October 22, 2024

Odia Express

Here, There and Everywhere

ଜନ୍ମର ମାସରୁ ଜାଣନ୍ତୁ ମହିଲାଙ୍କ ସ୍ୱଭାବରେ ଲୁଚି ରହିଥିବା ରହସ୍ୟ ବିଷୟରେ…

1 min read

ସ୍ତ୍ରୀଙ୍କୁ ଏହି ସୃଷ୍ଟିରେ ସବୁଠାରୁ ରହସ୍ୟମୟୀ ପ୍ରାଣୀ ବୋଲି ମାନାଯାଇଛି । କାରଣ ସ୍ତ୍ରୀକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝିପାରିନାହାନ୍ତି ,ଏମିତି ମାନାଯାଏ କି ଯେବେ ବଡ ବଡ ଜ୍ଞାନୀ ମହାଜ୍ଞାନୀ ସ୍ତ୍ରୀଙ୍କର ସ୍ୱଭାବ ଓ ତାଙ୍କ ବିଚାରଗୁଡିକ ବୁଝିପାରିଲେ ନାହିଁ , ତେବେ ମନୁଷ୍ୟ କଣ ତାଙ୍କ ଆଗରେ , କିନ୍ତୁ ଏମିତି କୁହାଯାଏ କି ଯେଉଁ କାମ ଖଣ୍ତା ଦ୍ୱାରା ହୋଇପାରିବ ନାହିଁ ସେହି କାମ ଏକ ଛୁଞ୍ଚି ଦ୍ୱାରା ହୋଇପାରେ , ଜ୍ୟୋତିଷ୍ୟଶାସ୍ତ୍ରରେ ଯେଉଁ ସ୍ତ୍ରୀଙ୍କ ଶାରରୀକ ଅଙ୍ଗଗୁଡିକର ଗଢଣ ସହ ତାଙ୍କ ଜନ୍ମମାସ ଅନୁସାରେ ତାଙ୍କର ସ୍ୱଭାବ ବିଷୟରେ କୁହାଯାଉଛି, ଜ୍ୟୋତିଷ୍ୟଶାସ୍ତ୍ରରେ ଆମେ କେଉଁ ମହିଳାଙ୍କ ବି ବ୍ୟବହାର ଓ ତାଙ୍କ ଭବିଷ୍ୟ ଜାଣିବାରେ ସମର୍ଥ ହୋଇପାରିବା । ବ୍ୟକ୍ତିର ଜନ୍ମ କେଉଁ ମାସରେ ହୋଇଛି ଏହାର ପ୍ରଭାବ ତାର ସ୍ୱାସ୍ଥ୍ୟ ଉପରେ ପଡିଥାଏ , ବୋଧେ ଏହି ବକ୍ତବ୍ୟ ରୁ ପ୍ରେରଣା ନେଇକରି ଆମେ ସ୍ତ୍ରୀଙ୍କୁ ବୁଝାଇବାରେ ପ୍ରୟାସ ଆରମ୍ଭ କରିଦେଇଛୁ, ତାଙ୍କର ବ୍ୟବହାରର ବହୁତ ସାରା ମୌଳିକ କଥା ଆମକୁ ଜଣାପଡିଗଲା , ଆପଣ ଦେଖିଥିବେ କି କିଛି ଝିଅ ବହୁତ ଜଲଦି ରାଗିଯାଆନ୍ତି । ତେବେ କାହାକୁ ଭଲରେ ବୁଝାଇଲେ ବୁଝିଯାଆନ୍ତି , ଏମିତି ସମସ୍ତଙ୍କର ବ୍ୟକ୍ତିତ୍ୱ ଅଲଗା ଅଲଗା ହୋଇଥାଏ , ବହୁତ ଲୋକ କହନ୍ତି କି ସ୍ତ୍ରୀ ମାନେ ଯେଉଁ ରଙ୍ଗ ରୁପ କିମ୍ବା ବୟସର ହୋଇଥାଆନ୍ତୁ , ଆଜି ଆମେ ଜନ୍ମର ମାସର ଅନୁସାରେ କେଉଁ ମାସରେ ଜନ୍ମ ହୋଇଥିବା ସ୍ତ୍ରୀଙ୍କ ସ୍ୱଭାବ କିପରି ହୋଇଥାଏ ତାହା ଆଜି କହିବୁ ଆସନ୍ତୁ ଜାଣିବା ।

