September 9, 2024

Odia Express

Here, There and Everywhere

କୌତୁକିଆ ଜୋକ୍ସ : ଏକ ପତଳା ଝିଅ ଭ୍ୟାଲେଣ୍ଟଟାଇନ୍ ଡେ ଦିନର ପୁର୍ବରୁ ଏକ ପୁଅକୁ ଆଇ ଲଭ୍ ୟୁ କହିଦେଲା ପୁଅ ବି ପ୍ରପୋଜାଲର ଜବାବ୍ କିଛି ଏପରି ଦେଲା…

1 min read

କୁହାଯାଏ ଯେ ଲାଫଟର ଇଜ୍ ଦି ବେଷ୍ଟ ମେଡିସିନ୍ ଓ ହସିବା ହସାଇବା ଓ ଜୀବନରେ ଖୁସି ରହିବା ଆମର ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଉତ୍ତମ ମାନାଯାଇଛି , ଓ ଯେବେ ଆମେ ଖୁସି ହୋଇକରି କିଛି ବି କାମ କରନ୍ତି , ତେବେ ସେ କାମ ଜରୁରୀ ପୁରା ହୋଇଥାଏ କାରଣ ହସିବା ଦ୍ୱାରା ଆମ ଶରୀରରୁ ପଜେଟିଭ୍ ଏନର୍ଜୀ ବାହାରିଥାଏ,  ଓ ଏହି ଏନର୍ଜୀ ଦ୍ୱାରା ଆମ  ସବୁ କାମ ସଠିକ୍ ଢଙ୍ଗରେ ପୁରା ହୋଇଯାଏ , ଓ ତାହା ସହ ଆମର ସ୍ୱାସ୍ଥ୍ୟ ବି ଭଲ ହୋଇଥାଏ , ଓ ଆମେ କେଉଁ ମେଡିସିନ୍ ନେବାକୁ ପଡେ ନାହିଁ , ସେମିତି ଆପଣ ନିଜକୁ ଖୁସିରେ ରଖିବାପାଇଁ କେଉଁ ମେଡିସିନ୍ ରୁ କମ୍ ହୋଇନଥାଏ,  ଆଜି ଆମେ ଆପଣଙ୍କ ପାଇଁ ଆଉଥରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଶିକ୍ଷକ- ରହିମ୍ ଙ୍କ କିଛି ଦୋହା ଶୁଣାଅ , ପପୁ- ସାର୍ ମୋତେ ଆସେ ନାହିଁ । ଶିକ୍ଷକ- ତୋତେ ଯେତେ ଆସୁଛି ସେତିକି ଶୁଣାଇଦେ , ପପୁ- କେବେ ଶୋଶିଲା ଲୋକକୁ ପାଣି ପିଆଇନାହିଁ , ପରେ କ୍ୱାଟର ପିଆଇଲେ କଣ ଫାଇଦା,  ଶିକ୍ଷକ- ବସିଯା , ଡ୍ୟୁଟି ସମୟରେ ମନ ଭଟକୁଛି ।

୨) କଞ୍ଜୁସର ସ୍ତ୍ରୀ- ଶୁଣ ହୋ ଆଜି ବଜାରରୁ ଫେରିବା ବେଲେ ଗୋଟେ ପାନିଆ ନେଇ ଆସିବ,  ପୁରୁଣା ପାନିଆର ଦାନ୍ତ ଭାଙ୍ଗିଯାଇଛି, କଞ୍ଜୁସ୍- ଗୋଟେ ଦାନ୍ତ ଭାଙ୍ଗିଲେ ନୁଆ ପାନିଆ ପାଗଳ ହୋଈଯାଇଛୁ ନା କଣ ? କଞ୍ଜୁସର ସ୍ତ୍ରୀ- ସେ ପାନିଆର ଶେଷ ଦାନ୍ତ୍ ଥିଲା ଭାବିନିଅ ।

