March 14, 2025

Odia Express

Here, There and Everywhere

କେଉଁ ରାଜକୁମାରୀରୁ କମ୍ ନୁହନ୍ତି ବିବେକ୍ ଓବରାୟଙ୍କ ଝିଅ, ଏତେ କ୍ୟୁଟ୍ କି ଐଶ୍ୱର୍ଯ୍ୟ ଙ୍କ ଝିଅ ବି ତାଙ୍କ ଆଗେ ହୋଇଯିବେ ଫେଲ୍ – ଏବେ ଦେଖି ନିୟନ୍ତୁ..

ବନ୍ଧୁଗଣ, ଏମିତି କୁହାଯାଏ କି ଛୁଆ ଭଗବାନଙ୍କ ରୁପ ହୋଇଥାନ୍ତି , ଏମାନେ ଯେବେ ଛୋଟ ହୋଇଥାନ୍ତି ତେବେ ବହୁତ କ୍ୟୁଟ୍ ଓ ନିରିହ ଲାଗିଥାନ୍ତି , ଏମାନଙ୍କ ଖାସ୍ ହରକତ୍ ସମସ୍ତଙ୍କ ହୃଦୟକୁ ତରଳାଇଦିଏ , ଏହି କାରଣରୁ ଛୁଆ ସମସ୍ତଙ୍କୁ ପସନ୍ଦ ଲାଗିଥାଏ, ଯେବେ କଥା କେଉଁ ସେଲିବ୍ରେଟିଙ୍କ ଛୁଆଙ୍କ କଥା ଆସେ ତେବେ ତାଙ୍କର ଭ୍ୟାଲୁ ଆହୁରି ବଢିଯାଏ , ଆଯି ସୋସିଆଲ୍ ମିଡିଆର ଜମାନାରେ ଷ୍ଟାର୍ କିଡସ୍ ଅତି ଜଲଦି ପପୁଲାର୍ ହୋଇଯାଉଛନ୍ତି, ସମସ୍ତେ ବଡ ବଡ ସେଲିବ୍ରେଟିଜ୍ ଙ୍କ ଛୁଆଙ୍କୁ ନେଇ ବହୁତ ଜାଣିବାର ଆଗ୍ରହ ରଖନ୍ତି, ଏମାନଙ୍କ ଏକ ଖାସ୍ ଝଲକ୍ ପାଇବାପାଇଁ ଫ୍ୟାନ୍ସ ବହୁତ ଆଗ୍ରହୀ ହୋଇଥାନ୍ତି, ଏହାର ଏକ ତାଜା ଉଦାହରଣ ସୈଫ୍ ଓ କରିନାଙ୍କ ପୁଅ ତୈମୁର୍ ଅଲ୍ଲୀ ଖାନ୍ ଅଟନ୍ତି, ତୈମୁର ଜନ୍ମ ହେବାପରେ ହିଁ ଲୋକେ ତାଙ୍କ କ୍ୟୁଟ୍ ନେସ୍ ର ପାଗଳ ହୋଇଯାଅନ୍ତି , ଏବେ ବି ତୈମୁରଙ୍କ ଯେବେ କେଉଁ ଫଟୋ ସାମ୍ନାକୁ ଆସେ ତେବେ ଲୋକେ ପାଗଳ ହୋଇଯାଆନ୍ତି, ଏବେ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ଝିଅ ଆରାଧ୍ୟାଙ୍କ ନାଁ ବି ଆସିଛି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟାରଙ୍କ ଝିଅଙ୍କ ବିଷୟରେ କହିବୁ, ଯାହାଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି , ଆଜି ଆମେ ଆପଣଙ୍କୁ ବଲିଉଡ୍ ଷ୍ଟାର୍ ବିବେକ୍ ଓବରାୟଙ୍କ ଝିଅଙ୍କ ସହ ସାକ୍ଷାତକରାଇବାକୁ ଯାଉଛୁ, ବିବେକଙ୍କ ଝିଅ ଦେଖିବାକୁ କେଉଁ ରାଜକୁମାରୀରୁ କମ୍ ନୁହେଁ , ଏହି ଛୋଟ ଝିଅ ଦେଖିବାକୁ ଏତେ କ୍ୟୁଟ୍ କି ତାର ଆଗରେ ତୈମୁର ଓ ଆରାଧ୍ୟା ବି ଫେଲ୍ ମାରିବେ, ବିବେକ୍ ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନିଜ ଫୁଲ ପରି ଝିଅର ନାଁ ଆମ୍ୟା ରଖିଛନ୍ତି । ଏବେ କିଛିଦିନ ହେବ ଆମ୍ୟାଙ୍କ ଫଟୋ ଇଣ୍ଟରନେଟ୍ ରେ ବହୁତ ଭାଇରାଲ୍ ହେଉଛି, ଲୋକେ ପ୍ରଥମଥର ବିବେକଙ୍କ ଝିଅଙ୍କୁ ଦେଖୁଛନ୍ତି, ଫଟୋରେ ଏହି ଛୋଟ ଝିଅଟି ବହୁତ କ୍ୟୁଟ୍ ଲାଗୁଛି, ବିବେକ ନିଜ ଝିଅକୁ ଲାଇମ୍ ଲାଇଟ୍ ରୁ ଦୁରେଇ ରଖିବାକୁ ଚାହୁଁଛନ୍ତି, ସେ ଚାହଁନ୍ତି କି ତାଙ୍କ ଝିଅ ଯେତେ ହୋଇପାରିବ ଏକ ସାଧାରଣ ଜୀବନ ବଞ୍ଚିପାରୁ, ଯେବେ ସେ ବଡ ହେବ ତେବେ ତା ମଧ୍ୟରେ ଭଲ ସଂସ୍କାର ଆସିଯିବ ।

