ପ୍ରକାଶ ରାଜ୍ ଲାଇଫ ଷ୍ଟାଇଲ, ଘର, ଗାଡି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ – ନିଶ୍ଚୟ ଜାଣିରଖନ୍ତୁ ତାଙ୍କ ବିଷୟରେ ଏହି କଥା..

ପ୍ରକାଶ ରାଜ୍ ଙ୍କ ପ୍ରକୃତ ନାମ ‘ପ୍ରକାଶ ରାଏ’। ତାଙ୍କ ଜନ୍ମ ୨୬ ମାର୍ଚ୍ଚ ୧୯୬୫ ବେଙ୍ଗାଲୁରରେ ହୋଇଥିଲା।୨୦୨୦ ହିସାବରେ ତାଙ୍କୁ ଏବେ ୫୫ ବର୍ଷ।ସେ ଷ୍ଟେଟ ଜୋସେପସ୍ ବଏଜ୍ ହାଇସ୍କୁଲରେ ପଢିଥିଲେ ।ସେ ତାଙ୍କ ଗ୍ରାଜୁଏସନ ଷ୍ଟେଟ ଜୋସେପସ୍ କଲେଜ ଅଫ କମର୍ସ ବେଙ୍ଗାଲୁର ରେ କରିଥିଲେ। ସେ ପେଶାରେ ଏକ ଆକ୍ଟର,ପଲିଟିସିଆନ,ପ୍ରଡୁସର,ସିଙ୍ଗର,ଡାଇରେକ୍ଟର ଏବଂ ସ୍କ୍ରିନରାଇଟର ଅଟନ୍ତି। ସେ ତାଙ୍କ ଆକ୍ଟିଙ୍ଗ କ୍ୟାରିୟର କନ୍ନଡ଼ ଡ୍ରାମା ସିରିଏଲ ରୁ ଆରମ୍ଭ କରିଥିଲେ।ପ୍ରକାଶ ଙ୍କୁ ତାଙ୍କ କ୍ୟାରିୟରର ସଫଳତା ପ୍ରଥମ ଥର ୧୯୯୮ ମସିହାରେ ଆନ୍ଥପୁରମ ରେ ମିଳିଥିଲା।
ତାପରେ ସେ ୨୦୦୯ ରେ ବଲିଉଡ ରେ ସଲମାନ ଙ୍କ ସହ ୱାଣ୍ଟେଡ଼ ଫିଲ୍ମରେ ଡେବ୍ୟୁ କରିଥିଲେ।ଲୋକ ପ୍ରକାଶଙ୍କୁ ଭିଲିୟାନ ରୂପରେ ବହୁତ ପସନ୍ଦ କରିଥିଲେ।୨୦୧୦ ରେ କନ୍ନଡ଼ ସିନେମା ନନୁ ନାନା କଂସୁ କୁ ଡାଇରେକ୍ଟ କରିଥିଲେ।ଏହି ମୁଭି ବକ୍ସ ଅଫିସ ରେ ସୁପରହିଟ ହୋଇଥିଲା।ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଡାଇରେକ୍ଟର ଆୱାର୍ଡ ମିଳିଥିଲା।ତାଙ୍କ କ୍ୟାରିୟର ରେ ସବୁଠୁ ସୁପରହିଟ ଫିଲ୍ମ ସିଙ୍ଘମ ୨୦୧୧ ରେ ରିଲିଜଡ଼ ହୋଇଥିଲା ।ଏହି ମୁଭି ବକ୍ସ ଅଫିସ ରେ ୨୧୦ କୋଟି ବିଜିନେସ କରିଥିଲା।ଏହି ଫିଲ୍ମ ପାଇଁ ପ୍ରକାଶ ସୁପରଷ୍ଟାର ହୋଇଯାଇଥିଲେ।
୨୦୨୦ ରେ ପୁଣି ସେ ସଲମାନ ଖାନ ଙ୍କ ସହ ଦବଙ୍ଗ ୨ ରେ ନଜର ଆସିଥିଲେ ଏବଂ ଏହି ଫିଲ୍ମ ରେ ମଧ୍ୟ ସେ ଭିଲିୟାନ ରୋଲ କରିଥିଲେ। ଏହି ସିନେମା ବକ୍ସ ଅଫିସରେ ୧୧୧ କୋଟି ବିଜନେସ କରିଥିଲା। ୨୦୧୪ ରେ ପ୍ରକାଶ ତେଲୁଗୁ ସିନେମ ରେସ୍ ଗୁର୍ରମରେ କାମ କରିଥିଲେ।ଏହି ମୁଭି ବକ୍ସ ଅଫିସ୍ ରେ ଆସୁ ଆସୁ ହିଟ ହୋଇଥିଲା।