March 22, 2025

Odia Express

Here, There and Everywhere

କେବଳ ଦୁଇ ମିନିଟ ରେ ନିଜର ଦାନ୍ତ କୁ ମୋତି ପରି ଧଳା କରନ୍ତୁ – ନିଶ୍ଚୟ ଏହି କଥା କୁ ଜାଣିରଖନ୍ତୁ..

କେବଳ ୮ ରୁ ୧୦ ଟି ଲବଙ୍ଗ ଆପଣଙ୍କ ଦାନ୍ତ କୁ ମୋତି ପରି ଚମକେଇବେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏପରି ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜର ହଳଦିଆ ରଙ୍ଗର ଦାନ୍ତ କୁ ଧଳା କରିବା ସହିତ ଆପଣଙ୍କୁ ଦାନ୍ତ କୁ ସଫା କରିବେ ଏବଂ ଏହା ସହିତ ଏହା ଆପଣଙ୍କ ଦାନ୍ତ ରେ ଏକ ଚମକ ଆଣିବ । ବହୁତ୍ ସମୟ ଆମର ଦାନ୍ତ ଏପରି ହୋଇଯାଇଥାଏ କି କାହା ସାମ୍ନା ରେ ଆମକୁ ହସିବାକୁ ବି ଖରାପ ଲାଗେ କାହିଁକି ନା ଆମର ଦାନ୍ତ ଦ୍ଵାରା ଆମ ଉପରେ ଲୋକ ହସି ଥାନ୍ତି କିନ୍ତୁ ଯଦି ଆପଣ ବି ଏହି ଉପାୟ କୁ ଅବଲମ୍ବନ କରିବେ ତାହେଲେ ଆପଣ ବି ଅନ୍ୟ ମାନଙ୍କ ପରି ଖୋଲି କି ହସି ପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ କୁ ଆମେ କିପରି ଭାବରେ ବ୍ୟବହାର କରିବା ।


ଏହି ଉପାୟ ଟି ପାଇଁ ଆପଣଙ୍କୁ ଦରକାର କଲଗେଟ । ଆପଣ ଏଥିରେ ଧଳା ରଙ୍ଗ ର କଲଗେଟ୍ କୁ ହିଁ ବ୍ୟବହାର କରାନ୍ତୁ। ପ୍ରଥମେ ଆପଣ ଏକ ପାତ୍ର ରେ କିଛି ସେହି କଲଜେଟ୍ ନିଅନ୍ତୁ ଏହା ପରେ ଆପଣ ସେଥିରେ କିଛି ଲୁଣ କୁ ମିଶାଇ ଦିଅନ୍ତୁ। ଏହାପରେ ଆପଣଙ୍କୁ ଆବଶ୍ୟକ ୮ ରୁ ୧୦ ଟି ଲବଙ୍ଗ ର । ଏହି ଲବଙ୍ଗ ଆଣ୍ଟି ଅକ୍ସୀଡାଣ୍ଟ ହୋଇଥାଏ ସେଥିପାଇଁ ଏହା ଆମ ଦାନ୍ତ ର ଚମକ ବଢାଇ ବା ରେ ବହୁତ୍ ସାହାଯ୍ୟ କରିଥାଏ ।ଏହା ଆମ ଦାନ୍ତ ର ହଳଦିଆ ରଙ୍ଗ କୁ ଧଳା କରିଥାଏ ଏବଂ ଏହା ସହିତ ଯଦି ଆପଣଙ୍କ ଦାନ୍ତ ରେ କୌଣସି ପ୍ରକାରର ଯନ୍ତ୍ରଣା ହେଉଛି ତାହେଲେ ଏହା ତାହାକୁ ଭଲ କରିଦେଇଥାଏ । ଆପଣ ଏପରି କିଛି ଲବଙ୍ଗ ନିଅନ୍ତୁ ଯାହାର ଉପରୁ ଫୁଲ ଭାଙ୍ଗି ନଥିବ ।

ଏହା ପରେ ଆପଣ ସେହି ୧୦ ଟି ଲବଙ୍ଗ କୁ ଭଲ ଭାବରେ ଛେଚି ଗୁଣ୍ଡ କରି ଦିଅନ୍ତୁ । ଏହା ପରେ ଆପଣ ସେହି ଗୁଣ୍ଡ କୁ ନେଇ ସେହି ପାତ୍ରରେ ଥିବା କଲଜେଟ ଏବଂ ଲୁଣ ରେ ମିଶାଇ ଦିଅନ୍ତୁ । ଏହାପରେ ତାହାର ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଦରକାର ହେବ ନଡ଼ିଆ ତେଲ । ନଡ଼ିଆ ତେଲ ଆମ ଦାନ୍ତ କୁ ପୋକ କାଟିବାରୁ ରକ୍ଷା କରିଥାଏ ।ଆପଣ ସେଥିରେ ଏକ ଚାମଚ୍ ନଡ଼ିଆ ତେଲ ନେଇ ପକାନ୍ତୁ । ଏହାପରେ ତାହାକୁ ସେହି ଚାମଚ୍ ସାହାଯ୍ୟ ରେ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ଗୋଳାଇବା ପରେ ସେଥିରେ କିଛି ହଳଦୀ ମିଶାଇ ଦିଅନ୍ତୁ । ଏହା ପରେ ଆପଣ ନିଜର ବ୍ରଶ ସାହାଯ୍ୟ ରେ ଏହାକୁ ନେଇ ଆପଣଙ୍କ ଦାନ୍ତ ରେ ଘସନ୍ତୁ । ଆପଣ ଏହିପରି ଯଦି କିଛି ଦିନ କରିବେ ତାହେଲେ ଆପଣଙ୍କ ଦାନ୍ତ ଦଳଦିଆ ରୁ ଧଳା ହୋଇଯିବା ସହ ମୋତି ପରି ଚମକିବାକୁ ଲାଗିବ

Leave a Reply

Your email address will not be published. Required fields are marked *