October 20, 2024

Odia Express

Here, There and Everywhere

ସାବଧାନ ! ଯଦି ଆପଣଙ୍କୁ ବି ଅଭ୍ୟାସ ଅଛି ପାଦକୁ ଛନ୍ଦି ବସିବାର ତେବେ ହୋଇପାରେ ଏହି ରୋଗର ଶିକାର – ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ

ଆପଣ ବହୁତଥର ଦେଖିଥିବେ କି ଯେବେ ଆମେ କେଉଁଆଡେ ଯାଉ ତେବେ ଏକ ଜାଗାରେ ବସିବାପାଇଁ ଯେବେ କୁହାଯାଏ ତେବେ ଆମେ ନିଜ ଗୋଡକୁ ଛନ୍ଦି ବସିଯାଆନ୍ତି , ଏହି ଅଭ୍ୟାସ ସ୍ତ୍ରୀ ଓ ପୁରୁଷ ଦୁହେଁ ଆପଣାଇଥାନ୍ତି , ଓ ଏହା ଆମର ସମାଜରେ ବସିବାର ଏକ ସଠିକ୍ ଅନ୍ଦାଜ୍ କୁହାଯାଏ , କିନ୍ତୁ ଆପଣଙ୍କୁ କହିଦେବୁ କି ଏମିତି କରିବା ସ୍ୱାସ୍ଥ୍ୟ ପକ୍ଷରେ ଖତରନାକ ହୋଇପାରେ , ହଁ ଆଜ୍ଞା ଏକ ରିସର୍ଚ୍ଚରୁ ଜଣାଯାଇଛି କି ଏମିତି କରିଲେ ଆପଣ ନାନାପ୍ରକାରର ରୋଗର ଶିକାର ହୋଇପାରନ୍ତି , ଯେଉଁଥିରେ କିଛି ଖତରନାକ ରୋଗ ବି ହୋଇପାରେ । କହିଦେବୁ କି ବହୁତ ଲୋକ ବୁଝିଥାନ୍ତି କି ପାଦକୁ ଛନ୍ଦି ବସିଲେ ଆରାମରେ ବସିହୁଏ ବାସ୍ତବରେ ଏମିତି କରିଲେ ପେରୋନୋଲ୍ ନର୍ଭ ଉପରେ ପ୍ରେସର୍ ପଡିଥାଏ, ଓ ଏଥିରେ ପାଦର ଶିରା ଉପରେ ବି ପ୍ରଭାବ ପକାଏ , ଯେଉଁଥିରେ ପେରୋଲୋସିସ୍ ହେବାର ଆଶଙ୍କା ଉପୁଜେ,  ଏହା ଛଡା କିଛି ରୋଗ ଏମିତି ଅଛି ଯାହା ଏହି ଅଭ୍ୟାସରୁ ହୋଇଥାଏ , ଆସନ୍ତୁ କହିବୁ କେଉଁ ସେହି ରୋଗ ଯାହା ପାଦକୁ ଛନ୍ଦି ବସିଲେ ହୋଇଥାଏ ।

ପ୍ରଥମେ ଆପଣଙ୍କୁ କହିଦେବୁ କି ପାଦକୁ ଛନ୍ଦି ବସିଲେ ବରିକୋଜ ଶିରା ଉପରେ ପ୍ରଭାବ ପକାଇଥାଏ, ଯେଉଁଥିରେ ଆପଣଙ୍କ ପାଦରେ ଅସହନୀୟ ପୀଡା ଉତ୍ପନ୍ନ ହୋଇଥାଏ,  କହିଦେବୁ କି ବାରିକୋଜ ଶିରା ଅସଲରେ ସେ ଶୀରା ହୋଇଥାଏ ଯାହା ପାଦର ପାଖରେ ନୀଳ ରଙ୍ଗର ଦେଖାଯାଇଥାଏ,  ଅସଲରେ ଏହି ଶୀରା ସେହି ସମୟରେ ବହୁତ ଆକ୍ଟିଭ୍ ରୁହନ୍ତି , ଯେବେ ତାଙ୍କ ଉପରେ କେଉଁ ପ୍ରକାରର ପ୍ରେସର୍ ପଡେ ତେବେ ପାଦକୁ ଛନ୍ଦି ବସିଲେ ବରିକୋଜ୍ ଶିରା ଉପରେ ଇଫେକ୍ଟ୍ ପକାଇଥାଏ, ଓ ସେମାନେ ଆକ୍ଟିଭ୍ ହୋଇଯାଆନ୍ତି , ଯେଉଂଭଳି ପାଦରେ ଅସହନୀୟ ପୀଡା ହୋଇଥାଏ,  ଏମିତି କରିଲେ ପାଦର୍ ଶୀରା ରକ୍ତ ପ୍ରଭାବକୁ ଅଟକାଇଦିଏ , ଓ ଯାହା କଷ୍ଟର୍ କାରଣ ହୋଇଯାଏ ।

