October 25, 2024

Odia Express

Here, There and Everywhere

ପ୍ରଭୁ ଶ୍ରୀରାମ ନୁହେଁ ବରଂ ମାତା ସୀତା କରିଥିଲେ ରାଜା ଦଶରଥଙ୍କ ପିଣ୍ତଦାନ, ଜାଣନ୍ତୁ କଣପାଇଁ ଏକ ବୋହୂ କରିଥିଲେ ଶଶୁରଙ୍କ ପିଣ୍ତଦାନ

ହିନ୍ଦୁ ଧର୍ମଶାସ୍ତ୍ରରେ ବର୍ଣ୍ଣିତ ଚାରୋଟି ଯୁଗରୁ ସବୁଠାରୁ ଅଧିକା ପବିତ୍ର ଯୁଗ ସତ୍ୟଯୁଗକୁ ମାନାଯାଇଛି, ମାନାଯାଇଛି କି ସତ୍ୟଯୁଗରେ ବହୁତ ଏମିତି ଲୋକ ଅଛନ୍ତି ଯିଏକି ନିଜ ବିଚାର, ପରମ୍ପରା ଓ ସତ୍ୟବଚନ କାରଣରୁ ଆଜି ବି ଜଣାଯାଆନ୍ତି , ଏମିତି ଲୋକଙ୍କ ମଧ୍ୟରେ ରଘୁବଂଶୀ ଶ୍ରୀରାମ ଓ ମା ସୀତା ବି ଥିଲେ , କିନ୍ତୁ ଶ୍ରୀରାମଙ୍କ ବାପା ରାଜା ଦଶରଥଙ୍କ ମୃତ୍ୟୁ ପରେ ଯେବେ ତାଙ୍କ ପିଣ୍ତଦାନ ପ୍ରଦାନ କରିବାର ସମୟ ଆସିଲା ତେବେ ଶ୍ରୀରାମ ଓ ଲକ୍ଷ୍ମଣ ନୁହେଁ ବରଂ ସୀତା ମା ହିଁ ପିଣ୍ତଦାନ କରିଥିଲେ । କହିଦେବୁ କି ଏହି କଥା ତେବେ କାର ଅଟେ ଯେବେ ଶ୍ରୀରାମ ନିଜ ପତ୍ନୀ ସୀତା ମା ଓ ଭାଇ ଲକ୍ଷ୍ମଣଙ୍କ ସହ ୧୪ ବର୍ଷ ବନବାସ କାଟିବାକୁ ଜଙ୍ଗଲକୁ ଯାଈଥିଲେ,  ଏହି କଥା ସେହି ଦିନର ଅଟେ ଯେବେ ଫାଲତୁ ନଦୀ ତଟରେ ସେ ଯାଇଥିଲେ , ଅସଲରେ ହୋଇଥିଲା ଏମିତି କି ଶ୍ରୀରାମ ବନବାସ ପରେ ତାଙ୍କ ବାପା ଦଶରଥଙ୍କ ମୃତ୍ୟୁ ହୋଇଗଲା ଓ ପିତୃପକ୍ଷ ମୁହୁର୍ତ୍ତ ଥିଲା ଶ୍ରୀ ରାମ ମା ସୀତାଙ୍କୁ ପିଣ୍ତଦାନ କରିବାପାଇଁ ସେଠାରେ ପଣ୍ତିତଙ୍କୁ ଡକାଇଲେ କିନ୍ତୁ ପୁଜାର ସାମଗ୍ରୀ ତାଙ୍କ ପାଖରେ ପୁରା ନଥିଲା,  ଏଥିପାଇଁ ଶ୍ରୀରାମ ଲକ୍ଷ୍ମଣଙ୍କ ପାଖରେ ଏକ ଗାଁରେ ପୁଜାରେ ଲାଗୁଥିବା ସାମଗ୍ରୀ ଆଣିବାକୁ ପଠାଇଦେଲେ