ଜାନୁୟାରୀ ମାସ – ବର୍ଷର ପ୍ରଥମ ମାସ ଜାନୁୟାରୀ ମାସକୁ ଲୋକେ ବର୍ଷର ଆରମ୍ଭ ମାସ ଓ ଖୁସିମୟ ମାସ ବୋଲି ଜାଣିଥାନ୍ତି । କୁହାଯାଏ କି ଏହି ମାସରେ ଜନ୍ମ ହୋଇଥିବା ସ୍ତ୍ରୀ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କୁ କପଡା ଉପରେ ବହୁତ ଖାସ୍ ରୁଚି ହୋଇଥାଏ , ସାମାନତଃ ଏହି ମାସରେ ଜନ୍ମ ନେଇଥିବା ମହିଳା ବହୁତ ପରିଶ୍ରମୀ ହୋଇଥାନ୍ତି । କିନ୍ତୁ ଏମାନଙ୍କୁ ଶୋଇବା ଓ ଆରାମ କରିବା ପସନ୍ଦ ହୋଇଥାଏ , ଏମାନଙ୍କ ଫ୍ୟାସନର ଚୟସ୍ ବହୁତ ଅଧିକା ହୋଇଥାଏ , ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କର ଉର୍ଜା ଅଧିକା ହୋଇଥାଏ ।

ଫେବୃୟାରୀ ମାସ –ଏହି ମାସରେ ଜନ୍ମ ନେଇଥିବା ସ୍ତ୍ରୀ ବହୁତ ଖୁସିମିଜାଜ୍ ଓ ମସ୍ତମୋଲା ବ୍ୟକ୍ତିତ୍ୱ ହୋଇଥାନ୍ତି , ଏମାନଙ୍କ ମଧ୍ୟରେ ଶାରରୀକ ସଂବନ୍ଧକୁ ନେଇକରି ସବୁବେଳେ ଉଦାସିନତା ଭାବ ରହିଥାଏ , ଯାହାର କାରଣରୁ ଏମାନଙ୍କ ମ୍ୟାରେଡ୍ ଲାଇଫ୍ ସମସ୍ୟା ଉତ୍ପନ୍ନ ହୋଇଥାଏ , ତାହା ସହ ଫ୍ୟାସନ୍ କରିବାର ବହୁତ ଅଧିକା ସଉକ ହୋଇଥାଏ , ଏମାନଙ୍କ ପାଇଁ ପରିବାର ଲୋକେ ବହୁତ ଅଧିକା ମାଇନା ରଖନ୍ତି ।ଓ ତାହା ସହ ଅତିଥି ସତ୍କାର କରିବାରେ ଏମାନେ ଆଗୁଆ ରୁହନ୍ତି। ଏହି ପରି ସ୍ତ୍ରୀଙ୍କୁ ଲାଗିଥାଏ କି ସେ ଏତେ ସବୁ କରି ନିଜ ପାର୍ଟନରଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବେ ।

ମାର୍ଚ୍ଚ ମାସ – ଏହି ମାସରେ ଜନ୍ମ ହୋଇଥିବା ସ୍ତ୍ରୀ ବ୍ୟକ୍ତିତ୍ୱ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି । ଏମାନେ ଲାଜକୁଳା ସ୍ୱଭାବର ହୋଇଥାନ୍ତି, ଏମାନେ ଅସୁବିଧା ସହ ମିଶିଯାଆନ୍ତି । ଏମାନେ ନିଜ ମନ ମଧ୍ୟରେ କୌଣସି କଥା ଲୁଚାଇନଥାନ୍ତି ।ସ୍ପଷ୍ଟ କହିବା, ସ୍ପଷ୍ଟ ଶୁଣିବା ଏମାନଙ୍କ ଅଭ୍ୟାସ ହୋଇଥାଏ , ଏମାନଙ୍କୁ ସତ କହିବା ଓ ଦୟାଳୁ ସ୍ୱଭାବର ହୋଇଥାନ୍ତି। ମାର୍ଚ୍ଚରେ ଜନ୍ମ ହୋଇଥିବା ସ୍ତ୍ରୀମାନେ ଶାନ୍ତିପ୍ରିୟ ହୋଇଥାନ୍ତି । ଏହି ସ୍ତ୍ରୀମାନେ ଅନ୍ୟଙ୍କ ଅସୁବିଧା ବୁଝିପାରନ୍ତି । ଏମାନଙ୍କୁ ଜଲଦି ରାଗ ଆସିଯାଏ , କିନ୍ତୁ ଏମାନେ ବିଶ୍ୱାସୀ ଯୋଗ୍ୟ ହୋଇଥାନ୍ତି ।

ଏପ୍ରିଲ୍ ମାସ- ଯେଉଁ ମହିଳାଙ୍କ ଜନ୍ମ ଏପ୍ରିଲ୍ ମାସରେ ହୋଇଥାଏ ସେମାନେ ବହୁତ ଧନବାନ ହୋଇଥାନ୍ତି, କିନ୍ତୁ ତା ସହ ଆକର୍ଷକ ବି ହୋଇଥାନ୍ତି , କାରଣ ଏମାନଙ୍କୁ ବହୁତ ଜଲଦି ଲୋକ ପସନ୍ଦ କରିନିଅନ୍ତି । ଏମିତି ମହିଳା ଟିକିଏ ଅଧିକା ଗପ କରନ୍ତି , ଓ ଖୁସିମିଜାଜର ହୋଇଥାନ୍ତି , କିନ୍ତୁ ଏମାନଙ୍କର ଗୋଟିଏ ସମସ୍ୟା ହୋଇଥାଏ କି ଏମାନେ ବହୁତ ଜଲଦି ବୋର୍ ହୋଇଯାଆନ୍ତି , ଯାହାର କାରଣରୁ ଏମାନଙ୍କୁ ଖୁସିରେ ରଖିବା ପାଇଁ ଲାଇଫ୍ ପାର୍ଟନରଙ୍କୁ ବହୁତ ଅଧିକା ପରିଶ୍ରମ କରିବାକୁ ପଡିପାରେ , ଏମାନଙ୍କୁ ଯଦି କେଉଁ କଥା ଖରାପ ଲାଗେ ତେବେ ସେ ତାହାକୁ କେବେ ଭୁଲିପାରନ୍ତି ନାହିଁ , ଏହି କାରଣରୁ ଏମାନଙ୍କର ସଂବନ୍ଧ ଖରାପ ହୋଇଯାଏ ।

ମଇ ମାସ – ଏହି ମାସରେ ଜନ୍ମ ନେଇଥିବା ମହିଳା ନିଜ ପରିବାର ପାଇଁ ବଞ୍ଚିଥାନ୍ତି । ଗରମ ଦିନରେ ଜନ୍ମ ନେଇଥିବା କାରଣରୁ ଏମାନଙ୍କ ମଧ୍ୟରେ କ୍ରୋଧ ଅଧିକା ହୋଇଥାଏ , ଯାହା କେବେ କେବେ ବାହାରକୁ ବାହାରିଯାଏ , ଯଦି ଏମାନଙ୍କୁ କ୍ରୋଧ ଆସିଯାଏ ତେବେ କାହାକୁ ଭୟ କରନ୍ତି ନାହିଁ , ଏମାନେ ବହୁତ ଜିଦ୍ଧି ଓ କଠୋର ହୃଦୟର ହୋଇଥାଏ , ଏମାନେ ସବୁବେଳେ ଜୋଶରେ ଭରପୁର୍ ହୋଇଥାନ୍ତି , ଏମାନଙ୍କର ବିଚାର ସଠିକ୍ ହୋଇଥାଏ , ଏମାନଙ୍କୁ ଜଲଦି ରାଗ ଆସିଯାଏ , ଏମାନଙ୍କୁ ଲୋକେ ସହଜରେ ଆକର୍ଷିତ ହୋଇଯାଆନ୍ତି । ଏମାନଙ୍କ ଆକର୍ଷଣ କେନ୍ଦ୍ରରେ ରହିବା ପସନ୍ଦ ହୋଇଥାଏ , ଏହି ମହିଳା ସୁନ୍ଦରତା ମାମଲାରେ ଆଗୁଆ ହୋଇଥାନ୍ତି ଓ ବହୁତ ଚତୁର ଦିମାଗର ହୋଇଥାନ୍ତି ।

