October 24, 2024

Odia Express

Here, There and Everywhere

ବାଛନ୍ତୁ ଗୋଟେ ଟ୍ରଫି ଆଉ ଜାଣନ୍ତୁ ନିଜ ବିଷୟରେ କିଛି ରହସ୍ୟ କଥା – ନିଜ ବିଷୟରେ ଜାଣିବାକୁ ଚାଁହୁଁଥିବା ଲୋକ ନିଶ୍ଚୟ ପଢନ୍ତୁ

1 min read

ଆମେ ଆପଣଙ୍କ ଆଗରେ କିଛି ଟ୍ରଫି ବା ପୁରସ୍କାର ରଖିବୁ ଆଉ ଆପଣ ଏମାନଙ୍କ ଭିତରୁ ଗୋଟେକୁ ବାଛିବାର ଅଛି ଆଉ ତାପରେ ନିଜ ବିଷୟରେ ଜାଣନ୍ତୁ କୌଣସି ଏକ ପ୍ରତିଭା।କୌଣସି ବ୍ୟକ୍ତିର ଚୟନ ସେ ବ୍ୟକ୍ତିର ସ୍ଵଭାଵ ବା ଆଇନା ହୋଇଥାଏ।ତାକୁ କଣ ପସନ୍ଦ ଓ ନା ପସନ୍ଦ ସେଥିରୁ ସେ ବ୍ୟକ୍ତିର ବିଭିନ୍ନ ଦୃଷ୍ଟିକୋଣ ବିଷୟରେ ଆମକୁ ଜଣା ପଡିଥାଏ।ଆଜି ଏଠାରେ ଆପଣଙ୍କୁ ୫ ଟି ଟ୍ରଫି ଦିଆଯାଇଛି।ଯାହା ଭିତରୁ ଆପଣଙ୍କୁ ନିଜ ପସନ୍ଦର ଗୋଟେ ଟ୍ରଫିକୁ ଆପଣଙ୍କୁ ବାଛିବାର ଅଛି।ଆଉ ଏ ଟ୍ରଫି ଆପଣଙ୍କୁ କହିବ ଆପଣଙ୍କ ଭିତରେ ଲୁଚି ରହିଥିବା ଗୋଟେ ଖାସ ପ୍ରତିଭା ବିଷୟରେ।ନିଜ ପସନ୍ଦର କୌଣସି ଟ୍ରଫି ବାଛିବା ପାଇଁ ଆପଣଙ୍କୁ ଏଠାରେ କିଛି ସମୟ ଦିଆଯିବ।ଆଉ ତାପରେ ଆପଣ ବାଛିଥିବା ଟ୍ରଫିକୁ ଦେଖି ଆମେ କହିବୁ ଆପଣଙ୍କ ଭିତରେ ଥିବା କିଛି ଖାସ ପ୍ରତିଭା ବିଷୟରେ।

୧.ପ୍ରଥମ ଟ୍ରଫି:-ସର୍ଵ ପ୍ରଥମେ ସେମାନଙ୍କ ବିଷୟରେ କଥା ହେବା ଯେଉଁମାନେ ପ୍ରଥମ ଟ୍ରଫି ବାଛିଛନ୍ତି।ଯଦି ଆପଣ ପ୍ରଥମ ପୁରସ୍କାର ବାଛିଛନ୍ତି ତାହେଲେ ଆପଣ ସ୍ୱଭାବରେ ନିର୍ଭୀକ ଓ ଜୀବନରେ ରୋମାଞ୍ଚ ପସନ୍ଦ କରୁଥିବା ବ୍ୟକ୍ତି ଅଟନ୍ତି।ଯିଏ କଷ୍ଟ ପୁର୍ଣ୍ଣ କାର୍ଯ୍ୟ କରିବାରେ ଆଦୋୖ ଭୟଭୀତ ହୋଇ ନଥାନ୍ତି।ଆପଣଙ୍କ ଜୀବନରେ ସମ୍ପର୍କର ବହୁତ ଅଧିକ ମହତ୍ୱ ଥାଏ।ଆପଣଙ୍କ ଜୀବନ ସହିତ ଜଡ଼ିତ ସମ୍ପର୍କ ପ୍ରତି ଆପଣ ବହୁତ ସଚ୍ଚୋଟ ରହି ଥାଆନ୍ତି।ଆପଣ ନିଜ ସମ୍ପର୍କକୁ ଯୋଡି ରଖିବା ପାଇଁ ପ୍ରସିଦ୍ଧ ଅଟନ୍ତି।ଆପଣ ସମସ୍ତଙ୍କୁ ନିଜ ସାଙ୍ଗରେ ନେଇ ଚାଲି ଥାଆନ୍ତି ଯାହା ଆପଣଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିଭା ହୋଇଥାଏ।