୩) ଜର୍ଜ- ଏହି ବୟସରେ କମେଣ୍ଟ୍ ପାସ୍ କରୁଛ , ତୁମେ କ୍ଷମା ପାଇବାର ହକଦାର୍ ନାହଁ , ୮୦ ବର୍ଷର ବୁଢା କହିଲା- ସାହେବ ମୋର କଥା ତ ଶୁଣନ୍ତୁ  ଜର୍ଜ- ତୁମେ କେଉଁ ୨୦-୨୨ ବର୍ଷର ଯୁବକ ନୁହଁ ଯେ ତୁମର କଥା ଶୁଣାଯିବ । ବୁଢା- ସାହେବ ଏହା ମୋର ୬୦ ବର୍ଷ ତଳର କେସ୍ ଅଟେ, ଯାହାକୁ କମେଣ୍ଟ ମାରିଥିଲି ସେ ନିଜ ନାତି ସହ ଆସିଛି ।

୪) ଏକ ଭଟକିଥିବା ମଦୁଆ ବଲବଲ ହେଉଥିଲା, ମହିଳା ମାନେ ମଦ ଦୋକାନ ବନ୍ଦ କରିଦେଲେ , ଏବେ ସମୟ ଆସିଯାଇଛି କି ପୁରୁଷଙ୍କୁ ବ୍ୟୁଟି ପାର୍ଲରର ବି ବନ୍ଦ କରିଦେବା ଉଚିତ୍ , ଯାହାଦ୍ୱାରା ମହିଳାଙ୍କ ଅସଲ ଚେହେରା ସାମ୍ନାକୁ ଆସିପାରିବ ।

୫) ପପୁ- ନିଜ ସାଙ୍ଗକୁ ଏକ ଦୁଃଖଭରା କାହାଣୀ ଶୁଣାଉଥିଲା , ଯେବେ ସେ ଛୋଟ ଥିଲା ତେବେ ମା ର କେହି ଜଣେ ସାଙ୍ଗ ମୋର ପ୍ରଶଂସା କରିଥିଲା,  ତେବେ ମା ତୁରନ୍ତ କହେ – ନେଇ ଯା , ଚାରିଦିନ ତାକୁ ଘରେ ରଖିକି ଦେଖ ତେବେ ଜାଣିପାରିବୁ, କାଲି ସ୍ତ୍ରୀର ଏକ ସାଙ୍ଗ ଘରକୁ ଆସିଲା ମୋତେ ଦେଖାକରିବାପରେ ସେ ମୋର ସ୍ତ୍ରୀକୁ କହିଲା- କେତେ ଭଲ ନା ତୋର ସ୍ୱାମୀ ସ୍ତ୍ରୀ ମୁହଁରୁ ଗୋଟେ ଥର ବି ବାହାରିଲାନି କି ନେଇ ଯା ରଖିକି ଦେଖ  ମା ପ୍ରକୃତରେ ମା ହିଁ ହୋଇଥାଏ ।

୬) ଭଲ ହେଲା ସବୁ ଦେବୀ ଦେବତାଙ୍କ ଜନ୍ମ ଭାରତ ଭୁମିରେ ହେଲା ନହେଲେ ସ୍ତ୍ରୀ ମାନେ ଏହା କହନ୍ତି କି ଲଣ୍ତନ ବାଲା ଭୈରବ ବାବାଙ୍କ ସେଠାରେ ମାନସିକ ରଖିଛି ସେଠାକୁ ଯିବାକୁ ହେବ, ଅଷ୍ଟ୍ରେଲିଆ ବାଲି ମାତାଜୀଙ୍କ ସେଠାରେ ପ୍ରସାଦ ଚଢାଇବାର ଅଛି, ଆମେରିକାରେ ଜ୍ୟୋର୍ତିଲିଙ୍ଗରେ ଜଳ ଚଢାଇବାରଅଛି ସେଠାକୁ ଯିବାର ଅଛି, ବିଚରା ସ୍ୱାମୀ ସେମିତି ଶେଷ ହୋଇଯାଇଥାନ୍ତା ।

