October 25, 2024

Odia Express

Here, There and Everywhere

ବଲିଉଡ୍ ର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ମୋହନୀଶ୍ ବେହେଲ୍ ଙ୍କ ସ୍ତ୍ରୀ, ଦେଖନ୍ତୁ ସୁନ୍ଦର ଫଟୋଗୁଡିକ..

ସେମିତି ଏହି କଥା ସମସ୍ତଙ୍କୁ ଜଣାଥିବ କି ଫିଲ୍ମ ଜଗତରେ ବହୁତ ସାରା ପ୍ରସିଦ୍ଧ କଳାକାର ଅଛନ୍ତି ଯିଏକି ହିରୋ ରୋଲ୍ ନିଭାଇଛନ୍ତି ତ କେବେ ଭିଲେନ୍ ରୋଲ୍ ନିଭାଇଛନ୍ତି , ସେମିତି ଏହି କଥା ସତ କି ଏଥିରୁ କିଛି କଳାକାର ଅଛନ୍ତି ଯିଏକି ଲୋକଙ୍କୁ ଭିଲେନ୍ ରୁପରେ ଅଧିକା ପସନ୍ଦ୍ କରିଛନ୍ତି , ଧୀରେ ଧୀରେ ସେ ବହୁତ ନାଁ କମାଇଛନ୍ତି , ଆଜି ଆମେ ଆପଣଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଊଛୁ, ତାଙ୍କ ନାଁ ମୋହନିଶ୍ ବେହେଲ୍, ହଁ ଆଜ୍ଞା ଏହି ବିଷୟରେ ଆମେ ସମସ୍ତେ ଜାଣିଛେ କି ବଲିଉଡ୍ ରେ ବହୁତ ସାରା ଫିଲ୍ମରେ ନିଜ ଭଲ ଭୁମିକା ନିଭାଇକରି ଲୋକପ୍ରିୟତା ପାଇଛନ୍ତି । ସେମିତି ଆପଣଙ୍କୁ କହିଦେବୁ କି ଆଜି ଆମେ ଆପଣଙ୍କୁ ଅଭିନେତା ମୋହନିଶ୍ ବେହେଲ୍ ଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଫିଲ୍ମରେ ନିଜର୍ ଶାନଦାର୍ ଅଭିନୟ ଯୋଗୁଁ ଜଣାଯାଏ , ସବୁଠାରୁ ପ୍ରଥମେ କହିଦେବୁ କି ମୋହନିଶ୍ ବେହେଲ୍ ନିଜ ଅଭିନୟର କ୍ୟାରିୟର ଆରମ୍ଭ୍ ୧୯୮୪ ରେ ରିଲିଜ୍ ହୋଇଥିବା ଫିଲ୍ମ “ତେରି ବାହୋଁ ମେଁ”ରୁ କରିଥିଲେ,  ଏହି ଫିଲ୍ମରେ ଦର୍ଶକ ତାଙ୍କ ଶାନଦାର୍ ଅଭିନୟକୁ ପସନ୍ଦ କଲେ

ମୋହନିଶ୍ ବେହେଲ୍ ନିଜ କ୍ୟାରିୟରର ଆରମ୍ଭରୁ ଫିଲ୍ମ ବେକରାର୍ ୧୯୮୩ ରୁ କରିଥିଲେ,  ତାହାପରେ ସେ ବହୁତ ଫିଲ୍ମରେ କାମ କରିଥିଲେ,  ସେ ହିନ୍ଦୀ ସିନେମାରେ ନିଜ ପରିଚୟ ଫିଲ୍ମ ହମ୍ ଆପକେ ହେଁ କୌନ୍, ଓ ହମ୍ ସାଥ୍ ସାଥ୍ ହୈଁରୁ କରିଥିଲେ,  ଖାଲି ଏତିକି ନୁହେଁ ମୋହନୀଶ୍ ବେହେଲଙ୍କ ସ୍ତ୍ରୀଙ୍କ୍ ନାଁ ଏକତା ବେହେଲ୍ ଅଟେ, ମୋହନିଶ୍ ବେହେଲ୍ ଓ ଏକତା ବେହେଲ୍ ୧୯୯୨ ରେ ବିବାହ କରିଥିଲେ, ଏକତା ବେହେଲ୍ ବଲିଉଡ୍ ରେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ମୈନେ ପ୍ୟାର୍ କିୟା(୧୯୮୯) ହମ୍ ଆପକେ ହେଁ କୌନ୍(୧୯୯୪) ହମ୍ ସାଥ୍ ସାଥ୍ ହୈଁ (୧୯୯୯) ସମେତ ବହୁତ ସୁପରହିଟ୍ ଫିଲ୍ମରେ କାମ କରିଥିବା ମୋହନିଶ୍ ବେହେଲ୍ ୧୯୯୨ ରେ ଏକତା ସୋହିନୀଙ୍କୁ ବିବାହ କରିଥିଲେ

