ଭଗବାନ ରାମଙ୍କ ପରେ କିଏ ସଂମ୍ଭାଳିଥିଲେ ରଘୁବଂଶର ସାମ୍ରାଜ୍ୟ, କଣ ଆପଣ ଜାଣିଛନ୍ତି ?
ଆମେ ସମସ୍ତେ ଛୁଆବେଳେ ସତ୍ୟଯୁଗର କଥା ଶୁଣି ଆସିଛେ , ସେହି ସମୟରେ ଅଯୋଧ୍ୟାରେ ଏକ ରାଜା ଥିଲେ ଯାହାଙ୍କ ନାଁ ରାଜା ଦଶରଥ କିମ୍ବା ଅଯୋଦ୍ଧାଙ୍କ ରାଜା ଦଶରଥ ତିନୋଟି ରାଶି ଥିଲେ , ସେହି ରାଣୀଙ୍କ ନାଁ ସୁମିତ୍ରା କୌଶଲ୍ୟା ଓ କୈକୟୀ ଥିଲା, ଓ ରାଜା ଦଶରଥ ଏହି ତିନୋଟି ରାଣୀଙ୍କର ଚାରୋଟି ପୁଅ ଥିଲେ ,ଯାହାଙ୍କ ନାଁ ରାମ,ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଥିଲା, କିନ୍ତୁ ରାଜା ଦଶରଥଙ୍କ ସବୁଠାରୁ ଛୋଟ ରାଣୀ କୈକୟୀ ଚାହୁଁଥିଲେ କି ତାଙ୍କ ପୁଅ ଭରତ ଅଯୋଦ୍ଧ୍ୟାରେ ସିଂହାସନରେ ବସନ୍ତୁ , ଏହି କାରଣରୁ ସେ କହିବା ଦ୍ୱାରା ତାଙ୍କ ପୁଅ ଭରତ ଅଯୋଦ୍ଧ୍ୟାର ସିଂହାସନରେ ବସିଲେ ଏହି କାରଣରୁ ତାଙ୍କ କହିବା ଅନୁଯାୟୀ ରାଜା ଦଶରଥ ଶ୍ରୀରାମଙ୍କୁ ୧୪ ବର୍ଷ ବନବାସରେ ପଠାଇଦେଲେ , ଶ୍ରୀରାମଙ୍କୁ ଏକେଲା ଦେଖିକରି ଭାଇ ଲକ୍ଷ୍ମଣ ବି ତାଙ୍କ ସହ ବନବାସ ଚାଲିଯାଇଥିଲେ , ଓ ଭଗବାନ ଶ୍ରୀରାମଜୀଙ୍କ ସହ ତାଙ୍କ ସ୍ତ୍ରୀ ମା ସୀତା ବି ୧୪ ବର୍ଷ ବନବାସ ଚାଳିଗଲେ । ଯେବେ ଭଗବାନ ଶ୍ରୀରାମ ମାତା ସୀତା ଓ ଲକ୍ଷ୍ମଣ ୧୪ ବର୍ଷର ବନବାସ ଜଙ୍ଗଲରେ କାଟୁଥିଲେ , ତେବେ ଭଗବାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଲଙ୍କାଧୀଶ ରାବଣ ସୀତାଙ୍କୁ ହରଣ ନେଇ ଚାଲିଗଲା , ଯେବେ ଏହି କଥା ଶ୍ରୀରାମଙ୍କୁ ଜଣାପଡିଲା ତେବେ ସୀତାଜୀଙ୍କୁ ଖୋଜିବାପାଇଁ ସବୁ ଜଙ୍ଗଲ ଖୋଜିବୁଲିଲେ, ତେବେ ଶ୍ରୀରାମ ରାବଣ ମଧ୍ୟରେ ଯୁଦ୍ଧ ହୋଇଥାଏ , ଓ ସେହି ଯୁଦ୍ଧରେ ଶ୍ରୀରାମ ରାବଣକୁ ବଧ କରିଦିଅନ୍ତି , ଓ ମାତା ସୀତାଙ୍କୁ ମୁକ୍ତ କରିଥାନ୍ତି ।
