October 17, 2024

Odia Express

Here, There and Everywhere

ପୁଅଙ୍କ ହାତ ଧରିବା ତରିକା କହିଥାଏ ତାଙ୍କର ନେଚର୍, ବିବାହ ପୁର୍ବରୁ ଆପଣ ବି କରିନିଅନ୍ତୁ ଏହି ଟେଷ୍ଟ

1 min read

ବହୁତଥର ଝିଅମାନେ ଏହି ପ୍ରଶ୍ନ ପଚାରିଥାନ୍ତି କି ଆମେ କିପରି ଜାଣିବୁ କି ପୁଅ ଆମକୁ ବାହାହେବାକୁ ଯାଉଛନ୍ତି , କିମ୍ବା ତାଙ୍କ ନେଚର୍ କେମିତି ଅଛି, ସେ ବିବାହ ପରେ ଖୁସି ରଖିବ କିମ୍ବା ନୁହେଁ , ବିବାହପରେ ସେହି ଲୋକଙ୍କ ମଧ୍ୟରେ ରିଲେସନସିପ୍ ରହିବ କି ନାହି , ଏଇ କଥାକୁ ଧ୍ୟାନରେ ରଖ୍ ଇଆଜି ଆଂଏ ଆପଣଙ୍କୁ ପୁଅଙ୍କ ନେଚର୍ ବିଷୟରେ କହିବାକୁ ଯାଉଛୁ, ଯାହା ଏକ ମଜାଦାର୍ ତରିକା ଅଛି,  ଏହି ତରିକାରେ ଆପଣ ନିଜ ବୟଫ୍ରେଣ୍ତ କିମ୍ବା ବନ୍ଧୁ କିମ୍ବା ପୁଅର ଉପରେ ଟ୍ରାଇ କରିପାରିବେ , ଯାହାକୁ ଆପଣ ବିବାହ କରିବାକୁ ଇଚ୍ଛା କରୁଛନ୍ତି । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପୁଅଙ୍କ ଝିଅଙ୍କ ହାତ ଧରିବା ଅନ୍ଦାଜ ବହୁତ କିଛି କହିଥଏ,  ଯେବେ କେଉଁ ପୁଅ କେଉଁ ଝିଅର ହାତ ଧରିଥାଏ ତେବେ ସେ ରିୟଲ୍ ସ୍ୱଭାବରୁ ନୋଟିସ୍ କରାଯାଇପାରିବ , ଯେବେ କେଉଁ ପୁଅ ସେ ଆପଣଙ୍କ ବୟଫ୍ରେଣ୍ତ ହେଉ ଆପଣଙ୍କ ହାତ ଧରିନିଏ ତେବେ ଆପଣ ତାଙ୍କ ବିଷୟରେ ବହୁତ କିଛି ଜାଣିପାରିବେ , କିନ୍ତୁ ପୁଅ କେଉଁ ଅଜଣା ଲୋକ ତାକୁ ବିବାହ କରିବାକୁ ଚାହୁଁଥିଲେ ବି ତାଙ୍କ ହ୍ୟାଣ୍ତସେକ୍ କରି ତାଙ୍କ ନେଚର୍ ଜାଣିପାରିବେ , ଖାଲି ଯେବେ ଆପଣଙ୍କ କେଉଁ ପୁଅ ହାତ ଧରିବେ ତେବେ ତାଙ୍କର ହାବଭାବ, ଟାଇମିଙ୍ଗ୍ ଓ ହାତର ହରକତରୁ ଭଲ ଭାବରେ ନୋଟିସ୍ କରନ୍ତୁ , ଆପଣ ତାଙ୍କ ରିୟଲ୍ ନେଚର୍ ବିଷୟରେ ଜାଣିପାରିବେ ।

