June 24, 2025

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ମାଲିକ ଚାକରକୁ କହିଲା- ମଶା ମାରିଦିଅ, ବହୁତ ହେଇ ଗଲେଣି, ଚାକର ଅଳସୁଆ ହୋଇ ପଡିରହିଲା ତାପରେ ଯାହା ହେଲା ହସି ହସି ବେଦମ ହେବେ ଆପଣ…

1 min read

ଆଜିକାଲି ଏହି ଷ୍ଟ୍ରେସ୍ ଭରା ଲାଇଫ୍ ରେ ମଣିଷ ଯେପରି ହସିବା ଭୁଲିଯାଇଛି, ସେମିତି କାମରେ ଏତେ ସେ ମସଗୁଲ୍ ହୋଇଯାଇଛି କି ସେ ନିଜ ପାଇଁ ସମୟ ଦେଇପାରୁନାହିଁ , କିନ୍ତୁ ନିଜ ପାଇଁ ଏତେ ଯନ୍ତ୍ରଣା ପକାଇବା ବି ଭୁଲ୍ ଅଟେ । ଯଦି ଆପଣ ନିଜ ସହ ଏମିତି କରିବେ ତେବେ ସେମିତି ସେହି ଦିନ ଦୁର ନାହିଁ ଯେବେ ନାନାପ୍ରକାରର ରୋଗ ଆପଣଙ୍କୁ ଘେରେଇନେବ , ଏଥିପାଇଁ ସୁସ୍ଥ୍ୟ ରହିବାପାଇଁ ପ୍ରଥମ ମନ୍ତ୍ର ଏହା କି ନିଜ ପାଇଁ ଟିକିଏ ସମୟ ବାହାର କରିବାକୁ ହେବ , ଓ ମନକୁ ପ୍ରସନ୍ନ ରଖିବା ଓ ଯେବେ ଆମର ମନ ପ୍ରସନ୍ନ ହେବ , ତେବେ ଆମର ସବୁ କାମରେ ସଫଳତା ମିଳିବାକୁ ଲାଗିବ , ଓ ଜୀବନ ଖୁସିମୟ ତରିକାରେ କଟିବ , ଓ ଏହି କଥାକୁ ଧ୍ୟାନରେ ରଖି ଆଜି ଏହି ପୋଷ୍ଟରେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର୍ ଜୋକ୍ସ୍ ନେଇକରି ଆସିଛୁ ଯାହାକି ସୋସିଆଲ୍ ମିଡୀଆରେ ବହୁତ୍ ଭାଇରାଲ୍ ହେବାରେ ଲାଗିଛି, ତେବେ ଆଉ ଡେରି କଣପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ସାନ୍ତା- ଭାଇ ତୁ ସ୍କୁଲ୍ କଣ ପାଇଁ ଯାଉନୁ ? ବାନ୍ତା- ଆରେ ଯାଉଛି, କିନ୍ତୁ ଲୋକେ ମୋତେ ମାରିକି ବାହାର୍ କରିଦେଉଛନ୍ତି, ସାନ୍ତା-କଣପାଇଁ ଭାଇ ? କେଉଁ ସ୍କୁଲକୁ ଏମିତି ଯାଉଛୁ କି ? ବାନ୍ତା- କନ୍ୟା ପାଠଶାଳା ।

୨) ଶିକ୍ଷୟତ୍ରୀ ଛାତ୍ରମାନଙ୍କୁ- ତୁମକୁ କେତେଥର କହିଛି ଏତେ ଡେରିରେ ଆସନାହିଁ , ଛାତ୍ର- ମ୍ୟାଡାମ୍, ଆପଣ ଏତେ ସମୟ ହେଲା ମୋର ଅପେକ୍ଷା କରନ୍ତୁ ନାହିଁ , ବାକି ଛାତ୍ର ମାନେ ଏହାର ଭୁଲ୍ ମତଲବ ବାହାର କରିଦିଅନ୍ତି ।

୩) ସାନ୍ତା- ଦୁନିଆଁରେ ସବୁଠାରୁ ସାହାସୀ ବାଲା ବ୍ୟକ୍ତି କିଏ ? ବାନ୍ତା-ଧୋବା, ସାନ୍ତା-କେମିତି ? ବାନ୍ତା- କାହାର ବି ଘରକୁ ଯାଇ କହିଦିଏ କି ଜଲଦି କପଡା ବାହର କରିଦିଅ, ମୁଁ ନେବାକୁ ଆସୁଛି ।

୪) ଝିଅ- କାନ୍ଦିକରି- ମୁଁ ତ ବର୍ବାଦ ହୋଇଗଲି, ପୁଅ- ଆରେ ପ୍ରିୟେ କଣ ହେଲା ? ଝିଅ- ମୋର ବାପା ମୋର ବାହାଘର ଠିକ୍ କରିଦେଇଛନ୍ତି , ପୁଅ- ଆରେ ବେକାର୍ ହେଲା, ଏବେ ଆମେ କଣ କରିବା ? ଝିଅ- ତୁମେ କିଛି କର ନା ! ପୁଅ-ଠିକ୍ ଅଛି ଆଜି ନିଜ ପାଇଁ ନୁଆ ଝିଅ ଖୋଜିଆଣୁଛି, ତାପରେ ଗୋଟେ ମାଡ ବି ତଳେ ପଡିଲାନାହିଁ ।

