October 22, 2024

Odia Express

Here, There and Everywhere

ଦହି ଖାଇବାପରେ ଭୁଲ୍ ରେ ଖାଇବା ଉଚିତ୍ ନୁହେଁ ଏହି ୩ ଟି ଜିନିଷ, ନହେଲେ ହୋଇପାରେ ଜୀବନ ସାରା ପଶ୍ଚାତାପ

1 min read

ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ କାରଣରୁ ସବୁ ମଣିଷ କେଉଂମ୍ ନା କେଉଁ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରେ ପଡିଥାଏ , ଆଜି ସୁସ୍ଥ୍ୟ ରହିବା ଏକ ବଡ ଚ୍ୟାଲେଞ୍ଜ ଭରା ହୋଇଯାଈଛି, ଏହା ଆମେ ସମସ୍ତେ ଜାଣିଛନ୍ତି କି କାମ କରିବାପାଇଁ କିମ୍ବା ପଇସା କମାଇବାପାଇଁ ଶରୀର ସୁସ୍ଥ୍ୟ ରହିବା ବହୁତ ଜରୁରୀ ହୋଇଥାଏ , ସେମିତି ଆପଣଙ୍କୁ କହିଦେବୁ କି ଏହାପାଇଁ ବହୁତ ଜିନିଷକୁ ନିଜ ଡାଇଟ୍ ରେ ସାମିଲ୍ କରିବା ଜରୁରୀ ହୋଇଥାଏ, ସେମିତି ଆପଣଙ୍କୁ କହିଦେବୁ କି ଆଜିକାଲିର ମୌସୁମରେ ପରିବର୍ତ୍ତନ ହେଉଛି , ଯାହାର କାରଣରୁ ନାନାଦି ରୋଗ ବ୍ୟାପୁଛି, ଆପଣଙ୍କୁ କହିଦେବୁ କି ଏହି ପରିବର୍ତ୍ତନର ସହ ଆଜିକାଲି ଲୋକଙ୍କର ଖାଦ୍ୟପେୟ ବି ପରିବର୍ତ୍ତନ ଦେଖାଦେଉଛି, ଯାହାର କାରଣରୁ ଲୋକଙ୍କୁ ଅନେକ ପ୍ରକାର ସମସ୍ୟା ବ୍ୟାପୁଛି, ଯାହାକି ଶିଘ୍ରପତନ, ଦୁର୍ବଳତା, ଧାତୁ ଦୁର୍ବଳତା, ଓ ଆଦି ଚିନ୍ତାର ସାମିଲ୍ ଅଛି । ସେମିତି କୁହାଯାଏ କି ଦହିର ସେବନ କାହାପାଈଁ ବି ବହୁତ ଫାଇଦାଦାୟକ ହୋଇଥାଏ, କିନ୍ତୁ ଏମିତି ନୁହେଁ କି ବରଂ ବହୁତ ସାରା ରୋଗ ହୋଇଥାଏ, ଯାହାକି ଦହି ଖାଇଲେ ଆପଣଙ୍କ ଚିନ୍ତା ଆହୁରି ବଢିପାରେ, ଏତିକି ନୁହେଁ ଆଜି ଆମେ ଆପଣଙ୍କୁ ଦହି ସହ ଯୋଡି ହୋଇଥିବା କିଛି ଏମିତି ତଥ୍ୟ ବିଷୟରେ କହିବୁ ଯାହାର ସେବନ କରିଲେ ଆମର ଶରୀରରେ ବହୁତ ଲାଭ ମିଳିଥାଏ,  କିନ୍ତୁ ସେମିତି ଆପଣଙ୍କୁ କହିଦେବୁ କି ଆଜି ଆମେ ଆପଣଙ୍କୁ ଏମିତି ୩ ଟି ଜିନିଷ ବିଷୟରେ କହିବୁ, ଯାହା ଦହି ସହ ଖାଇଲେ ଆମର ଶରୀରରେ ଖରାପ ପ୍ରଭାବ ପକାଇଥାଏ ।