ଏହି ଯୋଡିଙ୍କ ଦୁଇଟି ଝିଅ ଅଛନ୍ତି , ବଡ ଝିଅ ପ୍ରତୁନନ ଏବେ ୨୪ ବର୍ଷର ହୋଇସାରିଛନ୍ତି , ସେମିତି ଛୋଟ ଝିଅ କ୍ରିଷ୍ଣାଙ୍କ ବୟସ ୮ ବର୍ଷ ହୋଇଛି, ପ୍ରତୁନନ ଲ ରୁ ଗ୍ରାଜୁଏସନ୍ କରିଛନ୍ତି , ଓ ଏବେ ଖବର ଅଛି କି ସେ ବି ବଲିଉଡ୍ ରେ ଡେବ୍ୟୁ କରିବାର ଯୋଜନା ଅଛି, ସେ ନିଜ ଫିଲ୍ମ କ୍ୟାରିୟରରେ ଅବଲ୍ ନମ୍ବର, ସାଜନ୍, ଓ ବାସ୍ତବପରି ଫିଲ୍ମରେ କାମ କରିଛନ୍ତି , ମୋହନିଶ୍ ଓ ତାଙ୍କ ପରିବାର ଲାଇମ୍ ଲାଇଟ୍ ରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି , ଏହି କାରଣରୁ ତାଙ୍କ ଫ୍ୟାମିଲି ବିଷୟରେ ଅଧିକା ସୁଚନା ନାହିଁ , ସେ ଡ୍ୟାନିଙ୍ଗ୍ ରେ ନିଜ ମନ ଦିଅନ୍ତି, ଏକ ଇଣ୍ଟରଭ୍ୟୁରେ ମୋହନିଶ୍ କହିଲେ କି ତାଙ୍କ ଦୁଇ ଝିଅଙ୍କ ପାଇଁ ସେ ବହୁତ ପ୍ରୋକ୍ଟେଟିଭ୍ ଅଟନ୍ତି, ବଡ ଝିଅ ପ୍ରତୁନନ୍ ତାଙ୍କ ସବୁଠାରୁ ବଡ ସମାଲୋଚକ ଅଟନ୍ତି ।

ଏବେ କିଛି ସମୟ ପୁର୍ବରୁ ଖବର ଆସିଥିଲା କି ସଲମାନ ଖାନ୍ ମୋହନିଶ୍ ବେହେଲ୍ ଝିଅଙ୍କୁ ଫିଲ୍ମରେ ଲଞ୍ଚ କରିବାକୁ ଯାଉଛନ୍ତି , ହଁ ଆଜ୍ଞା ଆପଣଙ୍କୁ ମନେ ଥିବ କି ମୋହନିଶ୍ ବେହେଲ୍ ଯିଏକି ସଲମାନଙ୍କ ପ୍ରଥମ ହିଟ୍ ଫିମ ମୈନେ ପ୍ୟାର୍ କିୟାରେ ଭିଲେନ୍ ରୋଲ୍ ନିଭାଇଥିଲେ, ଏହାପରେ ସେ ଦୁଇଟି ସୁପରହିଟ୍ ଫ୍ୟାମିଲି ଡ୍ରାମା ସଲମାନଙ୍କ ବଡ ଭାଇ ଭୁମିକା ନିଭାଇଥିଲେ ।

Leave a Reply

Your email address will not be published. Required fields are marked *