ଯେବେ ୧୪ ବର୍ଷ ବନବାସ ଶେଷ ହୋଇଯାଏ , ତାପରେ ଭଗବାନ ଶ୍ରୀରାମ ମାତା ସୀତା ଓ ଲକ୍ଷ୍ମଣ ଅଯୋଦ୍ଧ୍ୟା ଫେରି ଆସନ୍ତି , ଏହି ଦିନରେ ଦୀପାବଳୀ ଉତ୍ସବ ମନାହୋଇଥାଏ, ହିନ୍ଦୁ ମାନ୍ୟତା ଅନୁସାରେ ଭଗବାନ ଶ୍ରୀରାମଙ୍କୁ ବିଷ୍ଣୁଙ୍କ ସପ୍ତମ ଅବତାର ମାନାଯାଏ , ଶ୍ରୀରାମ ଜଣେ ଆଦର୍ଶ ପୁତ୍ର ପ୍ରଜା ରକ୍ଷା କରିବାବାଲା ରାଜା ସ୍ତ୍ରୀକୁ ପ୍ରେମ କରୁଥିବା ସ୍ୱାମୀ ଓ ନିଜ ସିଦ୍ଧାନ୍ତରେ ଚାଳୁଥିବା ରାଜା ବୋଲି ଜଣାଯାଉଥିଲେ, ଶ୍ରୀରାମଙ୍କ ଏହି ଗୁଣ ସକାଶେ ତାଙ୍କୁ ମର୍ଯ୍ୟାଦାପୁରୁଷୋତ୍ତମ ଭଗବାନ ଶ୍ରୀରାମ କୁହାଯାଇଥାଏ , ଏହି କଥା ପ୍ରାୟତଃ ସବୁ ଲୋକ ଶୁଣିଥିବେ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେବେ ଶ୍ରୀରାମ ନିଜ ମାନବରୁପ ଛାଡିଦେଇଥିଲେ , ତେବେ ତାଙ୍କ ସିଂହାସନରେ କିଏ ବସିଥିଲେ ।
ଏମିତି କୁହାଯାଏ କି ଯେବେ ଶ୍ରୀରାମ ନିଜ ମାନବରୁପ ଛାଡିକରି ଶରୀର ତ୍ୟାଗ କରିନେଇଥିଲେ, ତେବେ ପରେ ତାଙ୍କ ପୁଅ କୁଶ ରାଜା ହୋଇଥିଲେ, କିନ୍ତୁ କୁଶ ନିଜ ପୁର୍ବଜଙ୍କ ପଇର୍ ଏକ କୁଶଳ ଶାସକ ହୋଇପାରିଲାନାହିଁ , ଏଥିପାଇଁ ସେ ନାଗକୁ ମାରିବାକୁ ଚେଷ୍ଟା କରିଥିଲା, ଯାହାଙ୍କ ତାଙ୍କ ବାପା ଶ୍ରୀରାମ ଜୀଙ୍କ ଦ୍ୱାରା ଦାମିକା ପଥର ଚୋରି କରିନେଇଥିଲା, ଭଗବାନଙ୍କ ଦାମିକା ପଥର ଅଗସ୍ତ୍ୟ ରୁଷିଙ୍କୁ ଭେଟିଦେଇଥିଲେ, କଥା ନୁସାରେ କୁଶ ଦୁର୍ଜୟ ରାକ୍ଷସ ସହ ଯୁଦ୍ଧ କରିବା ସମୟରେ ମରିଯାଇଥିଲେ , କିନ୍ତୁ ତାଙ୍କ ପୁର୍ବଜ କେବେ କେଉଁ ଯୁଦ୍ଧରେ ହାରିନଥିଲେ, କିନ୍ତୁ ଯେବେ ଦୁର୍ଜୟ ରାକ୍ଷସ ସ୍ୱର୍ଗରେ ଆକ୍ରମଣ କଲା ତେବେ ସେ ମରିଯାଇଥିଲା । କୁଶ ମରିଯିବାପରେ ତାଙ୍କ ପୁଅ ଅତିଥି ରାଜା ହୋଇଥିଲେ , କୁଶ ଓ ନାଗକନ୍ୟା କୁମୁଦବତୀ ଙ୍କ ପୁଅ ଅତିଥି ନିଜ ପୁର୍ବଜଙ୍କପରି ଏକ ମହାନ୍ ରାଜା ଥିଲା ,ବରିଷ୍ଠମୁନି ଦେଖାଶୁଣା ରେ ଅତିଥି ଏକ ମହାନ୍ ଯୋଦ୍ଧା ହୋଇଥିଲା । ଅତିଥିଙ୍କ ପରେ ତାଙ୍କ ପୁଅ ନିସଧ ରାଜା ନିଷଧ ବି ନିଜ ବାପାଙ୍କ ପରି ଏକ ମହାନ୍ ରାଜା ଓ ଯୋଦ୍ଧା ହୋଇଥିଲା