୨.ଦ୍ଵିତୀୟ ଟ୍ରଫି:-ଏବେ ଜାଣିବା ସେ ଲୋକମାନଙ୍କ ବିଷୟରେ ଯେଉଁମାନେ ନିଜେ ଦ୍ଵିତୀୟ ଟ୍ରଫି ବାଛିଛନ୍ତି।ଦ୍ଵିତୀୟ ଟ୍ରଫି ବାଛିବାର ଅର୍ଥ ଆପଣ ମାନେ ସ୍ୱଭାବରେ ବହୁତ ବୁଦ୍ଧିମାନ ଓ ଶାନ୍ତ ସ୍ୱଭାବର ବ୍ୟକ୍ତି ଅଟନ୍ତି।ନିଜ କର୍ମ ପାଇଁ ଆପଣ କେବେହେଲର ଅନ୍ୟ ଉପରେ ନିର୍ଭର ରୁହନ୍ତି ନାହିଁ।ଏମିତିକି ନିଜର କିଛି ବିଶେଷ କାମ ଆପଣ ନିଜେ କରିବାକୁ ପସନ୍ଦ କରି ଥାଆନ୍ତି।ଆଉ ଯଦି ଆପଣଙ୍କ ଲୁକାୟିତ ପ୍ରତିଭା ବିଷୟରେ କଥା ହେବା ତାହେଲେ ଆପଣ ଜଣେ ଚିତ୍ରକାର ଅଟନ୍ତି।ଆଉ ଆପଣଙ୍କ ଭିତର ବହୁତ ଭଲ ଓ ସୁନ୍ଦର ଚିତ୍ର ଆଙ୍କିବାର ପ୍ରତିଭା ରହିଥାଏ।ଯଦି ଆପଣ ଚାହିଁବେ ତାହେଲେ ଆପଣ ନିଜର ଏହି ପ୍ରତିଭା ବଳରେ ବହୁତ ଭଲ ସଫଳତା ହାସଲ କରି ପାରିବେ।

୩.ତୃତୀୟ ଟ୍ରଫି:-ଯେଉଁମାନେ ତୃତୀୟ ଟ୍ରଫି ବାଛିଛନ୍ତି ସେମାନେ ସ୍ୱଭାବରେ ବହୁତ ମେଳାପୀ ଓ ସମସ୍ତଙ୍କ ସହିତ ବହୁତ ଭଲ ମିଶୁଥିବା ବ୍ୟକ୍ତି ଅଟନ୍ତି।ଆପଣ କେବେବି ଅନ୍ୟ ସହିତ ନିଜର ତୁଳନା କରନ୍ତି ନାହିଁ।ଆପଣ ନିଜ ପରିବାର ପ୍ରତି ଅଧିକ ନଇଁ ରହିଥାନ୍ତି।ଆଉ ଆପଣ ନିଜର ପାରିବାରିକ ଜିମ୍ମେଦାରୀ ପୁର୍ଣ୍ଣ କରିବା ପାଇଁ ନିହାତି କିଛି କରିଥାଆନ୍ତି।ଯଦି ଆପଣଙ୍କ ଲୁଚି ରହିଥିବା ପ୍ରତିଭା ବିଷୟରେ କଥା ହେବା ତାହେଲେ ଆପଣଙ୍କ ଭିତରେ ଏକ ଆକ୍ଟର ବା କଳାକାର ଲୁଚି ରହିଅଛି।ଆପଣ ଜଣେ ବହୁତ ଭଲ କଳାକାର ମଧ୍ୟ ଅଟନ୍ତି ଆଉ ଆପଣଙ୍କ ଏହି କଳା ପାଇଁ ଆପଣ ବହୁତ ଲୋକପ୍ରିୟ ହୋଇ ଥାଆନ୍ତି।

୪.ଚତୁର୍ଥ ଟ୍ରଫି:-ଯେଉଁମାନେ ଚତୁର୍ଥ ଟ୍ରଫି ବାଛିଛନ୍ତି ସେମାନେ ବହୁତ ସଚ୍ଚୋଟ ଓ ସ୍ୱଭାବରେ ଭାବ ବିହ୍ଵଳ ଓ ଜିମ୍ମେଦାରୀ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ରହି ଥାଆନ୍ତି।ନିଜ ବ୍ୟକ୍ତିଗତ ଜୀବନରେ ଆପଣ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ।ଲୋକଙ୍କ ସହିତ ନିଜର ମତ ପ୍ରଦାନ କରନ୍ତି କିନ୍ତୁ ନିଜ ହୃଦୟ ଯାହା କୁହେ ଆପଣ ତାହା କରନ୍ତି।ଆପଣଙ୍କ ଭିତରେ ଲୁକାୟିତ ପ୍ରତିଭା ହେଉଛି ଆପଣ ଏକ ଭଲ ଖେଳାଳି ଅଟନ୍ତି।ନିଜ ଅବସର ସମୟରେ ଆପଣ ନିଜର ପ୍ରିୟ ଖେଳ ଖେଳିବା ପସନ୍ଦ କରନ୍ତି।

୫.ପଞ୍ଚମ ଟ୍ରଫି:-ଯେଉଁମାନେ ପଞ୍ଚମ ଟ୍ରଫି ବାଛିଛନ୍ତି ସେମାନେ ସ୍ୱଭାବରେ ବହୁତ ଭଲ ଓ ଟିକେ ଦୁଷ୍ଟ ଓ ଅଳ୍ପ ମଜାକିଆ ହୋଇଥାଆନ୍ତି।ନିଜର ହସମୁଖ ସ୍ଵଭାଵ ପାଇଁ ଆପଣ ବହୁତ ଶିଘ୍ର ସମ୍ନା ଲୋକ ହୃଦୟ ଜିତି ନିଅନ୍ତି।ଆପଣ ବିପଦରେ ପଡିଥିବା ଲୋକର ସାହାଯ୍ୟ କରନ୍ତି ଆଉ ଆପଣ ଏକୁଟିଆ ନୁହଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାରେ ବିଶ୍ୱାସ ରଖନ୍ତି।ସେମିତିରେ ଆପଣଙ୍କ ଭିତରେ ଅନେକ ଗୁଡିଏ ପ୍ରତିଭା ଲିକାୟିତ ଅବସ୍ଥାରେ ରହି ଥାନ୍ତି କିନ୍ତୁ ଆପଣଙ୍କ ଏକ ପ୍ରମୁଖ ପ୍ରତିଭା ହେଉଛି ଆପଣ ବହୁତ ଭଲ ନୃତ୍ୟ କରନ୍ତି।

Leave a Reply

Your email address will not be published. Required fields are marked *