June 27, 2025

Odia Express

Here, There and Everywhere

ସୋରିଷର ତେଲର ଏହି ଅନୋଖା ଫାଈଦା ଜାଣିନିଅନ୍ତୁ, ଆଶ୍ଚର୍ଯ୍ୟ ହୋଇଯିବେ ଆପଣ..

1 min read

ଏମିତି ସମସ୍ତେ ଖାଦ୍ୟ ତିଆରି କରିବାପାଇଁ ବହୁତଥର ସୋରିଷର ତେଲର୍ ବ୍ୟବହାର କରିଥିବେ , ହଁ ଆଜ୍ଞା, ସାଧାରଣତଃ ସୋରିଷ ତେଲ ବ୍ୟବହାର ବହୁତ ପ୍ରକାରର ପନିପରିବା ତରକାରୀ ପାଇଁ କରାଯାଏ , ଶନିଦେବଙ୍କୁ ଖୁସ୍ କରିବାପାଇଁ ଓ ବାଳରେ ଲଗାଇବାପାଇଁ ଏହାକୁ ବ୍ୟବହାର କରାଯାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ସୋରିଷ ତେଲର କିଛି ଫାଇଦା ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ , ଏହା ସମସ୍ତେ ଜାଣିଛନ୍ତି କି ସୋରିଷର ତେଲ ଶରୀର ପାଇଁ କେତେ ଫାଈଦାଦାୟକ ହୋଇଥାଏ,  ଓ ଲାଭକାରୀ ବି ହୋଇଥାଏ , ଏହି କାରଣରୁ ଯେବେ କାହାର ଶରୀରରେ ପୀଡା ହୋଇଥାଏ,  ତେବେ ତାଙ୍କୁ ଗରମ ସୋରିଷ ତେଲକୁ ମାଲିସ୍ କରାଯାଏ । କହିଦେବୁ କି ଏହି ତେଲରେ ବହୁତ ପ୍ରକାରର ଭିଟାମିନ୍ସ, ମିନେରାଲ୍ସ, ଓ ପୋଷକ ତତ୍ତ୍ୱ ମହଜୁଦ୍ ଅଛି, ଏହି ପୋଷକ ତତ୍ତ୍ୱ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ,  ଓ ଏହା ଶରୀରକୁ ଫାଈଦା ପହଞ୍ଚାଇଥାଏ,  ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କ ଶରୀରର କେଉଁ ମହତ୍ତ୍ୱପୁର୍ଣ୍ଣ ଅଙ୍ଗରେ ସୋରିଷ ତେଲର ବ୍ୟବହାର କରିପାରିବେ , ଯାହା ନା କେବଳ ଆପଣଙ୍କ ଶରୀରର ରୋଗ ଦୁର କରିବ ବରଂ ତ୍ୱଚାରେ ବି ଚମକଆଣିବ , ତେବେ ଆସନ୍ତୁ ଆପଣଙ୍କୁ କହିବୁ ଶରୀରର କେଉଁ ଦୁଇଟି ଅଙ୍ଗରେ ଏହି ତେଲକୁ ମାଲିସ୍ କଲେ ଉପଶମ ମିଳିବ ।

୧) ତଳ ପାଦରେ ମାଲିସ୍ କଲେ- ଜଣେଇଦେବୁ କି ପାଦର ତଳ ଅଂଶ ଆମ ଶରୀରର ମହତ୍ତ୍ୱପୁର୍ଣ୍ନ ଅଙ୍ଗ ହୋଇଥାଏ,  ଏବେ ଜାହିର୍ କଥା କି ଆମ ଶରୀରର ଓଜନ ପୁରା ତାହା ଦ୍ୱାରା ନିୟନ୍ତ୍ରଣ ରୁହେ , ଏଥିପାଇଁ ଜରୁରୀକି ଆମର ପାଦର ତଳ ସୁସ୍ଥ୍ୟ ରହୁ, ଆପଣଙ୍କୁ କହିଦେବୁ କି ଯଦି ଆପଣ ସବୁଦିନ ରାତିରେ ଶୋଇବା ପାଦର ତଳେ ସୋରିଷ ତେଲ୍ ମାଲିସ୍ କରିବେ ତେବେ ଏହା ପାଦର ତଳକୁ ଆଶ୍ୱସ୍ତି ଦେବ, ବରଂ ଆପଣଙ୍କ ଥକାପଣ ବି ଦୁର କରିଦେବ,  ଏହା ସହ ଆଖିର ରଶ୍ମୀ ବି ତେଜ୍ କରିବ,  ଏହା ଛଡା ଏହାଦ୍ୱାରା ବ୍ୟକ୍ତିକୁ ରାତିରେ ନିଦ ଭଲ ଆସିବ , ଓ ଏହା ପୁରୁଷଙ୍କ ଶରିରକୁ ମଜବୁତ୍ କରିବ ।

୨) ନାଭି- ପାଦର ତଳ ଅଂଶକୁ ଛାଡିକରି ଆମେ ଯଦି ଏହି ସୋରିଷତେଲକୁ ନାଭିରେ ବ୍ୟବହାର କରିବା ତେବେ ବହୁତ ଫାଇଦା ମିଳିପାରିବ , ହଁ ଆଜ୍ଞା କହିଦେବୁ କି ରାତିରେ ଶୋଇବା ପୁର୍ବରୁ ନାଭିରେ ତେଲ ଲଗାଇଲେ ପେଟ ସଂବନ୍ଧୀ ରୋଗ ଠିକ୍ ହେବା ସହ ଏହା ଫାଟିଯାଇଥିବା ଓଠକୁ ବି ଆଶ୍ୱସ୍ତି ଦେଇଥାଏ,  କହିଦେବୁ କି ଏଥିରେ ଓଠ ନରମ ଓ ସୁନ୍ଦର ଦେଖାଯାଏ , ଏହା ଛଡା ଏହା ପାଚନ ସଂବନ୍ଧୀ ବହୁତ୍ ଲାଭ ଦେଇଥାଏ । ହଁ ଆଜ୍ଞା ଏହା ପାଚନ ସଂବନ୍ଧୀ ସମସ୍ୟା ଦୁର କରିଥାଏ, ଏହି ଦୁଇ ଅଙ୍ଗ ଛଡା ଆପଣ ସୋରିଷ ତେଲର ବ୍ୟବହାର ନିଜ ଆଘାତ ଲାଗିଥିବା ସ୍ଥାନରେ ବ୍ୟବହାର୍ କରିପାରିବେ , ହଁ ଏହା ଶରୀରରେ ଆଘାତ ଲାଗିଥିବା ସ୍ଥାନକୁ ସୋରିଷ ତେଲରେ ଲଗାଇଲେ ଫାଈଦା ଦେଇଥାଏ, ଆପଣ ଆଘାତ ଲାଗିଥିବା ସ୍ଥାନରେ ସେ ପର୍ଯ୍ୟନ୍ତ୍ ଲଗାଉଥାନ୍ତୁ , ଯେବେ ପର୍ଯ୍ୟନ୍ତ ଘା ସୁଖିନଯାଇଛି ,

 

Leave a Reply

Your email address will not be published. Required fields are marked *