ଏମିତିରେ ଦହି ସ୍କିନ୍ ରୁ ନେଇକରି ପାଚନ ତନ୍ତ୍ରକୁ ଭଲ କରିବାରେ ସାହାଯ୍ୟ କରେ, କିନ୍ତୁ ଏହାକୁ ଭୁଲ୍ ସମୟରେ ଖାଇବା ମଣିଷ ପାଇଁ ସମସ୍ୟା ଆଣିପାରେ ହଁ ଆଜ୍ଞା ଏହା ତେବେ ହୋଇଥାଏ ଯେବେ ଆପଣ ଦହିର ସେବନ ପରେ ଏହି ଜିନିଷର ସେବନ କରିନିଅନ୍ତି , ମାନେ ଆପଣ ଏହି କଥାକୁ ଅଜଣା ଅଛନ୍ତି ଦହିର ସେବନ କରିବାପରେ କେଉଁ ଜିନିଷର ସେବନ୍ କରିବା ଉଚିତ୍ ନୁହେଁ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

ମାଛ- ଧ୍ୟାନ ରଖିବେ କେବେ ମାଛ ଖାଇବାପରେ ଦହିର ସେବନ କରିବା ଉଚିତ୍ ନୁହେଁ କାରଣ ଖାଇଲେ ଧଳା ଦାଗ ବାଲା ରୋଗ ଆପଣଙ୍କୁ ହୋଇପାରେ, ହଁ ଆଜ୍ଞା ସେହି ରୋଗ ବିଷୟରେ କଥା ହେଉଛେ ଯାହା ମଣିଷର ଚେହେରାରେ ଧଲା ଦାଗ ବା ଛଉ ପରି ଦେଖାଯାଏ , ମାଛ ଖାଇବାପରେ ଯଦି ଆପଣ ଦହି ଖାଉଛନ୍ତି ତେବେ ଏମିତି ସମସ୍ୟାରେ ଗ୍ରସିତ ହୋଇପାରନ୍ତି, ଏହି ରୋଗକୁ ଲ୍ୟୁକୋଡର୍ମା କହନ୍ତି ।

ଚିକେନ୍ – ଯଦି ଆପଣ ଦହି ଖାଇବା ପସନ୍ଦ କରନ୍ତି ତେବେ ଆପଣଙ୍କୁ ଜଣାଥିବ କି ଦହି ଥଣ୍ତା ହୋଇଥାଏ ତେବେ କୁକୁଡା ମାଂସ କିମ୍ବା ଛେଲିର ମାଂସ ଗରମ ହୋଇଥାଏ, ମାନେ ଆପଣ ଯଦି ଦହି ଖାଇବାପରେ ଚିକେନ୍ ଖାଆନ୍ତି , ତେବେ ଏହା ପରସ୍ପର ମିଶିକରି ଏମିତି ଏକ ତତ୍ତ୍ୱ ହୋଇଯିବେ , ଯାହା ଶରୀରକୁ କ୍ଷତି ପହଞ୍ଚାଇଦେବ ।

ଦହିବରା- ଆପଣଙ୍କୁ ଦହି ପସନ୍ଦ ହୋଇଥାଏ, ଆପଣ ଧ୍ୟାନ ରଖିବେ କି ଯଦି ଆପଣ ଦହି ଖାଇବାପରେ ଦହିବରା ଖାଆନ୍ତି , ତେବେ ଏହା ଶରୀରରେ ବହୁତ କ୍ଷତି କରିଥାଏ, ଏମିତି କରିଲେ ଆପଣଙ୍କୁ ହାଇ ବ୍ଲଡ୍ ପ୍ରେସର୍ ସମସ୍ୟା ହୋଇପାରେ, ଓ ହାର୍ଟ୍ ଆଟାକ୍ ହୋଇପାରେ ।

Leave a Reply

Your email address will not be published. Required fields are marked *