September 11, 2024

Odia Express

Here, There and Everywhere

ଯଦି ଆପଣ ମାନସିକ ଚିନ୍ତାରୁ ଚିନ୍ତିତ ଅଛନ୍ତି ତେବେ ଏହି ଗ୍ରହକୁ କରନ୍ତୁ ଶାନ୍ତ, ଏହା ହେଲା ସେହି ଉପାୟଗୁଡିକ

1 min read

ଜନ୍ମ କୁଣ୍ତଳୀ- ମାନସିକ ଚିନ୍ତା ଏକ ଏମିତିରୋଗ ଅଟେ ଯାହା ସମୟ ଥିବା ବେଳେ ଠିକ୍ ନ କରାଗଲେ ଏହା ଗଂମ୍ଭିର ଚିନ୍ତାର କାରଣ ହୋଇଯାଏ , ଆସନ୍ତୁ ଜାଣିବା ଜନ୍ମକୁଣ୍ତଳୀରେ ବସିଥିବା କେଉଁ ଗ୍ରହ ମାନସିକ ଚିନ୍ତା ଦେବାରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଦେଇଥାଏ । ଜ୍ୟୋତିଷ୍ୟରେ ଚନ୍ଦ୍ରମାକୁ ମନର କାରକ ମାନାଯାଈଛି, ଯେବେ ଏହା ଅଶୁଭ ହୋଇଥାଏ , ତେବେ ଏହା ଚିନ୍ତାର କାରକ ହୋଇଯାଏ , ଏହି ସ୍ଥିତିରେ ନିର୍ମାଣ କୁଣ୍ତଳୀରେ ତେବେ ହୋଇଥାଏ, ଯେବେ କିମ୍ବା ଚନ୍ଦ୍ରମା ଦୁର୍ବଳ ହୋଇଥିବ , କିମ୍ବା କେଉଁ ଅଶୁଭ ଗ୍ରହରୁ ପୀଡିତ ହୋଇଥିବ , ଏହି ସ୍ଥିତିରେ ଚନ୍ଦ୍ରମା ଶୁଭ ଫଳ ଦେଇନଥାଏ, ଯାହାର ପରିଣାମସ୍ୱରୁପ ବ୍ୟକ୍ତି ଚିନ୍ତାରେ ରହିଥାଏ । ଚନ୍ଦ୍ରମା ଅତିରିକ୍ତ ଜନ୍ମ କୁଣ୍ତଳୀରେ ରାହୁ କେତୁ ଏମିତି ଦୁଇଟି ଗ୍ରହ ଅଛନ୍ତି ଯିଏ ବ୍ୟକ୍ତିକୁ ଚିନ୍ତା ଦେଇଥାନ୍ତି , କିନ୍ତୁ ଚିନ୍ତାର ସହ ଭ୍ରମର ସ୍ଥିତି ସୃଷ୍ଟି କରିଥାନ୍ତି , ମାନେ ବ୍ୟକ୍ତିର ଜୀବନରେ ଗୁରୁତ୍ୱପୁର୍ଣ୍ଣ ଫଇସଲା ଆଣିବାରେ ଅସୁବିଧା ଦେଇଥାଏ, ଯାହାର କାରଣରୁ କାମରେ ବାଧା ଆସିବା ଆରମ୍ଭ ହୋଇଯାଏ , ଓ ବ୍ୟକ୍ତି ଧୀରେ ଧୀରେ ଚିନ୍ତାରେ ବୁଡି ରହିଥାଏ ।

ଶନି ସେହି ସମୟରେ ବ୍ୟକ୍ତିର ଅସୁବିଧା ବଢାଇଦିଅନ୍ତି , ଯେବେ କୁଣ୍ତଳୀରେ ବକ୍ରି ଥିବ କିମ୍ବା ସାଢେସାତି ଓ ଢେୟା ଚାଲୁଥିବ, ଏହି ସ୍ଥିତିରେ ଶନିଦେବ ବ୍ୟକ୍ତିକୁ ବହୁତ ହଇରଣ କରନ୍ତି , କାମରେ ବାଧା, ବେପାରରେ କ୍ଷତି, ଚାକିରିରେ ଅସୁବିଧା, ଓ ଧନ ହାନି କରାଇଥାନ୍ତି , ଯାହାର କାରଣରୁ ବ୍ୟକ୍ତି ଚିନ୍ତାରେ ଚାଲିଯାଏ , ଓ ଦିନ ରାତି ଭାବିବାକୁ ଲାଗିଥାଏ,  ଏହି ଗ୍ରହର ଅଶୁଭତାକୁ ଦୁର କରିବା ସଂବନ୍ଧିତ ଗ୍ରହରୁ ଯୋଡି ହୋଇଥିବା ଦେବତାଙ୍କ ପୁଜା, ସ୍ତୁତି, ଓ ଉପାସନା କରିଲେ ଲାଭ ମିଳିଥାଏ । ଚନ୍ଦ୍ରମାର ଅଶୁଭତା ଦୁର କରିବାପାଇଁ ସୋମବାର ଦିନ ଶିବଙ୍କ ପୁଜା କରନ୍ତୁ, ପୁର୍ଣ୍ଣିମା ଦିନ ଚନ୍ଦ୍ରମାଙ୍କୁ ଜଳ ଅର୍ପଣ କରନ୍ତୁ, ଗାଇର ସେବା କରନ୍ତୁ,  କ୍ଷୀର ଓ ଶ୍ୱେତ ବସ୍ତ୍ର ପରିଧାନ କରନ୍ତୁ ।

ଚନ୍ଦ୍ରମାଙ୍କ ମନ୍ତ୍ର- ଓଁ ସୋଁ ସୋମାୟ ନମଃ , ରାହୁ କେତୁଙ୍କ ଉପାୟ- ଏହି ଦୁହେଁ ଗ୍ରହ ଛାୟା ଗ୍ରହ ହୋଇଥାନ୍ତି,  କିନ୍ତୁ ବହୁତ ପ୍ରଭାବଶାଳୀ ମାନାଯାଆନ୍ତି, ଭଗବାନ ଶିବ , ଗଣେଷ, ମା ଦୁର୍ଗା, ଭୈରବଦେବଙ୍କ ପୁଜା କରିବା ଉଚିତ୍ ।

ରାହୁ କେତୁଙ୍କ ମନ୍ତ୍ର୍-ଓଁ ଭ୍ରାଂ ଭ୍ରିଂ ଭ୍ରୋଂ ସଃ ରାହବେ ନମଃ

କେତୁଙ୍କ ମନ୍ତ୍ର- ଓଁ ସ୍ରାଂ ସ୍ରୀଂ ସ୍ରୋଂ କେତବେ ନମଃ

ଶନିଙ୍କ ଉପାୟ – ଶନିଙ୍କ ଅଶୁଭତା ଦୁର କରିବାପାଇଁ ହନୁମାନଜୀଙ୍କ ପୁଜା କରନ୍ତୁ , ଦରିଦ୍ରନାରାୟଣାଙ୍କ ସେବା କରନ୍ତୁ , ସୋରିଷ ତେଲ ଦାନ କରନ୍ତୁ ।

ଶନିଙ୍କ ମନ୍ତ୍ର- ଓଁ ନୀଳାଜନାସମାଭାସ୍ୟଂ ରବିପୁତ୍ରଂ ୟମାଗ୍ରଜମ୍ ,ଛାୟାମାର୍ତଣ୍ତସମ୍ଭୁତଂ ତଂ ନମାମୀ ଶନିଶ୍ଚେରମ୍ ।

Leave a Reply

Your email address will not be published. Required fields are marked *