ବିବେକ ଓ ପ୍ରିୟଙ୍କାଙ୍କ ଏକ ପୁଅ ବି ଅଛି ଯାହାଙ୍କ ନାଁ ବିବାନ ଅଟେ, ବିବାନ ନିଜ ଭଉଣୀ ଆମ୍ୟାଙ୍କ ଠାରୁ ଟିକିଏ ବଡ ଅଟନ୍ତି , ଯେଉଁଠି ଗୋଟେ ପଟେ ବିବାନ ଟିକିଏ ଲାଜକୁଳା ନେଚରର ଅଟନ୍ତି , ସେମିତି ଆମ୍ୟା ବହୁତ୍ ମସ୍ତିଖୋର୍ ବାଲି ଝିଅ ଅଟନ୍ତି । ଫିଲ୍ମର କଥା କହିଲେ ବିବେକଙ୍କ ଶେଷ ବଲିଉଡ୍ ଫିଲ୍ମ ବ୍ୟାଙ୍କ୍ ଚୋର୍ ଥିଲା ଯାହା ୨୦୧୬ ରେ ଆସିଥିଲା,  ଏହା ଛଡା ତାଙ୍କର କମେଡି ଫିଲ୍ମ ଗ୍ରେଟ୍ ଗ୍ରାଣ୍ତ ମସ୍ତି ଏହି ବର୍ଷ ଆସିଥିଲା,  ସେମିତି ବିବେକଙ୍କ ବଲିଉଡ୍ ର କ୍ୟାରିୟର୍ କିଛି ଖାସ୍ ନଥିଲା , ଏଥିପାଇଁ ସେ ଏହି ଦିନରେ ତାମିଲ୍ ଓ କନ୍ନଡ ଫିଲ୍ମ ସାଇନ୍ କରୁଛନ୍ତି , ଏବେ ଦେଖିବାର ଅଛି କି ବିବେକଙ୍କ ପରି ତାଙ୍କ ଝିଅ ବି ଫିଲ୍ମରେ ଆସୁଛନ୍ତି କି ନାହିଁ ।

Leave a Reply

Your email address will not be published. Required fields are marked *