ଜୁନ୍ ମାସ – ଏହି ମାସରେ ଜନ୍ମ ହୋଇଥିବା ସ୍ତ୍ରୀମାନେ ଲାଜକୁଳା ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ସ୍ତ୍ରୀ ଅପେକ୍ଷାକୃତ ଅଧିକା କାମୁକ ଚତୁର ଓ ମିଳାମିଶା ହୋଇଥାନ୍ତି । ଏମାନଙ୍କ ବ୍ୟବହାର ପ୍ରଥମଥରରେ ଲୋକଙ୍କୁ ଯୋଡି ନିଅନ୍ତି। ଯାହାର କାରଣରୁ ଏମାନଙ୍କ ସଂବନ୍ଧ ବହୁତ ଜଲଦି ହୋଇଥାଏ,  ଏହି ମାସରେ ଜନ୍ମ ହୋଇଥିବା ମହିଳା ସୁନ୍ଦର ଓ ଏମାନଙ୍କ ରଙ୍ଗ ଗୋରା ହୋଇଥାଏ , ଏହି ମାସରେ ଜନ୍ମ ହୋଇଥିବା ମହିଳା କେଉଁ କଥାକୁ ଖୋଲିକରି କହିବାରେ କୁଣ୍ଠାବୋଧ କରନ୍ତି ନାହିଁ , ସେମିତି ଏହି ମହିଳା ବହୁତ ଭାବୁକ ହୋଇଥାନ୍ତି । ଏମାନଙ୍କ ପାଇଁ ପ୍ରେମ ବହୁତ ମାଇନା ରଖିଥାଏ ।

ଜୁଲାଇ ମାସ-ଏହି ମାସରେ ଜନ୍ମ ନେଇଥିବା ସ୍ତ୍ରୀଗୁଡିକ ସର୍ବଗୁଣ ସଂପନ୍ନ ଓ ନିଜ ପରିବାରର ଧ୍ୟାନ ରଖୁଥିବା ମହିଳା ହୋଇଥାନ୍ତି ।ଏହି ମାସରେ ଜନ୍ମ ହୋଇଥିବା ମହିଳାଙ୍କ ଦିମାଗକୁ ବୁଝିପାରିବା ତେଢା କ୍ଷୀର ହୋଇଥା , ଏହି ମହିଳା ଅତ୍ୟନ୍ତ ରହସ୍ୟବାଦୀ ଓ ମୁଡି ହୋଇଥାନ୍ତି , ଏମାନଙ୍କ ହୃଦୟ ବହୁତ କୋମଳ ହୋଇଥାଏ । ଏହି ମାସରେ ଜନ୍ମ ହୋଇଥିବା ମହିଳା ସାଧାରଣତଃ ବହୁତ ଲୋକପ୍ରିୟ ହୋଇଥାନ୍ତି । ଏମାନଙ୍କ ଆଖପାଖ ଲୋକ ଏମାନଙ୍କ ସହ ଖୁସିରେ ରୁହନ୍ତି , ଏମାନଙ୍କୁ ବୁଲାବୁଲି କରିବା ପସନ୍ଦ ହୋଇଥାଏ , ଓ ଆନନ୍ଦଦାୟକ ଲାଗେ ।

