March 20, 2025

Odia Express

Here, There and Everywhere

ବିବାହ ପରେ କଣ ପାଇଁ ବଦଳିଯାଏ ମହିଳାଙ୍କ ଶରୀରର ରଙ୍ଗ , ଜାଣନ୍ତୁ କିପରି ହୋଇଥାଏ ତାହା ପୁର୍ବ ଅପେକ୍ଷା ଅଧିକା ସୁନ୍ଦର..

ଆପଣମାନେ ଗୋଟିଏ କଥା ନିଶ୍ଚିତ ନୋଟିସ୍ କରିଥିବେ କି ବହୁତ ଝିଅ ବିବାହ ପରେ ବହୁତ ସୁନ୍ଦର ଦେଖାଯାଆନ୍ତି, ବିବାହର କିଛି ଦିନ ପରେ ତାଙ୍କ ଶରୀରର ସୁନ୍ଦରତା ପୁର୍ବ ଅପେକ୍ଷା ଅଧିକା ସୁନ୍ଦର ହୋଇଯାଏ , ଏମିତିରେ କିଛି ଶ୍ୟାମଳ ରଙ୍ଗରମହିଳା ବି ଗୋରା ହୋଇଯାଆନ୍ତି , ଏମିତିରେ କଣ ଆପଣ କେବେ ଭାବିଛନ୍ତି କି ବିବାହପରେ ଏମିତି କଣପାଇଁ ହେ , ଯାହା ଝିଅଙ୍କ ଶରୀରରେ ଏମିତି ପରିବର୍ତ୍ତନ ହୋଇଯାଏ,  ଆଜି ଆମେ ଏହି ପ୍ରଶ୍ନର ଉତ୍ତରକହିବୁ । ବିବାହପରେ ମହିଳା ଯେବେ ନିଜ ସ୍ୱାମୀଙ୍କ ସହ ସଂବନ୍ଧ ରଖନ୍ତି ତାଙ୍କ ହର୍ମୋନ୍ସ ଅଧିକା ପରିବର୍ତ୍ତନ ହୋଇଥାଏ,  ଖାସ୍ କରି ଏହି ମହିଳା ଏହି ସଂବନ୍ଧରେ ଚରମ ସୁଖ ପ୍ରାପ୍ତି କରନ୍ତି , ତେବେ ହର୍ମୋନରେ ଅଧିକା ପରିବର୍ତ୍ତନ ଦେଖାଯାଏ , ଏହି ହର୍ମୋନ୍ ପରିବର୍ତ୍ତନ କାରଣରୁ ତାଙ୍କ ଶରୀରରେ ପରିବର୍ତ୍ତନ ଦେଖାଦିଏ , ଓ ସୁନ୍ଦର ଦେଖାଯାଆନ୍ତି । ବିବାହପରେ ବହୁତ ଝିଅଙ୍କ ଚେହେରାରେ ଅଲଗା ଚମକ ଆସିଯାଏ , ବିବାହପରେ ସେ ଅଧିକା ଖୁସିରେ ରୁହନ୍ତି, ଏହି ଖୁସି ତାଙ୍କ ଶରୀରରେ ପଜେଟିଭ୍ ପ୍ରଭାବ ପକାଇଥାଏ,  ଯାହାକୁ ନେଇ ସେ ଭଲ ପରିବର୍ତ୍ତନ ପାଆନ୍ତି ।

ବିବାହପରେ ଝିଅମାନେ ନିଜ ସ୍ୱାମୀଙ୍କ ପାଇଁ ଅଧିକା ସଜେଇ ହୁଅନ୍ତି , ସେମିତି ବିବାହପୁର୍ବରୁ ଅଧିକା ଲେବୁଲ୍ ମେକ ଅପ୍ କରିବା ସେ କରନ୍ତି ନାହିଁ , ଏହି କଥା ସତ କି ଝିଅମାନେ ସାଢୀରେ ଅଧିକା ସୁନ୍ଦର ଲାଗିଥାନ୍ତି , ଯେବେ କେଉଁ ଝିଅ ସାଢୀ ପିନ୍ଧିକରି ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୁତ୍ର ଓ ହାତରେ ଚୁଡି ପିନ୍ଧିକରି ଆସେ ,ତେବେ ସୁନ୍ଦରତାରେ ପୁରା ହସିଉଠେ , ବିବାହପରେ ଝିଅ ନିଜ ଶଶୁରଘରଓ ଅନ୍ୟ ସଂମ୍ପର୍କୀୟ ଙ୍କ ସହ ବେଶୀ ମିଶିବାକୁ ପଡିଥାଏ, ଏଥିପାଇଁ ସେମାନେ ନିଜ ଡ୍ରେସିଙ୍ଗ୍ ଉପରେ ଅଧିକା ଧ୍ୟାନ ଦିଅନ୍ତି , ବିବାହପରେ ମହିଳାଙ୍କ ବୟସବଢିବାକୁ ଲାଗେ, ଏମିତିରେ ସେମାନେ ନିଜ ସ୍କିନ୍ କୁ ଧ୍ୟାନଦେବା ଚକ୍କରରେ ବ୍ୟୁଟି ଟ୍ରିଟମେଣ୍ଟ ବି ନେଇଥାନ୍ତି , ଏହି କାରାଣରୁ ତାଙ୍କ ସ୍କିନ୍ ସୁଧରିବାକୁ ଲାଗେ, ଓ ପୁର୍ବ ଅପେକ୍ଷା ଅଧିକା ସୁନ୍ଦର ଲାଗନ୍ତି ।

ଏକ ଗବେଷଣାରୁ ଜଣାଯାଏ କି ମହିଳା ୨୯  ରୁ ୩୫ ବର୍ଷ୍ ବୟସରେ ଅଧିକା ଆକର୍ଷକ ଲାଗନ୍ତି , ଏହି ବୟସରେ ମହିଳାଙ୍କ ବିବାହ ବି ହୋଇଥାଏ,  ଏମିତିରେ ଆମକୁ ଲାଗିଥାଏ କି ବିବାହ ପରେ ସୁନ୍ଦରତା ଅଧିକା ଚମକିଯାଏ । ବିବାହପରେ ମହିଳାଙ୍କ ଖାଦ୍ୟପେୟ , ଜୀବନଶୈଳୀ, ଓ ହର୍ମୋନ୍ ପରିବର୍ତ୍ତନ କାରଣରୁ ଟିକିଏ ମୋଟି ହୋଇଯାଆନ୍ତି , ଏହି ହାଲକା ମୋଟାପା କାରଣରୁ ତାଙ୍କ ଶରୀର ଆକର୍ଷକ ଲାଗିଥାଏ,  ବହୁତ ଝିଅ ବିବାହ ପୁର୍ବରୁ ବହୁତ ପତଳା ହୋଇଥାନ୍ତ୍ , ଯେବେ ତାଙ୍କର ଶରୀର ଭରିବାକୁ ଲାଗେ, ସେମାନେ ଅଧିକା ଆକର୍ଷକ ଲାଗନ୍ତି , ସେମିତି କିଛି କାରଣ ଥିଲା ଯାହା ପାଇଁ ଝିଅମାନେ ବିବାହପରେ ସୁନ୍ଦର ହୋଇଯାଆନ୍ତି

Leave a Reply

Your email address will not be published. Required fields are marked *