March 11, 2025

Odia Express

Here, There and Everywhere

ନିର୍ବନ୍ଧ ପରେ ପୁଅ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ୍ ଗୁଡିକ, ନିର୍ବନ୍ଧ ଭାଙ୍ଗିପାରେ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା..

1 min read

ଯେବେ କେଉଁ ପୁଅ ଯବାନ ହୋଇଥାଏ, ତେବେ ସେ କମାଇବାକୁ ଲାଗେ , ତେବେ ତାର ମା ବାପା ତାହାର ବାହାଘର କରିବା ଚିନ୍ତା ଲାଗିଥାଏ,  ଏମିତିରେ ସେ ଲୋକ ତା ପାଇଁ ଝିଅ ଖୋଜିବା ଆରମ୍ଭ କରିଦିଅନ୍ତି , ଏହାପରେ ଯେବେ ଝିଅ ମିଳିଯାଏ , ତେବେ ଦୁହେଁ ପକ୍ଷରକଥା ହୋଇଯାଏ , ତାପରେ ପୁଅ ଓ ଝିଅର ନିର୍ବନ୍ଧ କରିଦିଆଯା , ଏବେ ନିର୍ବନ୍ଧପରେ ବିବାହ ପୁର୍ବରୁ ପୁଅ ଝିଅ ପରସ୍ପର ବହୁତ କଥାବାର୍ତ୍ତା ହୁଅନ୍ତି , ଓ ଦେଖା ହୁଅନ୍ତି , କିନ୍ତୁ କିଛି ମାମଲାରେ ପୁଅ ଏହି ସମୟରେ କିଛି ଏମିତି ହରକତ୍ କରିଦେଇଥାଏ ,ଯାହାକୁ ନେଇ ନିର୍ବନ୍ଧ ଭାଙ୍ଗିବାର ବିପଦ ରହିଯାଏ , ଆପଣ ଏମିତି ଭୁଲ୍ ନ କରନ୍ତୁ ସେଥିପାଈଁ ଆଜି ଆମେ ଆପଣଙ୍କୁ କିଛି ଖାସ୍ ଟିପ୍ସ ନେଇକରି ଆସିଛୁ, ଆଜି ଆମେ ଜାଣିବା କି ପୁଅ କେଉଁ କେଉଁ ଜିନିଷ ନିଜ ମଙ୍ଗେତର ସହ କରିବାରୁ ଦୁରେଇ ରହିବା ଉଚିତ୍ ।

୧) ବାରମ୍ବାର ଦେଖା କରିବା- ଝିଅ ନିର୍ବନ୍ଧ ହେବାପରେ ପୁଅ ଅଧିକା ଜୋସ୍ ରେ ଆସିଯାଆନ୍ତି , ଓ ତାଙ୍କର ନିଜ ମଙ୍ଗେତର ସହ ବାରମ୍ବାର ଦେଖା କରିବାକୁ ମନ ହୋଇଥାଏ , ଯଦି ଆପଣ ଏମିତି କରନ୍ତି ତେବେ ସଂମ୍ଭାଳିଯାଆନ୍ତୁ, ଆପଣଙ୍କ ନିଜ ମଙ୍ଗେତରକୁ ବାରମ୍ବାର ଦେଖା କରିବା ଶଶୁରଘର ପକ୍ଷକୁ ଭଲ ଲାଗିନପାରେ,  ଖାସକରି ଯେବେ ଆପଣ ଦୁହେଁ ଲୁଚିକରି ଦେଖା ହୁଅନ୍ତି, ଯଦି ଏମିତିରେ ତାଙ୍କୁ ଜଣାପଡିଯାଏ , ତେବେ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିପାରେ, ପ୍ରଥମେ ଯଦି ଆପଣ ନିଜ ସଂମ୍ପର୍କ ଶଶୁରଘର ଲୋକଙ୍କ ସହ ଖରାପ ହେବାକୁ ଲାଗେ ତେବେ ସେମାନେ ଏହି ନିର୍ବନ୍ଧ ବା ବାହାଘର ରଦ୍ଧ କରିପାରନ୍ତି ।

