କଣ ଆପଣ କେବେ ଭାବିଛନ୍ତି ଲୋକ ଭରା ରୁମରେ କେବଳ ମଶା କଣ ପାଇଁ ଆପଣଙ୍କୁ କାମୁଡେ ? ଦେଖନ୍ତୁ କେଉଁ ବ୍ଲଡ଼ ଗୃପ କୁ ମଶା ଅଧିକ କାମୁଡ଼ିଥାଏ..
1 min readଆପଣଙ୍କ ସହ କେବେ ଏମିତି ହୋଇଥିବ କି ଆପଣ ଗଭୀର ନିଦରେ ଶୋଇଥିବେ ତେବେ ଅଚାନକ ମଶା ଆସିକରି ଆପଣଙ୍କୁ କାମୁଡିଦିଏ , ସେହି ସମୟରେ ମନରେ ବହୁତ ବିଚାର ଆସିବାକୁ ଲାଗେ କି ମଶା ଏହି ଦୁନିଆଁରେ ନଥାନ୍ତେ ହେଲେ , ଏହା ଛଡା ବହୁତଥର ଏମିତି ହୋଇଥାଏ କି ଆପଣ ନିଜ ମିତ୍ର କିମ୍ବା ପରିବାର ସହ ବସିକରି ଆଉଥରେ ବାରମ୍ବାର ଆପଣଙ୍କୁ ମଶା କାମୁଡିଛି, କଣ କେବେ ଆପଣ ଭାବିଥିବେ କି ଏହି ମଶା ଆପଣଙ୍କୁ କଣ ପାଇଁ କାମୁଡିଥାନ୍ତି , ଏହା କଣ ପାଇଁ ହୁଏ କେବେ ଭାବିଛନ୍ତି , ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଏହାର ଅସଲ କାରଣ କଣ ଅଟେ, ଓ ଏହା ସହ ଯୋଡି ହୋଇଥିବା ଶଙ୍କାକୁ ବି ଦୁର କରିଦେବୁ ।
O ବ୍ଲଡ ଗ୍ରୁପର ଲୋକଙ୍କୁ ବେଶୀ କାମୁଡିଥାନ୍ତି ମଶା- କଣ ଆପଣଙ୍କୁ ଜଣା ଅଛି ମଶା ବହୁତ ହିଁ ସିଲେକ୍ଟିଭ୍ ଜୀବ ହୋଇଥାନ୍ତି , ହଁ ଆଜ୍ଞା ଜେନରାଲ୍ ଅଫ୍ ମେଡିକାଲ୍ ଏଟୋମୋଲୋଜି ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚ ଅନୁସାରେ ମଶା ଏ ବ୍ଲଡ୍ ଗ୍ରୁପର ମୁକାବଲାରେ ଓ ବ୍ଲଡ୍ ଗ୍ରୁପ୍ ଲୋକଙ୍କୁ ଅଧିକା ଶିକାର କରନ୍ତି , କାରଣ ଓ ବ୍ଲଡ୍ ଗ୍ରୁପରେ ତିଆରି ହେଉଥିବା ସେକ୍ରୋ ଶନ୍ସ ମଶାଙ୍କୁ ଅଧିକା ଆକର୍ଷିତ୍ କରିଥାଏ, ୟୁନିଭରସିଟି ଅଫ୍ ଫ୍ଲୋରିଡାର ଆଣ୍ଟୋମୋଲୋଜି ବିଭାଗର ଏକ ପ୍ରଫେସର୍ ଜୋଥାନ୍ ଏଫ୍ ଡେ ବି ଏହି ରିସର୍ଚ୍ଚକୁ ନେଇକରି ନିଜ ସହମତି ଦେଇଥିଲେ , ସେ କହିଲେ କି ମଶା କାମୁଡିଲେ ଏହାର ଏକ କାରଣ ଅଛି ଆପଣ କେତେ co2 ଛାଡୁଛନ୍ତି, ଯେତେ କାର୍ବନ ଡାଇଏକ୍ସସାଇଡ୍ ଆମେ ଛାଡୁଛେ , ମଶା ସେତେ ଅଧିକା ଆପଣଙ୍କ ପାଖକୁ ଯାଇକରି ଆପଣଙ୍କୁ ନିଜ ଶିକାର କରିବେ ।
