September 17, 2024

Odia Express

Here, There and Everywhere

ମସ୍ତିଷ୍କର ୧୦୦% ବ୍ୟବହାର କିପରି କରି ପାରିବେ – ଏହି କଥା କୁ ନିଶ୍ଚୟ ଜାଣିରଖନ୍ତୁ

ଆପଣ ପାଇ ର ମୂଲ୍ୟ ଜାଣିଛନ୍ତିକି ?ଏହା ଏକ ମ୍ୟାଥମେଟିକାଲ କନଷ୍ଟାଣ୍ଟ ଏହା ବିଷୟରେ ଆମେ ଆପଣଙ୍କୁ କାହିଁକି କହୁଛୁ କାରଣ ଏହା ଆପଣଙ୍କ ମସ୍ତିଷ୍କର ତାଲା ଖୋଲିବ।ଯଦି କୌଣସି ବୃତ୍ତର ପରିଦ୍ଧିରେ ବ୍ୟାସକୁ ଭାଗ କରିବା ତାହେଲେ ଯାହା ଉତ୍ତର ମିଳିବ ସେ ସମ୍ପୂର୍ଣ୍ଣ ବୃତ୍ତ ପାଇଁ କନଷ୍ଟାଣ୍ଟ ହୋଇଥାଏ।ଏହାର ମୂଲ୍ୟ ହେଉଛି ୩.୧୪୧୫୯୨୬  ଏମିତି ଆଗକୁ ବଢି ଚାଲିବ ମାନେ ଯେଉଁ ଦଶମୀକ ପରେ ସଂଖ୍ୟା ଆସେ ତାହା ଅଗଣିତ ଅଟେ।ଆଉ ସବୁଠାରୁ ଖାସ କଥା ଆଉ ତାଙ୍କର ଏକ ନିର୍ଦ୍ଧିଷ୍ଟ ସୀମା ନଥାଏ।ଆମେ ସିଧାସଳଖ ମନ ରଖିବା ପାଇଁ ପାଇର ମୁଲ୍ୟ ୨୨/୭ ନେଇଅଛୁ।ତାହେଲେ ଏହି ୨୨/୭ ର ମୁଲ୍ୟ ଦଶମିକ ସଂଖ୍ୟା ପରେ ମଧ୍ୟ ଅଗଣିତ ଅଟେ।ଏବେ କୁହନ୍ତୁ ଆପଣ ଆଉ ମୁଁ ଦଶମିକ ପରେ କେତେଟି ସଂଖ୍ୟା ମନରଖି ପାରିବା।

ଗୋଟେ ସର୍ଭେ ହୋଇଥିଲା ୧୦ ରୁ ୭ ଜଣ ଲୋକଙ୍କୁ ନିଜର ପ୍ରିୟ ସାଙ୍ଗର ମୋବାଇଲ ନମ୍ବର୍ ମନ ନାହିଁ।୫୧% ଲୋକଙ୍କୁ ନିଜର ବାପା ଓ ମାଙ୍କ ମୋବାଇଲ ନମ୍ବର୍ ମନ ନଥାଏ।ଆଉ ଅଧାରୁ ଅଧିକ ଲୋକଙ୍କୁ ନିଜ ଜୀବନ ସାଥୀର ମୋବାଇଲ ନମ୍ବର୍ ମନ ନଥାଏ।ପ୍ରାୟ ବହୁତ ଲୋକ ପାଇର ମୁଲ୍ୟ ୩.୧୪ ଆଗକୁ ମନ ରଖନ୍ତି ନାହିଁ।ଗୋଟେ ବୁଦ୍ଧିମାନ ବ୍ୟକ୍ତି ପାଇର ମୁଲ୍ୟ ମନ ରଖି ବିଶ୍ୱ ରେକର୍ଡ କରିଛନ୍ତି।ଆଉ ସେ ପ୍ରାୟ ଦଶମିକ ପରେ ୭୦ ହଜାର ସଂଖ୍ୟା ପର୍ଯ୍ୟନ୍ତ ମନ ରଖିଛନ୍ତି।ଏମିତି ବହୁତ ସୁପର ହ୍ୟୁମାନ ମଣିଷ ଆମ ଆଖ ପାଖରେ ଅଛନ୍ତି।ଆପଣ ମଧ୍ୟ ତାଙ୍କ ଭିତରୁ ଜଣେ ଅଟନ୍ତି କିନ୍ତୁ ଆପଣଙ୍କ ମସ୍ତିଷ୍କ ଲକ ହୋଇଥାଏ।ଆଉ ଆଜି ଆମେ ଏହାକୁ ଖୋଲିବାର ଉପାୟ ମଧ୍ୟ ଆପଣଙ୍କୁ କହିବାକୁ ଯାଉଛୁ।ଯଦି ଆପଣ ତାକୁ ନିଜ କାମରେ ଲଗେଇବେ ଆପଣ ନିଜକୁ ଆଜି ଠାରୁ ଅଧିକ କାମରେ ଲଗେଇ ପାରିବେ।ଅଧିକ ସ୍ମରଣ ଶକ୍ତି ମାନେ ଅଧିକ ପଇସା ଅଧିକ ସନ୍ନମାନରେ ଆଉ ସମସ୍ତଙ୍କ ଠାରୁ ଭିନ୍ନ ହୋଇପାରିବେ।

