October 25, 2024

Odia Express

Here, There and Everywhere

ଓଡ଼ିଆ ଢଗଢ଼ମାଳି ଚତୁର ପ୍ରଶ୍ନ ଓ ଏହାର ଉତ୍ତର – ବାମରୁ ଡାହାଣରୁ ପଢିଲେ ମାଲିକ।ଡାହାଣରୁ ବାମକୁ ପଢିଲେ ଚାକର।ତାହା କେଉଁ ଶବ୍ଦ ଅଟେ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

1 min read

ଆଜି ଏଠାରେ ଆମେ ଓଡ଼ିଆ ଢଗଢ଼ମାଳି ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଭିତ୍ତିକ ୧୦ ଟି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଗୁଡିକ ଖୁବ ଚତୁର ଓ ସଂଗେ ସଂଗେ ଉତ୍ତର ଦେବାରେ ଆପଣାକୁ ପଡିବ | ତେବେ ଏହି ଉତ୍ତର ଗୁଡିକ ନିଶ୍ଚୟ କମେନ୍ଟ କରିବେ |ଏହି ପ୍ରଶ୍ନ ଗୁଡିକ ଆପଣ ଆପଣଙ୍କ ଜେଜେ କିମ୍ବା ପୂର୍ବ ପୁରୁଷ ଙ୍କୁ ପଚାରିଲେ ସେ ନିଶ୍ଚୟ ଏହାର ଉତ୍ତର ଜାଣିଥିବେ |ତେବେ ଚାଲନ୍ତୁ ଜାଣିବା ଏପରି ପ୍ରଶ୍ନ ଉତ୍ତର

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-ତୁମେ ମୋ ଭାଇ କିନ୍ତୁ ମୁଁ ତୁମର ଭାଇ ନୁହଁ ତାହେଲେ ମୁଁ କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭଉଣୀ।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସପୁରୀ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-୨+୪ ର ମୋଟ ଅଧା କେତେ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪,କାରଣ ୨ + ୪ ର ଅଧା ହେଉଛି ୨ ତେଣୁ ସେ ହିସାବରେ ଏହାର ଉତ୍ତର ୨+୨=୪ ହେବ।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-କେଉଁ ଫୁଲର ରଙ୍ଗ ନାହିଁ କିମ୍ବା କୌଣସି ବାସ୍ନା ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅପ୍ରେଲ ଫୁଲର କୌଣସି ରଙ୍ଗ ନାହିଁ କିମ୍ବା କୌଣସି ବାସ୍ନା ନାହିଁ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ପାଟିରୁ ଖସିଲେ ମା ର ଦୋଷ ଓ ପେଟରୁ ଖସିଲେ ଛୁଆର ଦୋଷ,ଏହାର ସଠିକ ଉତ୍ତର କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିଲେଇ ଓ ମାଙ୍କଡ।ବିଲେଇ ତାର ଛୁଆକୁ ପାଟିରେ ବୋହି ନେଇ ଯାଏ ଆଉ ଯଦି ତା ପାଟିରୁ ଛୁଆ ଖସିଯାଏ ତାହେଲେ ତାହା ତା ମାର ଦୋଷ କିନ୍ତୁ ମାଙ୍କଡ ଛୁଆ ତାର ମାର ପେଟକୁ ଜାବୁଡି ଧରି ଥାଏ ଆଉ ଯଦି ସେ ଖସି ଯାଏ ତେବେ ତାହା ଛୁଆର ଦୋଷ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ଭାରତର କେଉଁ ସହରର ନାମରେ ଉଭୟ ହିନ୍ଦୀ,ଇଂରାଜୀ ଓ ସଂସ୍କୃତ ଭାଷାର ଶବ୍ଦ ଆସିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅହମଦାବାଦ।ଏଠାରେ ଅହମ ହେଉଛି ସଂସ୍କୃତ, ତାପରେ ହେଉଛି ଦା ଇଂରାଜୀ ,ଆଉ ତାପରେ ବାଦ ହେଉଛି ହିନ୍ଦୀ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ପୋଷାମାନେ କିନ୍ତୁ ନୁହଁଇ ସେ ପ୍ରାଣୀ,ସୁଖିଲା ଖାଏ ସେ ପିଏନି ପାଣି ପେଚା ନୁହଁଇ କିନ୍ତୁ ଅନ୍ଧାରରେ ଦେଖେ,ସାହାଯ୍ୟ କରେ ସେ ରଖିଲେ ପାଖେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଟର୍ଚ୍ଚ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ତାହା କଣ ଯାହାକୁ ଭାରତର ଯେକୌଣସି ସ୍ଥାନକୁ ନେଇଗଲେ ମଧ୍ୟ ତାହାର ମୁଲ୍ୟ ସମାନ ରହିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଟଙ୍କା।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-କଳା କୁକୁଡ଼ା ଧଳା କୁକୁଡ଼ା ଠାରୁ କେଉଁ ଗୁଣରେ ବେସି ଚାଲାଖ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଳା କୁକୁଡ଼ା ଧଳା ଅଣ୍ଡା ଦିଏ କିନ୍ତୁ ଧଳା କୁକୁଡ଼ା କଳା ଅଣ୍ଡା ଦିଏ ନାହିଁ।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ବାମରୁ ଡାହାଣରୁ ପଢିଲେ ମାଲିକ।ଡାହାଣରୁ ବାମକୁ ପଢିଲେ ଚାକର।ତାହା କେଉଁ ଶବ୍ଦ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା GOD ମାନେ ଭଗବାନ।ଯିଏ ହେଉଛନ୍ତି ସମ୍ପୂର୍ଣ୍ଣ ବିଶ୍ୱ ବ୍ରହ୍ମାଣ୍ଡର ମାଲିକ।ଆଉ ତାକୁ ଓଲଟା କଲେ DOG ମାନେ କୁକୁର,ଯିଏ ଆପଣଙ୍କ ଘର ଜଗିଥାଏ।

ଏହା ଥିଲା କେତେକ ବିଜ୍ଞାନ ସମ୍ବନ୍ଧୀୟ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *