October 17, 2024

Odia Express

Here, There and Everywhere

ଚମକାଇବାର ଅଛି ଯଦି ଭାଗ୍ୟ ତେବେ ଆପଣଙ୍କ ଆଙ୍ଗୁଠିରେ ପିନ୍ଧିନିଅନ୍ତୁ ଏହି ରୁପାର ମୁଦି

କୁହାଯାଇଥାଏ କି ରୁପା ଭଗବାନ ଶିବଙ୍କର ନେତ୍ରରୁ ଉତ୍ପନ୍ନ ହୋଇଛି, ଏଥିପାଇଁ ରୁପା ଏକ ପବିତ୍ର ଓ ସ୍ୱାତ୍ତିକ ଧାତୁ ବୋଲି ମାନାଯାଏ , ଓ ଯେଉଁଠି ରୁପା ହୋଇଥାଏ , ସେଠାରେ ବୈଭବ ଓ ସଂପନ୍ନତାର କୌଣସି ଅଭାବ ଦେଖାଯାଏ ନାହିଁ , ରୁପାକୁ ଜ୍ୟୋତିଷ୍ୟରେ ଚନ୍ଦ୍ରମା ଓ ଶୁକ୍ରରୁ ରୁପା ସଂବନ୍ଧ ଅଛି, ଜ୍ୟୋତିଷ୍ୟରେ ମାନାଯାଇଛି କି ଯଦି ରୁପାର ଜିନିଷ ପିନ୍ଧିବେ ତେବେ କୁଣ୍ତଳୀରେ ଚନ୍ଦ୍ରମା ଓ ଶୁକ୍ର ମଜବୁତ୍ ସ୍ଥିତିରେ ଆସନ୍ତି । ସେମିତି ସାଧାରଣତଃ ଆମେ ନିଜ ଆଙ୍ଗୁଠିରେ ରୁପାର ମୁଦି ଧାରଣ କରିଥାଉ, ନିଜ ହାତକୁ ସଜେଇବାପାଇଁ , କିନ୍ତୁ ଯଦି ଏହି ଶାସ୍ତ୍ରର ଅନୁସାରେ ସଠିକ୍ ରୁପେ ଧାରଣ କରାଯାଏ ତେବେ ବହୁତ ଫାଇଦାକାରୀ ହୋଇଥାଏ, ଆମେ ଆପଣଙ୍କୁ କହିଦେବୁ କି ରୁପାର ମୁଦି କେଉଁ ପ୍ରକାରରେ ଆପଣଙ୍କ ପାଇଁ ଫାଈଦା ହୋଇଥାଏ,  ଓ ଏହାକୁ କିପରି ଧାରଣ କରିବା ଉଚିତ୍ ।

ରୁପାର ମୁଦି ଯେବେ ଆପଣ ଧାରଣ କରିବେ ତେବେ ଧ୍ୟାନ ରଖିବେ କି ଆପଣ ନିଜ ଡାହାଣ ହାତର କନିଷ୍ଠା ଆଙ୍ଗୁଠିରେ ଏହାକୁ ପିନ୍ଧନ୍ତୁ, କାରଣ ଏହି ଆଙ୍ଗୁଠିରେ ରୁପାର ମୁଦି ଧାରଣ କରିଥାନ୍ତି , ତେବେ ଏଥିରୁ ସକରାତ୍ମକ ଉର୍ଜା ଆପଣଙ୍କ ଜୀବନରେ ଆସିବ, ଯାହା ଆପଣଙ୍କ ଇଜ୍ଜତ ବି ସମାଜରେ ଉଚ୍ଚା ରହିବ , ଓ ତାହା ସହ ଏହାକୁ ପିନ୍ଧିଲେ ଶୁକ୍ର ଗ୍ରହ ଓ ଚନ୍ଦ୍ରମାର ଶୁଭ ପରିଣାମ ମିଳେ , ଯାହାର କାରଣରୁ ସୁନ୍ଦରତାରେ ନିଖାର ଆସିଯାଏ ।

ଆପଣଙ୍କୁ କହିଦେବୁ କି ରୁପାର ମୁଦି ପିନ୍ଧିଲେ ବହୁତ ସାରା ଫାଇଦା ହୋଇଥାଏ ଯାହା ବିଷୟରେ ଆମେ ଆପଣଙ୍କୁ କହୁଛୁ, କନିଷ୍ଠା ଆଙ୍ଗୁଠିରେ ରୁପାର ମୁଦି ପିନ୍ଧିଲେ ମସ୍ତିଷ୍କ ଶାନ୍ତ ହୋଇଥାଏ,  ଯଦି ଆପଣଙ୍କୁ କେଉଁ କଥାରେ ଅଧିକା ରାଗ ଆସିଯାଏ , ତେବେ ସେହି ସମୟରେ ଏହା ନିୟନ୍ତ୍ରଣକରିଥାଏ,  ଦୁର୍ବଳା ଚନ୍ଦ୍ରମା ସବୁଠାରୁ ପ୍ରଥମ ବ୍ୟକ୍ତିର ମାନସିକ କ୍ଷମତାକୁ କମ୍ କରିଥାଏ , ଏମିତିରେ ରୁପା ଏହା ଅଭିମନ୍ତ୍ରିତ ଆଙ୍ଗୁଠି ଚନ୍ଦ୍ରମାକୁ ମଜବୁତ୍ କରି ଆପଣଙ୍କ ମାନସିକ କ୍ଷମତାକୁ ବଢାଇବାରେ ସାହାଯ୍ୟକରିଥାଏ ।

ଯଦି ଆପଣଙ୍କୁ କଫ, ଅର୍ଥରାଇଟିସ୍, ଆଣ୍ଠୁଗଣ୍ଠିର ବାତ କିମ୍ବା ହାଡ ସହ ଯୋଡି ହୋଇଥିବା କିଛି ବି ସମସ୍ୟା ଅଛି ତେବେ ରୁପାର ମୁଦି ଆପନଙ୍କ ବହୁତ ପରିମାଣରେ ସାହାଯ୍ୟ କରିବ, ରୁପାର ଧାତୁ ବ୍ୟବହାର କରି ଆପଣ ନିଜ ଜୀବନରେ କେଉଂ ନା କେଉଁ ରୁପରେ ଅବଶ୍ୟ ବ୍ୟବହାର କରିବା ଉଚିତ୍ , କାରଣ ରୁପାର ମୁଦି କିମ୍ବା ରୁପା ଶରିରରେ ଧାରଣ କରିବା ଛଡା ରୁପାର ବାସନ ଖାଇବାପିବା କରିଲେ ଥଣ୍ତା,କାଶ, ଓ ସାଇନସ ପରି ସମସ୍ୟା ଦୂର ହୋଇଯାଏ

Leave a Reply

Your email address will not be published. Required fields are marked *