ତାଙ୍କ କ୍ୟାରିୟର ର ସବୁଠୁ ବଡ ଫ୍ଲପ ମୁଭି ଏଣ୍ଟରଟେନମେଣ୍ଟ ଥିଲା ଯେଉଁଥିରେ ସେ ଅକ୍ଷୟ କୁମାର ଙ୍କ ସହ କାମ କରିଥିଲେ।ଫିଲ୍ମ ରେ ନିଜ କ୍ୟାରିୟର ବନେଇସାରିବା ପରେ ପ୍ରକାଶ ରାଜନୀତି ରେ ପଶିଥିଲେ ହେଲେ ସେ ରାଜନୀତି ରେ ବେଶୀ ଦିନ ଯାଏଁ ରହିପାରିନଥିଲେ।ପୁଣି ଫିଲ୍ମ କୁ ଆସିଥିଲେ।୨୦୧୭ ରେ ତାଙ୍କର “ଗୋଲମାଲ୍ ଏଗେନ୍” ରିଲିଜ ହୋଇଥିଲା। ଏହି ସିନେମା ବକ୍ସ ଅଫିସ୍ରେ ‘୧୨୦ କୋଟି’ର ବିଜିନେସ୍ କରିଥିଲା। ତାଙ୍କୁ ବହୁତ ସାରା ଆୱାର୍ଡ ମିଳିସାରିଛି ଭିନ୍ନ ଭିନ୍ନ ଶ୍ରେଣୀର।
ପ୍ରକାଶଙ୍କ ବାପାଙ୍କ ନାମ ‘ମଞ୍ଜୁନାଥ ରାଏ’ । ତାଙ୍କ ମା’ଙ୍କ ନାମ ‘ସ୍ବର୍ଣ୍ଣଲତା ରାଜ୍’ ।ତାଙ୍କ ଭାଇଙ୍କ ନାମ ‘ପ୍ରସାଦ ରାଜ୍’।ତାଙ୍କ ପ୍ରଥମ ସ୍ତ୍ରୀ ନାମ ‘ଲଲିତା’ ଏବଂ ତାଙ୍କ ଦ୍ୱିତୀୟ ସ୍ତ୍ରୀ ନାମ ‘ପୋନି ବର୍ମା’। ତାଙ୍କ ଝିଅଙ୍କ ନାମ ପୂଜା ରାଏ,ମେଘନା ରାଏ,ଏବଂ ପୁଅ ନାମ ସିଧୁ ରାଏ।ପ୍ରକାଶ ଗୋଟିଏ ଫିଲ୍ମ କରିବାପାଇଁ ୨.୫କୋଟି ନେଇଥାନ୍ତି। ତାଙ୍କର ବ୍ରାଣ୍ଡ ଏଣ୍ଡ୍ରୋସମେଣ୍ଟ ୫୦ଲକ୍ଷ। ଏହାଛଡ଼ା ସେ କିଛି ଅର୍ଥ ବିନିଯୋଗ କରିଛନ୍ତି ଏଥିରୁ ମଧ୍ୟ ତାଙ୍କର ଭଲ ଆୟ ହୋଇଥାଏ।ତାଙ୍କର ନେଟ ୱାର୍ଥ ‘୧୫୦କୋଟି’।ପ୍ରକାଶ ତାଙ୍କ ପରିବାର ସହ ବେଙ୍ଗାଲୁରରେ ରହୁଛନ୍ତି ।ସେ ରହୁଥିବା ଘରର ଦାମ ପାଖାପାଖି ୩୦କୋଟି।ଏହାଛଡା ହାଇଦ୍ରାବାଦ ରେ ତାଙ୍କର ଏକ ଆଲିସାନ୍ ଫାର୍ମ ହାଉସ ଅଛି ଯାହାର ଦାମ ‘୫୦କୋଟି’।
ତାଙ୍କର ଆହୁରି ବହୁତ ସମ୍ପତ୍ତି ଅଛି ହାଇଦ୍ରାବାଦ, ଚେନ୍ନାଇ ଏବଂ ବେଙ୍ଗାଲୁରରେ ଯାହାର ଦାମ ପାଖାପାଖି ୧୦୦କୋଟି ହେବ।ପ୍ରକାଶଙ୍କ ପାଖରେ ଏକ “ଇନୋଭା କାର୍” ଅଛି ଯାହାର ଦାମ ୨୦ଲକ୍ଷ।ପ୍ରକାଶଙ୍କ ପାଖରେ ଏକ “ମରସିଡିଜ୍ ବେଞ୍ଜ ଜିଏଲ୍ଇ ୪୦୦ କାର୍ “ଅଛି ଯାହାର ଦାମ ୮୦ଲକ୍ଷ।ତାଙ୍କର ଏକ “ମରସିଡିଜ୍ ବେଞ୍ଜ ଇ କାର୍” ଅଛି ଯାହାର ଦାମ ୮୦ଲକ୍ଷ। ତାଙ୍କର ଏକ “ଟୋୟୋଟା ଫର୍ଚୁନର୍ କାର୍” ଅଛି ଯାହାର ଦାମ ୪୦ଲକ୍ଷ।