୧) ମଜବୁତ୍ ଭାବେ ହାତ ଧରିବା- ଯେବେ କେଉଁ ପୁଅ ଆପଣଙ୍କୁ ହାତ ମିଳାଇଥାଏ , ତେବେ ତାହାର ହାତ ଧରିବା ମଜବୁତ୍ ହୋଇଥାଏ,  ତେବେ ବୁଝିଯିବେ କି ସେ ଆକ୍ଟିଭ୍ କିଷମର ଅଟ୍,ଏ ଓ ତା ମଧ୍ୟରେ ଆତ୍ମବିଶ୍ୱାସ ବହୁତ୍ ଅଛି, ଓ ସେ କେଉଁ କାମକୁ ଭଲ ଭାବେ କରିବାର ଦକ୍ଷତା ରଖିଛି, ତାହା ସହ ପୁଅମାନେ ନିଜ ସ୍ତ୍ରୀକୁ ନେଇ ବହୁତ ବିଶ୍ୱାସ ରଖନ୍ତି , ଯଦି ତାଙ୍କୁ କିଏ ଭୁଲ୍ ଇରାଦାରେ ଦେଖେ ତେବେ ସେମାନେ ତାଙ୍କୁ ସେମାନେ ଭଲରେ ଧୁଲାଇ କରନ୍ତି ।

୨) ଢିଲା ଭାବେ ହାତ ଧରିବା- ଯେବେ କେଉଁ ପୁଅ ଆପଣଙ୍କୁ ଢିଲା ଭାବେ ହାତ ଧରେ ତେବେ ବୁଝିଯିବେ କି ସେ ନିଜ ଜୀବନରେ ଆଲସୀ ଅଛି, ତାହାକୁ ନିୟମ କାଇଦାରେ ଅଧିକା ଇଚ୍ଛା ନାହିଁ , ବିବାହପରେ ଆପଣ ବି ତାଠାରୁ ଅଧିକା ବୋର୍ ଫିଲ୍ କରିପାରନ୍ତି ।

୩) ଡରିକରି ହାତ ଧରିବା- ଏହି ଟାଇପ୍ ର ପୁଅ ଟିକିଏ ଲାଜକୁଳା ପ୍ରବୃତିର ହୋଇଥାନ୍ତି , ତାହା ସହ ଏମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ କମି ଦେଖାଯାଏ , ଏମାନେ ବହୁତସାଧାରଣ ଓ ସରଳ ସ୍ୱଭାବର୍ ହୋଇଥାନ୍ତି , ବିବାହପରେ ଏମାନଙ୍କୁ ସ୍ତ୍ରୀମାନେ ସହଜରେ ମନାଇପାରିବେ ।

୪) ଷ୍ଟାଇଲ୍ ରେ ହାତ ଧରିବା- କିଛି ଲୋକ ବହୁତ ଖାସ୍ ଅନ୍ଦାଜରେ ହାତ ମିଳାଇଥାନ୍ତି, ଏମାନଙ୍କ ହାତ ମିଳାଇବା ତରିକା କିଛି ଖାସ୍ ହୋଇଥାଏ, ଏମାନେ ଝିଅର ହାତ ଧରିବା ଓ ଛାଡିବା ତରିକା ଭିନ୍ନ ହୋଇଥାଏ , ଏମିତି ପୁଅଙ୍କ ନେଚର୍ ବହୁତ ରୋମାଣ୍ଟିକ୍ ହୋଇଥାଏ , ଏମାନେ ବିବାହ ପରେ ଆପଣଙ୍କୁ ବହୁତ୍ ଭଲପାଇବେ ।

୫) ହାତକୁ ଭୁଲ୍ ତରିକାରେ ଆଉଁସିବା – ଯଦି କେଉଁ ପୁଅ ଆପଣଙ୍କ ହାତ ଧରିବା ସମୟରେ ହାଲକା ରବ୍ କରିଥାଏ, ତେବେ ବୁଝିଯିବେ କି ତାଙ୍କ ମନରେ ଭୁଲ୍ ଇରାଦା ଅଛି, ଏମାନେ ଭରସା ଦାୟକ ଲୋକ ନୁହନ୍ତି , ସେମାନେ ଆଗକୁ ଯାଇକରି କେଉଁ ବି ମହିଳା କୁ ଧୋକା ଦେଇପାରନ୍ତି , ତାହା ସହ ବହୁତ୍ ସମୟ ପର୍ଯ୍ୟନ୍ତ ସହ ଆପଣଙ୍କ ହାତ ମିଳାନ୍ତି , ତେବେ ବୁଝିଯିବେ କି ତାର ଇରାଦା ଠିକ୍ ନାହିଁ , ଏମିତି ପୁଅଙ୍କୁ ଆପଣ ଦୁରେଇ ରହିବା ଉଚିତ୍ , ଖାସ୍ କରି ଯେବେ ଏମାନଙ୍କ ଗଭୀର୍ ବନ୍ଧୁତା ନଥିବ

Leave a Reply

Your email address will not be published. Required fields are marked *