୧.ଆପଣ ସେ ପର୍ଯ୍ୟନ୍ତ ସେମିତି ହେଇ ପାରିବେନି ଯେପର୍ଯ୍ୟନ୍ତ ଆପଣଙ୍କ ନିଜ ଉପରେ ବିଶ୍ୱାସ ଆସିନାହିଁ।ଏହାକୁ କରିବା ପୂର୍ବରୁ ଆପଣଙ୍କୁ ଆପଣଙ୍କର ଅଟୋ ସଜେସନ ମୋଡ଼ ବନ୍ଦ କରିବାକୁ ପଡିବ।ଆପଣ ସବୁବେଳେ ଭାବୁଛନ୍ତି ଆପଣଙ୍କ ମୁଣ୍ଡ ଏତେ ମନ ରଖି ପାରେନି ଆପଣ କରିବିପରିବେନି,ଏହି ଭଳି ଭାବିବା ଆପଣ ବନ୍ଦ କରି ଦିଅନ୍ତୁ।ଯେତେବେଳେ ଆପଣ ନିଜ ମୁଣ୍ଡକୁ କହିବେ ତୁ କରି ପାରିବୁ ତୁ ଭାବି ପାରିବୁ,ତାପରେ କିଛି ଦିନରେ ଆପଣ ସେ କାମ କରିବାକୁ ସକ୍ଷମ ହେବେ।

୨.ଯଦି ଆପଣଙ୍କୁ କିଛି ମନ ରଖିବାର ଅଛି ତାହେଲେ ଆପଣ ତାକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗିବାକୁ ଲାଗ।ଧର ଆପଣଙ୍କୁ ଗୋଟେ ବହି ମନରଖିବାର ଅଛି ତାହେଲେ ଆପଣ ଦେଖନ୍ତୁ ସେ ବହି କେତେ ବଡ଼ ଅଛି ଆଉ ତାର କେତେ ପେଜ ଅଛି,ତାପରେ କେତେଟା ଚାପ୍ଟର ଅଛି।ତାପରେ ଦେଖ କେତେ ଚାପ୍ଟରରେ କେତେ ଟପିକ ଅଛି।ଆଉ ତାପରେ ଟପିକରେ କଣ କଣ ମୁଖ୍ୟ ସଂଜ୍ଞା ଅଛି।ଆଉ ସେ ସମୟରେ ଆପଣଙ୍କୁ ମନରଖିବାର କୌଣସି ଆଵଶ୍ୟକତା ନାହିଁ ବାସ ସେ ସମୟରେ ଦେଖାଅ ବାସ ଏତିକି ମନ ରଖିବାର ଅଛି।ଆମେ ପ୍ରଥମ ଭୁଲ କରୁକି ସିଧାସଳଖ ପଢିବାକୁ ବସିଯାଉ।ପ୍ରଥମେ ପଢ଼ ଆଉ ତାପରେ ବୁଝ ଆଉ ତାପରେ ମନ ରଖ ଆଉ ଘୋଷ।ଆଉ ମନ ରଖିବା ପାଇଁ ତାକୁ ଭାଙ୍ଗି ଭାଙ୍ଗି ମନ ରଖ।