କହିଦେବୁ କି ଯଦି ଆପଣ ବହୁତ୍ ସମୟ ହେଲା ଏମିତି ପାଦକୁ ଛନ୍ଦି ବସିବାର ଅଭ୍ୟାସ ଅଛି ତେବେ ଆପଣଙ୍କ ପାଦର ମାଂସପେଶୀଗୁଡିକ ସୁସ୍ତ ହୋଇପାରେ , ଯାହା ପୀଡାର କାରଣ ହୋଇପାରେ,  ପରେ ଏହି ମାଂସପେଶୀକୁ ଆକ୍ଟିଭ୍ କରିବାପାଇଁ ଆପଣ ଏହା ଉପରେ ମାଲିସ୍ କରିବାର ଦରକାର ପଡିପାରେ, ଯାହାପରେ ଯାଇକରି ଆପଣଙ୍କ ପୀଡା ହୋଇପାରେ, ଏହା ଛଡା ଆପଣଙ୍କ ପାଇଁ ଏହା ବି ଜାଣିବା ଉଚିତ୍ କି ଯଦି ଆପଣଙ୍କ ପାଦରେ ଅଧିକା ସମୟ ଛନ୍ଦି ବସିବାର ଅଭ୍ୟାସ ରଖନ୍ତି ତେବେ ଏଥିରେ ବ୍ଲଡ୍ ପ୍ରେସର୍ ଓ ହାର୍ଟ ଆଟାକ୍ ପରି ସମସ୍ୟା ଦେଖାଦେଇପାରେ ।

ହଁ ଆଜ୍ଞା ଆପଣ ଜାଣିଥିବେ କି ଯେବେ କେଉଁ ଡାକ୍ତର ଆପଣଙ୍କ ବ୍ଲଡ୍ ପ୍ରେସର୍ ଚେକ୍ କରିଥାଏ ତେବେ ପାଦ ଓ ବାହୁକୁ ଖୋଲିକରି ବସିବାକୁ କହେ, କହିଦେବୁ କି ପାଦ ଛନ୍ଧି ବସିଲେ ବହୁତଥର ଆପଣଙ୍କ ଗଳା ଓ ପିଠିରେ ଯନ୍ତ୍ରଣା ହୋଇପାରେ,  ଅସଲରେ ଏମିତି ଏଥିପାଇଁ ହୋଇଥାଏ କାରଣ ଲୋକ ଛନ୍ଦି ବସିବାର ଆପଣଙ୍କ ପଛ ଓ ତଳ ଅଂଶରେ ପ୍ରେସର୍ ପଡେ ଯାହା କଷ୍ଟର କାରଣ ହୋଇଥାଏ,  ତେବେ ଏହା ଛନ୍ଦିକରି ବସିବା ଦ୍ୱାରା ହେଉଥିବା ଅସୁବିଧା, ଯଦି ଏହି ସମସ୍ୟାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଭୁଲରେ ଏମିତି ବସନ୍ତୁ ନାହିଁ  ଆପଣଙ୍କୁ ଅଧିକା ପୀଡାରେ ସାମ୍ନା କରିବାକୁ ପଡିପାରେ ଓ ଏଥିରେ ଅଧିକା ବିପଦ ଅଛି ପେରୋଲେସିସ୍ ର ହେବା

Leave a Reply

Your email address will not be published. Required fields are marked *