July 14, 2024

Odia Express

Here, There and Everywhere

କଣ ପାଇଁ ଅଧିକାଂଶ ଲୋକ କରିଥାନ୍ତି ଲେମ୍ବ ଓ ଲଙ୍କାର ପୁଜା? , କାରଣ ନିଶ୍ଚିତ ଜାଣିରଖନ୍ତୁ..

ଆମର ହିନ୍ଦୁ ଧର୍ମରେ ଯଦି ଦେଖାଯାଏ ତେବେ କଳାଯାଦୁର ବିଶେଷ ମହତ୍ତ୍ୱ ଅଛି, ଏଥିରୁ କିଛି ବ୍ୟବହାର ଆମର ଭଲ ପାଇଁ କରାଯାଏ , କିଛି ଏମିତି ହୋଇଥାଏ ଯାହାର ଉଦ୍ଧେଶ୍ୟ ସାମ୍ନା ବାଲା ଲୋକର ନକରାତ୍ମକ ଉର୍ଜା ପ୍ରଦାନ କରିଥାଏ,  ଯାଦୁ କରିବାପାଇଁ ଲୋକେ ବହୁତ୍ ସାରା ଜିନିଷ ବ୍ୟବହାର କରିଥାନ୍ତି , ଗୁଜୁରାତି , ଲୁଣ, ଲଙ୍କା , ଲେମ୍ବୁ ଇତ୍ୟାସି, ଏଥିରେ ଯଦି ଲଙ୍କା ଓ ଲେମ୍ବୁର କଥା କହିବା ତେବେ ଏହାର ଉପଯୋଗ ସମସ୍ତଙ୍କର ଅଧିକା ଦେଖାଯାଏ , କଣ ଆପଣ କେବେ ଭାବିଛନ୍ତି କି ଏହାର ପ୍ରୟୋଗ ଏତେ ଅଧିକା କଣ୍ ପାଇଁ କରାଯାଏ , ଯଦି ନାହିଁ ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ, ଏହାର ପ୍ରୟୋଗ କଣ ପାଇଁ କରାଯାଏ । ଲଙ୍କା ରାଗ ହୋଇଥାଏ , ଲେମ୍ବୁ ଖଟା, ଏହି ଦୁଇର ଗୁଣରେ କାହାର ବି ଧ୍ୟାନ ଓ ଏକାଗ୍ରତା ଭାଙ୍ଗିବାପାଇଁ କରାଯାଈପାରେ , ଏଏବ୍ ସେମିତି କଥା ଅଟେ କି ଦାରିଦ୍ର ନାଁରୁ ଲୋକଙ୍କୁ ଡର୍ ଲାଗିଥାଏ, ଓ କିଏ ବି ଚାହେଁ ନାହିଁ କି ତାର ଘରେ ଦାରିଦ୍ରତା ଆସୁ, ଏହିପରି ଦାରିଦ୍ରତାର ପ୍ରକୋପରୁ ବଞ୍ଚିବାପାଇଁ ବହୁତ ତରିକା ଆପଣାଇଥାନ୍ତି , କାରଣ ଦାରିଦ୍ରତା ଖଟା ଓ ରାଗ ଭୋଜନ ଅଧିକା ପସନ୍ଦ ହୋଇଥାଏ

ଏଥିପାଇଁ ଲେମ୍ବୁ ଓ ଲଙ୍କା ଘରର ଦୋକାନ ବାହାରେ ଟାଙ୍ଗିଥାନ୍ତି ,ଯାହା ଦ୍ୱାରା ଯେବେ ବି ଦାରିଦ୍ରତା ଆସେ ତେବେ ତାର ଇଚ୍ଛାପୁରା ହୋଇଯାଉ, ଓ ସେ ବାହାରେ ଫେରିଆସୁ । ମାନାଯାଏ କି ଲେମ୍ବୁ ଓ ଲଙ୍କା କେଉଁ ବ୍ୟକ୍ତିର ଏକାଗ୍ରତା ଧ୍ୟାନ ପୁରା ହେବାକୁ ଦିଏ ନାହିଁ , ଯାହାର କାରଣରୁ ଏହା କେଉଁ ବ୍ୟକ୍ତିର ଅନ୍ୟ ଏକ ବ୍ୟକ୍ତି ଉପରେ ଖରାପ ପ୍ରଭାବ ପକାଇବାର ଚେଷ୍ଟା କରିଥାଏ,  ତେବେ ଦୁହେଁ ଜିନିଷକୁ ସେଥିରେ ଧ୍ୟାନ ଓ ଏକାଗ୍ରତା ମଧ୍ୟରେ ଭଙ୍ଗ କରିଦେଇଥାଏ,  ଲେମୁ ଓ ଲଙ୍କା ବ୍ୟବହାର କେଉଁ ବି ନକରାତ୍ମକ ପ୍ରଭାବକୁ ରୋକି ପାରିବ, ଆପଣଙ୍କ ପାଇଁ ସକରାତ୍ମକ ପ୍ରଭାବ ସୃଷ୍ଟିକରିବାପାଇଁ କରାଯାଏ , ଯାହାଦ୍ୱାରା ଆପଣଙ୍କୁ କେବେ ବି ଖରାପ ନଜରର ସାମ୍ନା କରିବାକୁ ନପଡେ

