March 20, 2025

Odia Express

Here, There and Everywhere

ଯଦି ଆପଣ ବି ପିଇଥାନ୍ତି ଥର୍ମୋକୋଲ୍ କିମ୍ବା ଡିସପୋଜାଲ୍ ରେ ଚାହା ତେବେ ହୋଇଯାଆନ୍ତୁ ସାବଧାନ , ପଡିପାରେ ଆପଣଙ୍କୁ ହଇରାଣ

ବହୁତଥର ଲୋକ ଯିଏ ଚାହା ପିଇବାକୁ ଅଭ୍ୟାସ ରଖନ୍ତି ତେବେ ସେ ଯାତ୍ରା କରୁଥିବା ସମୟରେ ରାସ୍ତାରୁ ଥର୍ମୋକୋଲ୍ କିମ୍ବା ଡିପ୍ସୋଜାଲ୍ ଗ୍ଲାସରେ ନେଇକରି ଚାହା ପିଉଥିଲେ , ଲୋକେ ବାହାର ଦୋକାନରୁ ପ୍ରାୟତଃ ଚାହାର ଗିଲାସ କିମ୍ବା ଅନ୍ୟ କେଉଁ ବାସନରେ ଏଥିପାଇଁ ନେଉନଥିଲେ କାରଣ ସେ ବୁଝୁଥିଲେ କି ସେ କେଉଁ ଅନ୍ୟଙ୍କ ଅଇଁଠା ଗ୍ଲାସ ହୋଇଥିବ,  ଏଇ କାରଣରୁ ଲୋକେ ଥର୍ମୋକୋଲ୍ ରେ ଚାହା ପିଇବାକୁ ଠିକ୍ ଭାବୁଥିଲେ,  ଆପଣଙ୍କୁ କହିଦେବୁ କି ବାରମ୍ବାର ଥର୍ମୋକୋଲ୍ କିମ୍ବା ଡିସ୍ପୋଜାଲ୍ ଗ୍ଲାସ ପିଇଲେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ , ଆପଣଙ୍କୁ କହିଦେବୁ କି ବହୁତ ଲୋକ ଡିସ୍ପୋଜଲ୍ କିମ୍ବା ଥର୍ମୋକୋଲ୍ ଗ୍ଲାସରେ ଚାହା ପିଇଲେ ସେଥିରେ ମହଜୁତ୍ ପୋଲିଷ୍ଟିନ୍ ନାମକ ତତ୍ତ୍ୱ  ଚାହା ସହ ମିଶିକରି ଆମର ପେଟକୁ ଚାଲିଯାଇଥାଏ,  ଯାହାର କାରଣରୁ କ୍ୟାନ୍ସର୍ ପରି ରୋଗ ଦ୍ୱାରା ଆପଣ ଗ୍ରସିତ ହୋଇଯାଆନ୍ତି , ଏହା ଛଡା ଯେବେ ଆପଣ ନାନାପ୍ରକାରର ରୋଗରେ ଗ୍ରସିତ ହୋଇଥାନ୍ତି ଆସନ୍ତୁ ଆପଣଙ୍କୁ କହିଦେବୁ କି ଡିସ୍ପୋଜୋଲ୍ ଓ ଥର୍ମୋକୋଲ୍ ରୁ ଚାହା ପିଇଲେ ଆପଣ କେଉଁ ସ୍ୱାସ୍ଥ୍ୟ ସଂବନ୍ଧୀ ଅସୁବିଧାରେ ପଡିପାରିବେ ।

ଆପଣଙ୍କୁ କହିଦେବୁ କି ଥର୍ମୋକୋଲ୍ କିମ୍ବା ଡିସ୍ପୋଜୋଲ୍ ରେ ଚାହା ପିଇଲେ କିମ୍ବା କେଉଁ ଅନ୍ୟ ପ୍ରକାରର ଗରମ ପଦାର୍ଥରେ ପିଇଲେ ଶରୀରରେ ଆଲର୍ଜୀ ରୁପରେ ଲାଲ୍ ଚକତା ଉତ୍ପନ୍ନ କରିପାରିବେ , କିମ୍ବା ଯଦି ଆପଣ ସବୁଦିନ ଏହାର ବ୍ୟବହାର ଚାହା କିମ୍ବା ଗରମ ପଦାର୍ଥ ପିଇବାର୍ କରିଥାନ୍ତି , ତେବେ ଆପଣଙ୍କ ଗଳାରେ ଖରାସ ଓ ଛାତିରେ ଯନ୍ତ୍ରଣା ସମସ୍ୟା ହୋଇଥାଏ ।

ଡିସ୍ପୋଜୋଲ୍ କିମ୍ବା ଥର୍ମୋକୋଲ୍ ରେ ଚାହା କିମ୍ବା ଅନ୍ୟ ପଦାର୍ଥ ପିଇଲେ ସେଥିରେ ମହଜୁଦ୍ କିଟାଣୁ ଓ ବ୍ୟାକ୍ଟେରିଆ ପେଟକୁ ଚାଲିଯାଏ , ଯାହା ଦ୍ୱାରା ଆପଣଙ୍କ ପେଟ ବି ଖରାପ ହୋଇପାରେ , ଓ ପେଟରେ ଜଳାପୋଡା ସମସ୍ୟା ଉତ୍ପନ୍ନ ହୋଇପାରେ । ଆପଣଙ୍କୁ କହିଦେବୁ କି ଥର୍ମୋକୋଲ୍ କିମ୍ବା ଡିସ୍ପୋଜୋଲ୍ ରେ ଚାହା ପିଇଲେ ସେଥିରେ ମହଜୁଦ୍ ତତ୍ତ୍ୱ ଆପଣଙ୍କ ପାଚନ ତନ୍ତ୍ରକୁ ବି କ୍ଷତି କରିପାରେ , ଏଥିରେ ଆପଣଙ୍କ ଖାଇବା ପିଇବା ସମସ୍ୟା ଉତ୍ପନ୍ନ ହୋଇପାରେ,  ଏହି ଗ୍ଲାସରେ ଚାହା ପିଇଲେ ଏଥିରେ ମଜଦୁଦ୍ ଏସିଡ୍ ପେଟର ମଧ୍ୟକୁ ଯାଇଥାଏ,  ଯାହା ଆପଣଙ୍କ ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ ।

ଆପଣଙ୍କୁ କହିଦେବୁ କି ଡିସ୍ପୋଜାଲ୍ କିମ୍ବା ଥର୍ମୋକୋଲ୍ ଗ୍ଲାସରେ ଚାହା ପିଇବା ଆପଣଙ୍କକ୍ୟାନ୍ସର ସମସ୍ୟା ସହ ଆପଣଙ୍କ ପେଟର ଅନ୍ୟ ସମସ୍ୟା ଯେପରି ଡାଇରିଆ ଆଦି ବି ଚିନ୍ତାର କାରଣ ହୋଇପାରେ, ଏଥିରେ କିଛି ତତ୍ତ୍ୱ ମହଜୁଦ୍ ହୋଇଥାଏ ଯାହା ଆପଣଙ୍କ କ୍ୟାନ୍ସର ପରି ରୋଗର ଶିକାର ହେବା ସହ ଡାଇବେଟିଜ୍, ହାର୍ଟ ପ୍ରୋବ୍ଲେମ୍ , ଆଦିର ଶିକାର ହୋଇଯାଆନ୍ତି , ତେବେ ଯଦି ଆପଣଙ୍କ ଅଭ୍ୟାସ ଅଛି ଡିସ୍ପୋଜାଲ୍ କିମ୍ବା ଥର୍ମୋକୋଲ୍ ରେ ତିଆରି ଗ୍ଲାସରେ ଚାହା ପିଇବାର ତେବେ ନିଜ ଅଭ୍ୟାସ ବଦଳାଇଦିଅନ୍ତୁ  କାରଣ ଆଗକୁ ଯାଇକରି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦ ଆଣିପାରେ, ଓ ସବୁଦିନ ଏହାର ଚାହା ପିଇଲେ ଆପଣଙ୍କ ଜୀବନ ପ୍ରତି ବିପଦ ବି ଆସିପାରେ, ଏଥିପାଇଁ ଆପଣ ଏହି ଅଭ୍ୟାସକୁ ଆଜି ହିଁ ବଦଲାଇଦିଅନ୍ତୁ

Leave a Reply

Your email address will not be published. Required fields are marked *