ବାଳ ଝଡିବା କିମ୍ବା ଗଞ୍ଜାପଣ ପରି ସମସ୍ୟା ଯୋଗୁଁ ଅଛନ୍ତି ଚିନ୍ତିତ ,ତେବେ ଆପଣାନ୍ତୁ ଏହି ଉପାୟ ୩ ଦିନରେ ହେବ ପୁଣି ଆପଣଙ୍କ ମୁଣ୍ତରେ ବାଳର ଗ୍ରୋଥ
1 min readମହିଳା ହୁଅନ୍ତୁ କି ପୁରୁଷ ଆଜିକାଲି ସମସ୍ତଙ୍କୁ ବହୁତ ଗଂମ୍ଭିର ରୋଗ ସହ ଲଢୁଛନ୍ତି, ଏହାର ପଛରେ କାରଣ କୁହାଯାଏ କି କର୍ମବ୍ୟସ୍ତ ଜୀବନରେ ଭୁଲ୍ ଖାଦ୍ୟପେୟ ଓ ଅନିୟମିତତା, ଏହି କାରଣରୁ ଆସିବା ଦିନରୁ ବ୍ୟକ୍ତି ନାନାପ୍ରକାର ସମସ୍ୟାରେ ପଡିଥାଏ, ଆଜିର ସମୟରେ ଲୋକେ ପଇସା କମାଇବା ପାଇଁ ଏତେ ବ୍ୟସ୍ତ ହୋଇଯାଇଛନ୍ତି କି ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି ।ତେବେ ଆପଣଙ୍କୁ କହିଦେବୁ କି ଆମେ କଥା ହେଉଛୁ ବାଳର ଝଡିବା କିମ୍ବା ହେୟାର୍ ଫଲ୍ ପରି ସମସ୍ୟା ଯାହା ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ , ଏବେ ପ୍ରଶ୍ନ ଉଠେ କି ଏହାର ପଛରେ କାରଣ କଣ? ଏହି ସମସ୍ୟାର ସମାଧାନ କିପରି କରାଯାଇପାରିବ
ସେମିତି ଆମେ କହିଦେବୁ କି ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତିପାଇବାପାଇଁ ଏକ ଭଲ ଉପାୟ ବିଷୟରେ କହିବାକୁ ଯାଉଛୁ, କିନ୍ତୁ ଏହା ପୁର୍ବରୁ ଆମେ ଆପଣଙ୍କୁ ଜଣେଇଦେବୁ କି ପ୍ରକୃତରେ ଏହି ସମସ୍ୟା କିପରି ହୋଇଥାଏ , ଏକ ମଣିଷ ମୁଣ୍ତ ସେ ପୁଅର ହେଉ କିମ୍ବା ଝିଅର ହେଉ ବାଳ ଝଡିବାପଛରେ ବହୁତ କାରଣ ହୋଇପାରେ, କିଛି ଜେନେଟିକ୍ ପ୍ରୋବ୍ଲେମ୍ ହୋଇପାରେ, ଓ ଆଉ କିଛି ଖାଦ୍ୟପାନୀୟ ଯୋଗୁଁ ହୋଇଥାଏ, ଯଦି ଆପଣଙ୍କ ଖାଦ୍ୟ ପେୟରେ ଭିଟାମିନ୍ ନଥାଏ , ତେବେ ଆପଣଙ୍କ ଶରୀରକୁ ପର୍ଯ୍ୟାପ୍ତ୍ ପରିମାଣର ଭିଟାମିନ୍ସ ମିଳିପାରେ ନାହିଁ , ଏହା ଦ୍ୱାରା ବାଳ ଝଡିବା ଚାଳୁ ହୋଇଯାଏ , ଯଦି ଆମେ ହେୟାର ଏକ୍ସପର୍ଟ୍ସଙ୍କ କଥା ଶୁଣିବା ତେବେ ତାଙ୍କ ଅନୁସାରେ ବାଳ ଝଡିବା ପରି ସମସ୍ୟା ପଛରେ ବହୁତ କାରଣ ହୋଇପାରେ , ଯାହାକି ଚିନ୍ତା, ଗର୍ଭାବସ୍ଥ କିମ୍ବା ଓଜନ କମ୍ ହେବା , ସେମିତି ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତି ଏହା ଚାହିଁଥାଏ କି ତାର୍ ବାଳ ସୁନ୍ଦର ହେଉ କିନ୍ତୁ ତାର ଇଚ୍ଛା ପୁରା ହୋଇପାରୁନାହିଁ
ଆଜିର ଖାଦ୍ୟପେୟ ସହ ସମସ୍ତଙ୍କୁ ସମୟର ପୁର୍ବରୁ ବାଳ ଝଡିବା ସମସ୍ୟା ଆସିଯାଉଛି, ଯାହାର କାରଣରୁ କମ୍ ବୟସରେ ବି ଅଧିକା ବୟସ୍କ ଲାଗନ୍ତି , ସେମିତି କମ୍ ବୟସରେ ମୁଣ୍ତର ବାଳ ନ ହେବା ଚିନ୍ତାର ବିଷୟ ହୋଇଯାଏ । ବାଳ ଝଡିବା ପ୍ରାୟ ଏକ ସାଧାରଣ ସମସ୍ୟା ହୋଇସାରିଛି, ତାପରେ ବି ଲୋକେ ଏହାକୁ ରୋକିବାକୁ ପ୍ରୟାସ କରୁନାହାନ୍ତି , କିଛି ଲୋକ ବାଳ ଝଡିବା ରୋକିବା ପାଇଁ ନାନାପ୍ରକାରର ମେଡିସିନ୍ସ ଖାଇଥାନ୍ତି , ତେବେ ମେଡିସିନ୍ ଖାଇବା ଦ୍ୱାରା ବାଳ ଅଧିକା ଝଡିବାକୁ ଲାଗେ, ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆପଣାଇବାପରେ ବାଳ ଝଡିବା ଆପଣଙ୍କ କମ୍ ହୋଇଯିବ , ଓ ତା ସହ ଜଲଦି ସେହି ବାଳ ଆଉଥରେ ଉଠିବାକୁ ଲାଗିବ , ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ।
ସାମଗ୍ରୀ- ଅଲିଭ୍ ଏୟେଲ୍, ୧ ଚାମଚ ମହୁ, ୧ ଛୋଟ ଚାମଚ ଡାଲଚିନି – ସବୁଠାରୁ ପ୍ରଥମେ କହିଦେବୁ କି ଦରକାର ଅନୁସାରେ ଅଲିଭ୍ ଅୟେଲ୍ କୁ ଗରମ କରିଦିଅନ୍ତୁ , ଓ ଏଥିରେ ଏକ ଚାମଚ ମହୁ ଓ ଏକ ଚାମଚ ଡାଲଚିନି ଭଲ ଭାବରେ ମିକ୍ସ କରିଦିଅନ୍ତୁ , ଏହି ମିଶ୍ରଣକୁ ନିଜ ବାଳ ଝଡୁଥିବା ସ୍ଥାନରେ ମାଲିସ୍ କରନ୍ତୁ , ଓ ୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ , ଏହି ପ୍ରକିୟାକୁ ୩ ଦିନ ପାଇଁ ଆପଣାଇଲେ ଦେଖିବେ ଆପଣଙ୍କ ବାଳ ଝଡିଥିବା ବାଳ ଆଉଥରେ ବଢିବାକୁ ଲାଗିବ , ଓ ଆପଣଙ୍କ ଗଞ୍ଜାପଣ ଦୁର ହୋଇଯିବ