୩.ଜିଜ୍ଞାସା ଆଇନ୍ସଟାଇନଙ୍କ ଦ୍ୱାରା କୁହାଯାଇଥିବା ଏକ ଲାଇନ ଅଟେ।ଜ୍ଞାନ ଆପଣଙ୍କୁ ବହି ଭିତରେ ମିଳିଯିବ ଯାହା ଆପଣଙ୍କୁ ଜ୍ଞାନୀ ବନେଇବ ସେ ହେଉଛି ଜିଜ୍ଞାସା।ପ୍ରଶ୍ନ କରୁଥିବା ବ୍ୟକ୍ତି ଅଳ୍ପ ସମୟ ପାଇଁ ମୂର୍ଖ ହୋଇପାରେ କିନ୍ତୁ ସେ ଜୀବନ ସାରା ନୁହଁ।ଆପଣ ଶୁଣିଥିବେ ମହାନ ମହାନ ବ୍ୟକ୍ତି ସବୁଦିନ ବହି ପଢ଼ନ୍ତି କିନ୍ତୁ କାହିଁକି,ଏହାର କାରଣ ହେଲା ତାଙ୍କର ଜାଣିବାର ଇଛା ଥାଏ।ଯେମିତି ଆପଣ ଫିଜିକ୍ସ ପଢୁଛନ୍ତି ତାହେଲେ ସେ ସମୟରେ ନ୍ୟୁଟନ ଙ୍କର ନାମ ଆସିଲା ତାହେଲେ ଆଗକୁ ତାଙ୍କ ବିଷୟରେ ଜାଣନ୍ତୁ।ଯେଉଁ ଜିଜ୍ଞାସା ଅଛି ତାକୁ ନିଜ ମୁଣ୍ଡରେ ରଖ।

୪.ମସ୍ତିଷ୍କ ଆମ ଶରୀରର ଏକ ଫିଜିକାଲ ପାର୍ଟ ଅଟେ।ଆଉ ବାକି ସବୁ ଅଙ୍ଗ ଭଳି ଏହାକୁ ମଧ୍ୟ ଅଭ୍ୟାସର ଆଵଶ୍ୟକତା ଅଛି।ଯେତେବେଳେ କୌଣସି ତଥ୍ୟ ଆମ ମୁଣ୍ଡକୁ ଯାଏ ଆମ ମସ୍ତିସ୍କ ତାକୁ ଭଲ ଭାବରେ ଦେଖେ ଓ ତା ଉପରେ ବିଚାର କରେ।ଆଉ ତାକୁ ଅଳ୍ପ ସମୟ ପାଇଁ କିମ୍ବା ଲମ୍ବା ସମୟ ପର୍ଯ୍ୟନ୍ତ ସଂଗ୍ରହ କରିବାର ଅଛି ସେଥିପାଇଁ ସେ ପ୍ରୟାସ କରେ।ଆଉ ଯାହାକୁ ସବୁଦିନ ପାଇଁ ସଂଗ୍ରହ କରିବାର ଅଛି ତାପାଇଁ ବାରମ୍ବାର ରିଭିଜନ ଆଵଶ୍ୟକ ହୋଇଥାଏ।

୫.ସବୁଠାରୁ ମହତ୍ୱପୁର୍ଣ୍ଣ ଉପାୟ ହେଉଛି ମେଡିଟେସନ।ଏହାକୁ କରିବା ଦ୍ୱରା ଆପଣଙ୍କ ମନରେ ନକାରାତ୍ମକ ଉର୍ଯାର ପ୍ରବେଶ ହୋଇ ନଥାଏ ଓ ଆପଣଙ୍କ ମନରଖିବା ଶକ୍ତି ଉନ୍ନତ ହୋଇଥାଏ।ଯେତେବେଲେ ଆପଣ ମେଡିଟେସନ କରିବେ ଆପଣ ନିଜ ଭାବନା ଶକ୍ତିର ଲାଭ ଉଠେଇ ପାରିବେ।ଆଉ ମନରଖିବା ଦ୍ୱାରା ଆପଣ ପଢିଥିବା ପାଠ ମନ ରଖି ପାରିବେ।

Leave a Reply

Your email address will not be published. Required fields are marked *