୍ୟା ହୋଇଥାଏ ସେହି ଲୋକ ମାନଙ୍କୁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଦଳୀର ସେବନ କରିବା ଉଚିତ୍ । ସେମାନେ ଯଦି ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କିଛି କଦଳୀର ସେବନ କରିବେ ତାହେଲେ ସେମାନଙ୍କ ପେଟ ଜନିତ ସମସ୍ୟା ବହୁତ୍ କମ ଦିନରେ ଭଲ ହୋଇଯିବ । ବନ୍ଧୁଗଣ ଆଜିକାଲି ବହୁତ୍ ଲୋକ ମାନଙ୍କୁ ତଥା ପିଲା ମାନଙ୍କୁ କହିବାକୁ ଗଲେ ପ୍ରାୟ ବହୁତ୍ ଲୋକ ମାନଙ୍କ ଥରେ ଗ୍ୟାସ ସମସ୍ୟା ଦେଖାଯାଉଛି ।

ଏହି ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ଆପଣ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କିଛି କଦଳୀ ର ସେବନ କରିବେ ତାହେଲେ ଆପଣଙ୍କ ପେଟ ଜନିତ ସମସ୍ୟା ତଥା ଗ୍ୟାସ ସମସ୍ୟା ବହୁତ୍ କମ ଦିନରେ ଭଲ ହୋଇଯିବ । ଏମିତି ବହୁତ୍ ଲୋକ ଅଛନ୍ତି ଯେଉଁମାନେ ନିଜର ଶରୀର ର କମ ଓଜନ ପାଇଁ ତଥା ନିଜର ପତଳା ପଣ ପାଇଁ ସବୁବେଳେ ଚିନ୍ତିତ ରହିଥାନ୍ତି । ସେହି ବ୍ୟକ୍ତି ମାନେ ଯଦି ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କିଛି କଦଳୀ ର ସେବନ କରିବେ ତାହେଲେ ଆପଣଙ୍କ ଓଜନ ମଧ୍ୟ ଧୀରେ ଧୀରେ ବଢିବାକୁ ଲାଗିବ ଏବଂ ଆପଣଙ୍କ ପତଳା ପଣ ଦୂର ହୋଇଯିବ ଏବଂ ଆପଣଙ୍କ ଚିନ୍ତା ମଧ୍ୟ ଦୂର ହୋଇଯିବ ।

ଏହାର ସେବନ କରିବା ଦ୍ଵାରା ଆମ ଶରୀରର ଓଜନ ବହୁତ୍ ଜଲ୍ଦୀ ବଢିବାକୁ ଲାଗିଥାଏ । ବନ୍ଧୁଗଣ ରୁ ମଧ୍ୟ ଏକ ବିଶେଷ କଥା ଏହା କି ଯଦି ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କିଛି କଦଳୀର ସେବନ କରିବେ ତାହେଲେ ଆପଣଙ୍କ ଚେହେରାରେ ଥିବା ଦାଗ ଦୂର ହୋଇଯାଇଥାଏ ଏବଂ ମୁହଁ ରେ ଚମକ ଆସିଥାଏ ।ଏହାକୁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କିଛି କଦଳୀ ର ସେବନ କରିବା ଦ୍ଵାରା ମୁହଁ ଉଜ୍ଜ୍ୱଳ ହୋଇଥାଏ ଏବଂ ଆମ ମୁହଁ ରେ ଏକ ଚମକ ଅସିଯାଇଥାଏ । ତେବେ ଯଦି ଆମେ ପ୍ରତିଦିନ ସକାଳୁ ଉଠି ଏହି କଦଳୀ ର ସେବନ କରିବା ତାହେଲେ ଆମର ଏତେ ପ୍ରକାରର ଉପକାର ହୋଇଥାଏ ସେଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଦଳୀ ର ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *