October 22, 2024

Odia Express

Here, There and Everywhere

ଆପଣଙ୍କ ଅନ୍ତରୁ ସବୁ ମଇଳାକୁ ବାହାର କରିଦେବ ଏହି ପ୍ରଭାବଶାଳୀ ପ୍ରକିୟା – ଆଜି ହିଁ ଜାଣିନିଅନ୍ତୁ..

ଅଧିକାଂଶ ରୋଗ ପେଟ ସଂବନ୍ଧିତ ହୋଇଥାଏ, ପେଟର୍ ସଂକ୍ରମଣ କାରଣରୁ ଅନିୟମିତ ଦିନଚର୍ଚ୍ଚା ଓ ଭୁଲ୍ ଖାଦ୍ୟପେୟ ହୋଇଥାଏ , ଶରୀରର୍ ଅନ୍ତ ଆହାର ନଳୀର ଭାଗ ଅଟେ, ଯାହାପେଟରେ ଚର୍ବୀ ଭାବେ ବ୍ୟାପିଥାଏ,  କ୍ଷେତ୍ରର ଅନ୍ତିମ ଭାଗ ଅନ୍ତରେ ସେହି ସମୟରେ ପଚିରହିଥାଏ, ଭୋଜନର ଅବଶିଷ୍ଟ ପଦାର୍ଥ ଜମା ହୋଇଥାଏ, ଯେବେ ପର୍ଯ୍ୟନ୍ତ ମଳ ରୁପରେ ଶରୀରରୁ ବାହାର୍ ପାରିନଥାଏ, ଏହାର ଅସ୍ୱସ୍ଥ୍ୟ ହେବାର ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପଡିଥାଏ , ଏଥିପାଇଁ ଅନ୍ତକୁ ସୁସ୍ଥ୍ୟ ହେବା ବହୁତ୍ ଜରୁରୀ । ଗହମର୍ ପରିସ୍କୃତ ରୁପ ମଇଦା କୁହାଯାଏ , ଯେଉଁଥିରେ ଫାଇବର୍ ପୁରା ଶେଷ କରିଦିଆଯାଏ , ଓ ବ୍ଲିଚ୍ କରିବାପରେ ଏହା ଧଳା ରଙ୍ଗ ହୋଇଯାଏ , ମଇଦାରେ ତିଆରି ଜିନିଷ ସେବନ ଆମେ କରିଥାଉ, ଆମ ସବୁ କିଚେନ୍ ରେ ମଇଦା ହୋଇଥାଏ , ମଇଦାରେ ତିଆରି ଜିନିଷ ଖାଇଲେ ବହୁତ ସ୍ୱାଦିଷ୍ଟ୍ ଲାଗିଥାଏ,  ଏଥିରେ ଆମ ସ୍ୱାସ୍ଥ୍ୟକୁ ଦୁର୍ବଳ କରିପାରେ , ସଢା ମଇଦାରେ ତିଆରି ଜିନିଷ ଆମର ସ୍ୱାସ୍ଥ୍ୟ ପାଈଁ କ୍ଷତି କାରକ ହୋଇଥାଏ , ଓ ବ୍ରେଡ୍ ପାଉଁରୁଟି ବିସ୍କୁଟ୍ ଯାହାର ଆମେ ପ୍ରତିଦିନ କରିଥାନ୍ତି ।