ବୈଜ୍ଞାନିକ ଅଧ୍ୟୟନର ଅନୁସାରେପୁରା ଦୁନିଆଁରେ ୩୫୦୦ ରୁ ଅଧିକା ମଶାଙ୍କ ପ୍ରଜାତି ଅଛି , ଓ ଏହି ୩୫୦୦ ପ୍ରଜାତିରୁ ବହୁତ ରୋଗ ବ୍ୟାପିଥାଏ , ମଶାଙ୍କ ଏହି ପ୍ରଜାତି ସବୁଠାରୁ ଅଧିକା ଖତରନାକ ଏଡିଜ୍ ମଶା ଯେଉଁ ମଶା ହୋଇଥାନ୍ତି ତାଙ୍କୁ ଡେଙ୍ଗୁ, ଚିକେନ୍ ଗୁନିଆଁ ଓ ହଳଦିଆ ଜ୍ୱର ପରି ସାଘାଂତିକ ରୋଗ ପାଇଁ ଦାୟୀ ହୋଇଥାନ୍ତି , ଏହି ଅଧ୍ୟୟନରୁ କୁହାଯାଇଛି କି ଏହି ସମୟର ଦୁନିଆଁର ଅଧାରୁ ଅଧିକା ଜନସଂଖ୍ୟା ଏହି ଖତରନାକ ମଶାଙ୍କ ପ୍ରଜନନ ବାଲା କ୍ଷେତ୍ରରେ ରହିଥାନ୍ତି ।
ଏହା ବି କୁହାଯାଇଛି କି ସବୁ ବର୍ଷ ପୁରା ଦୁନିଆଁରେ ପ୍ରାୟ ୭ ଲକ୍ଷ ଲୋକ ମୃତ୍ୟୁ ମଶା କାମୁଡିବା ଦ୍ୱାରା ହୋଇଥାଏ , କିନ୍ତୁ କେବେ ଏହି ବିଷୟରେ ଧ୍ୟାନଦେଇନଥିବେ କି WHO ଅନୁସାରେ ପୁରା ଦୁନିଆଁରେ ଡେଙ୍ଗୁ ପରି ଖତରନାକ ରୋଗ ହେବାର ପିଡିତଙ୍କ ସଂଖ୍ୟା ୩୦ ବର୍ଷରୁ ୩୦ ଗୁଣା ବଢିସାରିଛି , ଏବେ ଏମିତିରେ ସମସ୍ତଙ୍କ ଦିମାଗରେ ଏହି ପ୍ରଶ୍ନ ଆସେ କି ମଶା ଏତେ ସାରା ପ୍ରଜାତିରେ କେବଳ କିଛି ମଶା ହିଁ ଖତରନାକ ହୋଇଥାନ୍ତି , କଣ ପାଇଁ ତାଙ୍କୁ ଶେଷ୍ କରିଦେବା, କିଛି ଏମିତି ବୈଜ୍ଞାନିକ ତର୍କ ଅଛି ଯାହା ଏହି କଥାକୁ ମନା କରୁଛନ୍ତି , ମଶା ବହୁତ୍ ଏମିତି ଜୀବଙ୍କ ଯାହା ଡ୍ରାଗନ୍ ଫ୍ଲାଇ , ଝିଟିପିଟି, ବେଙ୍ଗ, ଓ ଅନ୍ୟ ପକ୍ଷୀଙ୍କ ପାଇଁ ଭୋଜନ କାର୍ଯ୍ୟ କରିଥାନ୍ତି , ଏମିତିରେ ଏହି ମଶାଙ୍କୁ ସମାପ୍ତ କରିଦିଆଯିବ, ତେବେ ଏହି କାରଣରୁ ପୁରା ଖାଦ୍ୟ ଶୃଙ୍ଖଳା ବିଗଡିପାରେ , ଯାହା ପ୍ରକୃତିପାଇଁ ସଠିକ୍ ନୁହେଁ