September 10, 2024

Odia Express

Here, There and Everywhere

୧୮ ବର୍ଷ ପରେ ହେଲା ରାଶିର ମହାପରିବର୍ତ୍ତନ, ଏହି ୫ ଟି ରାଶିକୁ ମିଳିବାର ଅଛି ଶନିଦୋଷରୁ ମୁକ୍ତି

1 min read

ଆମର ପବିତ୍ର ଗ୍ରନ୍ଥ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନର ଉପଦେଶ ଦେଇକରି ଏକ ବାକ୍ୟ କହିଥିଲେ କି ପରିବର୍ତ୍ତନ ସଂସାରର ନିୟମ ଅଟେ, ଠିକ୍ ସେହି ପ୍ରକାରରେ ଆମ ଜୀବନରେ ପରିବର୍ତ୍ତନ ହେବ୍ ସ୍ୱଭାବିକ ହୋଇଥାଏ , ଆମର ଜୀବନରେ ବହୁତ ଛୋଟ ମୋଟ ପରିବର୍ତ୍ତନ ହୋଇଥାଏ,  କିନ୍ତୁ ଆମର ଜୀବନରେ କେବେ କେବେ ଏମିତି ପରିବର୍ତ୍ତନ ଆସିଯାଏ , ଯାହା ଆମର ଜୀବନରେ ପୁରା କାୟା ପଲଟାଇଦିଏ , ଯେଉଁଠି କେବେ କେବେ ପରିବର୍ତ୍ତନ କେବେ ଅସୁବିଧାର ଜଡ ହୋଇଯାଏ,  ତେବେ ସେମିତି କେବେ କେବେ ଏହି ବଡ ପରିବର୍ତ୍ତନ ଆମର ଜୀବନରେ ସଫଳତାର କାମ ହୋଇଯାଏ , ଆମର ଜୀବନରେ ଉତଥାନପତନ ହେଉଛି, ଯାହାର ସଂବନ୍ଧ କେଉଁ ଗ୍ରହର ଚାଲିଚଳଣି ଉପରେ ହୋଇଥାଏ,  ଯେଉଁ କଥାକୁ ବର୍ଣ୍ଣନ ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ କରାଯାଇଛି, ଜ୍ୟୋତିଷ୍ୟଙ୍କ କଥା ମାନିଲେ , କିଛି ଏମିତି ପରିବର୍ତ୍ତନରସଙ୍କେତ ମିଳୁଛି, ଯାହା ଆମର ଜୀବନରେ ବହୁତ ନିର୍ଣ୍ଣାୟକ ସିଦ୍ଧ ହେବାର ଅଛି କାରଣ ଆମେ ଆପଣଙ୍କୁ କହିଦେବୁ କି ଏହି ଥର ଗ୍ରହର ଚାଲିଚଳଣିରୁ ରାହୁ ଓ କେତୁ ୧୮ ବର୍ଷର ପରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି , ଯାହାର କାରଣରୁ ବହୁତ ରାଶିର ଜାତକ ପ୍ରଭାବିତ ହେବ ।ଜ୍ୟୋତିଷ୍ୟଙ୍କ କଥା ମାନିଲେ ରାହୁ କର୍କଟ ରାଶି ଓ କେତୁ ମକର ରାଶିରେ ପ୍ରବେଶ କରିବେ , ଏହି କାରଣ ଅଟେ ଯାହାର ପାଇଁ ସବୁ ରାଶିର ଉପରେ ଏହାର ଅଲଗା ଅଲଗା ପ୍ରଭାବ ପଡିବ , ରାହୁ ଓ କେତୁ ୧୮ ମାସର ପରେ ଦ୍ୱିତୀୟ ରାଶିର ଗୋଚର କରିବେ , ଏମିତି ସଂଯୋଗ୍ ପୁର୍ବରୁ ୧୧ ଜାନୁୟାରୀ ୧୯୯୯ କୁ ହୋଇଥିଲା,  ଯାହା ଆଉଥରେ ହେବାକୁ ଯାଉଛି, ତେବେ ଆସନ୍ତୁ ଏହି ପରିବର୍ତ୍ତନରୁ ସବୁ ରାଶିର ଜାତକରେ କଣ ପ୍ରଭାବ୍ ପଡିବ ଜାଣିବା ।