ଆପଣଙ୍କୁ କହିଦେବୁ କି ଆମ ଶରୀର ପାଇଁ ମଇଦା ଏକ ଧିମା ଜହର ପରି କାମ କରିଥାଏ , ଓ ମଇଦା ଖାଇଲେ ସବୁଠାରୁ କ୍ଷତି ଏହା ହୋଇଥାଏ କି ଏଥିରେ ପେଟର ରୋଗ ହୋଇପାରେ , ମଇଦାରେ ଫାଇବର୍ ମାତ୍ରା ହୋଇନଥାଏ, ଯାହା କାରଣରୁ ପେଟରେ ଅନ୍ତର ସଠିକ୍ ଭାବେ ହଜମ କରିପାରେନାହିଁ  ଓ ଏହା ଆମରଅନ୍ତରେ ଯାଇକରି ଲାଗିଯାଏ , ଓ ସହଜରେ ଛାଡେ ନାହିଁ , ଏହି କାରଣରୁ ଅନ୍ତ ସଢିପାରେ , ତାପରେ ରୋଗ ହୋଇପାରେ ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅନ୍ତରେ ଯେଉଁ ମଇଳା ହୋଇଥାଏ ତାହା ଛାଡିବା ବହୁତ ମୁସକିଲ୍ ହୋଇଥାଏ, ଆପଣ ନିଜେ ଭାବିପାରିବେ ଏହାଦ୍ୱାରା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ, କାରଣ ସାଧାରଣତଃ ପାଣି ଦ୍ୱାରା ମଇଳା ବାହାରେ ନାହିଁ,  ଓ କେବେ ଅଧିକା ଅସୁବିଧାରେ ଆପଣଙ୍କ ଅନ୍ତର ସଫା କରିବାକୁ ପଡିପାରେ , ଏଥିପାଇଁ ଭଲ ହେବ କି ଆପଣ ଏହି ପରିସ୍ଥିତିରେ ନ ଫସନ୍ତୁ , ଓ ମଇଦାର ତିଆରି ବସ୍ତୁ ନିଜଠାରୁ ଦୁରରେ ରଖନ୍ତୁ  ।ଏବେ ଆପଣ ସମସ୍ତେ ଜାଣିଥିବେ କି ଅନ୍ତରେ ବହୁତ ମଇଳା ଭରି ରହିଥାଏ , ଓ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ , ତେବେ ଆସନ୍ତୁ ଏବେ ଆମେ ଆପଣଙ୍କୁ ଏମିତି ଉପାୟ କହିବାକୁ ଯାଉଛୁ ଯାହାକୁ କରିଲେ ଆପଣଙ୍କ ପେଟ ସହ ବଡ ଅନ୍ତରେ ଭରି ରହିଥିବା ମଇଳାକୁ ସହଜରେ ବାହାର କରିଦେବ ।

ଏହାପାଇଁ ବଜାରରୁ ସୋଡା ନେଇକରି ଆସିବେ , ଓ ତାହାକୁ ଭଲରେ ପେଷିଦେବେ , ଓ ଏହାପରେ ଏକ ଗରମ ତାୱାରେ ସେକିଦେବେ , ଓ ତାପରେ ସବୁଠାରୁ ପ୍ରଥମେ ପାଣି ଛିଞ୍ଚିବେ , ଯେବେ ଏହା ହାଲକା ଫୁଲିବାକୁ ଲାଗିବ ତେବେ ଏଥିରୁ ଚିଡଚିଡ୍ ଆବାଜ୍ ଆସିବାର ବନ୍ଦ ହୋଇଗଲେ , ଏହାକୁ ଏକ ଡବାରେ ରଖିଦେବେ , ମନେ ରଖିବେ କି ସୋଡା କଞ୍ଚା ନହେବା ଦରକାର, ଏହାକୁକିପରି ପ୍ରୟୋଗ୍ କରିବେ ଜାଣିନିଅନ୍ତୁ , ଆପଣଙ୍କୁ ସକାଳ ଓ ସଂନ୍ଧ୍ୟା ସମୟରେ ଖାଇବାପରେ ଦୁଇ ଚାମଚ ଗରମ ପାଣି ସହ ଚଣାର ଡାଲି ବରାବର ଏହି ସୋଡାର ପାଉଡର୍ କୁ ମିଶାଇବାର ଅଛି ଓ ପିଇବାର ଅଛି ତାପରେ ଦେଖିବେ ଆପଣଙ୍କ ପେଟରୁ ମଇଳା ଜମା ହୋଇନି ତ, ଯଦି ଅଛି ତେବେ ଏହା ବାହାର କରିଦେବ

କେବଳ ଏହି ସୋଡା ଏପରି ଏକ ଜିନିଷ ଅଟେ ଯାହା ବଡ ଅନ୍ତରୁ ସବୁଠାରୁ ଅଧିକା ଜଲଦି ସଫାକରିଥାଏ , ଓ ଏହାର ସେବନରେ ଆପଣଙ୍କୁ କେଉଁ ପ୍ରକାରର ସାଇଡ୍ ଇଫେକ୍ଟ୍ ହୁଏ ନାହିଁ ଏହାକୁ ସେବନ ଖାଇବାପରେ ହିଁ କରିବେ , ମଇଦା ଖାଇବାକୁ ସ୍ୱାଦିଷ୍ଟ ଲାଗିଥାଏ, କିନ୍ତୁ ଏହା ବିପଦପୁର୍ଣ୍ଣ ହୋଇଥାଏ । ଯାହା ଆମ ଶରୀରରେ ଧିରେ ଧିରେ ପ୍ରଭାବ ପକାଏ , ଏଥିପାଇଁ ଛୁଆ ଓ ଯୁବକ କିମ୍ବା ବୃଦ୍ଧାଙ୍କୁ ମଇଦା ଖାଇବା କମ୍ କରିଦିଅନ୍ତୁ

Leave a Reply

Your email address will not be published. Required fields are marked *