ଆପଣଙ୍କୁ କହିଦେବୁ କି ଲକ୍ଷ୍ମଣଜୀ ଯେବେ ପିଣ୍ତଦାନ ପାଇଁ ଜରୁରୀ ସାମାନ୍ ଆଣିବାକୁ ଯାଇଥିଲେ ତେବେ ବହୁତ ଡେରି ହୋଇଯାଇଥିଲା , ଏଥିପାଇଁ ସେ ଖୋଜିବାପାଇଂ ତାଙ୍କ ପଛରେ ଶ୍ରୀରାମ ବି ଚାଲିଗଲେ । ଏପଟେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଜୀଙ୍କୁ ଫେରିବାରେ ବହୁତ ବିଳମ୍ବ ହୋଇଯାଇଥିଲା,  ଓ ବାରମ୍ବାର ପଣ୍ତିତଜୀ ମା ସୀତାଙ୍କୁ କହିବାକୁ ଲାଗିଲେ କି ପିଣ୍ତଦାନର ମୁହୁର୍ତ୍ତ କଟିଯାଉଛି, ପ୍ରକୃତରେ ସେହି ସମୟରେ ପିଣ୍ତଦାନମୁହୁର୍ତ୍ତର ସମୟ କଟିଯାଉଥିଲା ସେଥିପାଇଁ ମା ସୀତା ପଣ୍ତିତଙ୍କୁ କହିଲେ କି ଆପଣ ପୁଜା ବିଧି ଆରମ୍ଭ କରିଦିଅନ୍ତୁ ସେ ନିଜେ ପିଣ୍ତଦାନ କରିଦେବେ , ପରିଶେଷରେ ସବୁ ପୁଜା ବିଧି ସମାପ୍ତ ହେବାପରେ ଯେବେ ଶ୍ରୀରାମ ଓ ଲକ୍ଷ୍ମଣ ଫେରିଲେ ନାହିଁ ମା ସୀତା ନିଜେ ରାଜା ଦଶରଥଙ୍କ ପିଣ୍ତଦାନ କରିଥିଲେ,  ସବୁଠାରୁ ଆଶ୍ଚର୍ଯ୍ୟର କଥା କି ଏହି ପିଣ୍ତଦାନରେ ମା ସୀତାଙ୍କ ହାତରୁ ରାଜା ଦଶରଥ ପିଣ୍ତ ସ୍ୱୀକାର କରିନେଇଥିଲେ , ଓ ବିନା ପୁଜା ସାମଗ୍ରୀର, ଏବେ ଯେବେ ଏହାପରେ ଶ୍ରୀରାମ ଓ ଲକ୍ଷ୍ମଣ ଫେରିଲେ ମା ସୀତା ସବୁ କଥା କହିଲେ କିନ୍ତୁ ଏହି କଥାରେ ପ୍ରଭୁ ଶ୍ରୀରାମ ନାରାଜ୍ ହୋଇଗଲେ

ସେ ବିଶ୍ୱାସ କରିପାରୁନଥିଲେ କି କିପରି ମା ସୀତା ତାଙ୍କ ବାପାଙ୍କ ପିଣ୍ତଦାନ କରିପାରିବେ । ନିଜ କଥାକୁ ସଠିକ୍ ପ୍ରମାଣିତ କରିବାପାଇଁ ମା ସୀତା ସେଠାରେ ମହଜୁଦ୍ ପଣ୍ତିତ, ଫଲଗୁ ନଦୀ, ତୁଳସୀର ଗଛ, ଗାଇ ଓ କାଉଙ୍କୁ ଶ୍ରୀରାମଙ୍କୁ ସତ କହିବାକୁ କହିଲେ କିନ୍ତୁ ଶ୍ରୀରାମଙ୍କ ରାଗ ଦେଖିକରି କେହି ବି ମା ସୀତାଙ୍କୁ ସତ କହିଲେ ନାହିଁ, କେବଲ ସେଠାରେ ଏକ ମହଜୁଦ୍ ବଟବୃକ୍ଷ ହିଁ ପ୍ରଭୁ ଶ୍ରୀରାମଙ୍କୁ ସତ କହିଲେ ଯାହାପରିଣାମ ସ୍ୱରୁପ ମା ସୀତା ବଟବୃକ୍ଷକୁ ଆଶିର୍ବାଦ ଦେଲେ କି ସେ ବିବାହିତ ସ୍ତ୍ରୀଙ୍କ ଦ୍ୱାରା ସେ ପୁଜା ପାଇବେ , ଓ ତାଙ୍କର ସବୁବେଳେ ବିକାଶହେବ,  ଯାହାଦ୍ୱାରା ସେଲୋକଙ୍କୁ ଛାୟା ପ୍ରଦାନ କରିବେ , ଯେବେ କି ଦ୍ୱିତୀୟ ପଟେ ସୀତା ପଣ୍ତିତ, ଗାଇ, ଫାଲଗୁ ନଦୀଓ କାଉ କୁ ଅଭିଶାପ ଦେଇଥିଲେ

Leave a Reply

Your email address will not be published. Required fields are marked *