ମେଷ ରାଶି- ଏହି ରାଶିର ଜାତକକୁ ବହୁତ ପରିଶ୍ରମ କରିବାକୁ ଦରକାରପଡିପାରେ, ନିଜ ମୁଲ୍ୟବାନ ସମୟର ସଦୁପଯୋଗ କରନ୍ତୁ, ଏଥିରେ ଆପଣଙ୍କୁ କିଛି ଲାଭ ମିଳିବାର ଯୋଗ ହେଉଛି , ତାହା ସହ ଏହା ବି ଚେଷ୍ଟା କରନ୍ତୁ କି ଆପଣଙ୍କ ଯାହା ଆବଶ୍ୟକ କାର୍ଯ୍ୟ ଅଛି ତାହା ଦ୍ୱିପହର ପର୍ଯ୍ୟନ୍ତ ସମାପ୍ତ ହୋଇଯାଉ, ଶତ୍ରୁଙ୍କ ଦ୍ୱାରା କିଛି ଅସୁବିଧା ସମ୍ମୁଖୀନ ହୋଇପାରନ୍ତି ।

ବୃଷ ରାଶି- ଏହି ରାଶିର୍ ଜାତକରେ ବହୁତ ଲାଭ ହୋଇପାରେ ,ତାହା ସହ ତାଙ୍କ ଉପରେ ଶନିଦେବଙ୍କ କୃପା ରହିବ , କେଉଁ  କଥାକୁ ନେଇକରି ଆପଣ ଅସୁବିଧାରେ ପଡିପାରନ୍ତି  ଯାହା ଆପଣଙ୍କୁ ଚିନ୍ତାରେ ପକାଇପାରେ , ନିଜ ଜିଦ୍ଧି ସ୍ୱଭାବରୁ ନିୟନ୍ତ୍ରଣ ରଖନ୍ତୁ , ନହେଲେ କାହା ସହ ଲଢେଇ ଝଗଡା ହୋଇପାରେ ।

ମିଥୁନ ରାଶି- ଏହି ରାଶିର ଜାତକରେ ଯିଏ ବି ଅସୁବିଧାରେ ଗତି କରୁଛନ୍ତି , ଏହି ସମୟରେ ତାଙ୍କ ସମସ୍ୟାଗୁଡିକ ନିବାରାଣ ହେବ , କିନ୍ତୁ ଘର ସଂବନ୍ଧି ଅସୁବିଧା ରହିବ ଯାହାର କାରଣରୁ ଧନର ବ୍ୟୟ  ବହୁତ ଅଧିକା ରହିପାରେ,  କିଛି ବି କାର୍ଯ୍ୟ କରୁଥିବା ସମୟରେ ସାବଧାନୀ ରଖନ୍ତୁ , ତାହା ସହ ଜଲଦି କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ  ।

କର୍କଟ ରାଶି- ଏହି ରାଶିର ଜାତକରେ ଅଚାନକ ଧନ ଲାଭ ହେବ , କିଛି ଅସୁବିଧା ପରେ ଏବେ ସୁଖ ପ୍ରାପ୍ତିର ଯୋଗ ହେଉଛି, ଆସୁଥିବା ସମୟରେ ଆପଣଙ୍କ ପାଇଁ ସୁଖମୟ ହେବ , କିନ୍ତୁ ସମୟ ସମୟରେ କିଛି ଅସୁବିଧା ସାମ୍ନା କରିବାକୁ ପଡିପାରେ , କର୍କଟ ରାଶିର ବାଲାଙ୍କ ପାଇଁ କୁଣ୍ତଳୀରେ ଶନିଦେବ ପ୍ରସନ୍ନ ହୋଇପାରେ ।

ସିଂହ ରାଶି- ଏହି ରାଶିର ଜାତକରେ ଜୀବନରେ କିଛି ପରିବର୍ତ୍ତନ ହେବ , ଯାହାକୁ ଏହି ଅସୁବିଧାର ସାମ୍ନାକରିବାକୁ ପଡିପାରେ, ଶାରରୀକ କଷ୍ଟ କାରଣରୁ ଖର୍ଚ୍ଚ ହୋଇପାରେ,  ଆପଣଙ୍କ କ୍ୟାରିୟରରେ ସଫଳତା ପାଇବାକୁ ହେଲେ ନୁଆ ଯୋଜନା ଆପଣାଇବାକୁ ପଡିବ,  ଡରନ୍ତୁ ନାହିଁ , ସବୁ ଅସୁବିଧାର ସାମ୍ନା କରିବାପରେ ଆପଣଙ୍କ ଭଲ ସମୟ ଆରମ୍ଭ ହେବାର ଯୋଗ ହେଉଛି, ସିଂହ ରାଶିର୍ ଜାତକରେ ଶନିଙ୍କ କୃପା ରହିବ,  ଶନିଙ୍କ ଦୋଷର ମୁକ୍ତି ମିଳିବ ।