୭) ଶିକ୍ଷକ- ୧୫ ଟି ଫଳର ନାଁ କୁହ , ସୋନୁ- ଆମ୍ବ,କଦଳୀ, ପିଜୁଳି ଶିକ୍ଷକ- ସାବାସ୍, ୧୨ ଟି ଆହୁରି ଫଳର୍ ନାଁ କୁହ , ସୋନୁ- ଗୋଟେ ଡର୍ଜନ କଦଳୀ ।

୮) କଞ୍ଜୁସର ହନିମୁନ୍- କଞ୍ଜୁସ୍ ସ୍ୱାମୀ- ମୁଁ ଏତେ କଞ୍ଜୁସ୍ କି ମୋର ବାହାଘର ପରେ ପଇସା ବଞ୍ଚାଇବାପାଇଁ ହନିମୁନରେ ଏକେଲା ହିଁ ଚାଲିଗଲି, ମହାକଞ୍ଜୁସ ସାଙ୍ଗ- ଏଇଟା ତ କିଛି ନୁହେଁ ମୁଁ ତ ପଇସା ବଞ୍ଚାଇବାପାଇଁ ନିଜ ସ୍ତ୍ରୀକୁ ନିଜ ସାଙ୍ଗ ସହ ହନିମୁନରେ ପଠାଇଦେଲି ।

୯) ସ୍ତ୍ରୀ ପ୍ରେମରେ ନିଜ ସ୍ୱାମୀକୁ କହେ , ମୁଁ ମାନୁଛି କି ବିବାହ ଏକ ଲଟେରି ଅଟେ, ସ୍ୱାମୀ- ରାଗରେ ଭଡକି ଥିବାବେଳେ କହିଲା- ତୁମେ ମାନିବାର ଅଛି ଯଦି ମାନ ମୁଁ ମାନେ ନାହିଁ , ସ୍ତ୍ରୀ କଣ ପାଇଁ ? ଏମିତି କଣପାଇଁ ? ସ୍ୱାମୀ – କାରଣ ଲଟେରିରେ ଦୁଇଥର ଭାଗ୍ୟ ଆଜମାଇବାକୁ ମଉକା ମିଳିଥାଏ ।

୧୦) ଏକ ଦୁବଳାପତଳା ଝିଅ ଭ୍ୟାଲେଣ୍ଟଟାଇନ୍ ଡେ ର ପୁର୍ବରୁ ଏକ ପୁଅକୁ ଆଇ ଲଭ୍ ୟୁ କହିଲା, ପୁଅ ବି ପ୍ରପୋଜାଲ୍ ର ଜବାବରେ କିଛି ଏପରି କହିଲା- ଚେହେରା ବି ତୋର କିଛି ଖାସ୍ ନାହିଁ, ହାଡରେ ତୋର ମାଂସ ନାହିଁ , ମୁଁ ତୋତେ ପ୍ରେମ କଣ କରିବି ତୋର ତ ୧୪ ଫେବୃୟାରୀ ଯାଏଁ ବଞ୍ଚିବାର କୌଣସି ଆଶା ନାହିଁ ।

୧୧) ଏକ ବ୍ୟକ୍ତି ନିଜ ସାଙ୍ଗକୁ – ଯେବେ ସ୍ତ୍ରୀ ବାପଘର ଯାଇଥିବ , ତେବେ ରାଶିଫଳରେ ଲେଖାହୋଇଥିବା ଦେଖିବାକୁ ମିଳେ କି ଆଜି ପୁରୁଣା ପ୍ରେମ ମିଳିପାରେ , ତେବେ ନ ଚାହିଁଲେ ବି ଜ୍ୟୋତିଷ୍ୟ ଉପରେ ବିଶ୍ୱାସ ବଢିଯାଏ

Leave a Reply

Your email address will not be published. Required fields are marked *