ଏହି ଉପାୟଟି ଦ୍ଵାରା ସମସ୍ତ ପ୍ରକାରର ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ..
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏପରି ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜର ସମସ୍ତ ପ୍ରକାରର ଯନ୍ତ୍ରଣା କୁ ମୁକ୍ତି ପାଇବେ କେବଳ ୫ ମିନିଟ ରେ । କଣ ଆପଣ ବି ଟିକେ କମ୍ କରୁ କରୁ ଥକି ଯାଉଛନ୍ତି କି ,କଣ ଆପଣଙ୍କ ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା ଅନୁଭବ ହେଉଛି କି , କଣ ଆପଣଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହେଉଛି କି , ଚାଲିବା ସମୟରେ କିମ୍ବା ଚଳିବ ପରେ କଣ ଆପଣଙ୍କ ଗୋଡ଼ ରେ ଯନ୍ତ୍ରଣା ହେଉଛି କି ,କଣ ଆପଣଙ୍କ ବେକ ରେ ଯନ୍ତ୍ରଣା ଅନୁଭବ ହେଉଛି କି । ଯଦି ଆପଣଙ୍କ ର ଏପରି କିଛି ହେଉଥାଏ ତାହେଲେ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ପଢନ୍ତୁ ।ଆଗରୁ ଏହି ସବୁ ପ୍ରକାରର ଯନ୍ତ୍ରଣା କେବଳ ୪୦ ବର୍ଷ ରୁ ଅଧିକ ବୟସ୍କ ଲୋକ ମାନଙ୍କୁ ହେଉଥିଲା କିନ୍ତୁ ଆଜିକାଲି ଆମେ ମାନେ ଖାଇବା ପିଇବା ରେ ଏତେ ପରିବର୍ତ୍ତନ କରିଦେଇଛୁ କି ଏହି ପ୍ରକାରର ସମସ୍ୟା ସମସ୍ତଙ୍କୁ ଦେଖା ଯାଉଛି ।
ବନ୍ଧୁଗଣ ହାତ ଏବଂ ଆଣ୍ଠୁ ରେ ଯନ୍ତ୍ରଣା ଅଧିକ ହୋଇଥାଏ ଶୋଇବା ସମୟରେ ଏହା ଫଳରେ କେବେ କେବେ ଆମ ହାତ ଏବଂ ଗୋଡ ଫୁଲିଯାଇଥାଏ ।ଏପରି ଅନେକ ଜିନିଷ ଅଛି ଯାହାକୁ ଆମେ ଖାଇବା ପରେ ଆମ ହାତ ଏବଂ ଗୋଡ ରେ ଯନ୍ତ୍ରଣା ହେବାକୁ ଲାଗିଥାଏ । ସୁଶ୍ରୁତ ସଂହିତା ଏବଂ ଚରକ ସଂହିତା ଅନୁସାରେ ଯଦି ଅଧିକ ପରିମାଣ ରେ ମାଂସ ,ପାଉଁରୁଟି ଏହିପରି ଅନେକ ଖାଦ୍ୟ ଅଛି ଯଦି ଆମେ ଅଧିକ ପରିମାଣ ରେ ଖାଇବା ତାହେଲେ ଆମ ହାତ ଏବଂ ଗୋଡ଼ରେ ଯନ୍ତ୍ରଣା ହେବାକୁ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି ବିଷୟରେ ଏହା ଏକ ପୁରାତନ କାଳରୁ ବ୍ୟବହାର ହେଉଥିବା ଏକ ସଫଳ ଉପାୟ ଅଟେ ।
ତେବେ ଏହି ଉପାୟ ଟି ପାଇଁ ଆପଣଙ୍କୁ ପ୍ରଥମେ ଦୁଇ କପ୍ କ୍ଷୀର ନେବାକୁ ହେବ । ବନ୍ଧୁଗଣ କ୍ଷୀର ରେ ପ୍ରଚୁର ପରିମାଣ ରେ କ୍ୟାଲସିୟମ ଥାଏ ଏବଂ ଆମ ଶରୀର ରେ କ୍ୟାଲସିୟମ ର ଅଭାବ ହେବା କାରଣ ରୁ ବିଭିନ୍ନ ପ୍ରକାରର ଯନ୍ତ୍ରଣା ହୋଇଥାଏ । ତ ଆପଣଙ୍କୁ ପ୍ରଥମେ ଦୁଇ କପ୍ କ୍ଷୀର ନେଇ ସେଥିରେ ତିନି ଚାମଚ୍ ଅଟା ମିଶାନ୍ତୁ। ଏହା କରେ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଯେମିତିକି ତାହା ବଳ ଭାବରେ ମିଶିଯିବ । ଏହା ପରେ ତାହାକୁ ୧୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ୧୫ ମିନିଟ ପରେ ଏହା ଏକ ଅଠାଳିଆ ପଦାର୍ଥ ପରି ହୋଇଯିବ ସେତେବେଳେ ଗ୍ୟାସ କୁ ବନ୍ଦ କରିଦେବେ ।
ଏହା ପରେ ଆପଣଙ୍କ ର ପ୍ରସ୍ତୁତ ହୋଇଯିବ ମଲମ ଯାହାର ବ୍ୟବହାର ଆପଣ କରିପାରିବେ ନିଜର ଯନ୍ତ୍ରଣା ଅନୁଭବ ହେଉଥିବା ସ୍ଥାନ ମାନଙ୍କରେ ।ଏହାକୁ ଯଦି କିଛି ଥର ବ୍ୟବହାର କରିବେ ତାହେଲେ ଆପଣଙ୍କ ସମସ୍ତ ପ୍ରକାରର ଯନ୍ତ୍ରଣା ଭଲ ହୋଇଯିବ ।ଯଦି ଆପଣ କ୍ଷୀର ରେ ନିମ୍ବାଦୀ ଚୁନ କୁ ମିଶାଇ ସେବନ କରିବେ ତାହେଲେ ଆପଣଙ୍କ ସମସ୍ତ ପ୍ରକାରର ଯନ୍ତ୍ରଣା ଭଲ ହୋଇଯିବ । ଏହି ଚୂନ ଆପଣଙ୍କୁ ସାଧାରଣତଃ ବଜାର ରେଟୁ ସହଜ ରେ ମିଳିଯିବ। ରୁମସିଲ ତେଲ କୁ ଯଦି ଆପଣ ନିଜର ଯନ୍ତ୍ରଣା ଅନୁଭବ ହେଉଥିବା ସ୍ଥାନରେ ଲଗାଇବେ ତାହେଲେ ଆପଣଙ୍କ ସମସ୍ତ ପ୍ରକାରର ଯନ୍ତ୍ରଣା ଭଲ ହୋଇଯିବ ।