କନ୍ୟା ରାଶି- ଏହି ରାଶିର ଜାତକରେ ବ୍ୟବସାୟରେ ଲାଭ ହେବ, ବଡ ବୟସ୍କ ଲୋକଙ୍କ ସେବାରେ ରୁଚି ବଢିବ , ଧନ ହାନୀ ସଙ୍କେତ୍ ମିଳୁଛି, ଆପଣ କେଉଁ ବି କାମ ସଂମ୍ଭାଳିକରି କରନ୍ତୁ, କେଉଁ ବାଦ ବିବାଦ କରନ୍ତୁ ନାହିଁ , କନ୍ୟା ରାଶିର ଜାତକରେ ଶନିଙ୍କର କୃପା ମିଳିବ , ଏଥିରେ ସବୁ ବିଗଡିଥିବା କାମ ହୋଇଯିବ ।

ତୁଳା ରାଶି- ଏହି ରାଶିର ଜାତକରେ ଭାଗ୍ୟ ସବୁ କାମରେ ସାଥ୍ ଦେବ,  ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ମିଳିବାର ସଂଯୋଗ ହେଉଛି, ତାହା ସହ ଆପଣଙ୍କ ଆଖପାଖ ଲୋକ ଆପଣଙ୍କ ବ୍ୟବହାରରୁ ବହୁତ ପ୍ରଭାବିତ ହେବେ ।

ବିଛା ରାଶି- ଏହି ରାଶିର ଜାତକରେ ଦିନ ଭଲ ରହିବ , ଓ ଆପଣଙ୍କ ଚାକିରିରେ ପଦୋନ୍ନତି ହେବ , ତାହା ସହ ନିଜ ଅଧିକାରୀଙ୍କ ସହଯୋଗ ମିଳିବ , ଶୁଭ କାର୍ଯ୍ୟରେ ଯୋଜନା ହୋଇପାରେ,  ବୁଝାମଣାରେ କାମ କରିଲେ ଆବଶ୍ୟକତା ହେବେ , ସଫଳତା ନିଶ୍ଚିତ ହେବେ ।

ଧନୁ ରାଶି- ଏହି ରାଶିର ଜାତକରେ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ହେଉଛି, ତାହା ସହ ସମାଜରେ ମାନ ସମ୍ମାନ ମିଳିବ , ଆପଣଙ୍କ ଜୀବନରେ ଉତ୍ସାହ ମିଳିବ , ଓ ତାହା ସହ ଆପଣଙ୍କ ମିତ୍ରଙ୍କ ସହ ସାକ୍ଷାତ କରିବେ ,

ମକର ରାଶି- ଏହି ରାଶିର ଜାତକରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ, କିନ୍ତୁ କିଛି ଲାଭ ହେବାର ଯୋଗ ହେଉଛି, ଆପଣଙ୍କ ଘଏ ଶନିଦେବଙ୍କ କୃପା ପଡିବ, ତାହା ସହ ଚାକିରି କରୁଥିବା ଲୋକଙ୍କୁ ଏବେ ଚାକିରି ମିଳିବ ।

କୁମ୍ଭ ରାଶି-ଏହି ରାଶିର ଜାତକରେ ଶୁଭ ଦିନ ହେବ , ଓ ଆପଣଙ୍କ କାର୍ଯ୍ୟରେ ଲୋକଙ୍କ ପ୍ରଶଂସା ମିଳିବ , କ୍ୟାରିୟରରେ ସଫଳତା ମିଳିବ , ଯାହାଦ୍ୱାରା ଧନ ଲାଭ ହେବ , ଆପଣ ନିଜ ମନକୁ କଣ୍ଟ୍ରୋଲ୍ ରଖନ୍ତୁ , ଓ ହୋଇପାରିବ ଯଦି ବିବାଦରେ ପଡନ୍ତୁ ନାହିଁ ।

ମୀନ ରାଶି- ଏହି ରାଶିର ଜାତକ ପାଇଁ ବ୍ୟବସାୟରେ ଲାଭ ହୋଇପାରେ, ତାହା ସହ୍ କାର୍ଯ୍ୟ ପୁରା ହେବାର ମନରେ ଖୁସି ରହିବ , ଆପଣଙ୍କ ଧନକୋଷରୁ ବୃଦ୍ଧି ହେବ , ଓ ତାହା ସହ ଆପଣଙ୍କୁ ପ୍ରଫେସନାଲ୍ କାର୍ଯ୍ୟରେ ସଫଳତା ବି ମିଳିବ

Leave a Reply

Your email address will not be published. Required fields are marked *