ଅଗଷ୍ଟ ମାସ –ଏହି ମାସରେ ଜନ୍ମ ନେଇଥିବା ସ୍ତ୍ରୀଗୁଡିକ ଗୃହ କାର୍ଯ୍ୟରେ ଦକ୍ଷ ହୋଇଥାନ୍ତି । ଏମାନେ ଶାନ୍ତ ହେବା ସହ ଧୈର୍ଯ୍ୟବାନ ବି ହୋଇଥାନ୍ତି । ଏମାନଙ୍କ ପାଇଁ ନିୟମ ଓ ଅନୁଶାସନ ଜୀବନର ବଡ ଦରକାରିତା ହୋଇଥାଏ । ଟିକିଏ ଛୋଟ ବେକ, ଶ୍ୟାମଳ ଓ ସାମାନ୍ୟ ହାଇଟ୍ ବାଲି ଏମାନେ ହୋଇଥାନ୍ତି । ଏମାନେ ବହୁତ ଚାଲାକ୍ ବି ହୋଇଥାନ୍ତି । ଏମାନଙ୍କର ନିଜ ଉପରେ ଅଧିକା ବିଶ୍ୱାସ ଥାଏ , ଯାହାର କାରଣରୁ ଏମାନେ ନିଜ ପାର୍ଟନରକୁ ନିଜେ ସର୍ଚ୍ଚ କରିଥାନ୍ତି । ଏମାନେ ବହୁତ ଖୁସି ମିଜାଜ୍ ପ୍ରକାରର ହୋଇଥାନ୍ତି ।

ସେପ୍ଟେମ୍ବର ମାସ – ଶରତ ରିତୁରେ ଜନ୍ମ୍ ନେଇଥିବା ଏହି ସ୍ତ୍ରୀମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଜୀବନରେ ଏମାନଙ୍କର ସବୁ ସୁଖ ପ୍ରାପ୍ତି ହୋଇଥାଏ , ଏହି ସ୍ତ୍ରୀଙ୍କର ରଙ୍ଗ ସାମାନ୍ୟତଃ ଶ୍ୟାମଳ କିମ୍ବା ଗହମିଆ ରଙ୍ଗର ହୋଇଥାଏ,  ଏମାନେ ବହୁତ ଉଦାର ହୋଇଥାନ୍ତି , ଓ ଅଲଗା ଲୋକଙ୍କର ସାହାଯ୍ୟ କରିବାରେ କେବେ ପଛଘୁଞ୍ଚାଦିଅନ୍ତି ନାହିଁ , ଏମାନେ ନିଜ ପରିଶ୍ରମ ଉପରେ ନିର୍ଭର କରନ୍ତି । ଯଦି ଏମାନଙ୍କ କାମ ପୁରା  ହୋଇପାରେ ନାହିଁ , ତେବେ ଏମାନେ ସହ୍ୟ କରିପାରନ୍ତି ନାହିଁ ।

ଅକ୍ଟୋବର ମାସ – ଏହି ମାସରେ ଜନ୍ମ ନେଇଥିବା ମହିଳା ସୁନ୍ଦର ହୋଇଥାନ୍ତି । ନିଜ କାମର ଭାବନାକୁ ଦବାଇକରି ରଖନ୍ତି ଯାହାର କାରଣରୁ ଏମାନଙ୍କୁ ପେଟ ,ଲିଭର ସହ ଯୋଡି ହୋଇଥିବା ସମସ୍ୟାର ସାମ୍ନା କରିବାକୁ ପଡିଥାଏ , ଏମାନେ ମିଷ୍ଠ ଭାଷୀ ଓ ସରଳ ସ୍ୱଭାବର ହୋଇଥାନ୍ତି । ଯାହା ଦ୍ୱାରା ଲୋକ ଏମାନଙ୍କ ପ୍ରେମରେ ପଡିଯାଆନ୍ତି । ଏଇ ମାସରେ ଜନ୍ମ ନେଇଥିବା ମହିଲା ବହୁତ ଭାବୁକ ହୋଇଥାନ୍ତି । ଏମାନେ ସମ୍ପର୍କକୁ ନେଇ ବହୁତ କେୟାରିଙ୍ଗ୍ ହୋଇଥାନ୍ତି । ଏମାନଙ୍କୁ ପ୍ରେମର ମତଲବ ଭଲ ଭାବରେ ଜଣା ହୋଇଥାଏ , ଓ ନିଜ ସଂମ୍ପର୍କକୁ ନେଇ ଭଲ ଭାବରେ ନିଭାଇଥାନ୍ତି ।