୫) ସ୍ୱାମୀ ସେହି ପ୍ରାଣୀ ଅଟେ ଯିଏ ଭୁତ ପ୍ରେତକୁ କେବେ ଡରେ ନାହିଁ , କିନ୍ତୁ ସ୍ତ୍ରୀର ୪ ଟି ମିସ୍ କଲ୍ ତାକୁ ଭୟଭୀତ କରିବାପାଇଁ ବହୁତ କିଛି ହୋଇଥାଏ ।

୬) ସାନ୍ତା ଗାର୍ଲଫ୍ରେଣ୍ତ ସହ ପ୍ରଥମଥର ଡେଟ୍ ରେ ଗଲା,  ସାନ୍ତା- ଏହା ମୋର ପ୍ରଥମ ଡେଟ୍ ଅଟେ ଡାର୍ଲିଙ୍ଗ୍ , କିଛି ଭୁଲ୍ କିମ୍ବା କମି ଥିଲେ ଛୋଟ ଭାଇ ଭାବିକରି କ୍ଷମା କରିଦେବ ।

୭) ଏଲ୍ କେଜି ପୁଅ- ତୁ ମୁଝସେ ସାଦି କଲେଗି? ଝିଅ- ନି, ପୁଅ- କଲେ ନା , ଝିଅ- ନି ମୈ ନି କଲୁଙ୍ଗି, ପୁଅ- କଲେ, ମୁଁ ତେକୋ ଟଫି ଦୁଙ୍ଗା, ଝିଅ- ଇସଲିୟେ ତୋ ନି କଲନି, ମେରି କିସି ଓଲ୍ ସେ କୁଲକୁଲେ ମେଁ ବାତ୍ ହୋ ଗୟୀ ହେ ।

୮) ପପୁ ଡାକ୍ତରକୁ- କଣ ଆପଣ ବିନା କଷ୍ଟ କରି ମୋର ଦାନ୍ତ ବାହାର୍ କରିପାରିବେ ? ଡାକ୍ତର-ନା, ପପୁ- ମୁଁ ବାହାର କରିଦେଉଛି । ଡାକ୍ତର-କେମିତି ? ପପୁ ହି ହି ହି ହି ହା ହା ହା ।

୯) ରାହୁଲ୍ ଗାନ୍ଧୀ ତ ଏହିଥର ହଦ୍ କରିଦେଲେ , ଯେବେ ସେ ସୋନିଆଙ୍କୁ ପଚାରିଲେ , ମା ଯେବେ ପୋଲିସ୍ ଲାଠି ଚାର୍ଜ କରେ ତେବେ ଚାର୍ଜର ନୋକିଆର ଲଗାନ୍ତି ନା ସ୍ୟାମସଙ୍ଗ୍ ର ? ସୋନିଆ ଗାନ୍ଧୀ- ହେ ଭଗବାନ ପୁଅ ଦେଲ ତ ଏମିତି ! ଧିକ୍ ।

୧୦) ଥରେ ଜଣେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବାକୁ ଭାବିଲେ, ପୁଅ- ପ୍ରଥମେ ଡେଇଁ ପଡିଲା, ଝିଅ- ଆଖି ବନ୍ଦ କରିଦେଲା , ଓ ଫେରିଗଲା, ପୁଅ ଆକାଶରେ ପାରାସୁଟ୍ ଖୋଲିଲା ଓ ଚିଲ୍ଲାଇଲା , ଜଣାଥିଲା ରାକ୍ଷାଶୁଣି- ତୁ ଡେଇଁବୁ ନାହିଁ , ଖାଲି ସେହି ଦିନରୁ ଲୋକେ ଲେଡିଜ୍ ଫାଷ୍ଟ କହିବା ଆରମ୍ଭ କରିଦେଇଛନ୍ତି ।

୧୧) ପୁଅ- ତୋର ନା କଣ ? ଝିଅ- ତମନ୍ନା ପୁଅ- ତୋର ବାପାର ନାଁ ସରଫରୋଶୀ କି ? ଝିଅ-କଣପାଇଁ ? ପୁଅ- କାରଣ ସରଫରୋଶୀର ତମନ୍ନା ମୋ ହୃଦୟରେ ଅଛି ।

୧୨) ମାଲିକ ଚାକରକୁ କହିଲେ – ମଶା ମାରିଦିଅ ବହୁତ ହେଇଗଲେଣି ,ଚାକର ଅଳସୁଆ ଭାବେ ଶୋଇରହିଲା, ଟିକିଏ ସମୟ ପରେ ମଶା ଗୁଣଗୁଣାଇଲେ , ମାଲିକ୍ ଆଉଥରେ ଚାକରକୁ କହିଲେ , ମଶା ମାରିଲ କି ନାହିଁ ? ଚାକର କହିଲା- ମଶା ତ କେବେ ଠାରୁ ମାରିଦେଇଛି, ଏହାତ ତାଙ୍କ ବିଧବା ସ୍ତ୍ରୀଙ୍କର କାନ୍ଦିବାର ଆବାଜ୍ ଆସୁଛି ।

୧୩) ଭିକାରୀ- ଭଗବାନଙ୍କ ନାଁରେ କିଛି ଦେଇଦେ ବାବା, ଛାତ୍ର- ଏଇ ନିଅ, ମୋର ବି ଟେକ୍ ଡିଗ୍ରୀ ନେଇଯା , ଭିକାରୀ- ଏବେ କନ୍ଦାଇବୁ ନା କଣ ? ତୋତେ ଯଦି ଦରକାର ମୋର ଏମ୍ ବିଏ ଡିଗ୍ରୀ ରଖିନେ ।

Leave a Reply

Your email address will not be published. Required fields are marked *