ନିସାଦଙ୍କ ପରେ ତାଙ୍କ ପୁଅ ନଳ ରାଜା ହୋଇଥିଲେ, କିନ୍ତୁ ନଳ ରାଜପାଟ ତ୍ୟାଗକରି ରୁଷିମୁନିଙ୍କ ସହ ଜଙ୍ଗଲରେ ରହିବାକୁ ଲାଗିଲେ , ପିତାଙ୍କ ରାଜପାଟ ତ୍ୟାଗ କରିଦେବା ପରେ ନଭ ଉତ୍ତର କୋଶଲା ଶାସକ ହୋଇଥିଲେ, ନଭ ଉପରେ ପୁଣ୍ତରିକ ଆକ୍ରମଣ କରିଥିଲେ , ପୁଣ୍ତରିକ ପରି ତାଙ୍କ ପୁଅ କ୍ଷେମଧନବା ଏକ ମହାନ୍ ଯୋଦ୍ଧା ଥିଲା ,କ୍ଷେମଧନବାଙ୍କ ପୁଅ ଦେବାନିକ ନିଜ ବାପାଙ୍କ ପରି ମହାନ୍ ଯୋଦ୍ଧା ଥିଲା, ସେ ଦେବାସ ସେନାର ପ୍ରମୁଖ ଥିଲା, ଦେବାନିକ ଏକ ପୁଅ ଥିଲା , ଯାହାଙ୍କ ନାଁ ଅହିନାଗୁ ଥିଲା, ଯିଏକି ପୁରା ବ୍ରହ୍ମାଣ୍ତ ରାଜ୍ କରିଥିଲେ, ଯାହାଙ୍କ ପ୍ରଜା ବହୁତ ପ୍ରେମ କରୁଥିଲେ, ଅହିନାଗୁ ପରେ ତାଙ୍କ ପୁଅ ପରିଯାତ୍ରା ରାଜା ହୋଇଥିଲେ, ପରିଯାତ୍ରାଙ୍କ ପରେ ତାଙ୍କ ପୁଅ ଶିଲ ରାଜା ହୋଇଥିଲେ, ସେ ବହୁତ ବିନମ୍ର ଥିଲେ ।
ଏହି ପ୍ରକାରରେ ସବୁ ବର୍ଷ ପରି ରାଜା ବଦଳିବାକୁ ଲାଗିଲେ ଓ ରଘୁବଂଶ ଏମିତି ଆଗକୁ ବଢିଲା, ଅଗ୍ନିବର୍ମା ଏହି ରଘୁବଂଶର ଶେଷ ରାଜା ଥିଲେ, କିନ୍ତୁ ସେ ସବୁବେଳେ ଭୋଗବିଳାସିତା ଭରା ଜୀବନରେ ଆଦି ହୋଇଗଲା, ତାଙ୍କ ପ୍ରଜାକୁ ଦୁର କରି ମନ୍ତ୍ରୀଙ୍କୁ ସେ କେବେ ଦେଖିନଥିଲା, ସେ ବିଳାସତାକାରଣରୁ ବହୁତ୍ ଦୁର୍ବଳ ରାଜା ହୋଇଥିଲା, ଏହି ପରି ଅଗ୍ନିବର୍ମା ବହୁତ କମ୍ ବୟସରେ ଜୀବନ ହାରିଥିଲେ, ଯେଉଁ ସମୟରେ ତାଙ୍କ ଜୀବନସମାପ୍ତ ହେଲା, ତେବେ ତାଙ୍କ ଗର୍ଭବତୀ ସ୍ତ୍ରୀ ସିଂହାସନରେ ବସିବାର ଥିଲେ, ଏହା ସହ ମହାନ୍ ରଘୁବଂଶୀ ରାଜବଂଶର ଅନ୍ତ ହୋଇଥିଲା ।