ନଭେମ୍ବର ମାସ- ଏହି ମାସରେ ଜନ୍ମ ନେଇଥିବା ମହିଳା ବହୁତ ଇମାନଦାର୍ ହୋଇଥାନ୍ତି । ଏମାନଙ୍କ ଆକାର ଗଳା ଛୋଟ ହୋଇଥାଏ , ଓ ତାହାସହ ଏମାନଙ୍କ ରଙ୍ଗ ଶ୍ୟାମଳ ହୋଇଥାଏ , ଏମାନଙ୍କ ମଧ୍ୟରେ ଏକ ପ୍ରକାରର ଭୟ ଦେଖାଦିଏ ଯାହା ଫ୍ରୀ ହେବାକୁ ଦିଏ ନାହିଁ , ଏହି ସ୍ତ୍ରୀ ଲୋକ ଯେଉଁ କାମକୁ ଆରମ୍ଭ କରିଦିଅନ୍ତି ତେବେ ତାହା ଶେଷ ହେବାପରେ ତାଙ୍କୁ ଆଶ୍ୱସ୍ତି ମିଳେ , ଯାହା ବହୁତଥର ଖତରନାକ ରୁପ ନେଇଯାଏ , ଏମାନଙ୍କ ସେକ୍ସ ଅପିଲ୍ ମୁଖ୍ୟ ହତିଆର ହୋଇଥାଏ , ତାହା ସହ ରହସ୍ୟମୟ ବ୍ୟକ୍ତିତ୍ୱର ଲୋକଙ୍କୁ ଏମାନଙ୍କ ଆଡକୁ ଟାଣିଥାଏ , ଏମାନେ ବହୁତ ସଂବେଦନଶୀଳ ହୋଇଥାନ୍ତି ଓ ରାଗ ଅଧିକା ଏମାନଙ୍କୁ ଆସିଥାଏ ।

ଡିସେମ୍ବର ମାସ – ଏହି ମାସରେ ଜନ୍ମ ନେଇଥିବା ମହିଳା ଅଧିକା ଗପିଲା ବାଲା ହୋଇଥାନ୍ତି , ଅତିଥିଙ୍କ ଆଗମନ ଏମାନଙ୍କୁ ପସନ୍ଦ ହୋଇନଥାଏ , ଓ ଏମାନେ ଭଲରେ ଅତିଥି ସଂସ୍କାର କରିବାକୁ ପସନ୍ଦ କରନ୍ତି ନାହିଁ , ଏମାନଙ୍କ ବ୍ୟବହାର ଅପ୍ରିୟ ହୋଇଯାଏ ଏଥିପାଇଁ , ଏହି ମହିଳା ଧନ ଯୋଡିବାରେ ମାହିର୍ ହୋଇଥାନ୍ତି , ଯାହାର କାରଣରୁ ଏମାନଙ୍କ ପରିବାର ସାମ୍ନାରେ ବହୁତ୍ କମ୍ ଅସୁବିଧା ଦେଖାଦିଏ , ଏମାନେ ମନି ମାଇନଡେଡ୍ ହୋଇଥାନ୍ତି , ଓ ନିଜ ପାର୍ଟନରଙ୍କୁ ଚରମସୁଖ ପ୍ରଦାନ କରିଥିବା ମହିଳା ହୋଇଥାନ୍ତି , ଏମାନଙ୍କ ବହୁତ ସାରା ବନ୍ଧୁ ହୋଇଥାନ୍ତି , ଯେଉଁମାନେ ସମୟର ସହ ବଦଳିଯାଆନ୍ତି , ଯାହାର କାରଣରୁ ଏମାନଙ୍କ ମନ ସବୁବେଳେ ଏପଟସେପଟ ହୋଇଥାଏ ।

Leave a Reply

Your email address will not be published. Required fields are marked *