October 21, 2024

Odia Express

Here, There and Everywhere

ଯଦି ଆପଣ ବି କରିଥାନ୍ତି ଘରେ ହନୁମାନଜୀଙ୍କ ପୁଜା ତେବେ ରଖନ୍ତୁ ଏହି ୫ ଟି କଥାକୁ ଦାୟିତ୍ୱ..

ଯେପରି ଆପଣ ଜାଣିଛନ୍ତି କି ହିନ୍ଦୁ ଧର୍ମରେ ସପ୍ତାହର ମଙ୍ଗଳବାର ଓ ଶନିବାର ବଜରଙ୍ଗବାଲିଙ୍କ ପାଇଁ ସମର୍ପିତ ହୋଇଥାଏ,  ଏମିତିରେ ଏହି ଦିନରେ ଲୋକେ ହନୁମାନଙ୍କ ପୁଜା ଆରାଧନା କରିଥାନ୍ତି , ହନୁମାନଜୀ ଲୋକଙ୍କ ସମସ୍ୟା ସମାଧାନ କରିବାପାଇଁ ଓ ଖରାପ ସମୟରେ ରକ୍ଷା କରିବାପାଈଁ ଜଣାଯାଆନ୍ତି , ଏହି କାରଣରୁ ଭକ୍ତମାନେ ନିଜ ମନୋକାମନା ଓ ସମସ୍ୟା ନେଇକରି ତାଙ୍କ ଚରଣରେ ଗୁହାରୀ ଜଣାଇଥାନ୍ତି , ସେମିତି ହନୁମାନଜୀଙ୍କ ପୁଜା କରିବା ଲୋକ ମନ୍ଦିର ଯାଇଥାନ୍ତି , ତେବେ କିଛି ଲୋକ ସମୟ ନ ମିଳିଲେ ଘରେ ହିଁ ପୁଜା କରିଥାନ୍ତି , ବହୁତ ଲୋକ ଏମିତି ଅଛନ୍ତି , ଯିଏ ମନ୍ଦିର ଓ ଘର ଦୁହେଁ ହନୁମାନଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି । ହନୁମାନଙ୍କ ପୁଜା ପାଠ କରିବା ଏକ ଦାୟିତ୍ୱ ଭରା କାମ ହୋଇଥାଏ,  ଏମିତିରେ ବହୁତ ସାରା ନିୟମ ଅଛି ଯାହା ପୁଜା ସମୟ ରେ କିଛି ଭୁଲ୍ କରିଦେଲେ ହନୁମାନଜୀ ନାରାଜ୍ ହୋଇଯାଆନ୍ତି , ଓ ଆପଣଙ୍କ ପୁଜା ଫେଲ୍ ହୋଇଯାଏ, ଯଦି ଆପଣ ଜଣାଅଜଣାରେ ଏମିତି ଭୁଲ୍ ନ କରିବେ ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବାକୁ ଯାଊଛୁ, ଯାହାର ଦାୟିତ୍ୱ ଆପଣଙ୍କୁ ହନୁମାନଙ୍କ ପୁଜା ସମୟରେ କରିବାର ଅଛି ।

୧) ହନୁମାନଙ୍କ ଯେବେ ବି ଆପଣ ଆରତୀ କରିବେ ତେବେ ସବୁବେଳେ ତେଲର ଦୀପ ଲଗାଇବେ , ହନୁମାନଜୀଙ୍କୁ ଘିଅର ଦିପ ଲଗାଯାଏ ନାହିଁ । ତେଲ ତାଙ୍କର ପ୍ରିୟ ହୋଇଥାଏ, ଏଥିପାଇଁ ଆରତୀ କରିବା ପୁର୍ବରୁ ସକାଳ ଓ ସଂନ୍ଧ୍ୟାରେ ତାଙ୍କ ପାଖରେ ତେଲର ଦୀପ ଲଗାନ୍ତୁ, ସେମିତି ଆପଣ କେଉଁ ବି ତେଲ ବ୍ୟବହାର କରିଥାନ୍ତି କିନ୍ତୁ କୁହାଯାଏ କି ସୋରିଷତ ତେଲ ଦୀପ ଲଗାଇଲେ ଅଧିକା ଫାଇଦା ମିଳିଥାଏ , ଆପଣ ଯେବେ ବି ହନୁମାନଙ୍କୁ ଅଗରବତୀ ଲଗାଇବେ , ତେବେ ସମ ସଂଖ୍ୟା ପରି ଦୁଇଚାରି ଛଅ, ଆଠ ଇତ୍ୟାଦି କରି ଲଗାନ୍ତୁ , ବିଷମ ସଂଖ୍ୟା ଏକ ତିନି ପାଞ୍ଚ ନ ଲଗାନ୍ତୁ ।

୨) ହନୁମାନଙ୍କ ପୁଜାରେ ଚାଳିଶାର ଅଧିକା ମହତ୍ତ୍ୱ ହୋଇଥାଏ,  ଏଥିପାଇଁ ଚେଷ୍ଟା କରନ୍ତୁ କି ଯେବେ ବି ଆପଣ ବଜରଙ୍ଗବାଲିଙ୍କ ପୁଜା କରିବେ ତେବେ ହନୁମାନ ଚାଳିଶା ପାଠ ନିଶ୍ଚିତ କରିବେ ।

୩) ହନୁମାନଙ୍କୁ ଶାନ୍ତ ବାତାବରଣ ପସନ୍ଦ ହୋଇଥାଏ,  ଏମିତିରେଏହି କଥାକୁ ଧ୍ୟାନ ରଖିବେ କି ଯେବେ ବି ଆପଣ ତାଙ୍କର ପୁଜା କରୁଛନ୍ତି , ତେବେ ଆପଣଙ୍କ ଘରେ କେଉଁ ପ୍ରକାରର ପାଟି କିମ୍ବା ଲଢେଇ ଝଗଡା ନ ହେଉ, ଏଥିରେ ନେଗେଟିଭ୍ ଏନର୍ଜୀ ଆସିଯାଏ , ଯାହା ହନୁମାନଙ୍କୁ ପସନ୍ଦ ନୁହେଁ ।

୪) ଯେଉଁ ବ୍ୟକ୍ତି ହନୁମାନଙ୍କ ପୁଜା କରୁଛି, ତାଙ୍କ ମନ ଶାନ୍ତ ଓ ସଫା ହୋଇଥିବା ଦରକାର, ବିଚଳିତ ମନ, ଅଧିକା ରାଗ ମୁଡ୍ ରେ ପୁଜା କରିଲେ ଫଳ ମିଳିପାରେନାହିଁ ।

୫ ) ହନୁମାନଙ୍କୁ ପୁଜା କରିବାପରେ ସିନ୍ଦୁରର ଟିକା ଲଗାଇବା ଭୁଲନ୍ତୁ ନାହିଁ , ସିନ୍ଦୁର ହନୁମାନଙ୍କ ପ୍ରିୟ ହୋଇଥାଏ, ଆପଣ ଚାହିଁଲେ ପୁଜାପରେ ନିଜେ ମଥାରେ ସିନ୍ଦୁରର ଟିକା ଲଗାଇପାରିବେ , ଏଥିରେ ଆପଣଙ୍କ ଦିନ ଭଲ ହୋଇଯିବ । ତେବେ ଏହା ହେଲା କିଛି ଖାସ୍ ଟିପ୍ସ ଯାହା ଆପଣଙ୍କୁ ହନୁମାନଙ୍କ ପୁଜା ସମୟରେ କରିବାକୁ ହେବ

Leave a Reply

Your email address will not be published. Required fields are marked *