ଯଦି ଆପଣଙ୍କୁ ରାସ୍ତାରେ କିମ୍ବା କେଉଁ ଜାଗାରେ ଲେମ୍ବୁ ଓ ଲଙ୍କା ଟଙ୍ଗା ହୋଇଥିବାର ଦେଖାଯାଏ , ତେବେ କେବେ ବି ତାହା ଉପରେ ପାଦ ପକାଇବା ଉଚିତ୍ ନୁହେଁ ନା ହିଁ ତାକୁ କ୍ରସ୍ କରିଯିବେ  ।ଖରାପ ନଜରରୁ ବଞ୍ଚାଇବା ପ୍ରୟାସ୍ ସମସ୍ତେ କରନ୍ତି , ଓ ବହୁତଥର କାରୋବାରୀ ହେଉ କିମ୍ବା ନିଜ ବିଷୟରେ ଭାବିଥାନ୍ତି , ତାଙ୍କ ବିଜନେସ୍ କୁ ନଜର୍ ନଲାଗୁ ଓ ନିଜ ସଂମ୍ପତ୍ତିରୁ ସୁରକ୍ଷାପାଇଁ ଦୋକାନ ଓ ଘରର ମୁଖ୍ୟ କବାଟରେ ସବୁବେଳେ ଲେମ୍ବୁ  ଓ ଲଙ୍କା ବାନ୍ଧିଦେଇଥାଏ, ଏମିତି କରିଲେ ନକରାତ୍ମକ ପ୍ରଭାବ ସଂମ୍ପତ୍ତି ତରଫକୁ ବଢିଥାଏ, ଓ ସେ ତାର୍ ପ୍ରଭାବକୁ ନଷ୍ଟକରିଦିଏ , ଆପଣଙ୍କ କାମ ଭଲରେ ଚାଲିଥାଏ,  ଓଯେବେ ବନ୍ଧାହୋଇଥିବା ଲେମ୍ବୁ ଓ ଲଙ୍କାକୁ ହଟାଇକରି ଏଥିପାଇଁ ରାସ୍ତାରେ ପକାଇଦିଆଯାଏ , କାରଣ ଆସୁଥିବା କିମ୍ବା ଯାଉଥିବା ଲୋକ ତାର ସଂମ୍ପର୍କରେ ଆସିବେ , ଓ ଏମିତି କରିଲେ ଲେମ୍ବୁ ରାସ୍ତାରେ ପକାଇବା ବ୍ୟକ୍ତିକୁ ଫାଇଦା ମିଳିବ ।

ସବୁବେଳେ ଏହି କଥାକୁ ଧ୍ୟାନ ରଖିବେ କି ଆମେ କେବେ ବି ରାସ୍ତାରେ ପଡିଥିବା ଏହି ଜିନିଷ ଉପରେ ପାଦ ରଖିବା ନାହିଁ ଓ ଯେଉଁ ଲୋକ ଏମିତି କରିଥାନ୍ତି , ତାଙ୍କ ଜୀବନରେ ସମସ୍ୟା ଆସିଯାଏ , କାରଣ ଏମିତି ମାନାଯାଏ କି ଲେମ୍ବୁ ପକାଇବା ବ୍ୟକ୍ତି ସବୁ ଅସୁବିଧା ଓ କଷ୍ଟ ଅନ୍ୟ ବ୍ୟକ୍ତି ଉପରେ ଚାଲିଯାଏ , ଯାହା ତାର ସଂମ୍ପର୍କରେ ଆସିଯାଏ

Leave a Reply

Your email address will not be published. Required fields are marked *