September 10, 2024

Odia Express

Here, There and Everywhere

ଯେଉଁ କୁଣ୍ତରେ ରାଣୀ ପଦ୍ମାବତୀ କରିଥିଲେ ଜୋହର୍ ତାପାଖକୁ ଯିବା ପାଇଁ ଲୋକଙ୍କ ମନରେ ଖେଳିଯାଏ ଭୟର ବାତାବରଣ

ଆମେ ସମସ୍ତେ ୨୦୧୮ ରେ ରିଲିଜ୍ ହୋଇଥିବା ଫିଲ୍ମ ପଦ୍ମାବତରୁ ଯିଏ କିଛି ବି ରାଣୀ ପଦ୍ମାବତୀଙ୍କ ସହ ହେଲା ସେ ଏହି ଫିଲ୍ମର ଜରିଆରେ ଦେଖାଯାଇଛି, ରାଣୀ ପଦ୍ମାବତୀ ନିଜ ଆନ୍, ବାନ୍ , ଶାନ୍ ପାଇଁ ଶତାଧିକ ରାଜପୁତି ମହିଳାଙ୍କୁ ଏକା ସହ ଜୋହର୍ କରି ନିଜ ପ୍ରାଣ ତ୍ୟାଗ କରିଥିଲେ , ମାନାଯାଏ କି ସମୟର ସହ ଏହି ଜାଗା ଏବେ ଭୁତିଆ ଜାଗାରେ ପରିଣତ ହୋଇଯାଇଛି । ଯେଉଁଠିକୁ ଯିବାପାଇଁ ଲୋକେ ଭୟଭୀତ ହୋଈଯାଆନ୍ତି , ରାଣୀ ପଦ୍ମାବତୀଙ୍କ ସାହାସ ଓ ସୁନ୍ଦରତା ବିଷୟରେ କାହାକୁ ପରିଚୟ ଦେବା ଦରକାର ପଡେନି ।

ଏପରିକି ଚିତ୍ତୋରଗଡର ଦୁର୍ଗ ଆଜି ଏହି ନାଁରେ ମଧ୍ୟ ଜଣାଶୁଣା | ଏହି ଦୁର୍ଗ ସହିତ ଜଡିତ ଇତିହାସ କହେ ଯେ ଏହି ଜୋହର କୁଣ୍ତରେ ୩ ଥର ଜୋହର୍ କରାଯାଇଥିଲା | ପ୍ରଥମ ଥର ପାଇଁ ଯେଉଁଠାରେ ରାଣୀ ପଦ୍ମାବତୀ ପ୍ରାୟ ୭୦୦ ରାଜପୁତି ମହିଳାଙ୍କ ସହ ଜୋହର୍ କରିଥିଲେ, ଓ ସେହି କୁଣ୍ତରେ ରାଜପୁତ୍ ନିଜ ଇଜ୍ଜତ ରକ୍ଷା ପାଇଁ ଓ ୨ ଥର ରାଜସୀ ପରିବାରର ମହିଳା ବି ଜୋହର୍ କରିଥିଲେ କୁହାଯାଏ କି ବହୁତଥର୍ ଏଠାକାର ଲୋକମାନେ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ଆତ୍ମାର ଚିତ୍କାର ଶୁଣିଥିବାର କହିଛନ୍ତି , ରାଣୀ ପଦ୍ମାବତୀଙ୍କ ଉପରେ ଏକ ବହି ଲେଖା ହୋଇଛି, ଚିତ୍ତୋଡର ରାଜା ରତନ ସିଂ ଦୁନିଆଁର ସବୁଠାରୁ ସୁନ୍ଦର ମହିଳାଙ୍କୁ ବିବାହ କରିଥିଲେ , ଓ ସେହି ମହିଳା ରାଣୀ ପଦ୍ମାବତୀ ଅଟନ୍ତି , ତାଙ୍କର୍ ଠିକଣା ଦିଲ୍ଲୀର ରାଜାଙ୍କୁ ଲାଗିଗଲା ।

ଚିତ୍ତୋରକୁ ନିଜର କରିବା ପାଇଁ ସେ ଖିଲଜୀଙ୍କ ମନରେ ଷଡଯନ୍ତ୍ର କରିଥିଲେ। ଏଥିସହିତ ସେ ରାଣୀ ପଦ୍ମିନୀଙ୍କୁ ଏକ ସୁନ୍ଦର ଚିତ୍ର ମଧ୍ୟ ଦେଖାଇଥିଲେ, ଯେଉଁଥିରେ ସେ ତାଙ୍କ ହାତରେ କମଳ ଫୁଲ ଦେଖାଇଛନ୍ତି । ଖିଲଜୀ ରାଣୀଙ୍କ ଚିତ୍ର ପ୍ରତି ଆକର୍ଷିତ ହୋଇଥିଲେ ଏବଂ ସେ ଯେ କୌଣସି ପ୍ରକାରରେ ହେଉ ଚିତ୍ତୋର କିଲ୍ଲା, ତାଙ୍କ ସଂମ୍ପତ୍ତି ଓ ତାହା ସହ ରାଣୀ ପଦ୍ମାବତୀଙ୍କ ଉପରେ କବଜା କରିବାପାଈଁ ପ୍ରସ୍ତୁତ ହୋଇଗଲା । ଆଲାଉଦ୍ଦିନ ଖିଲଜୀ ଏକ ସର୍ତ୍ତ ରଖିଥିଲେ ଯେ ସେ କେବଳ ରାଣୀଙ୍କ ଛାଇ ଦେଖିବା ପରେ ସେ ଫେରିଯିବେ। ପରେ ସର୍ତ୍ତକୁ ଭିତ୍ତି କରି ଖିଲଜୀ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହୋଇଥିଲେ। କିନ୍ତୁ ସେ ଚିତ୍ତର ରାଜାଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ରାଜା ରତନ ସିଂ ଖିଲିଜୀଙ୍କ ପାଖକୁ ଯିବାକୁ ବାହାରିଯାଆନ୍ତି , ସେଠାରେ ଯାଇକରି ଖିଲିଜି ତାଙ୍କୁ ବନ୍ଧୀ ବନାଈନିଅନ୍ତି , ପରେ ଖିଲିଜୀ ଓ ରତନ ସିଂ ଙ୍କ ମଧ୍ୟରେ ଯୁଦ୍ଧ ହୋଇଥାଏ ,ଓ ସେହି ସମୟରେ ଚାଲାକିରେ ରତନସିଂଙ୍କୁ ଖିଲିଜୀ ପରାସ୍ତ କରିଦିଅନ୍ତି , ଏହି ଖବର ଶୁଣିକରି ରାଣୀ ପଦ୍ମାବତୀଙ୍କ ସହ ମିଶିକରି ମହଲର ସବୁ ମହିଳା ଜୋହର୍ କୁଣ୍ତରେ ନିଜର ଆତ୍ମହୁତୀ ଦେଇଦିଅନ୍ତି ।

Leave a Reply

Your email address will not be published. Required fields are marked *