୨) ନିଜ ଅସଲି ରଙ୍ଗ ଦେଖାଇବା- ନିର୍ବନ୍ଧ ପୁର୍ବରୁ ଯେବେ କଥା ବା ନିଷ୍ପତି ହୋଇଯାଏ , ତେବେ ପୁଅର ବ୍ୟବହାର ଓ କଥାବାର୍ତ୍ତା କରିବାର ତରିକା ଅଲଗା ହୋଇଥାଏ,  ତାର ସବୁ କଥା ଶୁଣିବାକୁ ଭଲ ଲାଗେ , ଯଦି ଆପଣ ନିର୍ବନ୍ଧ ପୁର୍ବରୁ ଭଲ ଦେଖାଯିବାକୁ ନାଟକ କରୁଥିବେ , ତେବେ ନିର୍ବନ୍ଧ ସରିଲାପରେ ଧରାପଡେ , ତେବେ ଏହା ଦ୍ୱାରା ନିର୍ବନ୍ଧ ଭାଙ୍ଗିବାର ଆଶଙ୍କା ବୃଦ୍ଧି ହେବ, ଏଥିପାଇଁ ଏମିତି ମାମଲାରେ ମିଛ କୁହନ୍ତୁ ନାହିଁ , ଓ ଆରମ୍ଭରୁ ଇମାନଦାର୍ ରୁହନ୍ତୁ , ତାହା ସହ ନିର୍ବନ୍ଧ ପରେ ନିଜ ବ୍ୟବହାର ବିନମ୍ର ଓ ବିଲକୁଲ୍ ଶାନ୍ତ ରୁହନ୍ତୁ ।

୩) ଫ୍ଲର୍ଟିଙ୍ଗ୍  ଓ ରୋମାନ୍ସ- ବହୁତ ପୁଅଙ୍କର୍ ଅଭ୍ୟାସ ହୋଇଥାଏ କି ସେ ନିର୍ବନ୍ଧ ପରେ ନିଜକୁ ଅଟକାଇପାରନ୍ତି ନାହ୍ଁ< ଓ ଝିଅଙ୍କ ସହ ଫ୍ଲର୍ଟିଙ୍ଗ୍ କରିବସନ୍ତି , ଏମିତିରେ ଝିଅକୁ ଏହି କଥା ପସନ୍ଦ ଆସିଳାନାହିଁ , ତେବେ ସେ ଆପଣଙ୍କ ଶଶୁରଘରକୁ ଜଣାଇଦେଲା , ତେବେ ଆପଣଙ୍କ ଇଜ୍ଜତ ତ ଯିବ ଓ ଆପଣଙ୍କ ଚରିତ୍ର ଉପରେ ଆଞ୍ଚ ଆସିପାରେ, ଏଥିପାଇଁ ନିର୍ବନ୍ଧ ପରେ ନିଜକୁ ନିୟନ୍ତ୍ରଣ କରିବା ଉଚିତ୍ , ଓ କେଉଂ ହରକତ୍ କରନ୍ତୁ ନାହିଁ,  ଯାହାଦ୍ୱାରା ଆପଣଙ୍କ ନାଁରେ ଆଞ୍ଚ ଆସିବ ।

୪) ଝିଅ ଉପରେ ନିଜ ହୁକୁମ୍ ଚଲାଇବା- ନିର୍ବନ୍ଧପରେ କିଛି ପୁଅ ଝିଅଙ୍କୁ ନିଜ ଜାଗିର୍ ବା ହୁକୁମ୍ ଦିଅନ୍ତି , କିମ୍ବା କେଉଁ କାମ କରିବ ନ କରିବା ତାହା କହିବୁଲନ୍ତି, ପୁଅଙ୍କୁ ଏହି ସମୟରେ ଝିଅଙ୍କୁ ପ୍ରେସର୍ ପକାନ୍ତି , ତାଙ୍କୁ ନିଜ ଆୟତରେ ରଖିବାକୁ ଚାହଁନ୍ତି , ଏମିତିରେ ଯଦି ଝିଅ ସହିବାର ସୀମା ଭାଙ୍ଗିଯାଏ , ତେବେ ନିର୍ବନ୍ଧ ଭାଙ୍ଗିପାରେ ।

୫) ଇଜ୍ଜତ ନ କରିବା—ସବୁ ଝିଅ ଚାହେଁକି ତାର ହେବାକୁ ଥିବା ସ୍ୱାମୀ ତାର ସେତେ ଇଜ୍ଜତ କରୁ ବା ମାନସମ୍ମାନ କରୁ ଓ ଯେତେ ଭଲ ପାଉଛି ସେ ବିବାହହେଲାପରେ ସେତିକି କରୁ, ଏମିତିରେ ଯଦି ତାରମାନସମ୍ମାନ  ଉପରେ ଧ୍ୟାନଦେବେ ନାହିଁ ତେବେ ନିର୍ବନ୍ଧ ଭାଙ୍ଗିବାକୁ କ୍ଷଣିରେ ସମୟ ଲାଗେନାହିଁ

Leave a Reply

Your email address will not be published. Required fields are marked *